• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

 Biswa Bhusan Harichandan
ବିଶ୍ୱଭୂଷଣ ହରିଚନ୍ଦନ ହେଲେ ଛତିଶଗଡ଼ ରାଜ୍ୟପାଳ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ରାଜ୍ୟପାଳ ନିଯୁକ୍ତି କରିଛନ୍ତି। 

boat stranded in middle of river with 100 passengers
ମଝି ଚିଲିକାରେ ଅଟକିଲା ଭସାପୋଲ, ଫସିଗଲେ ୧୦୦ ଯାତ୍ରୀ

୨ଟି ବସ୍ ସମେତ ୧୦ଟି ବାଇକ ଓ ଶହେରୁ ଅଧିକ ଲୋକ ଫସିଛନ୍ତି

Heat wave
ଏଥର ରେକର୍ଡ ଭାଙ୍ଗିବ ଭୁବନେଶ୍ୱର ତାତି !

ଦିନର ତାପମାତ୍ରା ବଢୁଥିବା ବେଳେ ଗାଏବ ହେବାକୁ ବସିଲାଣି ଶୀତ

Anger is the cause of many diseases; Know how to control
Health Tips: କ୍ରୋଧ ଅନେକ ରୋଗର କାରଣ; ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

ପ୍ରେମ, ଖୁସି, ଦୁଃଖ, ଲୋଭ ପରି କ୍ରୋଧ ବି ମଣିଷର ସହଜାତ। । କିନ୍ତୁ ଛୋଟଛୋଟ କଥାରେ ରାଗିବା ଖୁବ୍ ହାନିକାରକ ହୋଇଥାଏ। ରାଗିବା ଦ୍ୱାରା କେବଳ ଉଚ୍ଚରକ୍ତଚାପ ବଢିବାର ଆଶଙ୍କା ନୁହେଁ ବରଂ ବ୍ରେନ୍-ଷ୍ଟ୍ରୋକ୍‌ର ଆଶଙ୍କା ବି ବଢିଯାଏ। ଆସନ୍ତୁ ଜାଣିବା କିପରି ଏହାକୁ ନିୟନ୍ତ୍ରଣ କରିବା।

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 12 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 12 February 2023
ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ
କଟକରୁ ଧରାପଡିଥିବା ଆତଙ୍କବାଦୀ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ

ଏହି ଘଟଣା ସେତେବେଳେ ସମସ୍ତ ଅଞ୍ଚଳବାସୀ ଓ ରାଜ୍ୟବାସୀଙ୍କୁ ଚକିତ କରିଥିଲା।

Centre's starts free rice distribution
କେନ୍ଦ୍ର ସରକାର ଦେଲେ ମାଗଣା ଚାଉଳ, ଟେନସନ୍‌ରେ ବିଜେଡି

ବିଜେପି କହିଛି ମୋଦି ମାଗଣା ଚାଉଳ ଦେଉଥିବା କଥା ବିଜେଡିର ହଜମ ହେଉ ନାହିଁ।

  • Saturday, 11 February 2023
chair hurled on actor during jatra show
ଯାତ୍ରା ପେଣ୍ଡାଲରେ ଅଭିନେତା ଉପରକୁ ପ୍ଲାଷ୍ଟିକ ଚେୟାର ଫୋପାଡିଲେ ଦର୍ଶକ

ଏହା ନାଟକର ଏକ ଦୃଶ୍ୟ ହୋଇଥିଲେ ବି ଏହାକୁ ଗ୍ରହଣ କରିପାରି ନଥିଲେ ଦର୍ଶକ।

Accused Gopal Das
ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ଗୋପାଳ ଅଚେତ

ଆସନ୍ତାକାଲି ଗୋପାଳକୁ ଝାରସୁଗୁଡ଼ା ଅଣାଯିବାର କାର୍ଯ୍ୟକ୍ରମ ରହିଛି ।

Cricket
୨୦୨୩ ମହିଳା ଟି-୨୦ ବିଶ୍ୱକପ୍ ଜିତିପାରିବ କି ଭାରତ ?

ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୩ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଭାରତ ମୁକୁଟର ଦାବିଦାରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ତେବେ ଭାରତର ସମ୍ଭାବନା କେତେ? କ୍ଷୁଦ୍ରତମ ଫର୍ମାଟ୍‌ରେ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ବିଶ୍ୱ ଚାମ୍ପିଅନ୍ ହୋଇପାରିବ କି?

Droupadi Murmu
ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ବେଳେ କୁନି କୁନି ପିଲାଙ୍କୁ ଭେଟିଲେ ରାଷ୍ଟ୍ରପତି, ଗୋଲାପ ନେଲେ ଚକୋଲେଟ୍‌ ଦେଲେ

ପିଲାଙ୍କୁ ନାଁ ପଚାରିବା ସହ କେଉଁ ଶ୍ରେଣୀରେ ପଢୁଛନ୍ତି ପଚାରିଥିଲେ।

KV Singh Deo
ଆଇନଶୃଙ୍ଖଳା ସ୍ଥିତିକୁ ନେଇ ମୁହାଁମୁହିଁ ହେଲେ ନିତିନ-କନକବର୍ଦ୍ଧନ

ବଲାଙ୍ଗିର ଜିଲ୍ଲାରେ ବଢୁଛି ଆଇନଶୃଙ୍ଖଳା ପରିସ୍ଥିତି

Astrologer
ମହାଦେବ ସ୍ୱପ୍ନରେ ଆସିଲେ...! ଏବେ ଗଛ ମୂଳରେ ଭବିଷ୍ୟତ କହୁଛନ୍ତି ୧୩ ବର୍ଷର ନାବାଳକ !

ଗଛ ମୂଳରେ ଚାଲିଛି ପୂଜାର୍ଚ୍ଚନ। ବିଭିନ୍ନ ଦେବାଦେବୀଙ୍କ ଫଟୋ ବି ଲାଗିଛି। ଆଉ ଜୋରସୋରରେ ଚାଲିଛି ପୂଜା। ଦେହରେ ଗେରୁଆ ବସ୍ତ୍ର, ବେକରେ ପଡିଛି ରୁଦ୍ରାକ୍ଷ ମାଳା। ଭୋଲାବାବାଙ୍କ ମନ୍ତ୍ର ଉଚ୍ଚାରଣ କରି ପୂଜା କରୁଥିବା ନାବାଳକ ଜଣକ ହେଉଛନ୍ତି ସ୍ୱାଧୀନ ରଣା। ବୟସ ୧୩ ହେବ। କିନ୍ତୁ ସେ କୁଆଡ଼େ ଭବିଷ୍ୟତ କହିପାରୁଥିବାରୁ ତାଙ୍କୁ ସ୍ଥାନୀୟ ଅଂଚଳରେ କୁନି ବାବା ବୋଲି ସମ୍ବୋଧନ କରୁଛନ୍ତି ଲୋକ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 11 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 11 February 2023
Demands for CBI probe into Naba Das murder case
ନବଙ୍କ ହତ୍ୟା ସସପେନ୍ସ: କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ସମର୍ଥକ

ସରବାହାଲ ଶେଷ କାର୍ଯ୍ୟକ୍ରମରେ ରାମ-ରାବଣ ଆଉ କୃଷ୍ଣ-କଂସ ଉପାଖ୍ୟାନ କଥା କହିଥିଲେ ନବ।

Ex-Odisha chief secy Bijay Patnaik joins Congress, targets BJD govt
ବିଜେଡି ବଦଳରେ ବିଜୟ କାହିଁକି ବାଛିଲେ କଂଗ୍ରେସକୁ ?

ମିଡ୍ ନାଇଟ୍ ଅପରେସନ୍ ପରଠୁ ବିଜୟଙ୍କ ଉପରେ ବଢ଼ିଥିଲା ନବୀନଙ୍କ ଭରସା।

Tution sir
ରଂଗିଲା ଟ୍ୟୁସନ ମାଷ୍ଟରଙ୍କୁ ମହଙ୍ଗା ପଡ଼ିଲା ପ୍ରେମପାଠ, ଝିଆରୀକୁ ଧରି ଫେରାର୍

ବାରମ୍ବାର ପ୍ରେମ ନିବେଦନ ପରେ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ଶାରୀରିକ ସମ୍ପର୍କ। ପ୍ରେମିକା ଗର୍ଭବତୀ ହେବା ପରେ ସ୍ଥାନୀୟ ଅଂଚଳର ଏକ ଭଡାଘରେ ରହୁଥିଲେ ଉଭୟ। କିନ୍ତୁ ଏବେ କୁନି ଝିଅକୁ ନେଇ କେଉଁ ଆଡେ ଫେରାର ମାରିଛନ୍ତି ସତ୍ୟ। ଯାହାକୁ ନେଇ ଥାନାରେ ଏତଲା ଦେଇଛନ୍ତି ପୀଡିତା ଓ ତାଙ୍କ ମାଆ...

President Droupadi Murmu
ଯେଉଁଠି ପାଠପଢ଼ିଥିଲେ ସେଇଠି ଆଜି ମୁଖ୍ୟ ଅତିଥି

ରାଷ୍ଟ୍ରପତି ହେବା ପରେ ଆଜି ପ୍ରଥମ ଥର ପାଇଁ ରମାଦେବୀ ବିଶ୍ବବିଦ୍ୟାଳୟରେ ଅତିଥୀ ବନିଥିଲେ ଦ୍ରୌପଦୀ।

4 Married Women Run Away With Lovers After Receiving Money
ଧୋକା ଦେଇଗଲେ ସ୍ତ୍ରୀ, ଆବାସ ଯୋଜନା ଟଙ୍କା ନେଇ ଫେରାର୍

ଯାହାର ଦଣ୍ଡ ସ୍ୱାମୀମାନଙ୍କୁ ଭୋଗିବାକୁ ପଡ଼ିଛି।

  • Friday, 10 February 2023
Who is behind the sand smuggling
କୋଟି କୋଟି ଟଙ୍କାର ବାଲି ଚୋରାଚାଲାଣ ପଛରେ ରହିଛି କାହାର ହାତ…

ନଦୀପଠାରୁ ବାଲି ଚୋରାଚାଲାଣ ଦ୍ୱାରା ପରିବେଶ ସନ୍ତୁଳନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ମୁହାଣରୁ ବାଲି ଖନନ ଫଳରେ ନଦୀ ତା’ର ଗତିପଥ ବଦଳାଇ ଗାଆଁ ଓ ଜମିବାଡି ମୁହାଁ ହେବାର ସମ୍ଭାବନା ରହିଛି। ଆଇନ କାନୁନ ଉପରେ ଡୋଜର୍‌ ଚଳାଇ କୋଟି କୋଟି ଟଙ୍କାର ବାଲି କାରବାର କରୁଥିବା ଏମାନେ କିଏ ? ଏମାନଙ୍କ ପଛରେ କେଉଁ ଶକ୍ତି ରହିଛି?

president draupadi murmmu
ପୁରୁଣା ସ୍ମୃତି ମନେପକାଇ ଭାବବିହ୍ୱଳ ହେଲେ ରାଷ୍ଟ୍ରପତି

ବର୍ତ୍ତମାନର ନାରୀଶକ୍ତିକୁ ସଶକ୍ତ ହେବାକୁ ରାଷ୍ଟ୍ରପତି ଆହ୍ବାନ ଦେଇଛନ୍ତି।

President Droupadi Murmu
ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବଖାଣିଲେ ଅନୁଭୂତି, ଶୁଣନ୍ତୁ...

ବ୍ୟକ୍ତିର ଉନ୍ନତି ପାଇଁ ସାମାଜିକ, ଆର୍ଥିକ ଉନ୍ନତି ସହ ଆଧ୍ୟାତ୍ମିକ ବିକାଶ ଜରୁରୀ ।