Advertisment

Today Panchang 26th Oct 2022 : ଆଜି କିଛି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ

ସୌର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

author-image
Prangyan Parimita
ଅଦ୍ୟତନ ହୋଇଛି
Today Panchang

panchang

ସୌର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ  ବୁଧବାର ।  ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Advertisment

ଶୁଭ ସମୟ-

  • ପ୍ରାତଃ ୦୫/୪୮ ରୁ ୦୮/୦୫
  • ଦିବା ୧୦/୨୨ ରୁ ୧୧/୩୦
  • ସନ୍ଧ୍ୟା ୦୬/୨୨ ରୁ ୦୬/୫୩
  • ରାତ୍ରି ୦୮/୩୪ ରୁ ୦୨/୩୯
  • ରାତ୍ରି ୦୪/୧୪ ରୁ ୦୫/୪୯

ଅଧିକ ପଢ଼ନ୍ତୁ: Daily Horoscope 26th Oct 2022: ଏହି ରାଶିର ଲୋକଙ୍କ ସହ ନିଜ ଲୋକ ବିଶ୍ୱାସଘାତ କରିପାରନ୍ତି !

Advertisment

ଅଶୁଭ ସମୟ-

  • ଋାହୁକାଳ - ଦିବା ୧୧/୩୦ ରୁ ୧୨/୫୫
  • କାଳବେଳା - ଦିବା ୦୮/୩୯ ରୁ ୧୦/୦୫
  • ବାରବେଳା – ଦିବା ୧୧/୩୦ ରୁ ୧୨/୫୫
  • କାଳରାତ୍ରି – ରାତ୍ରି ୦୨/୩୯ ରୁ ୦୪/୧୪
Panchang
Advertisment
Advertisment