ପୁରୀର ଖାଇବା ନାଁ ଶୁଣିଲେ ଆପଣଙ୍କ ମନରେ କ‘ଣ ଭାବ ଆସେ, ଫେଣୀ ବା ଖଜା, କ୍ଷୀର ସର, ଅବଢ଼ା, ଏହି ସବୁ ଖାଦ୍ୟ ନିଶ୍ଚୟ ଆସୁଥିବ। ହେଲେ ଏହା ବ୍ୟତୀତ ପୁରୀର ଅନ୍ୟ ସୁସ୍ୱାଦୁ ଖାଦ୍ୟମାନଙ୍କ ବିଷୟରେ ଜାଣିଲେ ଆପଣ ତୁରନ୍ତ ପୁରୀ ଆସି ସେସବୁ ଚାଖିବାକୁ ଉଦ୍ୟତ ହେବେ। ଯଦି ଆପଣ ମିଠା ପ୍ରିୟ, ତେବେ ତ ଏ ଲେଖାଟି ଖାସ୍ ଆପଣଙ୍କ ପାଇଁ। ପୁରୀରେ ଆମ ଜଗା ଯାହା ସବୁ ଖାଏ ତାହାର ତ କଳନା ନାହିଁ।
ଟାଇମ୍ସ ମାଗାଜିନ ତାର ୨୦୨୪ ଦୁନିଆର ସବୁଠାରୁ ଶ୍ରେଷ୍ଠ ଜାଗା ତାଲିକାରେ ଦୁଇ ଭାରତୀୟ ରେଷ୍ଟୁରାଣ୍ଟକୁ ସାମିଲ କରିଛି । ଏହି ଦୁଇ ରେଷ୍ଟୁରାଣ୍ଟ ହେଉଛି ହାଇଦ୍ରାବାଦର ମନମ ଚକଲେଟ ଏବଂ ହିମାଚଳ ପ୍ରଦେଶର ନାର । ଏହି ରେଷ୍ଟୁରାଣ୍ଟ ଦୁଇଟିର ବିଶେଷତ୍ୱ ହେଉଛି ଭିନ୍ନ ଷ୍ଟାଇଲରେ ଘରୋଇ ଖାଦ୍ୟକୁ ଲୋକଙ୍କ ସାମ୍ନାରେ ରଖିବା । ଭାରତୀୟ କୋକୋର ପ୍ରଚାର କରୁଥିବା ପ୍ରିମିୟମ ଚକଲେଟର ବ୍ରାଣ୍ଡ ଅଟେ ମନମ ଚକଲେଟ । ମନମ ଚକଲେଟ କାରଖାନା ୨୦୨୩ରେ ହାଇଦ୍ରାବାଦରେ ଖୋଲିଥିଲା ।
ମଖନା ବା ପଦ୍ମ ମଞ୍ଜି ଏପରି ଏକ ଖାଦ୍ୟ ଯାହା ବର୍ତ୍ତମାନ ଖାଦ୍ୟ ବଜାରରେ ସହଜରେ ମିଳୁଥିବା ଏକ ପୌଷ୍ଟିକ ନଟସ୍। ଏହା ଅନେକ ପ୍ରକାରେ ଆମର ଶରୀରକୁ ସୁସ୍ଥ ରଖେ। ଖାଲି ପାଟିକୁ ସ୍ୱାଦ ନୁହେଁ, ଏହା ଆମ ଦେହକୁ ମଧ୍ୟ ହିତ। ଆସନ୍ତୁ ଆଜି ଏହି ମଖନା ବିଷୟରେ ଜାଣିବା।
ଦରମା ୪୩ ଲକ୍ଷ ତଥାପି ଦରକାର ମାଗଣା ଖାଦ୍ୟ । ଏକଥା ଆମେ କହୁନୁ ଏକଥା କହୁଛନ୍ତି ଜଣେ କର୍ମଚାରୀ । ଏଭଳି କଥା କହି ଖାଲି ସୋସିଆଲ ମିଡ଼ିଆ ନୁହେଁ ବରଂ ସାରା ଭାରତ ବର୍ଷରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।
ଯଦି ଆପଣ ନିଜ ଶରୀରକୁ ଫିଟ୍ ରଖିବାକୁ ଚାହୁଁଛ, ତେବେ ଫୁଲକୋବି ଖାଇବା ଜରୁରୀ। ଏହା ଶରୀରରେ ସୃଷ୍ଟି ହେଉଥିବା ବିଷକୁ ଦୂର କରିଥାଏ। ଖାଲି ସେତିକି ନୁହେଁ, ଲଗାତର ଫୁଲକୋବି ଖାଇବା ଦ୍ୱାରା ଦେହରେ ଚର୍ବି ମଧ୍ୟ ବଢେ ନାହିଁ। ଜାଣନ୍ତୁ ଅନ୍ୟାନ୍ୟ ଲାଭ।
ପ୍ରତିବର୍ଷ ୧୬ ଅକ୍ଟୋବରରେ ‘ବିଶ୍ୱ ଖାଦ୍ୟ ଦିବସ’ ପାଳନ କରାଯାଏ। ଅନାହାର ବିରୋଧରେ କାର୍ଯ୍ୟପନ୍ଥା ଗ୍ରହଣ କରିବା ଏହି ସଂଗଠନର ଉଦ୍ଦେଶ୍ୟ। ପୁଷ୍ଟିକର ଖାଦ୍ୟ ବିଷୟରେ ଅବଗତ କରାଇବା ଲକ୍ଷ୍ୟରେ ଏହି ଦିନ ପାଳନ କରାଯାଏ।