ଏହି ବହୁରୂପୀ ଏଣ୍ଡୁଅଟି ୧୦ ମିନିଟ୍ରେ ୧୦ ପ୍ରକାରର ରଙ୍ଗ ବଦଲାଉଛି। ମାଟିରେ ଚାଲିଲେ ମାଟିଆ ରଙ୍ଗ ହୋଇଯାଉଛି ତ, ହଳଦୀ ରଙ୍ଗର ବସ୍ତୁ ଉପରେ ଚାଲିଲେ ହଳଦିଆ ଦେଖା ଯାଉଛି।