ହଟିକଲଚର ବିଭାଗ ସହ ଯୋଗାଯୋଗ କରି କୁଇଣ୍ଟାଲ କୁଇଣ୍ଟାଲ ଆଳୁ ଆଣି ସବୁ ଗଜା କରାଇବା ସହ ଏକର ଏକର ଜମିରେ ଖତ ପକାଇ ପ୍ରସ୍ତୁତ କରିସାରିଛନ୍ତି, କିନ୍ତୁ ନିଇତି ସଞ୍ଜ ବାଜିବା କ୍ଷଣି ଏବେ ହାତୀ କ୍ଷେତ ମୁହାଁ ହେଉଛନ୍ତି। ଆଳୁ ଲଗାଇଲେ ନଷ୍ଟ ହବା ଥୟ ବୋଲି ଜାଣିବା ପରେ ଆଳୁ ଲଗାଇବାକୁ ଡ଼ରୁଛନ୍ତି ଚାଷୀ।
ଯୁଆଡେ ଅନେଇବ ସବୁ ଆଡ଼େ ମାଳ ମାଳ ହାତୀ । ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛନ୍ତି ହାତୀପଲ ।
ସମ୍ବଲପୁର ଏବଂ ଅନୁଗୁଳର ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ।
ଘର ଭାଙ୍ଗି ଦେଉଛି ହାତୀ, ଭୟରେ ବଞ୍ଚୁଛି ମଣିଷ । ସମ୍ୱଲପୁରର ପାହାଡ଼ିଆ ଅଞ୍ଚଳରେ ବର୍ଷ ତମାମ ହାତୀ-ମଣିଷ ଲଢେଇ
ପାଚୁଛି ଧାନ, ଉତ୍ପାତ କରୁଛନ୍ତି ହାତୀପଲ । ଏକାଥରକେ ଆସୁଛନ୍ତି ୧୦୦ ଟିକିଆ ହାତୀପଲ..ରାତିରେ ଗୋଡେଇଲେ ସକାଳୁ ପୁଣି ଗାଁ ମୁଣ୍ଡରେ ହେଉଛନ୍ତି ହାଜର
ଆଠଗଡ଼ ବନାଞ୍ଚଳରୁ ଗତକାଲି ରାତିରେ ଚାଲି ଆସିଥିବା ୩ଟି ହାତୀ ଜଗତପୁରର ଜନବସତି ଅଞ୍ଚଳକୁ ପଶି ଆସି ୨ ଜଣଙ୍କୁ ଦଳି ମାରିବା ସହ ଏ ଅଞ୍ଚଳରେ ଆତଙ୍କ ମଚାଇଛନ୍ତି ।
ଲୋକଙ୍କ କୋଳାହଳରେ ଦୌଡ଼ି ଦୌଡ଼ି ନୟାନ୍ତ ଛୁଆ ହାତୀ
ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ପାହାଡ଼ ତଳ ଜମିରୁ ଚାଷୀ କାହିଁକି କାଟି ନେଉଛନ୍ତି କଞ୍ଚାଧାନ ?