• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sta

STA to come up with new SOP for marriage processions in Odisha
ଚେତିଲା ପରିବହନ ବିଭାଗ; ବିବାହ ଉତ୍ସବରେ ଗାଡ଼ି ବ୍ୟବହାର ନେଇ ଖୁବଶୀଘ୍ର ଆସିବ ନୂଆ SOP

ରାଜ୍ୟରେ ପାଖାପାଖି ୧୬ ହଜାର ବସ୍ ଚଳାଚଳ କରୁଛି । ସେଥିମଧ୍ୟରୁ ୨ ହଜାର ସରକାରୀ ବସ୍ ହୋଇଥିବା ବେଳେ ପ୍ରାୟ ୧୪ ହଜାର ଘରୋଇ ବସ୍ । ଏହି ୧୪ ହଜାର ଘରୋଇ ବସ୍ ମଧ୍ୟରୁ ୨୫ ଭାଗ ବା ପ୍ରାୟ ୩ ହଜାର ୫ଶହ ବସ୍ ୧୫ ବର୍ଷରୁ ଅଧିକ ପୁରୁଣା ।

STA directs bus owners to display information including distance inside buses
ପରିବହନ ବିଭାଗର ନିର୍ଦ୍ଦେଶ: ବସ୍‌ରେ ଲେଖ- କେତେ ଦୂରକୁ କେତେ ଭଡ଼ା

ବେଆଇନ ଭାବେ ବସ୍ ଭଡ଼ା ଆଦାୟ ନେଇ ଓଟିଭିରେ ଖବର ପ୍ରସାରଣ ପରେ ପରିବହନ ବିଭାଗ ଏହି ଚିଠି ଲେଖିଛି।

E challan
ପରିବହନ ବିଭାଗର ଅଜବ ନିର୍ଦ୍ଦେଶ ! ଫାଇନ୍‌ କାଟି ଟାର୍ଗେଟ୍‌ ଫୁଲ୍‌ କର

ଆର୍ଟିଓୱାରୀ ଓ ଅଧିକାରୀୱାରୀ ଇ-ଚାଲାଣ ଆଦାୟ ଟାର୍ଗେଟ୍ ଦିଆଯାଇଥିବା କହିଛି ଏସଟିଏ। ଇ-ଚାଲାଣ ଜରିମାନା ଆଦାୟ ପାଇଁ ପରିବହନ ବିଭାଗର ଏଭଳି ଟାର୍ଗେଟ୍ ବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ।

new guidelines
ରାଜ୍ୟ ପରିବହନ ବିଭାଗର ନୂଆ ଗାଇଡଲାଇନ୍ସ

ଆଉ ଚଳିବନି ଅନଲାଇନ୍ କ୍ୟାବ୍ କମ୍ପାନୀଙ୍କ ମନମାନି। ରାଜ୍ୟ ପରିବହନ ବିଭାଗର ନୂଆ ଗାଇଡଲାଇନ୍ସ, ବ୍ୟବସାୟ ପାଇଁ ବାଧ୍ୟତାମୂଳକ ଲାଇସେନ୍ସ। ଠକିଲେ, ତତ୍କାଳ ଅଭିଯୋଗ କରିି ପାରିବେ ଗ୍ରାହକ, ରହିବ ୨୪ ଘଣ୍ଟିଆ କଲ୍ ସେଣ୍ଟର।

High Security Number Plate
ଯାଉନି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଟେନ୍‌ସନ୍, ଚିନ୍ତାରେ ଗାଡ଼ି ମାଲିକ ଓ ଚାଳକ

କେଉଁଠି ଦୁର୍ବଳ ନେଟ୍‌ୱର୍କ ଯୋଗୁଁ ଅନ୍‌ଲାଇନ୍ ଆବେଦନ ହୋଇପାରୁନି ତ ଆଉ କେଉଁଠି ସିଆମ୍‌ ୱେବ୍‌ସାଇଟ୍ ସର୍ଭର ଡାଉନ୍ ଯୋଗୁଁ ହଇରାଣ ଆବେଦନକାରୀ ।