ଗୋପ ଜିଲ୍ଲାପରିଷଦ ଆସନ ଏବେ ବିଜେଡି ହାତରୁ ଖସି ବିଜେପି ଖାତାକୁ ଚାଲିଯାଇଛି ।
ପୂର୍ତ୍ତ ବିଭାଗ ଆଇବି ବଦଳରେ ଘରେ ରାତ୍ରିଯାପନ । ଘରେ ରାତ୍ରଭୋଜନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
କଲୋନୀ କରିବେ ବୋଲି କହିଲେ । ଶାଗମାଛ ଦରରେ ଜମି କିଣିନେଲେ...ଏବେ ଫ୍ୟାକ୍ଟ୍ରି କରିବେ କହୁଛନ୍ତି । ଆମେ କରାଇ ଦେବୁନି । ଏତେ ପ୍ରଦୂଷଣରେ ଆମେ ରହିବୁ କେମିତି?
ପୌରାଣିକ ମାନ୍ୟତା ଅନୁସାରେ ମହାତ୍ମା ବୁଦ୍ଧ ଭଗବାନ ବିଷ୍ଣୁଙ୍କ ନବମ ଅବତାର ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଏମିତି କେମିତି ସମ୍ଭବ ? ରାସ୍ତା କଡ଼ରେ ମାଇଲ ଖୁଣ୍ଟ କେଉଁ ଆଧାରରେ ପୋତା ଯାଇଛି? ଦୂରତା ନିର୍ଦ୍ଧାରଣ କରୁଛି କିଏ? ଦୂରତାରେ ତାରତମ୍ୟ ରହୁଥିବାରୁ ବସ୍ ଭଡ଼ାରେ ଯାତ୍ରୀମାନେ ଠକାମିର ଶିକାର ହେଉ ନାହାନ୍ତି ତ।
ଚିକିତ୍ସା ବିଜ୍ଞାନର ଚମତ୍କାର । ୧୦ ଜଣିଆ ଡାକ୍ତରୀ ଟିମ୍ ର ୧୪ ଘଣ୍ଟିଆ ସର୍ଜରୀ । କ୍ୟାନସର କବଳରୁ ମିଳିଲା ନୂଆ ଜୀବନ ।
ଦେଶ ପ୍ରଥମ ନାଗରିକ ତଥା ଆଦରର ଦିଦିଙ୍କୁ ସ୍ୱାଗତ ପାଇଁ ଯେ କେବଳ ପରିବାର ତା ନୁହେଁ, ସାରା ପାହାଡ଼ପୁର ଗାଁ ଲୋକେ ବି ଏକଜୁଟ୍ ହୋଇଥିଲେ।
ଆଶ୍ଚର୍ଯ୍ୟର କଥା ହେଲା ହିତାଧିକାରୀମାନେ ହେଉଛନ୍ତି ଗୋଟିଏ ପରିବାରର ସଦସ୍ୟ। ସେମାନେ ହେଲେ ବିଚିତ୍ରାନନ୍ଦ ଜେନା, ତାଙ୍କ ପତ୍ନୀ ଅନନ୍ୟା ରାଉତରାୟ ଓ ପୁଅ ବିଶ୍ୱଜିତ ରାଉତରାୟ।
ରାଷ୍ଟ୍ରପତିଙ୍କ କାରକେଡ୍ ହେଲିପ୍ୟାଡରୁ ବାହାରୁଥିଲା ତ, ତାଙ୍କୁ ଦେଖିବାକୁ ହେଲିପ୍ୟାଡ୍ ବାହାରେ ଅପେକ୍ଷାରତ ଶହ ଶହ ଲୋକଙ୍କୁ ଦେଖି ଆଉ ନିଜକୁ ରୋକି ପାରି ନଥିଲେ ରାଷ୍ଟ୍ରପତି। ପ୍ରୋଟୋକଲ ଭାଙ୍ଗି ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଚାଲି ଚାଲି ଲୋକଙ୍କ ପାଖକୁ ଯାଉଥିଲେ ଅଭିବାଦନ ଜଣାଉଥିଲେ।
ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ। ଆଉ ସେହି ଟଙ୍କାରେ ଅୟସ କରୁଥିଲା ଅଭିଯୁକ୍ତ ।
ବର୍ଷେ କି ଦୁଇବର୍ଷ ନୁହେଁ, ୨୫ ବର୍ଷ ହେଲା ଚାଲିଛି ନିରନ୍ତର ତପ। ଗୋଟିଏ ସ୍ଥାନରେ ଧ୍ୟାନ ମୁଦ୍ରାରେ ବସି କରୁଛନ୍ତି ଭଗବାନ ଶିବଙ୍କ ଆରାଧନା।
ରାଇରଙ୍ଗପୁରରେ ସଂବର୍ଦ୍ଧନା ସଭାରେ ଭାବବିହ୍ୱଳ ହୋଇପଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭାରତୀୟ ସ୍ଥଳସେନାଠାରୁ ଆରମ୍ଭ କରି ବାୟୁସେନା ଓ ନୌସେନାରେ ମଧ୍ୟ ମହିଳାମାନେ କାମ କଲେଣି । ଯାହା ଆପଣ ପୂର୍ବରୁ ଜାଣି ସାରିଛନ୍ତି ।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଉତ୍ସବମୁଖର ସାରା ମୟୂରଭଞ୍ଜ। ସତେ ଯେମିତି ନୂଆ ରୂପରେ ସଜେଇ ହୋଇଛି ପୁରା ଜିଲ୍ଲା। ରାଷ୍ଟ୍ରପତିଙ୍କ ପାଇଁ ଓଡ଼ିଆ ଖାଦ୍ୟର ବ୍ୟବସ୍ଥା ହୋଇଥିଲା।
ଠିକ୍ରେ ପାଣି ମିଳୁନଥିବାରୁ ଛୋଟିଆ ପାଣି ଖାଲକୁ ଲୋକେ ପିଇବା ପାଣି ପାଇଁ ବ୍ୟବହାର କରିଥାନ୍ତି । ଖାଲଟିର ପରିବେଶଟି ଅତି ଆବର୍ଜନା ପୂର୍ଣ୍ଣ ଭାବରେ ରହିଛି । ଅନେକ ସମୟରେ ଗାଈଗୋରୁ ଓ କୁକୁର ଏହି ଖାଲରୁ ପାଣି ପିଅନ୍ତି।
ଜିଲ୍ଲାର ଅଧିକାଂଶ ଲୋକ ଧାନଚାଷ ଉପରେ ନିର୍ଭର କରୁଛନ୍ତି । ହେଲେ ରୋଗ ପୋକ ଦ୍ୱାରା ଫସଲ ନଷ୍ଟ ଏମାନଙ୍କୁ ଏବେ ଚିନ୍ତାରେ ପକାଇଛି । ଯାହାକୁ ନେଇ ନାନା ସମସ୍ୟାର ସାମ୍ନା କରୁଛନ୍ତି ବରଗଡ଼ ବରାହଗୁଡା ଗାଁର ଚାଷୀ
ଏବେ ଅକ୍ଟୋବର ନୁହେଁ ବରଂ ମେ’ମାସକୁ ନେଇ ଲାଗିଲାଣି ଡର । ବାରମ୍ବାର ଏଇ ମାସରେ ସମୁଦ୍ରରେ ସୃଷ୍ଟି ହେଉଛି ବାତ୍ୟା । ଜାଣନ୍ତୁ ଏଥର ବାତ୍ୟାର କଣ ରହିଛି ଅପଡେଟ୍...
ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ସ୍ୱାଗତ କରିଛନ୍ତି ।
ପ୍ରଥମ ଖ୍ରୀଷ୍ଟାବ୍ଦର ସମ୍ରାଟ ଖାରବେଳ ସମୟରେ ଅନେକ ଶିଳାଲିପି ମଧ୍ୟ ପାହାଡରେ ଖୋଦିତ ହୋଇ ରହିଛି ।
‘ସ୍ୱାସ୍ଥ୍ୟ ହିଁ ସମ୍ପଦ’। ଏଣୁ ସର୍ବପ୍ରଥମେ ଆମେ ସ୍ୱାସ୍ଥ୍ୟବାନ ହେବା ଜରୁରୀ। ସେ ଆଧ୍ୟାତ୍ମିକ ଜୀବନଯାପନ ହେଉ କି ଭୌତିକ ଜୀବନଯାପନ ଏ ସମସ୍ତ ସୁଖ ପାଇଁ ପ୍ରମୁଖ ହେଉଛି ସ୍ୱାସ୍ଥ୍ୟ। ଘରେ ଯଦି ବାସ୍ତୁଦୋଷ ଥାଏ ତେବେ ଗୃହବାସୀ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଭୋଗିଥାନ୍ତି। ଆସନ୍ତୁ ଜାଣିବା ଏହାର ପ୍ରତିକାର।
ସୌର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀ ୦୪ ତାରିଖ ଗୁରୁବାର । ଜାଣିନିଅନ୍ତୁ ଶୁଭ ଅଶୁଭ ସମୟ
ଝାରସୁଗୁଡ଼ା ଉପ ନିର୍ବାଚନ ପ୍ରଚାର ବେଳେ ହିଂସା ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଜୋର ଧରିବା ପରେ ଥାନାରେ ମାମଲା ରୁଜୁ ହୋଇଛି।
ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଗାଁକୁ ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ । ଜାଣନ୍ତୁ କେତେବେଳେ ପହଞ୍ଚିବେ କେଉଁଠି?
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।