• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Nutritious Food Grain

ଚେହେରାରେ ଚମକ ଆଣେ ଏହି ଖାଦ୍ୟ
Health Tips: ଆପଣଙ୍କ ବୟସ ବଢୁଛି...ଚର୍ମରେ କୁଞ୍ଚନ ଆସୁଛି, କ’ଣ କଲେ ଆପଣଙ୍କ ଚେହେରା ଚମକିବ...

ପ୍ରଥମେ ଜାଣିବା ଏଜିଂ ବା ବୟସବୃଦ୍ଧିର ପ୍ରକ୍ରିୟା କିପରି ହୁଏ। ଆପଣ ଜାଣନ୍ତି କି, ଆମ ଶରୀରର ପ୍ରତି କୋଷ ବା ସେଲ୍ ନିଜ ସମୟକାଳ ପରେ ମରିଯାଆନ୍ତି ଏବଂ ବିଭାଜନ ଦ୍ୱାରା ନୂଆ ସେଲ୍ ତିଆରି ହୋଇଥଆନ୍ତି। ଏହାକୁ ରିଜେନେରେସନ୍ କୁହାଯାଏ। ଏଥିପାଇଁ ଆମ ଶରୀରର କୌଣସି ଅଙ୍ଗ କିମ୍ୱା ତ୍ୱଚାରେ କୌଣସି କ୍ଷତ ହେଲେ ମଧ୍ୟ ଏହା ଜଲ୍‌ଦି ଭରଣ ହୋଇଯାଏ। ଏହି କୋଷ ବିଭାଜନ ବା ନୂତନକରଣ ଆମର ବୟସ ବଢ଼ିବା ସଙ୍ଗେ ସଙ୍ଗେ ଧୀର ହେବାକୁ ଲାଗେ ଏବଂ ଏକ ନିର୍ଦ୍ଦିଷ୍ଟ ବୟସ ପରେ ଏହା ଖୁବ୍ ଶୀଥିଳ ହୋଇଯାଏ।

ପ୍ୟାକେଟ ଫୁଡ୍ କେତେ ଉପଯୋଗୀ
Ready Made Food Packets Health Impact: କେତେ ଉପଯୋଗୀ ରେଡିମେଡ୍ ଫୁଡ୍...ସ୍ୱାସ୍ଥ୍ୟ ଉପରେ କ’ଣ ପଡୁଛି ପ୍ରଭାବ

ପ୍ରଥମେ ଜାଣିବା ଏସବୁ ପ୍ୟାକ୍ ହୋଇ ମିଳୁଥିବା ପରିବା ବା ଅନ୍ୟ ପ୍ରକ୍ରିୟାକୃତ ଖାଦ୍ୟ ଏତେ ଦିନ ସତେଜ ରହୁଛି କିପରି। ଆପଣ ଘରକୁ ଯଦି କୌଣସି ରନ୍ଧା ଦ୍ରବ୍ୟ ଆଣୁଛନ୍ତି ତାହା ଅତିବେଶୀରେ ୪ରୁ ୫ଦିନ ପର୍ଯ୍ୟନ୍ତ ହିଁ ଉପଯୋଗୀ ହୋଇଥାଏ। ତେବେ ପ୍ୟାକେଟ୍‌ରେ ରହି ଫ୍ରୋଜେନ୍ ହେବା ଫଳରେ ଏହି ଖାଦ୍ୟରେ ପୋଷକ ତତ୍ୱ ଥାଏ କି ନାହିଁ ? ଏହାର ମୁଖ୍ୟ ଉପାଦାନ ହେଉଛି ପ୍ରିଜରଭେଟିଭ୍। ତେବେ ମାଂସ ଓ ମାଛ ପରି ଖାଦ୍ୟ ଫ୍ରୋଜେନ୍ ହୋଇ ରଖାଯିବାରେ କୌଣସି ପୋଷକ ନଷ୍ଟ ହୁଏ ନାହିଁ।

ନିଆରା ଆମ ଶ୍ରୀକ୍ଷେତ୍ର ଖାନା
Nutrition: ଆସ କିଏ ଖାଇବ ଆମ ପୁରୀ ପ୍ରସିଦ୍ଧ ଖାନା

ପୁରୀର ଖାଇବା ନାଁ ଶୁଣିଲେ ଆପଣଙ୍କ ମନରେ କ‘ଣ ଭାବ ଆସେ, ଫେଣୀ ବା ଖଜା, କ୍ଷୀର ସର, ଅବଢ଼ା, ଏହି ସବୁ ଖାଦ୍ୟ ନିଶ୍ଚୟ ଆସୁଥିବ। ହେଲେ ଏହା ବ୍ୟତୀତ ପୁରୀର ଅନ୍ୟ ସୁସ୍ୱାଦୁ ଖାଦ୍ୟମାନଙ୍କ ବିଷୟରେ ଜାଣିଲେ ଆପଣ ତୁରନ୍ତ ପୁରୀ ଆସି ସେସବୁ ଚାଖିବାକୁ ଉଦ୍ୟତ ହେବେ। ଯଦି ଆପଣ ମିଠା ପ୍ରିୟ, ତେବେ ତ ଏ ଲେଖାଟି ଖାସ୍ ଆପଣଙ୍କ ପାଇଁ। ପୁରୀରେ ଆମ ଜଗା ଯାହା ସବୁ ଖାଏ ତାହାର ତ କଳନା ନାହିଁ।

ସାରା ବିଶ୍ୱରେ ଚମକିଲା ଭାରତୀୟ ଖାଦ୍ୟ
Indian Restaurant Globally Awarded: ଭାରତୀୟ ରନ୍ଧା ଓ ରାନ୍ଧୁଣିଆ: ସୁଆଦିଆ ଖାଦ୍ୟ ପରଷି ପାଇଲେ ୨୦୨୪ର ଶ୍ରେଷ୍ଠ ପୁରସ୍କାର

ଟାଇମ୍ସ ମାଗାଜିନ ତାର ୨୦୨୪ ଦୁନିଆର ସବୁଠାରୁ ଶ୍ରେଷ୍ଠ ଜାଗା ତାଲିକାରେ ଦୁଇ ଭାରତୀୟ ରେଷ୍ଟୁରାଣ୍ଟକୁ ସାମିଲ କରିଛି । ଏହି ଦୁଇ ରେଷ୍ଟୁରାଣ୍ଟ ହେଉଛି ହାଇଦ୍ରାବାଦର ମନମ ଚକଲେଟ ଏବଂ ହିମାଚଳ ପ୍ରଦେଶର ନାର । ଏହି ରେଷ୍ଟୁରାଣ୍ଟ ଦୁଇଟିର ବିଶେଷତ୍ୱ ହେଉଛି ଭିନ୍ନ ଷ୍ଟାଇଲରେ ଘରୋଇ ଖାଦ୍ୟକୁ ଲୋକଙ୍କ ସାମ୍ନାରେ ରଖିବା । ଭାରତୀୟ କୋକୋର ପ୍ରଚାର କରୁଥିବା ପ୍ରିମିୟମ ଚକଲେଟର ବ୍ରାଣ୍ଡ ଅଟେ ମନମ ଚକଲେଟ । ମନମ ଚକଲେଟ କାରଖାନା ୨୦୨୩ରେ ହାଇଦ୍ରାବାଦରେ ଖୋଲିଥିଲା ।

Makhana prevents blood pressure and diabetes; Know how to eat
Nutrients: ବ୍ଲଡ୍ ପ୍ରେସର୍‌ ଓ ଡାଏବେଟିସକୁ ରୋକିବ ମଖନା; ଜାଣନ୍ତୁ କେମିତି ଖାଇବେ

ମଖନା ବା ପଦ୍ମ ମଞ୍ଜି ଏପରି ଏକ ଖାଦ୍ୟ ଯାହା ବର୍ତ୍ତମାନ ଖାଦ୍ୟ ବଜାରରେ ସହଜରେ ମିଳୁଥିବା ଏକ ପୌଷ୍ଟିକ ନଟସ୍। ଏହା ଅନେକ ପ୍ରକାରେ ଆମର ଶରୀରକୁ ସୁସ୍ଥ ରଖେ। ଖାଲି ପାଟିକୁ ସ୍ୱାଦ ନୁହେଁ, ଏହା ଆମ ଦେହକୁ ମଧ୍ୟ ହିତ। ଆସନ୍ତୁ ଆଜି ଏହି ମଖନା ବିଷୟରେ ଜାଣିବା।

Companies With Free Food
ଦରମା ୪୩ ଲକ୍ଷ ତଥାପି ଦରକାର ମାଗଣା ଖାଦ୍ୟ; ସ୍କ୍ରିନସଟ୍‌ ସେୟାର କଲେ କମ୍ପାନୀର ମାଲିକ

ଦରମା ୪୩ ଲକ୍ଷ ତଥାପି ଦରକାର ମାଗଣା ଖାଦ୍ୟ । ଏକଥା ଆମେ କହୁନୁ ଏକଥା କହୁଛନ୍ତି ଜଣେ କର୍ମଚାରୀ । ଏଭଳି କଥା କହି ଖାଲି ସୋସିଆଲ ମିଡ଼ିଆ ନୁହେଁ ବରଂ ସାରା ଭାରତ ବର୍ଷରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । 

Health Tips Liver detoxifying cauliflower
Health Tips: ଫୁଲକୋବିର ଅନେକ ଗୁଣ; ମୋଟାପଣ କରେ ଦୂର, ଶରୀରକୁ କରେ ଡିଟକ୍ସିଫାଏ

ଯଦି ଆପଣ ନିଜ ଶରୀରକୁ ଫିଟ୍ ରଖିବାକୁ ଚାହୁଁଛ, ତେବେ ଫୁଲକୋବି ଖାଇବା ଜରୁରୀ। ଏହା ଶରୀରରେ ସୃଷ୍ଟି ହେଉଥିବା ବିଷକୁ ଦୂର କରିଥାଏ। ଖାଲି ସେତିକି ନୁହେଁ, ଲଗାତର ଫୁଲକୋବି ଖାଇବା ଦ୍ୱାରା ଦେହରେ ଚର୍ବି ମଧ୍ୟ ବଢେ ନାହିଁ। ଜାଣନ୍ତୁ ଅନ୍ୟାନ୍ୟ ଲାଭ।

World Food Day 2023
World Food Day 2023: ପୌଷ୍ଟିକ ଆହାର କାହାକୁ କୁହାଯାଏ, କେଉଁ ଖାଦ୍ୟରୁ କ’ଣ ମିଳେ

ପ୍ରତିବର୍ଷ ୧୬ ଅକ୍ଟୋବରରେ ‘ବିଶ୍ୱ ଖାଦ୍ୟ ଦିବସ’ ପାଳନ କରାଯାଏ। ଅନାହାର ବିରୋଧରେ କାର୍ଯ୍ୟପନ୍ଥା ଗ୍ରହଣ କରିବା ଏହି ସଂଗଠନର ଉଦ୍ଦେଶ୍ୟ। ପୁଷ୍ଟିକର ଖାଦ୍ୟ ବିଷୟରେ ଅବଗତ କରାଇବା ଲକ୍ଷ୍ୟରେ ଏହି ଦିନ ପାଳନ କରାଯାଏ।