• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 18 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 11 months ago

ସନ୍ତାନ ପାଇଁ ଜୀବନବ୍ୟାପୀ ସାଧନା: ପରିଣତ ବୟସରେ ପୁଅର ଆଶାବାଡ଼ି ପାଲଟିଛନ୍ତି ବୃଦ୍ଧ ବାପା

ବାପା ଯେତେ ଗରିବ ହେଉ କି ନିଶ୍ୱ। ନିଜ ସନ୍ତାନର ସୁନାର ଭବିଷ୍ୟତ ପାଇଁ ଜୀବନକୁ ତିଳ ତିଳ କରୁ ଜାଳୁଥିବା ସେମିତି ଜଣେ ବାପା। More
  • Chandan Shishu
  • 11 months ago

୨୦ରୁ ଖସିବ ତାତି, ୨୧ରୁ ବର୍ଷିବ !

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦେଖି ଅଂଶୁଘାତ ଡର। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଚଳିତ ସିଜନରେ ଏଯାଏଁ ୨୦ଟି ଅଂଶଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଛି। More
  • Chandan Shishu
  • 11 months ago

ବିରୋଧୀଙ୍କ ନିଶାନାରେ 5T ସଚିବ: ଅପରାଜିତାଙ୍କ ପରେ ସିଧା ପାଣ୍ଡିଆନଙ୍କ ନାଁ ନେଇ ବର୍ଷିଲେ ଜୁଏଲ

5T ସଚିବଙ୍କ ଗସ୍ତ ଓ ସାଧାରଣ ସଭା କରିବା, ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡଟ୍ ରୁଲ୍‌ର ଉଲ୍ଲଂଘନ ବୋଲି ଅପରାଜିତା ଅଭିଯୋଗ କରିଥିଲେ। ପୂର୍ବତନ ପ୍ରଶାସକ ସଂଜୀବ ହୋତା ବି କହିଛନ୍ତି ଏଭଳି କାର୍ଯ୍ୟ ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡଟ୍ ରୁଲର ଉଲ୍ଲଂଘନ। More
  • Sarbeswar
  • 11 months ago

ମଜୁରୀ ଖଟି ପୁଅକୁ ମଣିଷ କରିଥିଲେ : ଚାକିରି କରିବା ପରେ ବାପାକୁ ଛାଡ଼ି ଦେଲା ଜରାଶ୍ରମରେ

ଶହେ ମାନସିକ କରି ପୁଅ ପାଇଥିଲେ। ପାଳି ପୋଷି ବଡ଼ ବାବୁ କଲେ। ହେଲେ ମୁଣ୍ଡକୁ ହାତ ପାଇଯିବା ପରେ ଆଉ ପଚାରୁନି ପୁଅ । ଶେଷରେ ଜରାଶ୍ରମରେ ଯନ୍ତ୍ରଣାରେ ଜିଇଁବାକୁ ବାଧ୍ୟ ହେଉଛନ୍ତି ବାପା। ଅନ୍ତର୍ଜାତୀୟ ପିତୃ ଦିବସରେ ଜରାଶ୍ରମରେ ଥିବା ବାପା, ହତାଦର କରି ଘରୁ ତଡ଼ିଦେଇଥିବା ପୁଅର ମଙ୍ଗଳ ମନାସିଛନ୍ତି More
  • Tanmay Kumar Mahalik
  • 11 months ago

ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି; ୨୧ରୁ ଭିଜିବ ଓଡ଼ିଶା

ଲଗାତର ଗତ କିଛି ଦିନ ହେବ ରାଜ୍ୟରେ ଲାଗି ରହିଛି ଗୁଳୁଗୁଳି ସହ ଅସହ୍ୟ ତାତି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆଜି ବି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । More
  • Sarbeswar
  • 11 months ago

ଏଇ ତୁଳସୀ ପିନ୍ଧିଲେ ଗଡ଼ିବ ନନ୍ଦିଘୋଷ

ପାଖେଇ ଆସୁଛି ଘୋଷଯାତ୍ରା । ରଥରେ ବସିଥିବା ଦିଅଁଙ୍କୁ ଭକ୍ତ ଦାସିଆଙ୍କ ଗାଁରୁ ତୁଳସୀ ଲାଗି ହେଲେ ଗଡେ ନନ୍ଦିଘୋଷ ରଥ । ଜାଣନ୍ତୁ କଣ ରହିଛି କିମ୍ବଦନ୍ତୀ? More
  • Sarbeswar
  • 11 months ago

ଜୀବନ ହାରିବା ପୂର୍ବରୁ ଏଇଟା ଥିଲା ଶେଷ ଭିଡ଼ିଓ

କେମିତି ମଲେ ଡିଜେ ଆଜେକ୍ସ? କଣ ଥିଲା ପୂରା କାରଣ? ଏଇ ଭିଡ଼ିଓରେ ସବୁ ସତ କହିବା ପରେ ଜୀବନ ହାରିଥିଲେ ଆଜେକ୍ସ । ଦେଖନ୍ତୁ ଏହି ଭିଡିଓ More
  • Sarbeswar
  • 11 months ago

୨୧ ବର୍ଷ ରାଜନୀତି କଲେଣି : ଘର ଖଣ୍ଡିଏ କି ପାଇଖାନାଟିଏ କରିନାହାନ୍ତି

୨୧ ବର୍ଷର ରାଜନୈତିକ ଜୀବନ । ନିଜ ପାଇଁ ଘର ଖଣ୍ଡିଏ କରିନାହାନ୍ତି କି ପାଇଖାନାଟିଏ କରିନାହାନ୍ତି । ବଡ଼ କଷ୍ଟରେ ଘରଟିଏ କଲେ ଯେ ପ୍ଲାଷ୍ଟର ବି କରିହେଉନି...ଆବାସ ପାଇଁ ଯୋଗ୍ୟ ବିବେଚିତ ହେବା ପରେ ବି ନିଜ ଘରକୁ ଦେଇଦେଲେ ଅନ୍ୟକୁ । ଲୋକେ କହୁଛନ୍ତି ଏମିତି ସରପଂଚ ଥିଲେ ଆଉ କିଛି ଲୋଡା ନାହିଁ More
  • Sarbeswar
  • 11 months ago

ଚାଷୀ ଭାଇଙ୍କ ଲାଗି ବଡ଼ ଖବର : ଏଣିକି ଘରେ ପହଞ୍ଚିବ ବିହନ

ଆଉ ଟେନ୍‌ସନ୍‌ ନାହିଁ । ଏଣିକି ବିହନ ଲାଗି କାଟିବାକୁ ପଡ଼ିବନି ସରକାରୀ ଦପ୍ତର ଚକ୍କର...ଘର ଦୁଆର ମୁହଁରେ ଉନ୍ନତମାନର ବିହନ ପହଞ୍ଚାଉଛି ପ୍ରଶାସନ More
  • Sarbeswar
  • 11 months ago

ଦେହର ଭୋକ ମେଣ୍ଟାଇବାକୁ ପ୍ରେମିକାଙ୍କୁ କରୁଥିଲେ ବ୍ଲାକ୍‌ମେଲ୍‌ : ଆଉ ପ୍ରେମିକା ଏମିତି କାମ କଲେ ଯେ...

ପ୍ରେମରେ ପୂରା ପାଗଳ ଥିଲେ ପ୍ରେମିକ । ବାରମ୍ବାର ଶାରୀରିକ ସଂପର୍କ ରଖିବାକୁ କରୁଥିଲେ ବାଧ୍ୟ : ବିରକ୍ତ ହେଲେ ପ୍ରେମିକା । ହୋଟେଲ୍‌କୁ ଯିବା ପାଇଁ ବ୍ଲାକ୍‌ମେଲ୍‌ କରିବାରୁ ପୋଲିସ୍‌ରେ ଅଭିଯୋଗ କଲେ । More
  • Sarbeswar
  • 11 months ago

ଓଡ଼ିଶା ଟ୍ରେନ୍‌ ଟ୍ରାଜେଡ଼ି: ଏଇ ମେଡିକାଲ ପାଇଁ ମଲେ ୨୯୧ !

କେବଳ ଦୁର୍ଘଟଣା ପାଇଁ ଖୋଲିଥିଲା ଏହି ମେଡିକାଲ । ହେଲେ ଭିତ୍ତିଭୂମିର ବିକାଶ ନହେବାରୁ କାମରେ ଆସୁନି ସ୍ୱାସ୍ଥ୍ୟକେନ୍ଦ୍ର । ଯଦି ଶୁକ୍ରବାର ଦିନ ଏଇ ମେଡିକାଲ ଖୋଲାଥାଆନ୍ତା ତାହାଲେ ଏତେ ସଂଖ୍ୟାରେ ଲୋକ ମରିନଥାଆନ୍ତେ More
  • Sarbeswar
  • 11 months ago

ଭୟଙ୍କର ସ୍ଥିତି: ଦିନକୁ ଘଣ୍ଟାଏ ପାଇଁ ବାହାରୁଛି ପାଣି !

ଗଡିଆ, ପୋଖରୀ ସବୁ ଶୁଖିଯାଇଛି । ନଳକୂଅ ଥିଲେ ବି ଅଧା କାମ କରୁନି...ଯେଉଁଟା କାମ କରୁଛି ସେଥିରୁ ଦିନରେ ମାତ୍ର ଘଣ୍ଟାଏ ବାହାରୁଛି ପାଣି । ବାହାଘରଠୁ ସୁଧଘର କାମ ପାଇଁ ହଇରାଣ ହେଉଛନ୍ତି ଲୋକେ More
  • Sarbeswar
  • 11 months ago

ହଜାରେ ଟଙ୍କାଏ ଲେଖାଏଁ ଆଦାୟ କଲେ...ନିଜ ଗାଁ ରାସ୍ତା ନିଜେ କଲେ

ଗୁହାରି ପରେ ବି ଶୁଣିଲାନି ପ୍ରଶାସନ । ହଇରାଣ ହେଉଥିଲେ ଗାଁ ଲୋକେ...ମଣ୍ଡପରେ ବୈଠକ ହେଲା, ୧ ହଜାର ଲେଖାଏଁ ଆଦାୟ ହେଲା । ମହିଳା-ପୁରୁଷ ମିଶି ଏକାଠି ହେଲେ, ଗାଁକୁ ପକ୍କା ରାସ୍ତା କଲେ More
  • Rajalaxmi Sahoo
  • 11 months ago

ରଥଯାତ୍ରାରେ ପୁରୀ ଆସୁଛନ୍ତି କି ? ଜାଣନ୍ତୁ କେଉଁଠି ଗାଡ଼ି ପାର୍କିଂ କରିବେ...

ପୁରୀ ରଥଯାତ୍ରା ପାଇଁ ଟ୍ରାଫିକ ପ୍ଲାନ୍‌ ପ୍ରସ୍ତୁତ ହୋଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁରୀକୁ ୩ ଭାଗରେ ବିଭକ୍ତ କରାଯାଇଛି। ୧୪ଟି ସେକ୍ଟର ଓ ୨୯ଟି ଜୋନ୍‌ରେ ବିଭକ୍ତିକରଣ କରାଯାଇଛି।  More
  • Prangyan Parimita
  • 11 months ago

ଚାଷୀଙ୍କ ଜମିରେ ମାଟି ମୁଠାଏ ପଡିନି, ଉନ୍ନତୀକରଣ ନାଁରେ ଲକ୍ଷ ଲକ୍ଷ ହଡପ୍‌

ଗଞ୍ଜାମ ଭଂଜନଗର ବ୍ଲକ ମୁଦୁଲିପଲ୍ଲୀ ପଞ୍ଚାୟତରେ ଚାଷୀମାନଙ୍କ ଜମିର ଉନ୍ନତୀକରଣ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ଆସିଥିଲା ୧୫ ଲକ୍ଷ ଟଙ୍କା ଅନୁଦାନ। More
  • Prangyan Parimita
  • 11 months ago

ଭଙ୍ଗା ଦଦରା ଘରେ ଗରିବ ମଳିମୁଣ୍ଡିଆ, ହିତାଧିକାରୀଙ୍କ ଅଜାଣତରେ ଆବାସ ଟଙ୍କା ଆତ୍ମସାତ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଘର ଘୋଟାଲା।  ଜୋଡିଙ୍ଗା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନରେ ବଡ଼ ଦୁର୍ନୀତି ହୋଇଛି More
  • Manoranjan Behera
  • 11 months ago

‘ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ରନ୍ଧନ ଗ୍ରହଣୀୟ ନୁହେଁ’

ଗଜପତି କହିଛନ୍ତି, ବିଧି ଓ ଶାସ୍ତ୍ର ଅନୁଯାୟୀ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ହିଁ ରଥଯାତ୍ରା ହେବା କଥା। ସ୍ଥଳ ବିଶେଷରେ ଆଷାଢ଼ ଶୁକ୍ଳ ଦ୍ୱିତୀୟାରୁ ତ୍ରୟୋଦଶୀ ତିଥି ମଧ୍ୟରେ ରଥଯାତ୍ରା ହୋଇପାରିବ। ଖଜାର ବ୍ୟବସାୟୀକରଣ, ନିର୍ମାଲ୍ୟ ବିକ୍ରି ଓ ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାଁରେ ରନ୍ଧନ କରି ବିକ୍ରି ହେଉଥିବା ଘଟଣା ଆଦୌ ଗ୍ରହଣୀୟ ନୁହେଁ। More
  • Rajalaxmi Sahoo
  • 11 months ago

ଘରେ ପଶି ମହିଳାଙ୍କୁ ଖଣ୍ଡାରେ ହାଣିଲେ ନିଶାସକ୍ତ ଯୁବକ

ଘରେ ପଶି ୨ ମହିଳାଙ୍କୁ ଖଣ୍ଡାରେ ହାଣିଲେ ନିଶାସକ୍ତ ଯୁବକ।  ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।  More
  • Rajalaxmi Sahoo
  • 11 months ago

ମାଆ ଚାଲିଗଲା ପରେ...ଦୁଇ ପୁଅଙ୍କୁ ମାଆ ପରି ପାଳୁଛନ୍ତି ବାପା

ପତ୍ନୀଙ୍କ ମୃତ୍ୟୁ ପରେ ବାପାର କର୍ତ୍ତବ୍ୟ ପାଳନ କରିବା ସହ ମାଆର ଦାୟିତ୍ୱ ମଧ୍ୟ ସୁଚାରୁ ରୂପେ ତୁଲାଉଛନ୍ତି। ଆଜି ଫାଦର୍ସ ଡେ’ରେ ଜାଣନ୍ତୁ ଏମିତି ଜଣେ ବାପାଙ୍କ କାହାଣୀ।  More
  • Rajalaxmi Sahoo
  • 11 months ago

କମିବ ତାପମାତ୍ରା, ଭିଜିବ ଓଡ଼ିଶା ! ୨୧ରେ ବର୍ଷା ସମ୍ଭାବନା...

ପରବର୍ତ୍ତୀ ୨ ଦିନରେ ତାପମାତ୍ରା ୩ରୁ ୫ ଡିଗ୍ରୀ କମିପାରେ। ଜୁନ୍ ୨୧ ତାରିଖରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ମେଘୁଆ ପାଗ ଓ ବର୍ଷା ସମ୍ଭାବନା ରହିଛି। More
  • Manoranjan Behera
  • 11 months ago

ବିଚିତ୍ର କଳା; ଊର୍ଦ୍ଦୁ ଭଳି ଓଲଟାରେ ଲେଖୁଛନ୍ତି ଓଡ଼ିଆ

ପେଷା ତାଙ୍କ ପରିବା ବ୍ୟବସାୟ । ନିଶା କିନ୍ତୁ କିଛି ଅଲଗା, କିଛି ସ୍ୱତନ୍ତ୍ର । ସାଧାରଣ ଲୋକଙ୍କଠାରୁ ତାଙ୍କ କାମ-କାଇଦା ଟିକିଏ ଭିନ୍ନ । ଗଞ୍ଜାମ ବେଗୁନିଆପଡ଼ା ବ୍ଲକ୍ ସୁମଣ୍ଡଳ ଗାଁର ବିଜୟ କୁମାର ଗୌଡ଼ । More
  • Tanmay Kumar Mahalik
  • 11 months ago

ବାହାନଗା ଦୁର୍ଘଟଣା; ମୃତକଙ୍କୁ ଚିହ୍ନଟ ପାଇଁ ବିଜ୍ଞାପନ ଦେଲା ରେଳ ମନ୍ତ୍ରାଳୟ

ମୃତେଦହ ନେବାକୁ ଅନେକ ସମ୍ପର୍କୀୟଙ୍କ ଅପେକ୍ଷା ଭିତରେ ଆଜି ରେଳ ମନ୍ତ୍ରଣାଳୟପକ୍ଷରୁ ଏ ପ୍ରକ୍ରିୟା ଆଗକୁ ନେବାକୁ ପ୍ରକାଶ ପାଇଛି ସ୍ୱତନ୍ତ୍ର ବିଜ୍ଞାପନ । ଯେଉଁଥିରେ ମୃତବ୍ୟକ୍ତିଙ୍କ ସଂପର୍କୀୟ କିମ୍ବା ଆତ୍ମୀୟ ଅଚିହ୍ନ ମୃତଦେହ ସହ ସମ୍ପର୍କ ପ୍ରମାଣ କରିବାକୁ ନିଜ ଡିଏନଏ ନମୁନା ପ୍ରଦାନ ପାଇଁ ନିବେଦନ କରିଛି ରେଳ ମନ୍ତ୍ରଣାଳୟ । More
  • Tanmay Kumar Mahalik
  • 11 months ago

ଶାସନକଳର ଶିରାପ୍ରସିରାରେ ଚରିଗଲାଣି କି ଦୁର୍ନୀତି ? ୭ ଦିନରେ ୬ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ରେଡ୍

ବାରିପଦା ସହର ଉପକଣ୍ଠ ତେନ୍ତୁଳିଡିଙ୍ଗାରେ ରାମଚନ୍ଦ୍ରଙ୍କ ତିନି ମହଲା ଘର । ହେଲେ ଇଏ କୁଆଡ଼େ ବାବୁ ରାମଚନ୍ଦ୍ରଙ୍କ ସଂପତିର ଛୋଟିଆ ଝଲକ୍। ୟା ବାଦ ବି ଆହୁରି ଅନେକ ସ୍ଥାନରେ ଅସତ୍ ଧନ ଥିବା ସନ୍ଦେହରେ ଭିଜିଲାନ୍ସର ୮ ଜଣିଆ ଟିମ୍ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଥିଲା । More
  • Manoranjan Behera
  • 11 months ago

ଆଷାଢ଼ରେ ଖସୁଛି ନିଆଁ; ବର୍ଷା ବଦଳରେ ସାରା ରାଜ୍ୟରେ ପ୍ରବଳ ଗରମ

କି ପୂର୍ବ, କି ପଶ୍ଚିମ, ଉତ୍ତର ହେଉ କି ଦକ୍ଷିଣ ସବୁଠି ଅଗ୍ନିବର୍ଷା ସାଙ୍ଗକୁ ଅସମ୍ଭବ ଗୁଳୁଗୁଳି । କିଏ କହୁଛି ଭାଜି ହେଉଛି, ଆଉ କିଏ କହୁଛି ସିଝି ଯାଉଛି । ମୁଣ୍ଡ ଉପରକୁ ସୂର୍ଯ୍ୟ ନଯାଉଣୁ, ଖାଁ ଖାଁ ରାସ୍ତା, ସହର ବଜାରରେ ଅଘୋଷିତ କର୍ଫ୍ୟୁ । More
  • Prangyan Parimita
  • 11 months ago

ହନୁମାନ ଭରସାରେ ଅମଲା ସଂଘର ଆନ୍ଦୋଳନ

ଗତକାଲି ମାଲକାନଗିରିରେ ପକୁଡ଼ି ବିକୁଥିଲେ, ଆଜି ବ୍ରହ୍ମପୁରରେ ହନୁମାନ ଚାଳିଶା ପାଠ କରିଛନ୍ତି। More