୪ ଦିନ ଭିତରେ ୩-୩ଟି ହାତୀ ଏବଂ ଗୋଟେ କଲରାପତରିଆର ଜୀବନ ଯିବା ପରେ ଏମିତି କଠୋର ହୋଇଛି ବନ ବିଭାଗ । ମନ୍ତ୍ରୀ କହିଛନ୍ତି, ଡିଏଫ୍ଓ ହୁଅନ୍ତୁ ବା ଆଉ କିଏ, ହାତୀ ମୃତ୍ୟୁ ଘଟଣାରେ ଯିଏ ବି ଅବହେଳା କରିଥିବେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
କଳାହାଣ୍ଡି ଜିଲ୍ଲା ଜାରିଂ ନର୍ସରୀର ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାରେ ଡିଏଫଓଙ୍କୁ ଜେରା । ଭାବନୀପାଟଣା ଟାଉନ୍ ଥାନାରେ ଡିଏଫଓ ଦେବେନ୍ଦ୍ର ବେହେରାଙ୍କୁ ୪ ଘଣ୍ଟା ଜେରା କରିଛି ପୋଲିସ ।
ସଂଜୟଙ୍କ ସୁଇସାଇଡ୍ ନୋଟ୍ ପଢିଥିଲେ ଭାଇ ରବି ନାରାୟଣ । ତାଙ୍କ ଅଭିଯୋଗ ଅନୁସାରେ ସଂଜୟ ବିଗତ ୪ ବର୍ଷରୁ ଜାରି ରିସର୍ଚ୍ଚ ସେଣ୍ଟରରେ କାମ କରୁଥିଲେ । ତାଙ୍କୁ ଡିଏଫଓ ବାରମ୍ବାର ପିସି ପାଇଁ ଚାପ ପକାଇ ଆସୁଥିଲେ ।
ଢେଙ୍କାନାଳ ହସ୍ପିଟାଲରେ ଗତକାଲି ଦୁଇ ଘଣ୍ଟାର ଚିକିତ୍ସା ପରେ ଆଇସିୟୁର ସୁବିଧା ନଥିବା ହେତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିପାରିନଥିଲା । ଫଳରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ।
୨୦୦୧୧ ମସିହାରେ ରେଢ଼ାଖୋଲ କେନ୍ଦୁପତ୍ର ବିଭାଗରେ ୬ଟି ଫରେଷ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଥିଲା । ଗୀତାଞ୍ଜଳି ଲିଖିତ ଓ ଶାରୀରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମଧ୍ୟ ପଦବୀରୁ ବଞ୍ଚିତ ହେଲେ ।
ସୁରକ୍ଷା ନମିଳିଲେ ଆନ୍ଦୋଳନ ପାଇଁ ସଂଘର ଧମକ । ୫ ଦଫା ଦାବି ନେଇ ଆସନ୍ତାକାଲିଠାରୁ ଆନ୍ଦୋଳନ ।
ମାସକ ଭିତରେ ଶିମିଳିପାଳ ଅଭୟାରଣ୍ୟରେ ଦୁଇ ବନ କର୍ମଚାରୀଙ୍କ ଜୀବନ ନେଲେଣି ଶିକାରୀ।
ବଲାଙ୍ଗିର ଲରମ୍ଭା ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ ହୋଇଛନ୍ତି ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟର ଓ OSAP ସିପାହୀଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ସିପାହୀଙ୍କ ସରକାରୀ ବାସଭବନ ସମେତ ୫ଟି ଜାଗାରେ ଏକକାଳୀନ ରେଡ୍ ଚାଲିଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ନୂଆଗଡ଼ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ.. ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରି ଖୋଳତାଡ଼ କରୁଛି..