• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjp President

ଫେବ୍ରୁଆରୀ ସୁଦ୍ଧା ବୋର୍ଡ ମୁଖିଆ ନିଯୁକ୍ତି
Suresh Pujari: ସୁରେଶ ପୂଜାରୀଙ୍କ ବଡ଼ ସୂଚନା, ଖୁବଶୀଘ୍ର ସରିବ ନିଗମ-ବୋର୍ଡ ଓ କମିଶନ ନିଯୁକ୍ତି ପ୍ରକ୍ରିୟା

କିଏ ହେବେ ରାଜ୍ୟ ବିଜେପି ସଭାପତି ? କାହାକୁ ଏହି ଦାୟିତ୍ବ ଦେବ ଦଳ ? ଏହି ଚର୍ଚ୍ଚା ଆଲୋଚନା ଭିତରେ ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଦିନେ ଦୁଇ ଦିନ ଭିତରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇପାରେ ।

ଆସନ୍ତା ସପ୍ତାହରେ ବିଜେପି ମୁଖିଆ
Odisha BJP: ଖୋଲିଲା ନୂଆ ରାଜ୍ୟ ବିଜେପି ସଭାପତି ନିର୍ବାଚନ ବାଟ, ଆସନ୍ତା ସପ୍ତାହରେ ମିଳିପାରେ ନୂଆ ମୁଖିଆ

ଆସନ୍ତା ସପ୍ତାହରେ ବିଜେପିକୁ ମିଳିପାରେ ନୂଆ ମଙ୍ଗୁଆଳ। ରାଜ୍ୟ ସଭାପତି ନିର୍ବାଚନ ପାଇଁ ଖୋଲିଲା ବାଟ। ଖୁବ୍‌ଶୀଘ୍ର କେନ୍ଦ୍ର ସ୍ତରରୁ ନୋଟିଫିକେସନ୍, ଆସିବେ ନିର୍ବାଚନ ଅଧିକାରୀ ।

Who Will Be Next Odisha BJP President?
ସଭାପତି ବଦଳିବେ ନା ମନମୋହନ ରିପିଟ୍ ହେବେ

ବିଳମ୍ବ ସତ୍ତ୍ବେ ବି ଛିଣ୍ଡୁନି ବିଜେପି ରାଜ୍ୟ ସଭାପତି ଚୟନ ଅଙ୍କ। ସଭାପତି ବଦଳିବେ ନା ମନମୋହନ ରିପିଟ୍ ହେବେ- ଥମୁନି ସସପେନସ୍ ।

JP Nadda
ନଡ୍ଡାଙ୍କ ଟାସ୍କ .. 'ୱାର୍କ ଚାର୍ଟ ବନାଅ .. ଲୋକଙ୍କ ପାଖକୁ ଯାଅ'

ରୁଟିନ୍ ତିଆରି କରି ଲୋକଙ୍କ ସହ ଯୋଡି ହୁଅ । ସୋସିଆଲ ମିଡ଼ିଆରେ ଅଧିକରୁ ଅଧିକ କ୍ରିୟାଶୀଳ ହୁଅ ।

 Chit-Fund Scam
‘ଖୁବ୍ ଶୀଘ୍ର ଫେରସ୍ତ ହେବ ଚିଟ୍ ଫଣ୍ଡ ଟଙ୍କା’

ଖୁବ୍ ଶୀଘ୍ର କ୍ଷତିଗ୍ରସ୍ତ ଚିଟ୍ ଫଣ୍ଡ ଜମାକାରୀ ଫେରିପାଇବେ ଟଙ୍କା । ଟଙ୍କା ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଲେ ମନମୋହନ ।

Manmohan Samal
ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ଦୃଢୋକ୍ତି, ଓଡ଼ିଶାରେ ହେବ ଡବଲ ଇଞ୍ଜିନର ସରକାର

‘୧୨ ଶହ ପଞ୍ଚାୟତ ଗସ୍ତ ସରିଲାଣି, ଆଉ ୫ ହଜାର ପଞ୍ଚାୟତ ଗସ୍ତ ହେବ....ସାଂସଦ, ବିଧାୟକ, ପଦାଧିକାରୀ, କାର୍ଯ୍ୟକର୍ତ୍ତା ପଞ୍ଚାୟତ ଗସ୍ତ କରିବେ’

Manmohan Samal
ରାଜ୍ୟ ବିଜେପିର ନୂଆ ମୁଖିଆ ହେଲେ ମନମୋହନ ସାମଲ

ମନମୋହନ ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ତୁଲାଇ ଥିଲେ । ରାଜ୍ୟରେ ମେଣ୍ଟ ସରକାର ବେଳେ ମନ୍ତ୍ରୀ ଥିଲେ ମନମୋହନ ।

BJD
କାହା ରିମୋଟ୍ କଣ୍ଟ୍ରୋଲରେ ବିଜେଡି ସରକାର ? ନଡ୍ଡାଙ୍କ ଟାର୍ଗେଟ୍ ପରେ ତେଜିଲା ରାଜନୀତି

ରାଜ୍ୟରେ ଚାଲିଛି ଛାୟା ସରକାର । ତୁମୁଡିବନ୍ଧ ଓ ବାଣପୁର ସଭାରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେ.ପି ନଡ୍ଡାଙ୍କଠୁ ନେଇ ଦଳର ବରିଷ୍ଠ ନେତାମାନେ ଏଭଳି ଅଭିଯୋଗ କରି ବିଜେଡି ସରକାରକୁ ଟାର୍ଗେଟ୍ କରିବା ପରେ ତେଜିଛି ରାଜନୀତି । ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । ଅପରପକ୍ଷେ ୨୪ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତିର ବିଗୁଲ୍ ଫୁଙ୍କି ଦଳରେ ପୁରୁଖା ନେତାଙ୍କୁ ଗୁରୁତ୍ୱ ଦେଇ ଏକାଠି ହୋଇ ଲଢ଼ିବା ଉପରେ ଜୋର୍ ଦେଇଛନ୍ତି । ବିଜେପିର ଏବେ ଟାର୍ଗେଟ- ଅଧିକରୁ ଅଧିକ ଏମ୍ପି ସିଟ୍ ସହ ବିଧାନସଭା ସିଟ୍ ଜିତି ସରକାର ଗଢ଼ିବା

BJD
କାହା ରିମୋଟ୍ କଣ୍ଟ୍ରୋଲରେ ବିଜେଡି ସରକାର ? ନଡ୍ଡାଙ୍କ ଟାର୍ଗେଟ୍ ପରେ ତେଜିଲା ରାଜନୀତି

ବିଜେଡି କହିଲା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହିଁ ସବୁ କିଛି ଚାଲିଛି

BJP President JP Nadda targets state government
ରାଜ୍ୟରେ କିଏ ଚଳାଉଛି ସରକାର, କରିବି ତଦନ୍ତ: ନଡ୍ଡା

ନବୀନ ସରକାରଙ୍କୁ ନିଶାନା କରିବା ସହ ୨୪ ନିର୍ବାଚନରେ ଭାରତୀୟ ଜନତାପାର୍ଟିକୁ ଶକ୍ତିଶାଳୀ କରିବାକୁ ଆହ୍ବାନ ଦେଇଥିଲେ।

BJP President JP Nadda
'ଭ୍ରଷ୍ଟାଚାରରେ ବୁଡ଼ିଥିବା ରାଜ୍ୟ ସରକାରକୁ ଉପାଡ଼ି ଫିଙ୍ଗିବାକୁ ଆହ୍ୱାନ'

ରକ୍ଷକ-ଭକ୍ଷକ କଥା ଉଠାଇ ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥା ଉପରେ ବି ତୀବ୍ର ହମଲା କରିଛନ୍ତି ନଡ୍ଡା।

ବିଜେପି ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀ
ବିଜେପି ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ୨୦୨୪ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଛନ୍ତି ବିଜେପି ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡା। ଏହି ଅବସରରେ ଭୁବନେଶ୍ୱର ଜନତା ମଇଦାନରେ ବିଜେପି ଶକ୍ତିକେନ୍ଦ୍ର ସମାବେଶରେ ସେ ଯୋଗଦେଇଥିଲେ। ତୃଣମୂଳ ସ୍ତରରେ ଗଠନ ହୋଇଥିବା ଶକ୍ତି କେନ୍ଦ୍ରରୁ ଆସିଥିବା କାର୍ଯ୍ୟକର୍ତ୍ତାଙ୍କୁ ଆଜି ସେ ଗୁରୁମନ୍ତ୍ର ମଧ୍ୟ ଦେଇଛନ୍ତି ।

jp nadda
ଓଡ଼ିଶାରେ ରକ୍ଷକ ସାଜିଛି ଭକ୍ଷକ : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନଡ୍ଡା

ମନ୍ତ୍ରୀ ହତ୍ୟାରେ ସାମିଲ ଥିବେ, ସେଠାରେ କି ଶାସନ ଚାଲିବ ?