ଖୋଲାକଥାର ହଟ୍ ସିଟ୍ରେ ଓଡ଼ିଆ ୱେବସିରିଜ୍ ‘ରକ୍ତତୀର୍ଥ’ର କାହାଣୀ କହିଲେ ଅଭିନେତ୍ରୀ କୁକିଜ୍
ଦର୍ଶକଙ୍କ ଅପେକ୍ଷାର ଅନ୍ତ ହୋଇଛି। ଆଜିଠାରୁ ‘ତରଙ୍ଗ ପ୍ଲସ୍’ରେ ଷ୍ଟ୍ରିମିଙ୍ଗ୍ ହୋଇଛି ‘ରକ୍ତତୀର୍ଥ’। ଲୋକେ ଓଡିଆରେ ପାଟ୍ରିଓଟିକ୍ ଥ୍ରୀଲର୍ର ଅନୁଭବ ନେବେ। ପ୍ରତ୍ୟେକ ଅଭିନେତାଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିବ।
ରିଲିଜ୍ ହୋଇଛି ତରଙ୍ଗ ଟିମ୍ର ନୂଆ ସିରିଜ୍ “ରକ୍ତତୀର୍ଥ”ର ଟ୍ରେଲର୍। ‘ତରଙ୍ଗ ପ୍ଲସ୍’ରେ ଏହାକୁ ରିଲିଜ୍ କରାଯାଇଛି। ସେଦିନର ସେହି ଲୋମହର୍ଷଣକାରୀ ଦୃଶ୍ୟକୁ ଦର୍ଶକଙ୍କ ସାମ୍ନାରେ ତାଜା କରିବ ଏହି ସିରିଜ୍। ଜାଣନ୍ତୁ କେବେ ହେବ ରିଲିଜ୍।
ଓଡ଼ିଆ ବୀର ଆଉ କ୍ରୁର ବ୍ରିଟିଶଙ୍କ କାହାଣୀ ନେଇ ଆସୁଛି ତରଙ୍ଗ ପ୍ଲସରେ ନୂଆ ଓ୍ବେବସିରିଜ୍ ରକ୍ତତୀର୍ଥ...
ଦ୍ୱିତୀୟ ଜାଲିଓ୍ୱାନାଓ୍ୱାଲାବାଗ୍ କୁହାଯାଉଥିବା ଭଦ୍ରକର ଇରମ୍ ପୀଠରେ ସହିଦଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
ସ୍ୱାଧୀନତା ସଂଗ୍ରାମ ତଥା ଭାରତ ଛାଡ଼ ଆନ୍ଦୋଳନ ପୃଷ୍ଠଭୂମିରେ ଖାଲି ମାଟିର କଥା ନୁହେଁ; ଏକ ମୌଳିକ କାହାଣୀକୁ ନେଇ ଓଟିଟି ପ୍ଲାଟଫର୍ମ ତରଙ୍ଗ ପ୍ଲସ୍ରେ ଖୁବ୍ଶୀଘ୍ର ରିଲିଜ ହେବାକୁ ଯାଉଛି ଓଡ଼ିଆ ୱେବ୍ସିରିଜ୍ ‘ରକ୍ତତୀର୍ଥ’
୨୮ ସେପ୍ଟେମ୍ବର ୧୯୪୨। ସାରା ଭାରତକୁ ଦୋହଲାଇ ଦେଇଥିଲା ଭଦ୍ରକ ବାସୁଦେବପୁରର ଇରମ୍। ଇଂରେଜଙ୍କ ବିରୋଧରେ ସ୍ୱର ଉଠାଇଥିବା ଓଡ଼ିଆ ପୁଅ ନିଜ ମାଟି ମାଆ ପାଇଁ ଜୀବନ ଉତ୍ସର୍ଗ କରି ଦେଇଥିଲେ।