• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Today Very To Very Heavy Rainfall In 3 Districts Of Odisha
ଆଜି ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଆଜି ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ୧୪ଟି ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 29 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 29 July 2023
King of Mushrooms!
କୋରାପୁଟର ଶ୍ରାବଣ ଛତୁ: କିଲୋ ପିଛା ଦୁଇ ହଜାର ଛୁଇଁ ଥିଲେ ବି ପ୍ରବଳ ଚାହିଦା

ଶ୍ରାବଣ ମାସରୁ ଆରମ୍ଭ ହୋଇ ମାତ୍ର କିଛି ଦିନ ବଜାରରେ ମିଳୁଥିବାରୁ ଏହାର ଚାହିଦା ବି ଢେର ଅଧିକା। ବାଲି ଛତୁ କିଲୋ ୪ ଶହରୁ ୬ ଶହ ଥିଲା ବେଳେ ବଡ଼ା ଛତୁ କିଲୋ ପିଛା ହଜାରେ ଟଙ୍କା ଯାଏଁ ବିକ୍ରି ହେଉଛି।

୨୮ ଦିନ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶିଙ୍ଗାର
ନୀତି ସବ୍‌କମିଟିରେ ବି ଝୁଲିଲା ବନକଲାଗି ବାର କେଁ

ଠାକୁରଙ୍କ ବନକଲାଗି ନୀତିରେ ଅହେତୁକ ବିଳମ୍ବ ପାଇଁ ଭକ୍ତଙ୍କ କ୍ଷୋଭ ଓ ଆଜିର ନୀତି ସବକମିଟି ବୈଠକ ପରେ ସାମାନ୍ୟ ନରମିଛି ଦତ୍ତମହାପାତ୍ର ନିଯୋଗ।

Ollywood actress accuses producer of making private pictures & videos viral
ପ୍ରଯୋଜକଙ୍କ ବିରୋଧରେ ଆଗଧାଡ଼ିର ନାୟିକାଙ୍କ ଏତଲା, ଅନ୍ତରଙ୍ଗ ମୁହୁର୍ତ୍ତକୁ ଭାଇରାଲ୍ ସହ ବ୍ଲାକମେଲିଂ ଅଭିଯୋଗ

ପୁଣି ହଲଚଲ୍ ଓଲିଉଡ, ପୁଣି ଓଲିଉଡରେ ଚାଞ୍ଚଲ୍ୟ। ଏଥର ନା କାଷ୍ଟିଂ କାଉଚ୍ ନା ପ୍ରେମକୁ ନେଇ କୌଣସି ବିବାଦ, ବରଂ ସିଧାସଳଖ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଦୃଶ୍ୟକୁ ଭାଇରାଲ୍ କରି ବ୍ଲାକମେଲ୍ ଭଳି ସଂଗୀନ ଅଭିଯୋଗ ଆସିଛି। ଅଭିଯୋଗ ପୁଣି କୌଣସି ଅର୍ଡ଼ିନାରୀ ଅଭିନେତ୍ରୀ ନୁହଁନ୍ତି, ରୂପେଲି ପରଦାର ଆଗଧାଡ଼ିର ଜଣେ ନାୟିକା ଆଣିଛନ୍ତି ସଂଗୀନ ଅଭିଯୋଗ।

ବିଜେଡିର ମହିଳା ସଂରକ୍ଷଣ ବିଲ ଦାବି କେବଳ କୁମ୍ଭୀର କାନ୍ଦଣା କି ?
ରାଜ୍ୟସଭାରେ ୫୦ % ସଂରକ୍ଷଣ କଥା ଉଠାଇ ଅଡ଼ୁଆରେ ଶଙ୍ଖ ଦଳ

କଂଗ୍ରେସ କହିଛି ବିଜେଡିର ଯଦି ଆନ୍ତରିକତା ଅଛି, ସଂସଦର ସାଂପ୍ରତିକ ସ୍ଥିତିର ଫାଇଦା ନେଉ।  ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ ପାଇଁ ପ୍ରତିଶ୍ରୁତି  ନମିଳିଲେ ବିଜେପି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରୁ।

  • Friday, 28 July 2023
  • BJD
BSF jawan
ଅନ୍ଧେରା ତେରା, ମୈନେ ଲେ ଲିୟା...ରିଲ୍‌ ନେଲା ଜୀବନ

ରୋମାଣ୍ଟିକ୍‌ ପାଗରେ ରିଲ୍‌ କରୁଥିଲେ ଯବାନ...ହଠାତ୍‌ ମାଡ଼ି ଆସିଲା ମୃତ୍ୟୁ...୧୦ ମିନିଟ୍‌ରେ ଚାଲିଗଲା ଜୀବନ । ରିଲ୍ ଥିଲା ଅନ୍ଧେରା ତେରା, ମୈନେ ଲେ ଲିୟା...ହେଲେ

 be aware of heart attack
ଅନ୍ଧାଧୁନିଆ ପ୍ରୋଟିନ୍ ଖାଉଛନ୍ତି କି ଜିମ୍ ଯାଉଥିବା ଯୁବପିଢି ? ହୋଇପାରେ ହୃଦଘାତ କିମ୍ବା କିଡନୀ ଫେଲୱେର

ଜିମ୍ ଏବଂ ଫିଟନେସ ପ୍ରତି ବଢୁଥିବା ଯୁବପୀଢ଼ୀଙ୍କ ଆଗ୍ରହ ପାଇଁ ପ୍ରୋଟିନ୍ ସୋ ରୁମ, ଏବେକାର ବିଜନେସର ନୂଆ ଟ୍ରେଣ୍ଡ୍। ହେଲେ ଅଭିଯୋଗ ହେଉଛି ଏଭଳି ପ୍ରୋଟିନ ସୋ ରୁମ ଭିତରୁ ଅଧିକାଂଶଙ୍କର ନା ଏଥିପାଇଁ ଲାଇସେନ୍ସ ଅଛି। ନା ଏମାନଙ୍କ ପାଖରେ ପୋଷଣ ତତ୍ତ୍ବ ଉପରେ ଜ୍ଞାନ ଥିବା କେହି ନ୍ୟୁଟ୍ରିସିଆନ୍ ଅଛନ୍ତି। ନା ଡାଏଟ୍ରି ଉପରେ ସର୍ବନିମ୍ନ ଜ୍ଞାନ ଅଛି। 

Road Problem
ପିଚୁ କମ୍‌ ଖାଲ ଅଧିକ...ଟିକିଏ ଅସାବଧାନ ହେଲେ ଯିବ ପ୍ରାଣ

ରାସ୍ତାରେ ପିଚୁ କମ୍‌ ଖାଲଖମା ଅଧିକ । ଗାଡି ଗଲା ବେଳେ ଏମିତି ଝୁଲୁଛି ଯେ କେତେବେଳେ ଓଲଟି ପଡିବ କିଏ କହିବ? ପ୍ରଶାସନଠୁ ନେତା...ସମସ୍ତଙ୍କୁ ଗୁହାରି କରିବା ପରେ ବି ଠିକ୍‌ ହେଉନି ରାସ୍ତା ଅବସ୍ଥା।

 poor telecommunication
ନେଟୱର୍କ ସମସ୍ୟା : ଠିକ୍‌ ଟାଇମ୍‌ରେ ଆମ୍ବୁଲାନ୍ସ ପହଞ୍ଚିଲାନି..ଜୀବନ ପଳେଇଲା

ଗାଁରେ ନେଟୱର୍କର ସାଙ୍ଘାତିକ ସମସ୍ୟା । ଜେଜେଙ୍କ ଦେହ ଖରାପ ହେବା ପରେ ୧୦୮ କୁ ଫୋନ୍‌ କରୁଥିଲେ ନାତି । ହେଲେ ଫୋନ୍‌ ଲାଗିଲାନି ବରଂ ଜେଜେଙ୍କ ଜୀବନ ପଳେଇଗଲା

  • Friday, 28 July 2023
BJD MLA
ଶାସକ ଦଳର ବିଧାୟକ...ନିଜ ପଂଚାୟତକୁ କରିପାରିଲେନି ରାସ୍ତା

ଜିତିବାକୁ ୪ ବର୍ଷ ପୂରିଲାଣି....ସିଏ ପୁଣି ଶାସକ ଦଳରୁ । ହେଲେ ଏଯାଏଁ ନିଜ ପଞ୍ଚାୟତକୁ କରିପାରିଲେନି ଖଣ୍ଡେ ରାସ୍ତା । ପୋଲ ନଥିବାରୁ ସ୍କୁଲ ଯାଇପାରୁନାହାନ୍ତି ପିଲା...ପାଠ ପଢାରେ ବନ୍ଧା ହେଲାଣି ଡୋରି । ବାରମ୍ବାର ଅଭିଯୋଗ ପରେ ବି ନିଦାବିଷ୍ଣୁ ସାଜିଛି ପ୍ରଶାସନ।

Draw e-challan against owners of vehicles denying women entry into bus as first passengers
ମହିଳାଙ୍କୁ ପ୍ରଥମ ପାସେଞ୍ଜର ଭାବେ ବାରଣ କଲେ ଦିଆଯିବ ଦଣ୍ଡ

ଯେଉଁମାନେ ମହିଳାଙ୍କୁ ବାରଣ କରୁଥିବେ, ଇ-ଚାଲାଣ କଟାଯିବ। ବସ୍‌ ମାଲିକଙ୍କ ନାଁରେ ଚାଲାଣ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ସଚିବ। 

Naba Das - Gopal Das
ଯୋଡ଼ି ହେଲା ନୂଆ ଫର୍ଦ୍ଦ ! ‘ଗୋପାଳକୁ ମନୋଜ କହିଥିଲେ ଦାଦା ତୁମ ଉପରେ ରାଗିଛନ୍ତି’

ପୂର୍ବରୁ ୨ ଥର ନବଙ୍କୁ ହତ୍ୟା ଉଦ୍ୟମ କରି ସେ ବିଫଳ ହୋଇଥିବା ଜଣାପଡ଼ିଛି ।

MP Aparajita Sarangi
‘ରାଜ୍ୟରେ ଭର୍ଚୁଆଲ ସରକାର ଚାଲିଛି, ମୁଖ୍ୟମନ୍ତ୍ରୀଙ୍କ କର୍ତ୍ତୃତ୍ୱ ନାହିଁ’

ସାଂସଦ ଭାବେ ଖୁବଶୀଘ୍ର ତଦନ୍ତ କରି କଥା ସାମ୍ନାକୁ ଆଣିବି ବୋଲି ଅପରାଜିତା ଚେତାବନୀ ଦେଇଛନ୍ତି ।

Weather News
ସାବଧାନ ! ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ...

ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷିବ ।

OSSC Question Paper Leak
‘ସରକାର ନୈତିକତା ଓ ସ୍ପଷ୍ଟତା ଚାହୁଁଥିଲେ CBIକୁ ଦିଅନ୍ତୁ ତଦନ୍ତ ଭାର’

ସରକାର ବିଳମ୍ବ ନ କରି ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କଲେ କେଉଁ କେଉଁ ରାଜ୍ୟ ସଂପୃକ୍ତ, କିଏ ବଡ଼ପଣ୍ଡା ଅଛନ୍ତି ଜଣାପଡ଼ିଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ।

Banakalagi Ritual
ବୁଧବାର ହେବ ବନକଲାଗି ନୀତି, ବୈଠକରେ ହେଲା ନିଷ୍ପତ୍ତି

ବନକଲାଗି ନୀତି ବିବାଦ ନେଇ ସବ୍ କମିଟି ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଦତ୍ତ ମହାପାତ୍ର ନିଯୋଗ ସଂପାଦକ ମଦନମୋହନ ଦତ୍ତ ।

Odia actress files complaint against producer boyfriend for circulating intimate videos online
ଅଭିନେତ୍ରୀଙ୍କ ସାଂଘାତିକ ଅଭିଯୋଗ- ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ,ଫଟୋ ଭାଇରାଲ୍‌ କରୁଛନ୍ତି ଏହି ପ୍ରଯୋଜକ...

ପୁରୁଷ ବନ୍ଧୁ ତଥା ପ୍ରଯୋଜକଙ୍କ ନାଁରେ ଅଭିନେତ୍ରୀ ଜଣକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ପ୍ରଯୋଜକ ଭାଇରାଲ୍ କରୁଥିବା ସମ୍ପୃକ୍ତ ଅଭିନେତ୍ରୀ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି।

  • Friday, 28 July 2023
Hapless man
ପରିବାର ନାହିଁ କି କିଛି ସହାୟତା ନାହିଁ...ବାଉଁଶ ବୁଦା ତଳେ ଶୋଇଛି ରୋଗୀଣା ମଣିଷ

ପରିବାରରେ କେହି ନାହାନ୍ତି କି ସରକାରୀ ସହାୟତା କିଛି ମିଳୁନି । ରୋଗ ମାଡ଼ିବସିବା ପରେ ଅସହାୟ ଟୁକୁଲୁ । ଗାଁ ଲୋକେ କେତେବେଳେ କଣ ଖାଇବାକୁ ଦେଉଛନ୍ତି, ନହେଲେ ଭୋକ ଉପାସରେ ବିତୁଛି ଦିନ । କି ଖରା, କି ବର୍ଷା, ବାଉଁଶ ବୁଦାରେ ଦିନ କାଟୁଛନ୍ତି ଏଇ ବୃଦ୍ଧ।

Anganwadi center  Problem
ଘରେ ତାଲା ପକାଇଦେଲା ଠିକାଦାର...ମାଟି ଘରେ ପିଲା ପାଠ ପଢୁଛନ୍ତି

ବିଲ୍‌ ମିଳିନି ବୋଲି ନୂଆ ଘର ତିଆରି ପରେ ବି ତାଲା ଖୋଲୁନି ଠିକାଦାର । ଘର ସରିବାର ୩ ବର୍ଷ ପୂରିଲାଣି ହେଲେ ଏଯାଏଁ ଆରମ୍ଭ ହେଲାନି ପଢା...ଭଙ୍ଗାଦଦରା ମାଟି ଘରେ ବର୍ଷାରେ ଓଦା ହୋଇ ପିଲା ପଢୁଛନ୍ତି ପାଠ।

Killer Truck
କିଲର ଟ୍ରକ୍‌ : ପଛ ଆଡୁ ଧକ୍କା ଦେଇ ଘରର ମୁରବୀଙ୍କୁ ମାରିଦେଲା

ଇଏ ଟ୍ରକ୍‌ ନୁହେଁ କିଲର୍‌ । ପଛରୁ ଏତେ ଜୋରରେ ଧକ୍କା ଦେଲା ଯେ ୧୦ ଜଣିଆ ପରିବାରର ମୁରବୀଙ୍କ ପ୍ରାଣ ନେଇଗଲା । ସହର ଭିତରେ ଭାରିଯାନ ପ୍ରବେଶ ନିଷେଧ ଥିବା ପରେ ବି ପୋଲିସକୁ ଲାଂଚ ଦେଇ ଗାଡି ଯାଉଛି, ଏମିତି ଜୀବନ ନେଉଛି।

Bat befriends man
‘ସିଏ ବାଦୁଡ଼ି ନୁହେଁ ମୋ ବଡ଼ ପୁଅ, ସେ ନଖାଇଲେ ମୁଁ ଖାଇବିନି’

ସଂପର୍କର ମାନେ ମଣିଷ ବୁଝିନି ବାଦୁଡ଼ି ବୁଝିଛି । ୧୨ ବର୍ଷ ହେଲାଣି ଅମୂଲ୍ୟଙ୍କ ସହ ମିତ ବସିଛି । ଖୁଆଇ ଦେଲେ ଖାଉଛି...ପୁଣି ଘର ସାରା ବୁଲୁଛି । ମଣିଷ ନଦେଖିଲେ ବୋବେଇ ବାୟା କରିଦେଉଛି...ଗାଁଟା ଯାକର ଲୋକ ଅମୂଲ୍ୟଙ୍କ ଘରେ ଜମାଉଛନ୍ତି ଭିଡ଼।

Excise team attacked during liquor raid in Khuntuni
ଜଙ୍ଗଲକୁ ଚଢ଼ାଉ ପାଇଁ ଯାଇଥିଲେ, ଖଣ୍ଡାରେ ହାଣି ପକାଇଲେ ମଦ ମାଫିଆ...

ରେଡ୍‌ ବେଳେ ମଦ ମାଫିଆଙ୍କ ଆକ୍ରମଣ। ଖଣ୍ଡାରେ ଆକ୍ରମଣ କରିବା ସହ ସହ ଅବକାରୀ ଗାଡ଼ି ଭାଙ୍ଗି ଦେଲେ ମଦ ମାଫିଆ।

  • Friday, 28 July 2023
Road Problem
୧୦ ବର୍ଷ ହେଲା କହି କହି ଥକିଗଲେଣି...ତଥାପି ରାସ୍ତା ହେଉନି

ମାସେ କି ବର୍ଷେ ନୁହେଁ ୧୦ ବର୍ଷ ହେଲାଣି ରାସ୍ତା ତିଆରି ପାଇଁ କହୁଛନ୍ତି ଲୋକେ । ପ୍ରଶାସନ ଶୁଣିନି କି ରାସ୍ତା ତିଆରି ହେଉନି । ଏପଟେ ଲୋକେ କହିଲେଣି ଦାବି ପୂରଣ ନହେଲେ ହେବ ଜୋରଦାର ଆନ୍ଦୋଳନ।

Banakalagi Ritual
ମହାପ୍ରଭୁଙ୍କୁ ଅବହେଳା ! ଏଯାଏଁ ହେଲାନି ବନକଲାଗି ନୀତି

ନୀଳାଦ୍ରି ବିଜେ ପରଠାରୁ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇନି ।