• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Puri Gajapati Maharaj Dibyasingha Deb

Ayodhya ram mandir and Srimandir Parikrama project
ରାଜନୀତିରେ ରାମ-ଜଗନ୍ନାଥ ! ଅଧପନ୍ତରିଆ କାମରେ ହୋଇଯିବ କି ଲୋକାର୍ପଣ ?

ଗଜପତି ମହାରାଜାଙ୍କ ପ୍ରସ୍ତାବରେ ରାଜ୍ୟ ସରକାରଙ୍କ ମୋହର ବାଜେ, ତାହେଲେ ଜାନୁଆରୀ ୧୭ରେ ହିଁ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ତେବେ ପ୍ରଶ୍ନ କାମ ତ ସମ୍ପୂର୍ଣ୍ଣ ହୋଇନି, ହେଲେ ଲୋକାର୍ପଣ ପାଇଁ ରାଜ୍ୟ ସରକାର ଏତେ ତର ତର କାହିଁକି ?

Gajapati Maharaja
‘ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ରନ୍ଧନ ଗ୍ରହଣୀୟ ନୁହେଁ’

ଗଜପତି କହିଛନ୍ତି, ବିଧି ଓ ଶାସ୍ତ୍ର ଅନୁଯାୟୀ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ହିଁ ରଥଯାତ୍ରା ହେବା କଥା। ସ୍ଥଳ ବିଶେଷରେ ଆଷାଢ଼ ଶୁକ୍ଳ ଦ୍ୱିତୀୟାରୁ ତ୍ରୟୋଦଶୀ ତିଥି ମଧ୍ୟରେ ରଥଯାତ୍ରା ହୋଇପାରିବ। ଖଜାର ବ୍ୟବସାୟୀକରଣ, ନିର୍ମାଲ୍ୟ ବିକ୍ରି ଓ ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାଁରେ ରନ୍ଧନ କରି ବିକ୍ରି ହେଉଥିବା ଘଟଣା ଆଦୌ ଗ୍ରହଣୀୟ ନୁହେଁ।

Puri King Gajapati Maharaj Dibyasingh Deb
‘ରତ୍ନଭଣ୍ତାର ସ୍ଥିତି ଖରାପ; ପାଣି ଗଳୁଛି, ଛାତ ଫାଟିଛି’

ରତ୍ନଭଣ୍ଡାର ଅସୁରକ୍ଷିତ ଥିବା କଥା ଆଜିର ନୁହେଁ । ରହସ୍ୟମୟ ରତ୍ନଭଣ୍ଡାରରେ ଫାଟ ଏବଂ ପାଣି ଗଳିବା ଘଟଣା ଗତ ୫ ବର୍ଷ ତଳୁ ଜଣାପଡ଼ିଲାଣି ।