• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Women Need Help

Odisha woman seeks financial assistance for treatment
ପୁଅକୁ ବିସ୍କୁଟ ଦେବାକୁ ବାପାଙ୍କ ପାଖରେ ପଇସା ନାହିଁ, କାନ୍ଦି କାନ୍ଦି ଦିନ କଟୁଛି

ବହୁବିଧ ରୋଗରେ ପଡିଛି ବାପା...ପୁଅକୁ ସବୁ ଖୁସି ଦେବାକୁ ବାପାର ବହୁତ ଇଚ୍ଛା । ହେଲେ ସାଥ୍‌ ଦେଉନି ଶରୀର । ପୁଅର ମେଡିସିନ୍‌ ଖର୍ଚ୍ଚ ପାଇଁ ଛେଳି ଚରାଉଛି ମାଆ । ସାହାଯ୍ୟ ନମିଳିଲେ ସଂସାର ଭାସିଯିବ

Women Need Help
ବଞ୍ଚି ଥାଉଥାଉ ଦେଲନି...ମରିଗଲେ କ’ଣ ଘର ଦେବ ?

ସରକାରଙ୍କୁ ପ୍ରଶ୍ନ ପଚାରୁଛି ଜଣେ ଅସହାୟ ମହିଳା । ବାରମ୍ବାର ଦଉଡି ଦଉଡି ଘରେ ଖଣ୍ଡିଏ ଦେଲନି...ଭୋଟ୍‌ ମାଗିଲ, ଆମେ ଦେଲୁ । ଏବେ ତ କିଛି ଶୁଣୁନ, ମୁଁ ମଲା ପରେ କଣ ଘର ଦେବ ?

Woman seeks house under Awas scheme
‘ମୁଁ ବି ଜଣେ ମାଆ.. ନବୀନ ସରକାର ଆସିକି ଥରେ ମୋତେ ଦେଖିଦେଇ ଯାଆନ୍ତୁ..’

ଯୋଉଠି ମଣିଷ, ସେଇଠି ସାପ, କୁକୁର.. ୬ଫୁଟର ନୁଆଣିଆ ଘର ଉପରେ ପଡିଛି ପାଲ.. ପାଲକୁ ଭିଡ଼ି ଧରିଛି ଇଟା ପଥର.. ଆଉ ଏହି ଘର ଭିତରେ ରୁହନ୍ତି ୫ପ୍ରାଣୀ କୁଟୁମ୍ବ..

Satyabhama
ଯୋଜନା କାହା ପାଇଁ? ୫ ଫୁଟିଆ ପାଇଖାନାରେ ରହୁଛି ମଣିଷ...

ବାଲେଶ୍ଵର ନୀଳଗିରି ପିଠାହତା ପଂଚାୟତର ଦରଖୋଳି ଗାଁର ସତ୍ୟଭାମା ନାୟକ। ବିବାହ କରିନାହାନ୍ତି...ବାପା-ମାଆ କି ଭାଇ କେହି ନାହାନ୍ତି। ସେଇଥି ପାଇଁ ଆଜିକା ସମୟରେ ଏମିତି ଦୟନୀୟ ଜୀବନ ଜିଉଁଛନ୍ତି ସତ୍ୟଭାମା। ବାପା ଥିବା ବେଳେ ଘର ଖଣ୍ଡିକ କରିଥିଲେ ହେଲେ ସେ ଯିବା ପରେ ରକ୍ଷଣାବେକ୍ଷଣ ଅଭାବରୁ ଘର ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଇଛି। ତେଣୁ ଜୀବନ ଯେତେବେଳେ ଅଛି ମୁଣ୍ଡ କେଉଁଠି ଗୁଞ୍ଜିବେ?

mother need help
ପୁଅର ଜୀବନ ପାଇଁ ମାଆର ଆକୁଳ ନିବେଦନ

କୁନିପୁଅ ରାଜଭୀରର ଜୀବନ ବଂଚିବାକୁ ଦରକାର ୧୬ କୋଟି ଟଙ୍କାର ଇଂଜେକସନ। ହାତରେ ଅଛି ମାତ୍ର ୪ ମାସ ସମୟ। ୧୮ ମାସର ପୁଅ ରାଜବୀରର ଚିକିତ୍ସା ପାଇଁ ରାଜ୍ୟବାସୀଙ୍କୁ କୋହଭରା କଣ୍ଠରେ ନିବେଦନ କରିଛନ୍ତି ତାଙ୍କ ମାଆ।