• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vigilance Scanner

Vigilance scanner
ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ୍; ଏଠି ସେଠି ସବୁଠି ଫ୍ଲାଟ୍‌, ବ୍ୟାଙ୍କରେ କୋଟି କୋଟି

ବସନ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ବିଭିନ୍ନ ବ୍ୟାଙ୍କ, ପୋଷ୍ଟାଲ୍, ଇନ୍ସ୍ୟୁରାନ୍ସ ଡିପୋଜିଟ୍ ଇତ୍ୟାଦିରେ ରହିଛି ୩ କୋଟି ୭୫ ଲକ୍ଷ ଟଙ୍କାର ଜମା । ତା’ ଛଡ଼ା ଭିଜିଲାନ୍ସ ଚଢ଼ାଉବେଳେ ମିଳିଛି ୨୬୦ ଗ୍ରାମର ସୁନା ଅଳଙ୍କାର ।

Vigilance scanner
ଶାସନକଳର ଶିରାପ୍ରସିରାରେ ଚରିଗଲାଣି କି ଦୁର୍ନୀତି ? ୭ ଦିନରେ ୬ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ରେଡ୍

ବାରିପଦା ସହର ଉପକଣ୍ଠ ତେନ୍ତୁଳିଡିଙ୍ଗାରେ ରାମଚନ୍ଦ୍ରଙ୍କ ତିନି ମହଲା ଘର । ହେଲେ ଇଏ କୁଆଡ଼େ ବାବୁ ରାମଚନ୍ଦ୍ରଙ୍କ ସଂପତିର ଛୋଟିଆ ଝଲକ୍। ୟା ବାଦ ବି ଆହୁରି ଅନେକ ସ୍ଥାନରେ ଅସତ୍ ଧନ ଥିବା ସନ୍ଦେହରେ ଭିଜିଲାନ୍ସର ୮ ଜଣିଆ ଟିମ୍ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଥିଲା ।

Vigilance Raid
ଯାହା ଆଶଙ୍କା ଥିଲା, ତାହା ହିଁ ହେଲା ! ନିହାରଙ୍କ ଘରେ ଆଖି ତରାଟିଲା ଭଳି ସମ୍ପତ୍ତି

୧୦ ଲକ୍ଷ ଟଙ୍କାର ୩୩୨ ଗ୍ରାମ୍ ସୁନା ଓ ୬୪ ଲକ୍ଷର ବୀମା ମଧ୍ୟ ଠାବ କରିଛି ଭିଜିଲାନ୍ସ । ତାଙ୍କ ପାଖରୁ ନଗଦ ୧ ଲକ୍ଷ ଟଙ୍କା କ୍ୟାସ୍‌ ମଧ୍ୟ ଜବତ ହୋଇଛି ।

 Odisha Vigilance's crackdown
ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବଢ଼ିଚାଲିଛି ତାଲିକା

ସୁନା ବିସ୍କୁଟ, ସୁନା ଅଳଙ୍କାର, କିଛି ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଭିଜିଲାନ୍ସ ଜବତ କରିଛି।

Vigilance Raid
ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ

୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ।

Vigilance Raid
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଚଢ଼ଉ ଜାରି ରହିଥିବାରୁ ତାଙ୍କର ମୋଟ୍ ସଂପତ୍ତିର ଆକଳନ କରାଯାଇନାହିଁ।

Principal Under Vigilance Scanner
ପ୍ରିନ୍ସପାଲଙ୍କ ଘରେ ପଶିଲା ଭିଜିଲାନ୍ସ, ସକାଳୁ ସକାଳୁ ରେଡ୍‌

ପ୍ରିନ୍ସପାଲଙ୍କ ଘରେ ଭିଜିଲାନ୍ସ ରେଡ୍। ହୀରାନୀଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ଆଜି ସକାଳୁ ସକାଳୁ ଚଢ଼ଉ ହୋଇଛି।

Vigilance Raid
ଡାକ୍ତରଙ୍କ ଘରୁ ମିଳିଲା କୋଟିଏରୁ ଅଧିକ ନଗଦ ଟଙ୍କା

ସିଏଚସି ଡାକ୍ତରଙ୍କ ଘରୁ ଏତେ ନଗଦ ଅର୍ଥ ପାଇ ତାଜୁବ ହୋଇଛି ଭିଜିଲାନ୍ସ ଟିମ୍।

Vigilance Raid
ଭିଜିଲାନ୍ସକୁ ଖୋଲା ଚାଲେଂଜ କଲେ ASPଙ୍କ ପତ୍ନୀ

ସବୁ ଗାଡ଼ି ନମ୍ବର 0005ର ଗୁମର ବି ଖୋଲିଛନ୍ତି ତ୍ରିନାଥଙ୍କ ପତ୍ନୀ କହିଛନ୍ତି।

Additional SP Trinath Mishra
ଭିଜିଲାନ୍ସ ଜାଲରେ ପୁଣି ବଡ ମାଛ: ପୋଲିସ ବାବୁଙ୍କ ମାଳ ମାଳ ସୌଖିନ ଗାଡି ସାଙ୍ଗକୁ ବିରାଟ ବ୍ୟବସାୟିକ ସାମ୍ରାଜ୍ୟ

କଥାରେ ଅଛି, ମାଛ ଖାଇବ ଇଲିସି, ଚାକିରି କରିବ ପୋଲିସି । ଏକଥା କାହା ପାଇଁ ପ୍ରଯୁଜ୍ୟ ହେଉ କି ନହେଉ, ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ କ୍ଷେତ୍ରରେ ଅଧିକ ପ୍ରଯୁଜ୍ୟ ବୋଲି ଧରିନିଆଯାଇପାରେ । ତାଙ୍କ କୋଠାବାଡ଼ି, ମାଳ ମାଳ ସୌଖିନ୍ ଗାଡ଼ି, ଲକ୍ଷ ଲକ୍ଷ ଟଙ୍କାର ସଂପତ୍ତି ଦେଖିଲେ ଆଖି ରହିଯିବ।

Massive Property Of  ASP Trinath Mishra
ବାପ୍‌ରେ ବାପ୍‌ ! ପୋଲିସ୍‌ ବାବୁଙ୍କର ଏତେ ଦାମୀ କାର୍‌, ବାଇକ୍‌; ସବୁ ଗାଡ଼ିର ନମ୍ବର- ୦୦୫

ପୋଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କ ପାଖରୁ ମିଳିଛି କୋଟି କୋଟି ଟଙ୍କା ମୂଲ୍ୟର କାର୍ ଓ ବାଇକ୍। ୧ କୋଟି ୧୧ ଲକ୍ଷ ଟଙ୍କାର BMW X7 ସିରିଜ୍‌ର କାରକୁ ଭିଜିଲାନ୍ସ ଟିମ୍ ଠାବ କରିଛି। 

Odisha Police Communication ASP Under Vigilance Scanner
ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କ ଆଖିଖୋସା ସମ୍ପତ୍ତି; ଯୁଆଡ଼େ ଚାହିଁଲେ ବିଲ୍ଡିଂ, ବିଦେଶୀ କାର୍‌ ଓ ବାଇକ୍‌

ପୋଲିସ୍ କମ୍ୟୁନିକେସନ୍‌ର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ପାଖରୁ ମିଳିଛି କୋଟି କୋଟି ଟଙ୍କା ମୂଲ୍ୟର କାର୍, ବାଇକ୍ ଓ ଆଖିଖୋସା ସମ୍ପତ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତ୍ରିନାଥଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍‌ କରିଛି। 

Vigilance Raid
୨ ମାସ ପରେ ଅବସର ନେଇଥାନ୍ତେ ଅତିରିକ୍ତ SP, ହେଲେ ତା’ପୂର୍ବରୁ ମାଡ଼ି ବସିଲା ଭିଜିଲାନ୍ସ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଟିମ୍‌ ରେଡ୍ କରିଛି। ୧୧ଟି ଯାଗାରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଥିବା ଜଣାପଡ଼ିଛି। 

Narsinghpur IIC Lands Under Vigilance Scanner
ସମସ୍ୟାର ସମାଧାନ ପାଇଁ ଲାଞ୍ଚ ନେଉଥିଲେ, ହେଲେ ନିଜେ ସମସ୍ୟାରେ ପଡ଼ିଗଲେ ପୋଲିସ୍‌ ବାବୁ...

ଭିଜିଲାନ୍ସ ଜାଲରେ ପଡ଼ିଲେ ନରସିଂହପୁର ଥାନା ଅଧିକାରୀ। ଲାଞ୍ଚ ନେଇ ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।