• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

New Twist In Naba Das Murder Case
ନବ ଦାସ ହତ୍ୟା ମାମଲାରେ ନୂଆ ଖୁଲାସା: ସନ୍ଦେହ ବଢ଼ାଇଲା OPD ଟିକେଟ୍‌ !

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଏକ ନୂଆ ଖୁଲାସା ହୋଇଛି। ଗୁଳିମାଡ଼ ପରେ ତୁରନ୍ତ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ମେଡିକାଲ୍‌କୁ ନେବା ପରେ ସେଠାରେ କ’ଣ ସବୁ ଚିକିତ୍ସା କରାଯାଇଥିଲା, ଏସବୁ ଓପିଡି ଟିକେଟ୍‌ରେ କିଛି ବି ଉଲ୍ଲେଖ କରାଯାଇନାହିଁ।

Today Panchang
Panchang Today 31 July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ଓ ଅଶୁଭ ସମୟ

ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ସୋମବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୧୩ ଶୀ ପ୍ରାତଃ ୦୭.୨୭ ଗତେ ୧୪ଶୀ । ଘାତ ଚନ୍ଦ୍ର- ତୁଳା । ଜାଣନ୍ତୁ ଆପଣଙ୍କ ଶୁଭ-ଅଶୁଭ ସମୟ

bhubaneswar market building
କାଲିଠୁ ଖୋଲିବ ଭୁବନେଶ୍ୱର ୟୁନିଟ ୨ ମାର୍କେଟ ବିଲଡିଂ !

ତେବେ ଆଜି ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂର ୧୧ଜଣିଆ ପ୍ରତିନିଧି ଦଳ ପୁଣି ଥରେ ବିଏମସି କମିଶନରଙ୍କୁ ଭେଟିବ ବୋଲି ସୂଚନା ମିଳିଛି । ସମସ୍ୟାର ସମାଧାନ ସହ ଲିଖିତ ପ୍ରତିଶ୍ରୁତି ମିଳିଲେ ମଙ୍ଗଳବାର ଠାରୁ ମାର୍କେଟ ବିଲ୍ଡିଂ ଖୋଲିବ ବୋଲି କୁହାଯାଇଛି ।

Odisha Weather updates
ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା; ୫ ଜିଲ୍ଲାରେ ପ୍ରବଳ ବର୍ଷିବା ସମ୍ଭାବନା

ପରବର୍ତ୍ତୀ ଦୁଇ ଦିନ ପାଇଁ ପୁରୀ, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗିର, ସମ୍ବଲପୁର, ନୂଆପଡ଼ା, ନବରଙ୍ଗପୁର, ବରଗଡ଼ ଆଦି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

Police arrest four after minor boy dies under mysterious circumstances in Angul
ଗୁପ୍ତଧନ ପାଇଁ ନାବାଳକ ବଳି ! ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରିବ ପୋଲିସ

ସାଇଣ୍ଟିଫିକ୍ ତଦନ୍ତର ରିପୋର୍ଟ ଓ ମୃତକ ନାବାଳକ ସଂଜିତ ବିଶ୍ୱାଳଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଏସପି । ଟୁସର ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ କରାଯାଇଛି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 31 July 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 31 July 2023
Photo Journalist
ଶହେ ବର୍ଷରେ ବି ଚଳଚଞ୍ଚଳ ପୂର୍ଣ୍ଣଚନ୍ଦ୍ର; ଫଟୋଗ୍ରାଫି ସହ ଛଉ ନୃତ୍ୟ ଓ ଅଭିନୟର ସଉକ

କଥା କହୁଛି ଇତିହାସର କଳା ଧଳା ଫଟୋ । ରାଜା ମହାରାଜା ଓ ଇଂରେଜଙ୍କ ଠାରୁ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଯାଏଁ । ଅମୂଲ୍ୟ ସମ୍ପଦ ହୋଇ ରହିଛି ସବୁକିଛି । କଥାକୁହା ଫଟୋର ଶିଳ୍ପୀ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ ।

Gynecomastia
ମୋଟାପା ସାଜିଛି ପୁଅଙ୍କ ଅସ୍ୱାଭାବିକ ସ୍ତନବୃଦ୍ଧିର କାରଣ !

କିଶୋରାବସ୍ଥାରେ ପୁଅଙ୍କ ଛାତିରେ ଦେଖାଯାଉଛି କି ପରିବର୍ତ୍ତନ? ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି କି ପୁଅପିଲାଙ୍କ ସ୍ତନର ଆକାର? ଯଦି ହଁ, ତେବେ ସଂକୋଚ କରନ୍ତୁନି କି ଏହାକୁ ହେଳା କରନ୍ତୁନି। ତୁରନ୍ତ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ ।

Odisha Universities
କାହିଁକି ଖସୁଛି ସରକାରୀ ଶିକ୍ଷାନୁଷ୍ଠାନର NIRF ରାଙ୍କ୍ ?

ଉଚ୍ଚଶିକ୍ଷା ବିଭାଗକୁ ନାକ୍ ରାଙ୍କିଂ ଚିନ୍ତା । କାହିଁକି ଖସୁଛି ସରକାରୀ ଶିକ୍ଷାନୁଷ୍ଠାନର NIRF ରାଙ୍କ୍? ଦୋଷ ତ୍ରୁଟି ରହୁଛି କେଉଁଠି? କାରଣ ଖୋଜି ଜଣାଇବାକୁ ସବୁ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ ।

Scanty Rain In Odisha
ବର୍ଷା ହେଉଛି ହେଲେ ବିଲକୁ ପାଉନି; ମାଟି ଫାଟି ଆଁ କଲାଣି

ଉପକୂଳରୁ ଦକ୍ଷିଣ ଓଡିଶା ସବୁଠି ସ୍ଥିତି ସମାନ । ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୧୨ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ।

OSSC ULB accountant exam question paper leaked, allege aspirants
ପୁଣି OSSC ପ୍ରଶ୍ନପତ୍ର ଲିକ୍ ଅଭିଯୋଗ: ULB ଆକାଉଣ୍ଟାଣ୍ଟ ପରୀକ୍ଷାରେ ସିଲ୍ ଖୋଲା ପ୍ରଶ୍ନପତ୍ର

ବିଭ୍ରାଟ ପରେ ବିଭ୍ରାଟ... ବିବାଦ ପରେ ବିବାଦ। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଉପରେ ସତେ ଯେମିତି କାହାର ପଡ଼ିଛି କୋପଦୃଷ୍ଟି। ଖଣ୍ଡିଏ ସରକାରୀ ଚାକିରୀ ଆଶାରେ ଦିନରାତି ପରିଶ୍ରମ କରି ପରୀକ୍ଷାକୁ ସାମ୍ନା କରୁଥିବା ପିଲାଙ୍କ ପ୍ରଶ୍ନପତ୍ର ଲିକ୍ ପରେ ଲିକ୍ ଅଭିଯୋଗ। ଏହାକୁ ନେଇ ଲାଗିରହିଛି ତମ୍ବିତୋଫାନ।

  • Sunday, 30 July 2023
  • OSSC
Tensions erupts in Subarnapur village after missing boy’s body recovered by police
କେମିତି ମାଆ ପାଖରୁ ନିଖୋଜ ହୋଇଗଲା ନାବାଳକ ପୁଅ? ନରବଳି ନା ଯୋଜନାବଦ୍ଧ ହତ୍ୟା?

ୟା ପଛରେ ଏକ ବଡ଼ ଧରଣର ଅଙ୍ଗ ଚାଲାଣ ରାକେଟ୍  କାମ କରୁଥିବା ନେଇ ସେମାନଙ୍କ ସନ୍ଦେହ ସୃଷ୍ଟି ହୋଇଛି। ସେପଟେ ଅନୁଗୁଳ ଏସପି କହିଛନ୍ତି ଘଟଣାକୁ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି। ଅଧିକ ତଥ୍ୟ ହାସଲ ଲାଗି SCB ଏଫଏମଟି ବିଭାଗର ସହଯୋଗ ଲୋଡ଼ାଯାଇଛି।

Rice Price Hike
ଟମୋଟୋ ପରେ ଏବେ ଚାଉଳ; କିଲୋପିଛା ବଢ଼ିଲାଣି ୧୦ରୁ ୧୫ ଟଙ୍କା

ଟମାଟୋ ପରେ ଏବେ ଅମୂଲ ମୂଲ ଚାଉଳ । କେଜି ପିଛା ବଢ଼ିଛି ୧୦ରୁ ୧୫ ଟଙ୍କା । ମାସକ ତଳେ ଯେଉଁ ଉଷୁନା ଚାଉଳ ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ତାହା ୪୫ରୁ ୫୦ ଛୁଇଁଲାଣି ।

follow this tips get blessings of goddess laxmi
Vastu Tips: କେଉଁ କାରଣରୁ ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ ?

ସାବଧାନ ! ଏସବୁ କାମରୁ ନିବୃତ୍ତ ରୁହନ୍ତୁ... ନହେଲେ ଘରେ ପଡ଼ିବ ଲକ୍ଷ୍ମୀଙ୍କ କୋପଦୃଷ୍ଟି।

murder case
ଆଉ ଜଣେ ବାବାଙ୍କର ମୃତ୍ୟୁ

ପୁରୀ ଗୁରୁକୃପା ଆଶ୍ରମରେ ବାବାଙ୍କୁ ବାବାଙ୍କ ଆକ୍ରମଣ ଘଟଣା । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ବାବାଙ୍କ ମୃତ୍ୟୁ ।

India TV CNX opinion poll
ତେଜିଲା ଓପିନିଅନ ପୋଲ୍ ରାଜନୀତି; ସର୍ଭେକୁ ନେଇ BJD-BJP କଥା କଟାକଟି

ଓଡ଼ିଶାରେ ବିଜୁ ଜନତା ଦଳ ଅଧିକ ଗୋଟିଏ ସିଟ ଜିତି ୧୩ଟି ଲୋକସଭା ସିଟ ହାତେଇବ । ଭାରତୀୟ ଜନତା ପାର୍ଟି ୮ ଆସନ ପାଇବାକୁ ଥିବା ବେଳେ ଅନ୍ୟ ଦଳ ବା ସ୍ୱାଧୀନ ପ୍ରାର୍ଥୀ ଜିତି ପାରିବେ ନାହିଁ ବୋଲି ସର୍ଭେ ଆଳକନ କରିଛି ।

Announced Barsha Sahitya Samman 2023
ଘୋଷଣା ହେଲା ‘ବର୍ଷା ସାହିତ୍ୟ ସମ୍ମାନ’; ଏହି ତିନି ବହିକୁ ମିଳିବ ସମ୍ମାନ

ଘୋଷଣା ହୋଇଛି ବର୍ଷା ସାହିତ୍ୟ ସମ୍ମାନ-୨୦୨୩। ତିନି ଗୁଣାତ୍ମକ ବହିକୁ ମିଳିବ ସମ୍ମାନ। ଅଗଷ୍ଟ୧୧ରେ ହେବ ବର୍ଷା ଉତ୍ସବ।

exam question paper leaked
ପୁଣି OSSC ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍

OSSCର ULB ଆକାଉଣ୍ଟାଣ୍ଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ପ୍ରଶ୍ନପତ୍ର ଲିକ ଅଭିଯୋଗରେ ଭଦ୍ରକରେ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ ।

Angul Murder Case
ନରବଳି ଅଭିଯୋଗରେ ସାଧିକା ଅଟକ, ମୃତଦେହରୁ କିଛି ଅଙ୍ଗ ଗାଏବ ଥିବା ଅଭିଯୋଗ

ଅନୁଗୁଳ କିଆକଟାରେ ନାବାଳକ ସଞ୍ଜୀବଙ୍କ ହତ୍ୟା ମାମଲା । ମୁଖ୍ୟ ସନ୍ଦିଗ୍ଧ ଗୀତାଞ୍ଜଳି ବାଘଙ୍କୁ ଉଠାଇ ନେଲା ପୋଲିସ୍ ।

Smart traffic system
ସ୍ମାର୍ଟସିଟିରେ କେତେ ସ୍ମାର୍ଟ ଜନତା ? ନିୟମ ଖିଲାପକାରୀଙ୍କ ପାଇଁ ଜାମ୍‌ ହେଉଛି ଟ୍ରାଫିକ

ରାସ୍ତାରେ ଲୋକେ ମାନୁନାହାଁନ୍ତି ନିୟମ । ଭିଡ ବଢାଉଛି ରଙ୍ଗ ରୁଟରେ ଡ୍ରାଇଭିଂ ଓ ପାର୍କିଂ ।

Jojanara Na Hariloo
ଜାଣିଶୁଣି ବର୍ଷା ଦିନରେ କାମ ଆରମ୍ଭ, ମାସେ ନପୂରୁଣୁ ପାଣିରେ ପଡ଼ିଲା ଲକ୍ଷ ଲକ୍ଷ ଟଙ୍କା

ମନରେଗା ଯୋଜନାର ଅନୁଦାନକୁ କେମିତି ଆତ୍ମସାତ୍ କରାଯିବ, ତାର ବାଟ ଖୋଜାଗଲା। ଆଉ ଏବେ ପହିଲି ବର୍ଷାରେ ଧୋଇଗଲା ଗାର୍ଡୱାଲ, ଧସିଗଲା ମାଟି ।

Andhra’s eye on Odisha land
କି ସାହସ ! ଓଡ଼ିଶାରେ ପଶି ରାଜ୍ୟ ସରକାରଙ୍କ ବୋର୍ଡକୁ ଉପାଡ଼ିଲେ ଆନ୍ଧ୍ର ଅଧିକାରୀ

ଜଲାପୁଟ ଜଳଭଣ୍ଡାର ସୂଚନା ବୋର୍ଡକୁ ଉପାଡ଼ି ଦେଲେ । ଓଡ଼ିଶାର ସ୍ୱାଗତ ବୋର୍ଡକୁ ମଧ୍ୟ ବାହାର କରିଦେଲେ । ଜଲାପୁଟରେ ନିଜ ଦବଦବା ଜାହିର କରିବାକୁ ଉଦ୍ୟମ ।

Yojanara Na Hariloot
ଠାକୁରଙ୍କୁ ବି ଛାଡ଼ିଲେନି, ଉନ୍ନତିକରଣ ନାଁରେ ଟଙ୍କା ଆତ୍ମସାତ୍

ସିଂହନାଥ ମନ୍ଦିରର ସିଂହଭାଗ ଲୁଟ୍...ମନ୍ଦିର ଉନ୍ନତିକରଣ ପାଇଁ ୨୦୧୮ ମସିହାରେ ୨ଟି ପର୍ଯ୍ୟାୟରେ ୯୯ ଲକ୍ଷ ୯୦ ହଜାର ଅର୍ଥାତ୍ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ସିଂହନାଥ ମନ୍ଦିରର ଉନ୍ନତିକରଣ ଶୂନ୍ ।

Panchang Today
Panchang Today 30th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ଓ ଅଶୁଭ ସମୟ

ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ରବିବାର । ଚନ୍ଦ୍ର- ବିଛା ରାତ୍ରି ୧୧.୩୩ ଗତେ ଧନୁ । ଜାଣନ୍ତୁ ଆପଣଙ୍କ ଶୁଭ ଓ ଅଶୁଭ ସମୟ...

Naba Das Murder Case
ପଲିଗ୍ରାଫ୍‌ ଟେଷ୍ଟରେ କେଉଁ ୨୬ ପ୍ରଶ୍ନର ଉତ୍ତର ହଁ-ନାରେ ଦେଇଥିଲା ଗୋପାଳ?

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କରିଥିଲା ଗୋପାଳ? ପଲିଗ୍ରାଫ୍‌ ଟେଷ୍ଟରେ ପଚରାଯାଇଥିଲା ୨୬ ପ୍ରଶ୍ନ...୧୩ ପ୍ରଶ୍ନର ଉତ୍ତର ହଁ ଦେଇଥିଲା ଆଉ ୧୩ର ଦେଇଥିଲା ନା