• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Vigilance Raid
ଯାହା ଆଶଙ୍କା ଥିଲା, ତାହା ହିଁ ହେଲା ! ନିହାରଙ୍କ ଘରେ ଆଖି ତରାଟିଲା ଭଳି ସମ୍ପତ୍ତି

୧୦ ଲକ୍ଷ ଟଙ୍କାର ୩୩୨ ଗ୍ରାମ୍ ସୁନା ଓ ୬୪ ଲକ୍ଷର ବୀମା ମଧ୍ୟ ଠାବ କରିଛି ଭିଜିଲାନ୍ସ । ତାଙ୍କ ପାଖରୁ ନଗଦ ୧ ଲକ୍ଷ ଟଙ୍କା କ୍ୟାସ୍‌ ମଧ୍ୟ ଜବତ ହୋଇଛି ।

Sensual performance of dancer in Bhadrak draws ire of locals
ରାତି ଅଧରେ ରାନୀଙ୍କ ରେକର୍ଡ ଡ୍ୟାନ୍ସ କାହିଁକି ବନ୍ଦ ହେଲା, ଚପଲ ଫିଙ୍ଗିଥିବା ମହିଳା କହିଲେ ଘଟଣା ଦିନର କାହାଣୀ, ପଢ଼ନ୍ତୁ....

ଯାତ୍ରା କମିଟି ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ମହିଳାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବୁଝିବାକୁ ନାରାଜ ଥିଲେ ।

  • Friday, 28 October 2022
  • Jatra
 Woman Throws Chappal At Vulgar Dance During Jatra In Bhadrak
ଅଶ୍ଳିଳ ନୃତ୍ୟ ବେଳେ ଅସମ୍ଭାଳ ଭିଡ଼ ; ପେଣ୍ଡାଲ ଚଢ଼ି ଚପଲ ଫିଙ୍ଗି ଡ୍ୟାନ୍ସର ରାନୀଙ୍କୁ ମହିଳାଙ୍କ ବିରୋଧ

ଘଟଣାକୁ ନେଇ ସଫେଇ ଦେଇ ସଂପୃକ୍ତ ଆଇଟମ ଡ୍ୟାନସର ରାନୀ ପ୍ରିୟଦର୍ଶିନୀ କହିଛନ୍ତି, ମୁଁ କିଛି ଖୋଲିନାହିଁ, ମୋର କିଛି ଖସିନାହିଁ ।

  • Friday, 28 October 2022
Dhamnagar Bypoll
ଧାମନଗର ଦଖଲ ପାଇଁ ଜୋରଦାର କସରତ୍, କେନ୍ଦ୍ର ଗୃହମନ୍ତ୍ରୀଙ୍କ ନାଁରେ ଫେକ୍ ଅଡିଓ ଭାଇରାଲ୍ !

ବିଜେଡି ବିରୋଧରେ ECIରେ ଫେରାଦ ହେଲା ବିଜେପି । ସାଇବର ଥାନାରେ ବି ବିଜେପିର ଅଭିଯୋଗ ।

Cuttack Aghori Dance
ଜବରଦସ୍ତ ଅଘୋରି ଡ୍ୟାନ୍ସ ! ତୃତୀୟ ନୟନରୁ ବାହାରୁଛି ନିଆଁ, ଚାରିଆଡ଼ ଧୂଆଁ ଧୂଆଁ

ମୁଣ୍ଡରୁ ନିଆଁ ବାହାର କରିବାଠାରୁ ଆରମ୍ଭ କରି ବେକରେ ମୁଣ୍ଡ ମାଳ ପକାଇ ଦେଖାଉଛନ୍ତି ଚିତାକର୍ଷକ ନୃତ୍ୟ ।

  • Friday, 28 October 2022
Nude Dance
ଭଦ୍ରକରେ ଅଭଦ୍ର ନୃତ୍ୟକୁ ନେଇ ଝମେଲା: ତାତିଲେ ମହିଳା, ଫିଙ୍ଗିଲେ ଚପଲ

ମହିଳା ତଳେ ଠିଆ ହୋଇ ଯାତ୍ରା ପେଣ୍ଡାଲକୁ ମାରିଲେ ଯୋତା।

  • Friday, 28 October 2022
  • Jatra
Brownsugar Seized
ବାଲେଶ୍ୱରରେ ୧୧ କୋଟି ଟଙ୍କାର ଧଳା ଜହର ଜବତ

ବ୍ରାଉନ୍‌ ସୁଗରକୁ ଓଡ଼ିଶାର ଅନ୍ୟ ଜାଗାମାନଙ୍କୁ ପଠାଯିବା ନେଇ ଅନ୍ୟ ଅଭିଯୁକ୍ତମାନେ ଯୋଜନା ରଖିଛନ୍ତି।  

Crime Against Women
ଯୁବତୀଙ୍କୁ କମେଣ୍ଟ ମାରିଲେ ବୋଲି ଗାଁ ଲୋକ ଅଧାଲଣ୍ଡା କରି ଚପଲମାଳ ପକାଇ ବୁଲାଇଲେ

ତାଳଚେର ବାଲୁଗାଁ ଅଞ୍ଚଳରେ ଘଟିଛି ଘଟଣା । ଘଟଣାକୁ ନେଇ ଥାନାରେ ହୋଇନି ଏତଲା ।

farmer worried for harvesting raw grain
ବାତ୍ୟା ‘ଗୁଜବ’ : କଞ୍ଚା ଧାନ କାଟି ଚିନ୍ତାରେ ଚାଷୀ

ଆସିଲା ସିତ୍ରାଙ୍ଗ ‘ଗୁଜବ’। ଡରିଗଲେ ଚାଷୀ। କାଟି ପକେଇଲେ କଞ୍ଚା ଧାନ। ଏବେ କପାଳରେ ହାତ ଦେଇ କାନ୍ଦିବା ହୋଇଛି ସାର। କିଏ ଦେବ ତାଙ୍କ କ୍ଷତିପୂରଣ? ଏନେଇ ରାଜ୍ୟ ସରକାର ସମୀକ୍ଷା କରିବା ଜରୁରୀ ନୁହେଁ କି?

odisha proposes to make 30 ft  access road
ସହରାଞ୍ଚଳରେ ଘର କରିବା ଲାଗି ଲୋକଙ୍କ ପାଇଁ କଠୋର ସର୍ତ୍ତ

ଘର କରିବାକୁ ଆଶା ବାନ୍ଧିଥିବା ଲୋକଙ୍କୁ ଏହି ନିୟମ ନିରାଶ କରିଛି।

  • Friday, 28 October 2022
5T School
5T ସ୍କୁଲ ଛାତରୁ ଖସିଲା ସିଲିଂ ! ଅଳ୍ପକେ ବର୍ତ୍ତିଲେ ଶିକ୍ଷକ-ଶିକ୍ଷୟିତ୍ରୀ

ଘଟଗାଁ ବ୍ଲକ ଢେଙ୍କିକୋଟର 5T ସ୍କୁଲ ସତ୍ୟନାରାୟଣ ବିଦ୍ୟାପୀଠରେ ଅଘଟଣ । ଷ୍ଟାଫ୍ କମନ ରୁମ୍‌ରେ ଶିକ୍ଷକ ଶିକ୍ଷୟିତ୍ରୀ ବସିଥିବା ବେଳେ ଖସିଲା ସିଲିଂ ।

brother took the responsibility of 2 sisters
ମା’ ପରି ସେ ଭାଇଟିଏ; ଛାଇ ପରି ଜଗିଥାଏ

ଭାଇ ଥିଲେ ଭୟ ନାହିଁ। କେତେବେଳେ ହାତ ଧରି ବାଟ କଢେଇ ନେବ, କେତେବେଳେ ଅବାଟରୁ ଟାଣି ଆଣିବ। ବାଟ ହେଉ ବା ଅବାଟ, ଛାଇ ପରି ରହିଥିବ ଭାଇ।

Humanity
କାନ୍ଦି କାନ୍ଦି ନୟାନ୍ତ ହେଲାଣି ସ୍ତ୍ରୀ, ସ୍ୱାମୀକୁ ଭଲ କରିବାକୁ ଏଠି ସେଠି ହେଉଛି ନେହୁରା ! ଦେଖନ୍ତୁ ଭିଡିଓ..

ମେଡିକାଲ ବେଡ୍‌ରେ ପଡ଼ିଥିବା ତାଙ୍କ ସ୍ୱାମୀ ହେଉଛନ୍ତି ବାଲେଶ୍ୱର ଔପଦା କମାରପାଳର ବୈକୁଣ୍ଠ ଜେନା । ଯିଏ କି ଜୀବନ ପାଇଁ କରୁଛନ୍ତି ସଂଗ୍ରାମ । ସେ ଘରର ଏକମାତ୍ର ପୁଅ ।

 legal notice to rationalists
ହେତୁବାଦୀଙ୍କୁ ଲିଗାଲ୍ ନୋଟିସ୍; ସାତ ଦିନରେ ଜବାବ ଦିଅ

ଗ୍ରହଣରେ ଚିକେନ ବିରିୟାନୀ ଖାଇବା ଘଟଣାକୁ ନେଇ ବିବାଦ ପୁଣି ତେଜିଲା।  ମାମଲା ଏବେ ପହଞ୍ଚିଲାଣି କୋର୍ଟରେ।  ହେତୁବାଦୀ ପ୍ରତାପ ରଥଙ୍କୁ ଦିଆଯାଇଛି ଲିଗାଲ୍ ନୋଟିସ୍ ।

Cryptocurrency
କ୍ରିପ୍ଟୋ କାରବାର କରୁଥିଲେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ! ଭିଜିଲାନ୍ସ ହାତରେ ଲାଗିଲା ୩୮ଟି ଡକ୍ୟୁମେଣ୍ଟ

ଏଥର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଣି ଜଣେ ସରକାରୀ ଅଧିକାରୀଙ୍କ ଘରେ ପଶିଛି ଭିଜିଲାନ୍ସ । ହେଲେ ବାବୁ ଟଙ୍କା ସହ କ୍ରିପ୍ଟୋ କାରବାର ବି କରୁଥିବା ସୂଚନା ମିଳିଛି ।

Accident at Khallikot
ବାଇକ୍‌ରେ ଯାତ୍ରା ଦେଖି ଯାଉଥିଲେ ୫ ସାଙ୍ଗ , ପିଟି ଦେଲା ଟ୍ରକ

ସାଙ୍ଗ ହୋଇ ବାହାରିଲେ ଯାତ୍ରା ଦେଖି ଯିବା ପାଇଁ। ଦୁଇଟି ବାଇକ୍‌ରେ ୫ ଜଣ ସାଙ୍ଗ ଯାଉଥିଲେ। ହେଲେ କିଏ ଜାଣିଥିଲା, ଏ ଅନ୍ଧାର ରାତିରେ କାଳ ଏମିତି ତାଙ୍କୁ ଜଗି ବସିଛି ବୋଲି । ହଠାତ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ପିଟିଦେଲା । ୫ ଜଣ ସାଙ୍ଗ ଛିଟିକି ପଡିଲେ।

Special story
ହେତୁବାଦୀ ଦେବେନ୍ଦ୍ର ସୂତାରଙ୍କୁ ହତ୍ୟା ଧମକ ! କଟକ ମର୍କତ ନଗର ଥାନାରେ ଏତଲା

ହତ୍ୟା ଧମକ ପରେ ବର୍ତ୍ତମାନ ସୁରକ୍ଷା ଲୋଡ଼ିଛନ୍ତି ହେତୁବାଦୀ ।

brokers at Government Hospitals
ସାବାଡ୍ ହେବେ ଦଲାଲ ! ସରକାରୀ ମେଡିକାଲରେ ଦଲାଲରାଜ୍ ରୋକିବାକୁ ସରକାର ତତ୍ପର

ସମସ୍ତ ସରକାରୀ ମେଡିକାଲର ମୁଖ୍ୟଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି

STA Odisha
ଏଣିକି ମୋ ସେବା କେନ୍ଦ୍ରରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ବୁକିଂ ସୁବିଧା

ପ୍ରେସ ରିଲିଜ ଜାରି କଲେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ-STA

Dhauligiri
ଧଉଳି ! ଯିଏ କହେ କଳିଙ୍ଗର କାହାଣୀ . . . .

ଜାପାନ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଶାନ୍ତିସ୍ତୁପ, ଧଉଳି ଏବେବି ଉତ୍କଳ ଇତିହାସର ଅତୀତକୁ ଛାତିରେ ଜାବୁଡି ରଖିଛି

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 28 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 28 October 2022
Woman Death
ପୁଣି ଅନ୍ଧବିଶ୍ୱାସର କୁ-ପରିଣତି; ଗୁଣି ସନ୍ଦେହରେ ମହିଳାଙ୍କୁ ପିଟିପିଟି ମାରିଦେଲେ

ଗୁଣି ସନ୍ଦେହରେ ଗଂଜାମ କବିସୂର୍ଯ୍ୟନଗର ମଧୁରଝୋଳରେ ଘଟିଛି ଜଘନ୍ୟକାଣ୍ଡ ।

Habisyalis
ହବିଷ୍ୟାଳୀଙ୍କ ‘ନବୀନ ବନ୍ଦନା’; ବିରୋଧି କହିଲେ ପ୍ରଶାସନ ଲେଖିଛି, ଚାପରେ ବୋଲାଯାଇଛି

ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଯାହା ପାଇଁ ଆସିଛନ୍ତି, ସେଇ ମହାପ୍ରଭୁ ଜଗନ୍ନାଥଙ୍କୁ ଛାଡ଼ି ହବିଷ୍ୟାଳୀଙ୍କ ତୁଣ୍ଡରେ ଭିନ୍ନ ଭିନ୍ନ ଉପମାରେ ନବୀନ ଜଣାଣ ବେଶ୍ ଚର୍ଚ୍ଚାରେ ରହିଛି ।

Protest
ବଢ଼ିଲାଣି ବିଜେଡି ନେତାଙ୍କ ଅଡ଼ୁଆ; ବିରୋଧି ଗୋଡ଼ାଇ ଗୋଡ଼ାଇ କରୁଛନ୍ତି ବିରୋଧ

ମହାକାଳପଡ଼ା, ଆଠଗଡ଼ ଆଉ ପଦ୍ମପୁର ସବୁଠି ମନ୍ତ୍ରୀମାନଙ୍କୁ ବିରୋଧ, ନାରାବାଜି ଓ କଳାପତାକା ପ୍ରଦର୍ଶନ ।

Dhamnagar Bypoll
ତେଜୁଛି ଧାମନଗର ଟଙ୍କାବଣ୍ଟା ବିବାଦ ! BJP ପରେ ECIଙ୍କୁ ଫେରାଦ BJD

SHGକୁ ଅପମାନ ଓ ଅର୍ଥବଳର ପ୍ରୟୋଗ ଅଭିଯୋଗ । ବିଜେପିର ଦାବି ଆଗ କ୍ଷମା ମାଗୁ ଶାସକଦଳ ।