• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Jayanarayan Mishra
ସରଗରମ ରାଜ୍ୟ ରାଜନୀତି ! ‘୧୯୯୭ ଭଳି ପରିବର୍ତ୍ତନର ପଦଧ୍ୱନୀରେ ଓଡ଼ିଶାବାସୀ’

ସରକାରକୁ ଓପାଡ଼ି ଫୋପାଡ଼ି ଦେବାକୁ ହେବ । ତାପରେ ଯାଇ ରାଜ୍ୟର ଉନ୍ନତି ହେବ ।

Aparajita Sarangi
BJP ମିଟିଂରେ BJD କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ କଲେ ଅପରାଜିତା, କହିଲେ ଡରୁଛି କି ଦଳ ?

ବିଜେପିକୁ ଏତେ ଭୟ କାହିଁକି ପଚାରିଲେ ଅପରାଜିତା । ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟକ୍ରମ କାହିଁକି ?

Mohammed Moquim
ବଡ଼ ଖବର ! ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍‌

ମୋକିମ୍‌ଙ୍କ ସହ ପୂର୍ବତନ IAS ବିନୋଦ କୁମାରଙ୍କୁ ମଧ୍ୟ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଭିଜଲାନ୍ସ କୋର୍ଟ ।

bjp works in ground flour
ଆମେ ଗ୍ରାଉଣ୍ଡ ଫ୍ଲୋରରେ କାମ କରୁଛୁ, ଲୋକଙ୍କ ହୃଦୟ ପାଖରେ ପହଞ୍ଚି ପାରିଛୁ-ବୈଜୟନ୍ତ

ଦିନ ଥିଲା ଭାରତ ନିଜର ସମସ୍ୟା ପାଇଁ ଅନ୍ୟ ଦେଶର ସହାୟତା ନେଉଥିଲା। ହେଲେ ଆଜି ଭାରତ ଅନ୍ୟଦେଶକୁ ସହାୟତାର ହାତ ବଢାଇବା ସ୍ଥିତିରେ ପହଞ୍ଚି ପାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଆଜି ଏପରି ସଫଳତା ଆଣି ଦେଇଛି। ଆମ ୪ ପିଢ଼ିର ତପସ୍ୟା, ନେତୃତ୍ୱର ମାର୍ଗଦର୍ଶନ ଏବଂ କାର୍ଯ୍ୟକର୍ତ୍ତାଙ୍କର ପରିଶ୍ରମ ଯୋଗୁ ଆଜି ବିଜେପି ଏକ ବିଶ୍ୱସ୍ତରୀୟ ଦଳ ହୋଇପାରିଛି। ଆମେ ଦେଶପ୍ରେମୀ। ଦେଶ ପାଇଁ କାମ କରୁଛୁ। ଆମ ଦଳ ତୃତୀୟ ବା ୨ୟ ମହଲାରେ କାମ କରେନି। ଗ୍ରାଉଣ୍ଡ ଫ୍ଲୋରରେ କାମ କରେ। ଆମ ଦଳ ଲୋକଙ୍କ ହୃଦୟ ପାଖରେ ପହଞ୍ଚି ପାରିଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

Supreme Court
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ : ବିବାହିତଙ୍କ ପରି ଅବିବାହିତ ମହିଳାଙ୍କୁ ଗର୍ଭପାତ ଅଧିକାର

ଅନିଚ୍ଛାକୃତ ଗର୍ଭଧାରଣ ହୋଇଥିଲେ ଗର୍ଭପାତ କରିପାରିବେ ଅବିବାହିତ ମହିଳା , ବିବାହିତ ଓ ଅବିବାହିତ ମହିଳା ମଧ୍ୟରେ ବାଛବିଚାର ଅସାମ୍ବିଧାନିକ

jp nadda
ଭୁବନେଶ୍ୱରରେ ଜେପି ନଡ୍ଡା : ଦଳୀୟ ନେତା ଓ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଜେପି ନଡ୍ଡା ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି ।

Durga Puja
ମା’ଙ୍କ ଆବାହନ ପାଇଁ ଉତ୍ସବମୁଖର ରାଜ୍ୟର ସମସ୍ତ ଶକ୍ତିପୀଠ

ମାଆଙ୍କ ଆଗମନରେ ପାର୍ବଣ ଋତୁ ଆରମ୍ଭ ହୋଇଛି । ତାସହ ଏକାକାର ହୋଇଛି ପ୍ରକୃତି ଓ ପରିବେଶ ।

Bhadrak village under existential threat due to change in course of Baitarani river
ଗାଁ ଭିତରକୁ ମାଡ଼ି ଆସୁଛି ବୈତରଣୀ ନଦୀ, ଭୟଭୀତ ଅବସ୍ଥାରେ ଲୋକେ

ବୈତରଣୀ ନଦୀର ଗତିପଥରେ ପରିବର୍ତ୍ତନ ଯୋଗୁ ବନ୍ଦାଳ ମଢିଆଳି ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ବର୍ଷକୁ ବର୍ଷ ବୈତରଣୀ ନଦୀ ଗାଁ ଭିତରକୁ ମାଡ଼ି ଆସୁଛି। ଦିନେ ଗାଁଠାରୁ କୋଶେ ଦୂରରେ ଥିବା ନଦୀ ଏବେ ବାଡ଼ି ପାଖରେ ପହଞ୍ଚିଲାଣି।

Fines For No Seatbelt In Rear Seat
ଏଣିକି କାର୍‌ ପଛ ସିଟ୍‌ରେ ବସିଲେ ବି ପିନ୍ଧିବେ ସିଟ୍‌ ବେଲ୍ଟ; ନ ହେଲେ ଗଣିବେ ୧,୦୦୦ ଟଙ୍କା ଫାଇନ୍‌

ଦୁଇ ଚକିଆ, ତିନି ଚକିଆ ଯାନ ବାଦ୍ ଯେଉଁ ଗାଡ଼ିରେ ୮ରୁ କମ୍ ସିଟ୍ ଥିବ ସେଥିରେ ଡ୍ରାଇଭର ନିକଟରେ ଆଗରେ ବସୁଥିବା ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ। ୮ରୁ କମ୍ ସିଟ୍‌ ବିଶିଷ୍ଟ ଗାଡ଼ିରେ ପଛରେ ଯେଉଁ ଯାତ୍ରୀ ସାମ୍ନାକୁ ମୁହଁ କରି ବସୁଥିବେ ସେମାନେ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ।

BJP National President JP Nadda To Visit Odisha Today
ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ୨୦୨୪ ନିର୍ବାଚନ ପାଇଁ ଫୁଙ୍କିବେ ବିଗୁଲ

୨୦୨୪ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଜେ.ପି. ନଡ୍ଡା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ଓଡ଼ିଶା ଆସୁଥିବାରୁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। 

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 29 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 29 September 2022
Jayanti Patnaik
ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

ପୂର୍ବତନ ସାଂସଦ ତଥା ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ ।

Special story
ରକ୍ତାକ୍ତ ସଂଘର୍ଷର ଗାଥା . .ତରଙ୍ଗ ପ୍ଲସର ନୂଆ ୱେବସିରିଜ ରକ୍ତତୀର୍ଥର ଟିଜର ରିଲିଜ...

ଦ୍ୱିତୀୟ ଜାଲିଓ୍ୱାନାଓ୍ୱାଲାବାଗ୍ କୁହାଯାଉଥିବା ଭଦ୍ରକର ଇରମ୍ ପୀଠରେ ସହିଦଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

bjp,bjd
ଆସନ୍ତାକାଲି ଭୁବନେଶ୍ୱରରେ ପଦ୍ମ-ଶଙ୍ଖ ପାଓ୍ୱାର ସୋ : ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବେ ନଡ୍ଡା

ସେପଟେ ପ୍ରତିନିଧି ସମ୍ମିଳନୀ କରି ବିଜେଡିର କାଉଣ୍ଟର ପ୍ଲାନ୍,ଉଭୟ ବିଜେପି ଓ ବିଜେଡିକୁ କଂଗ୍ରେସର ନିଶାନା

Special story
ଗ୍ୟାସ୍ ଲିକ୍ ଯୋଗୁଁ ୨୮ କର୍ମଚାରୀ ଗୁରୁତର : ମେଡିକାଲରେ ଭର୍ତ୍ତି

ଅସୁସ୍ଥ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Special story
ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଅଡିଓକୁ ନେଇ ଘମାସାନ : ଗଣଶିକ୍ଷା ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ହଲ୍ଲାବୋଲ୍

ନିମାପଡା ଓ ପିପିଲିରେ ବିଜେପିର ଜୋରଦାର ପ୍ରତିବାଦ,ମନ୍ତ୍ରୀଙ୍କ ଘରକୁ ଅଣ୍ଡା ଓ ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ

RaktaTirtha
ବର୍ବରତାର କାହାଣୀ କହିବ ‘ରକ୍ତତୀର୍ଥ’

୨୮ ସେପ୍ଟେମ୍ବର ୧୯୪୨।  ସାରା ଭାରତକୁ ଦୋହଲାଇ ଦେଇଥିଲା ଭଦ୍ରକ ବାସୁଦେବପୁରର ଇରମ୍। ଇଂରେଜଙ୍କ ବିରୋଧରେ ସ୍ୱର ଉଠାଇଥିବା ଓଡ଼ିଆ ପୁଅ ନିଜ ମାଟି ମାଆ ପାଇଁ ଜୀବନ ଉତ୍ସର୍ଗ କରି ଦେଇଥିଲେ।

Special story
ଦୁର୍ନୀତି ନକରିବାରୁ ଦଣ୍ଡ ! ଟେଣ୍ଡର ଫିକ୍ସିଂ କରିବାକୁ ମନା କରିବା ପରେ CDMOଙ୍କ ବଦଳି

ଟେଣ୍ଡରକୁ ଖାରଜ କରିବା ପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ

  • Wednesday, 28 September 2022
  • CDMO
Special story
ଛାତ୍ରଙ୍କ ମହାନତା : ୨୫ ହଜାର ଟଙ୍କା ପାଇ ଫେରାଇଦେଲେ ଶୁଭଙ୍କର

କୁନି ପୁଅକୁ ଲୋଭ ଗ୍ରାସ କରି ପାରିଲାନି । ପାଇଥିବା ଟଙ୍କାକୁ ଫେରାଇ ଦେଲେ ।

Tathagat twitt on high security number plate
ତଥାଗତଙ୍କ ପ୍ରଶ୍ନ-ଗାଡ଼ି ହଜିଲେ ଖୋଜି ଦେବେ କି ସରକାର

କାହିଁକି ଏ ହାଇ ସିକ୍ୟୁରିଟି ନମ୍ବର। ଏହି ନମ୍ବର ଲଗାଇଲେ କି ସୁବିଧା ମିଳିବ ? ଏହାକୁ ନେଇ କାହିଁକି ପରିବହନ ବିଭାଗର ଏତେ ତନାଘନା ? ଏମିତି ଅନେକ ପ୍ରଶ୍ନ ଗାଡି ମାଲିକ ଏବଂ ଚାଳକଙ୍କ ମନରେ । ଏସବୁ ଭିତରେ HSRPକୁ ନେଇ ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କ ଟୁଇଟ ନିଆଁରେ ଘିଅ ପରି ହୋଇଛି।

Special story
ମନୋବଳ ଭାଙ୍ଗିନି : ଜମିରେ କଠିନ ପରିଶ୍ରମ କରି ପରିବାର ପାଳୁଛନ୍ତି ଦିବ୍ୟାଙ୍ଗ ଯୁବକ

ଦିବ୍ୟାଙ୍ଗ ହୋଇ ବି ସେ ସକ୍ଷମ, ସଚଳ ଗୋଟିଏ ଗୋଡ଼ରେ ବି ସେ ଅନ୍ୟ ସାଧାରଣ ମଣିଷଙ୍କ ଭଳି କର୍ମଠ ଓ ଚଳଚଞ୍ଚଳ ।