• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 18 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 18 June 2023
Writting Skill
ବିଚିତ୍ର କଳା; ଊର୍ଦ୍ଦୁ ଭଳି ଓଲଟାରେ ଲେଖୁଛନ୍ତି ଓଡ଼ିଆ

ପେଷା ତାଙ୍କ ପରିବା ବ୍ୟବସାୟ । ନିଶା କିନ୍ତୁ କିଛି ଅଲଗା, କିଛି ସ୍ୱତନ୍ତ୍ର । ସାଧାରଣ ଲୋକଙ୍କଠାରୁ ତାଙ୍କ କାମ-କାଇଦା ଟିକିଏ ଭିନ୍ନ । ଗଞ୍ଜାମ ବେଗୁନିଆପଡ଼ା ବ୍ଲକ୍ ସୁମଣ୍ଡଳ ଗାଁର ବିଜୟ କୁମାର ଗୌଡ଼ ।

Bahanaga Train Mishap
ବାହାନଗା ଦୁର୍ଘଟଣା; ମୃତକଙ୍କୁ ଚିହ୍ନଟ ପାଇଁ ବିଜ୍ଞାପନ ଦେଲା ରେଳ ମନ୍ତ୍ରାଳୟ

ମୃତେଦହ ନେବାକୁ ଅନେକ ସମ୍ପର୍କୀୟଙ୍କ ଅପେକ୍ଷା ଭିତରେ ଆଜି ରେଳ ମନ୍ତ୍ରଣାଳୟପକ୍ଷରୁ ଏ ପ୍ରକ୍ରିୟା ଆଗକୁ ନେବାକୁ ପ୍ରକାଶ ପାଇଛି ସ୍ୱତନ୍ତ୍ର ବିଜ୍ଞାପନ । ଯେଉଁଥିରେ ମୃତବ୍ୟକ୍ତିଙ୍କ ସଂପର୍କୀୟ କିମ୍ବା ଆତ୍ମୀୟ ଅଚିହ୍ନ ମୃତଦେହ ସହ ସମ୍ପର୍କ ପ୍ରମାଣ କରିବାକୁ ନିଜ ଡିଏନଏ ନମୁନା ପ୍ରଦାନ ପାଇଁ ନିବେଦନ କରିଛି ରେଳ ମନ୍ତ୍ରଣାଳୟ ।

  • Saturday, 17 June 2023
Vigilance scanner
ଶାସନକଳର ଶିରାପ୍ରସିରାରେ ଚରିଗଲାଣି କି ଦୁର୍ନୀତି ? ୭ ଦିନରେ ୬ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ରେଡ୍

ବାରିପଦା ସହର ଉପକଣ୍ଠ ତେନ୍ତୁଳିଡିଙ୍ଗାରେ ରାମଚନ୍ଦ୍ରଙ୍କ ତିନି ମହଲା ଘର । ହେଲେ ଇଏ କୁଆଡ଼େ ବାବୁ ରାମଚନ୍ଦ୍ରଙ୍କ ସଂପତିର ଛୋଟିଆ ଝଲକ୍। ୟା ବାଦ ବି ଆହୁରି ଅନେକ ସ୍ଥାନରେ ଅସତ୍ ଧନ ଥିବା ସନ୍ଦେହରେ ଭିଜିଲାନ୍ସର ୮ ଜଣିଆ ଟିମ୍ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଥିଲା ।

Heat Wave
ଆଷାଢ଼ରେ ଖସୁଛି ନିଆଁ; ବର୍ଷା ବଦଳରେ ସାରା ରାଜ୍ୟରେ ପ୍ରବଳ ଗରମ

କି ପୂର୍ବ, କି ପଶ୍ଚିମ, ଉତ୍ତର ହେଉ କି ଦକ୍ଷିଣ ସବୁଠି ଅଗ୍ନିବର୍ଷା ସାଙ୍ଗକୁ ଅସମ୍ଭବ ଗୁଳୁଗୁଳି । କିଏ କହୁଛି ଭାଜି ହେଉଛି, ଆଉ କିଏ କହୁଛି ସିଝି ଯାଉଛି । ମୁଣ୍ଡ ଉପରକୁ ସୂର୍ଯ୍ୟ ନଯାଉଣୁ, ଖାଁ ଖାଁ ରାସ୍ତା, ସହର ବଜାରରେ ଅଘୋଷିତ କର୍ଫ୍ୟୁ ।

Amala Sangha
ହନୁମାନ ଭରସାରେ ଅମଲା ସଂଘର ଆନ୍ଦୋଳନ

ଗତକାଲି ମାଲକାନଗିରିରେ ପକୁଡ଼ି ବିକୁଥିଲେ, ଆଜି ବ୍ରହ୍ମପୁରରେ ହନୁମାନ ଚାଳିଶା ପାଠ କରିଛନ୍ତି।

Forester shot dead
ରକ୍ତମୁଖା ଶିକାରୀ, ଗଡ଼ୁଛି ମୁଣ୍ଡ.. ଟାର୍ଗେଟରେ ବନ କର୍ମଚାରୀ

ମାସକ ଭିତରେ ଶିମିଳିପାଳ ଅଭୟାରଣ୍ୟରେ ଦୁଇ ବନ କର୍ମଚାରୀଙ୍କ ଜୀବନ ନେଲେଣି ଶିକାରୀ।

Aparajita Sarangi
ନାଁ ନନେଇ ପାଣ୍ଡିଆନଙ୍କୁ ଅପରାଜିତାଙ୍କ ଟାର୍ଗେଟ୍, ଜବାବରେ ସାଂସଦଙ୍କୁ ବିଜେଡିର ବ୍ୟକ୍ତିଗତ ଆକ୍ଷେପ

ରାଜ୍ୟ ଶାସନ ବ୍ୟବସ୍ଥାକୁ ଜଣେ ସଚିବ ସ୍ତରର ଅଧିକାରୀ ହାଇଜାକ୍ କରିଥିବା ଅଭିଯୋଗ ଆଣି ପରୋକ୍ଷରେ 5T ସଚିବ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ସାଂସଦଅପରାଜିତା ଷଡ଼ଙ୍ଗୀ।

Puri King Gajapati Maharaj Dibyasingh Deb
‘ରତ୍ନଭଣ୍ତାର ସ୍ଥିତି ଖରାପ; ପାଣି ଗଳୁଛି, ଛାତ ଫାଟିଛି’

ରତ୍ନଭଣ୍ଡାର ଅସୁରକ୍ଷିତ ଥିବା କଥା ଆଜିର ନୁହେଁ । ରହସ୍ୟମୟ ରତ୍ନଭଣ୍ଡାରରେ ଫାଟ ଏବଂ ପାଣି ଗଳିବା ଘଟଣା ଗତ ୫ ବର୍ଷ ତଳୁ ଜଣାପଡ଼ିଲାଣି ।

Odisha Politics
‘ମୁଁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ, ଅପରାଜିତା ବିଚଳିତ’

ଶ୍ରୀମୟୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ମାଡାମ ଅପରାଜିତା ରାଜନୀତିକୁ ସେବା ମନୋଭାବ ନେଇ ଆସି ନାହାନ୍ତି ବୋଲି କହିବା ସହ ମିଡିଆର ଆଟେନସନ ନେବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ।

Virat-Rohit-Cheteshwar time is over in Test cricket
ଟେଷ୍ଟ୍‌ କ୍ରିକେଟ୍‌ରେ ସରିଆସିଲାଣି କି ବିରାଟ-ରୋହିତ-ଚେତେଶ୍ୱରଙ୍କ ସମୟ

ଚର୍ଚ୍ଚା ହେଉଛି ଯେ ଟେଷ୍ଟ କ୍ରିକେଟ୍‌ରେ ଭାରତର ତିନି ପ୍ରମୁଖ ବ୍ୟାଟର୍ - ବିରାଟ କୋହଲି, ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରାଙ୍କ ସମୟ ସରିଆସିଲାଣି । ସେମାନଙ୍କ ବିକଳ୍ପ ଖୋଜିବା ଜରୁରୀ ହୋଇଯାଇଛି । ଆଗାମୀ ଦୁଇ ବର୍ଷ ଅର୍ଥାତ୍ ପରବର୍ତ୍ତୀ ଡବ୍ଲ୍ୟୁଟିସି ଫାଇନାଲ୍‌କୁ ଆଖି ଆଗରେ ରଖି ଏବେଠାରୁ ଟିମ୍‌କୁ ପ୍ରସ୍ତୁତ କରିବାକୁ ହେବ।

Ailing woman
ବାପା ନାହାଁନ୍ତି, ମାଆଙ୍କୁ ଲିଭର ରୋଗ....ଏବେ ପିଲାଏ ପଢିବେ କେମିତି ?

ବାପା ଚାଲିଗଲେ, ମାଆଙ୍କୁ ଲିଭର ସିରୋସିସ୍‌ ରୋଗ । ଯାହା ଯେତିକି ଟଙ୍କା ଥିଲା ସେତିକିରେ କଷ୍ଟରେ ଚଳୁଥିଲା ପରିବାର । ଏବେ ଡାକ୍ତର କହୁଛନ୍ତି ଚିକିତ୍ସା ଲାଗି ଦରକାର ଅଧିକ ଟଙ୍କା । ଏମିତି ସ୍ଥିତିରେ ମାଆ କହୁଛି ମୋର କିଛି ହେଲେ ମୋ ପିଲାଙ୍କ ଦାୟିତ୍ୱ ନେବ କିଏ ?

Balasore Train Mishap
ବାହାନଗା ଟ୍ରେନ୍ ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ୨୯୧କୁ ବୃଦ୍ଧି

ମୃତକ ଜଣକ ହେଲେ ବିହାର ଅଞ୍ଚଳର ସୋହେଲ ମନସୁର । କଟକ ଏସ୍‌ସିବି ଟ୍ରମା ଆଇସିୟୁରେ ଚାଲିଥିଲା ଚିକିତ୍ସା

Daily Market
ଟିକସ ନେଉଛନ୍ତି, ପାଣି ଟୋପାଏ ଦେଉନାହାନ୍ତି

ଚର୍ଚ୍ଚାରେ ଦଶପଲ୍ଲା ହାଟ । ବ୍ୟବସାୟୀଙ୍କଠୁ ମୋଟା ଅଙ୍କର ଟିକସ ନେଉଛି ପ୍ରଶାସନ ...ହେଲେ ଶୌଚାଳୟ ଟିଏ ନାହିଁ କି ପାଣି ଟୋପାଏ ମିଳୁନି । ପରିବା କିଣି ଆଣିବା ବେଳକୁ ଗାଡ଼ି ନେଇ ପଳାଉଛନ୍ତି ଦୁର୍ବୃତ୍ତ।

OSSC Recruitment 2023
ଓଡ଼ିଶାରେ ସରକାରୀ ଚାକିରି: ଦଶମ ଓ ଦ୍ୱାଦଶ ପାସ୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଜୁନ୍‌ ୨୬ରୁ ଆବେଦନ

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ(OSSC) ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଜୁନ୍‌ ୨୬ରେ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଜୁଲାଇ ୨୬ ଆବେଦନର ଶେଷ ତାରିଖ।

  • Saturday, 17 June 2023
Ambulance
ଜୀବନ ଦେବା ବଦଳରେ ଜୀବନ ନେଇଗଲା ଆମ୍ବୁଲାନ୍ସ

ରାସ୍ତାରେ ଛକିଥିଲା ଯମ । ପରିବାର ସହ କାର୍‌ରେ ଯାଉଥିବା ବେଳେ ସରିଗଲା ତେଲ । ରାସ୍ତା କଡ଼ରେ ଛିଡା ହୋଇ ଫୋନ୍‌ରେ କଥା ହେଉଥିବା ବେଳେ ଚଢିଗଲା ଆମ୍ବୁଲାନ୍ସ...ଚାହୁଁଚାହୁଁ ଚାଲିଗଲା ଜୀବନ

Aparajita Sarangi On VK Pandian
ଝାଡ଼ିଲେ ଅପରାଜିତା ! ସଚିବଙ୍କୁ ଦେଲେ ଖୋଲା ଚ୍ୟାଲେଞ୍ଜ, ‘ରାଜନୀତି କରିବ ତ ମଇଦାନକୁ ଆସ’

ଯଦି ରାଜନୀତି କରିବାକୁ ଏତେ ଇଛା ଚାକିରି ଛାଡ଼ କହିଲେ ଅପରାଜିତା । ସରକାରୀ ଚାକିରି କରିବ ପୁଣି ସରକାରଙ୍କଠାରୁ ଦରମା ନେଇ ରାଜନୀତି କରିବ । 

Aparajita Sarangi
ଅପରାଜିତାଙ୍କ ଡାଇରେକ୍ଟ ଆଟାକ୍ ! ‘ସଚିବଙ୍କ ପାଇଁ ମନ୍ତ୍ରୀ ବିଧାୟକ ଦାସତ୍ୱ ସ୍ୱୀକାର କଲେଣି’

ସଚିବ ଯାହା କରୁଛନ୍ତି ତାହା ଭୁଲ୍ ବୋଲି ଅପରାଜିତା କହିଛନ୍ତି । ଏଥିସହ ପ୍ରଶାସନିକ ବିଧିବ୍ୟବସ୍ଥାର ଉଲଂଘନ କରାଯାଉଛି ବୋଲି ମଧ୍ୟ ସେ କହିଛନ୍ତି ।

Women Need Help
ବଞ୍ଚି ଥାଉଥାଉ ଦେଲନି...ମରିଗଲେ କ’ଣ ଘର ଦେବ ?

ସରକାରଙ୍କୁ ପ୍ରଶ୍ନ ପଚାରୁଛି ଜଣେ ଅସହାୟ ମହିଳା । ବାରମ୍ବାର ଦଉଡି ଦଉଡି ଘରେ ଖଣ୍ଡିଏ ଦେଲନି...ଭୋଟ୍‌ ମାଗିଲ, ଆମେ ଦେଲୁ । ଏବେ ତ କିଛି ଶୁଣୁନ, ମୁଁ ମଲା ପରେ କଣ ଘର ଦେବ ?

Extra Marital Affairs
ପରକୀୟା ପ୍ରୀତି ! ଫସିଲେ ପୋଲିସବାବୁ, ରାତି ଅଧରେ ପ୍ରେମିକା ଘରେ ଚଢ଼ଉ କଲେ ପତ୍ନୀ

ମନରେ ସନ୍ଦେହ ଥିବାରୂ ସେ ସ୍ୱାମୀଙ୍କ ଗତି ବିଧି ଉପରେ ନଜର ରଖୁଥିଲେ ।

Elephant In Nayagarh Town
ନୟାଗଡ଼ ସହରରେ ବିନ୍ଦାସ ବୁଲିଲା ଦନ୍ତା...

ଚାରିପଟେ ଜନ ଗହଳି ଥିବାରୁ କାଳେ କିଛି ଅଘଟଣ ଘଟିବ ସେଥିପାଇଁ ଖାନ ତଲାସୀ କରିଥିଲା ବନ ବିଭାଗର ଏକ ଟିମ ।

Berhampur Bus Stand
ଉଦଘାଟନ ହେଲା କିନ୍ତୁ କାମରେ ଲାଗୁନି : ପାଣିରେ ପଡିଲା ୭ କୋଟି !

ଟ୍ରାଫିକ୍‌ ସମସ୍ୟା କମାଇବାକୁ ୭ କୋଟି ଟଙ୍କା ବ୍ୟୟରେ ବସଷ୍ଟାଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୨୦୧୬ ଠୁ ଆଜିଯାଏଁ ଗୋଟିଏ ବସ୍‌ ବି ଯାଇନାହିଁ ନୂଆ ଷ୍ଟାଣ୍ଡକୁ । ନିଜ ଜିଦ୍‌ରେ ଅଟଳ ଘରୋଇ ବସ୍‌ ମାଲିକ ସଂଘ । ସେପଟେ ନୂଆ ବସଷ୍ଟାଣ୍ଡର ଅବସ୍ଥା ପୂରା ବେହାଲ।

Heat Wave
ଆହୁରି ତାତିବ ! ଦିନ ସାଢ଼େ ୨ଟା ସୁଦ୍ଧା ୪୪ ଡିଗ୍ରୀ, ଆଉ କେତେ ତାତିବ..

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଆହୁରି ୨ ଦିନ ଯାଏଁ ଏବଂ ପଶ୍ଚିମ ଓଡ଼ିଶାରେ ୪ ଦିନ ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବ। 

 woman body carried on bicycle
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମିଳିଲାନି ମହାପ୍ରୟାଣ ଗାଡ଼ି, ସାଇକେଲରେ ବୁହା ହେଲା ମୃତଦେହ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମୃତକଙ୍କୁ ମିଳୁନି ମହାପ୍ରୟାଣ ଗାଡ଼ି। ଫଳରେ ସାଇକେଲରେ ବୁହା ହେଲା ମୃତଦେହ।

  • Saturday, 17 June 2023
Puri Ratha Jatra
Ratha Jatra: ବଡ଼ ତ୍ରୁଟି, ସୁଭଦ୍ରାଙ୍କ ରଥ ଅଖରେ ଫାଟ

ଏତେ ବଡ଼ ତ୍ରୁଟିକୁ କିଏ ଓ କାହିଁକି ଲୁଚେଇଲା ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।