• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 28 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Manoranjan Behera
  • 1 year ago

ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

ପୂର୍ବତନ ସାଂସଦ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ । More
  • Prangyan Parimita
  • 1 year ago

ରକ୍ତାକ୍ତ ସଂଘର୍ଷର ଗାଥା . .ତରଙ୍ଗ ସିନେ ପ୍ରଡକ୍ସନର ନୂଆ ୱେବସିରିଜ ରକ୍ତତୀର୍ଥର ଟିଜର ରିଲିଜ...

ଦ୍ୱିତୀୟ ଜାଲିଓ୍ୱାନାଓ୍ୱାଲାବାଗ୍ କୁହାଯାଉଥିବା ଭଦ୍ରକର ଇରମ୍ ପୀଠରେ ସହିଦଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି More
  • Prangyan Parimita
  • 1 year ago

ଥମୁନି ହାଇସିକ୍ୟୁରିଟି ନମ୍ବରପ୍ଲେଟ୍ ଝମେଲା : ଭିତ୍ତିଭୂମି ନଥାଇ ଡେଡଲାଇନ୍ ଉପରେ ହାଇକୋର୍ଟଙ୍କ ଜବାବ ତଲବ

ସମୟ ବଢ଼ାଇ ହେବକି ନାହିଁ ଜଣାଇବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ More
  • Prangyan Parimita
  • 1 year ago

ଆସନ୍ତାକାଲି ଭୁବନେଶ୍ୱରରେ ପଦ୍ମ-ଶଙ୍ଖ ପାଓ୍ୱାର ସୋ : ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବେ ନଡ୍ଡା

ସେପଟେ ପ୍ରତିନିଧି ସମ୍ମିଳନୀ କରି ବିଜେଡିର କାଉଣ୍ଟର ପ୍ଲାନ୍,ଉଭୟ ବିଜେପି ଓ ବିଜେଡିକୁ କଂଗ୍ରେସର ନିଶାନା More
  • Prangyan Parimita
  • 1 year ago

ଗ୍ୟାସ୍ ଲିକ୍ ଯୋଗୁଁ ୨୫ କର୍ମଚାରୀ ଗୁରୁତର : ମେଡିକାଲରେ ଭର୍ତ୍ତି

ଅସୁସ୍ଥ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । More
  • Prangyan Parimita
  • 1 year ago

ସଚେତନତା ସତ୍ତ୍ୱେ ଥମୁନି ହାତୀ-ମଣିଷ ଲଢ଼େଇ : ଜଗତପୁରରେ ଦୁଇ ଜଣଙ୍କୁ ଦଳିଦେଲେ ହାତୀପଲ

ଲୋକଙ୍କ କୋଳାହଳରେ ଦୌଡ଼ି ଦୌଡ଼ି ନୟାନ୍ତ ଛୁଆ ହାତୀ More
  • Prangyan Parimita
  • 1 year ago

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଅଡିଓକୁ ନେଇ ଘମାସାନ : ଗଣଶିକ୍ଷା ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ହଲ୍ଲାବୋଲ୍

ନିମାପଡା ଓ ପିପିଲିରେ ବିଜେପିର ଜୋରଦାର ପ୍ରତିବାଦ,ମନ୍ତ୍ରୀଙ୍କ ଘରକୁ ଅଣ୍ଡା ଓ ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ More
  • Prangyan Parimita
  • 1 year ago

ଦୁର୍ନୀତି ନକରିବାରୁ ଦଣ୍ଡ ! ଟେଣ୍ଡର ଫିକ୍ସିଂ କରିବାକୁ ମନା କରିବା ପରେ CDMOଙ୍କ ବଦଳି

ଟେଣ୍ଡରକୁ ଖାରଜ କରିବା ପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ More
  • Prangyan Parimita
  • 1 year ago

ଛାତ୍ରଙ୍କ ମହାନତା : ୨୫୦୦୦ ଟଙ୍କା ପାଇ ଫେରାଇଦେଲେ ଶୁଭଙ୍କର

କୁନି ପୁଅକୁ ଲୋଭ ଗ୍ରାସ କରି ପାରିଲାନି । ପାଇଥିବା ଟଙ୍କାକୁ ଫେରାଇ ଦେଲେ । More
  • Prangyan Parimita
  • 1 year ago

ମନୋବଳ ଭାଙ୍ଗିନି : ଜମିରେ କଠିନ ପରିଶ୍ରମ କରି ପରିବାର ପାଳୁଛନ୍ତି ଦିବ୍ୟାଙ୍ଗ ଯୁବକ

ଦିବ୍ୟାଙ୍ଗ ହୋଇ ବି ସେ ସକ୍ଷମ, ସଚଳ ଗୋଟିଏ ଗୋଡ଼ରେ ବି ସେ ଅନ୍ୟ ସାଧାରଣ ମଣିଷଙ୍କ ଭଳି କର୍ମଠ ଓ ଚଳଚଞ୍ଚଳ । More
  • Rajalaxmi Sahoo
  • 1 year ago

ବିରଳ ବହୁରୂପୀ ଏଣ୍ଡୁଅ: ୧୦ ମିନିଟ୍‌ରେ ବଦଳାଉଛି ୧୦ ପ୍ରକାର ରଙ୍ଗ

ଏହି ବହୁରୂପୀ ଏଣ୍ଡୁଅଟି ୧୦ ମିନିଟ୍‌ରେ ୧୦ ପ୍ରକାରର ରଙ୍ଗ ବଦଲାଉଛି। ମାଟିରେ ଚାଲିଲେ ମାଟିଆ ରଙ୍ଗ ହୋଇଯାଉଛି ତ, ହଳଦୀ ରଙ୍ଗର ବସ୍ତୁ ଉପରେ ଚାଲିଲେ ହଳଦିଆ ଦେଖା ଯାଉଛି। More
  • Rajalaxmi Sahoo
  • 1 year ago

ନୃଶଂସ ମଣିଷ: ବାନ୍ଧି ରଖିଥିଲେ କୁକୁରଙ୍କ ମୁହଁ, ଗୋଡ଼

ମୁହଁ, ଗୋଡ଼ ବନ୍ଧା ଅବସ୍ଥାରେ ୧୨ଟି ବୁଲା କୁକୁରଙ୍କୁ ଜଣେ ପଶୁପ୍ରେମୀ ଉଦ୍ଧାର କରିଛନ୍ତି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ୧୨ଟି ବୁଲା କୁକୁରଙ୍କୁ ବ୍ରହ୍ମପୁର ଜୀବ ସୁରକ୍ଷା ସଂଘର ସଦସ୍ୟ ଉଦ୍ଧାର କରିଛନ୍ତି। More
  • Rajalaxmi Sahoo
  • 1 year ago

ମନ୍ତ୍ରୀ ସମୀର ଦାଶଙ୍କ ଘର ଉପରକୁ ଅଣ୍ଡା, ଟମାଟୋ ମାଡ଼

ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି  ଛାତ୍ର କଂଗ୍ରେସ। ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ଅଭିଯୋଗରେ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ କରିଛି।  More
  • Rajalaxmi Sahoo
  • 1 year ago

ସେପଟେ ଉଜୁଡ଼ୁଛି ଶିଳ୍ପ, ଏପଟେ ଶିଳ୍ପାୟନ ଚିନ୍ତା

ଗୋଟିପଟେ ଶିଳ୍ପାୟନକୁ ତ୍ୱରାନିତ କରିବା ସହ ପୁଞ୍ଜି ନିବେଶ ପାଇଁ ଅନ୍ୟ ରାଜ୍ୟକୁ ମୁଖ୍ୟମନ୍ତ୍ରୀ ଗସ୍ତ କରୁଛନ୍ତି, ଅନ୍ୟପଟେ ରାଜ୍ୟରେ ଅନେକ ଶିଳ୍ପରେ ତାଲା ଝୁଲୁଛି। ଫଳରେ ହଜାର ହଜାର କର୍ମଚାରୀଙ୍କ ଜୀବନ ଜୀବିକା ଏବେ ସଙ୍କଟରେ। More
  • Rajalaxmi Sahoo
  • 1 year ago

ପ୍ରଥମେ ମଦ ପିଆଇ ମାତାଲ୍‌ କଲେ; ପରେ ମହାନଦୀକୁ ଠେଲି ଦେଲେ, ଶେଷରେ...

ପ୍ରଥମେ ଟ୍ରକ୍‌ ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ମଦ ପିଆଇ ମାତାଲ କଲେ, ଏହାପରେ ମହାନଦୀକୁ ଠେଲି ଦେଇଥିଲେ। ଶେଷରେ ଟ୍ରକ୍‌ ନେଇ ଘଟଣାସ୍ଥଳରୁ ଛୁ’ ମାରିଥିଲେ। More
  • Rajalaxmi Sahoo
  • 2 years ago

କଟକରେ ହାତୀ ଆତଙ୍କ: ସାରା ରାତି ଉତ୍ପାତ ମଚାଇଲେ, ଭୋରରେ ଜୀବନ ନେଲେ...

ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ସାରା ରାତି ହାତୀପଲ ଉପଦ୍ରବ ଜାରି ରଖିଥିବା ବେଳେ ଆଜି ଭୋରରେ ଜଣେ ବୃଦ୍ଧା ଓ ବୃଦ୍ଧଙ୍କୁ ଦଳିଦେଇଥିବା ସୂଚନା ମିଳିଛି। More
  • Satyendu Shekher Mishra
  • 2 years ago

ବର୍ଷାରେ ଭିଜିବ ଦଶହରା ! ୧ରୁ ଘୂର୍ଣ୍ଣିବଳୟ, ଅଧିକାଂଶ ଜିଲ୍ଲାରେ ୪ ଯାଏଁ ବର୍ଷା

ପୂଜା ଉତ୍ସାହକୁ ଫିକା କରିଦେଇପାରେ ବର୍ଷା । More
  • Satyendu Shekher Mishra
  • 2 years ago

ରତ୍ନଭଣ୍ଡାର ପ୍ରସଙ୍ଗକୁ ସାଂଘାତିକ ଅଣଦେଖା ! ପରିଚାଳନା କମିଟି ସଦସ୍ୟଙ୍କ ପ୍ରଶ୍ନ ସତ୍ତ୍ୱେ ଦିଆଗଲାନି ଗୁରୁତ୍ୱ

ଏଜେଣ୍ଡାରେ ନଥିବା କହି ଏଡ଼ାଇଗଲେ ମୁଖ୍ୟ ପ୍ରଶାସକ । ମହାପ୍ରଭୁଙ୍କ ଜମିଜମା ରେକ଼ର୍ଡର ଡିଜିଟାଇଜେସନ୍ ନିଷ୍ପତ୍ତି । More
  • Satyendu Shekher Mishra
  • 2 years ago

ହାଇସିକ୍ୟୁରିଟି ନମ୍ବରପ୍ଲେଟ୍ ଟେନ୍‌ସନ୍ ! ହାତରେ ଆଉ ୩ ଦିନ, ବୁକିଂ ପାଇଁ ମିଳୁନି ସ୍ଲଟ୍

ଦୁର୍ବଳ ନେଟଓ୍ୱର୍କ ଓ ସର୍ଭର ଡାଉନ୍ ଯୋଗୁଁ ସମସ୍ୟା । More
  • Satyendu Shekher Mishra
  • 2 years ago

ସାମ୍ନାକୁ ଆସିଲା SCB ପିଲା ଚୋରି ସତ, SNCUରୁ ନବଜାତ କନ୍ୟାକୁ ଚୋରାଇଥିଲେ ମହିଳା

କେମିତି ହାତେଇଲା ଜାଲ ପ୍ରସୂତି ଡିସଚାର୍ଜ ସାର୍ଟିଫିକେଟ୍ ? କଟକ ବଡ଼ ମେଡିକାଲ ସୁରକ୍ଷା ଉପରେ ପ୍ରଶ୍ନ । More
  • Satyendu Shekher Mishra
  • 2 years ago

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲା: ସାମ୍ନାକୁ ଆସିଲା ଅଡିଓ କ୍ଲିପ୍‌, ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ପ୍ରମାଣ !

ଧମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଏକ ମୋବାଇଲ ଅଡିଓ । ଆଉ ଏହି ଅଡିଓ ସଂପର୍କରେ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ପ୍ରଭାତି । More