• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Puri Temple

Srimandir Ratna Bhandar
ଖୋଲିବ ମହାପ୍ରଭୁଙ୍କ ଦୁର୍ଭେଦ୍ୟ ରତ୍ନଭଣ୍ଡାର

ଜଗନ୍ନାଥ ପ୍ରେମୀ ଆଶ୍ବସ୍ତ। ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ସନ୍ଦେହ ଓ ସଂଶୟ ହେବ ଦୂର। ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ ପାଇଁ ୧୨ ଜଣିଆ କମିଟି ଗଠନ କଲେ ରାଜ୍ୟ ସରକାର। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ କମିଟି ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି।

Lord Jagannath
୭ ଘଣ୍ଟା ଉପାସରେ ରହିଲେ ମହାପ୍ରଭୁ

ସେବାନିବୃତ୍ତ ସେବକ ଶଙ୍ଖମିତ୍ର ସିଂହାରୀ । ଯାହାଙ୍କ ଜିଦ୍‌ ପାଇଁ ୯ ଘଂଟା ଉପବାସରେ ରହିଲେ ମହାପ୍ରଭୁ

Lord Jagannath
ପୁଣି ହେବ ପରିମାଣିକ ଟିକେଟ୍ ଦର୍ଶନ, ପ୍ରସ୍ତୁତ ହେବ SOP

ପରିମାଣିକ ଟିକେଟ ଦ୍ୱାରା ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରିବା ସହ ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ରଖିବାକୁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ପ୍ରସ୍ତାବ ରଖିଛନ୍ତି ।

Ratnabhandar
ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି ତ ରତ୍ନ ? ସରକାରୀ ତଥ୍ୟରେ ନାହିଁ ତାଳମେଳ !

ବିଧାନସଭାରେ ତଥ୍ୟ ଓ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ତଥ୍ୟ ଭିନ୍ନ । ୪୦ କେଜି ରୁପା କମ୍ ଦର୍ଶାଇଛନ୍ତି ରାଜ୍ୟ ସରକାର ।

Ratna Bhandar
ରତ୍ନଭଣ୍ଡାର ମାମଲା: ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଦିଆଯାଇଛି ଭୁଲ ତଥ୍ୟ !

ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ଶ୍ରୀଜଗନ୍ନାଥ ସେନା । ଆଗାମୀ ଦିନରେ ଓଡ଼ିଶା ବନ୍ଦ ଡାକରା ଚେତାବନୀ ।

Banakalagi Ritual
ମହାପ୍ରଭୁଙ୍କୁ ଅବହେଳା ! ଏଯାଏଁ ହେଲାନି ବନକଲାଗି ନୀତି

ନୀଳାଦ୍ରି ବିଜେ ପରଠାରୁ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇନି ।

Puri Anand Bajar
ଏଣିକି ଆନନ୍ଦ ବଜାରରେ ରାବିଡ଼ି ବନ୍ଦ, ରୋଷଘରେ ପ୍ରସ୍ତୁତ ଭୋଗ ହିଁ ବିକି ପାରିବେ ସୁପକାର

ସୁପକାରମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ। ଭକ୍ତଙ୍କୁ ସହାୟତା ତଥା ତତ୍କାଳ ପୋଲିସ ସହାୟତା ପାଇଁ ଆନନ୍ଦବଜାରରେ ପୋଲିସ ସହାୟତା କେନ୍ଦ୍ର ଖୋଲିବ।

Ratna Bhandar
ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ହାଇକୋର୍ଟରେ ବିଜେପି, ନରସିଂହ କହିଲେ ନଖୋଲିବାକୁ ମୋତେ ବି ପଡ଼ିଥିଲା ଚାପ

ରତ୍ନଭଣ୍ଡାର ଖୋଲିବାକୁ ଦାବି କରି ବିଜେପିର ଜନସ୍ୱାର୍ଥ ମାମଲା । ରତ୍ନ ଭଣ୍ଡାର ଖୋଲିବା, ମରାମତି ଓ ଅଳଙ୍କାର ଗଣତି ଦାବି ।

Cyber Crime In Name Of Lord Jagannath
ମହାପ୍ରଭୁଙ୍କ ନାଁରେ ସାଇବର ଠକେଇ ! ବିଭିନ୍ନ ପୂଜା ପାଇଁ ଭିନ୍ନ ଭିନ୍ନ ରେଟ୍ ଚାଟ୍

ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା କରିବା ପାଇଁ ୨୪୦୧ ଟଙ୍କା, ଶ୍ରୀମନ୍ଦିରରେ ଧ୍ୱଜା ବାନ୍ଧିବା ପାଇଁ ୨୧୫୧ ଟଙ୍କା, ମନ୍ଦିରରେ ନାମ ଏବଂ ଗୋତ୍ର ସଂକଳ୍ପ ପାଇଁ ୮୦୧ ଟଙ୍କା ଆଦାୟ କରୁଛି ଏହି ସଂସ୍ଥା।

Pinaki Mishra
ଏତେ ସରି ହେବା ପରେ ବି ତୋଢ଼ ଯାଉନି ! ପୁଣି ଯୁକ୍ତି କରୁଛନ୍ତି ପିନାକୀ

ରିସେପସନ୍ କାଉଣ୍ଟର ରେଗୁଲେଟେଡ୍‌ ଏରିଆକୁ ସ୍ଥାନାନ୍ତର ହେବ । ଯାହା ବି ହେବ ସଠିକ୍‌ ଅନୁମତିରେ ହେବ ।

Puri Temple
ରୋଷ ଘର ଚୁଲି ଭଙ୍ଗା ଘଟଣା: ତେଜିଲାଣି ରାଜନୀତି, ତେଜୁଛି ଅସନ୍ତୋଷ ! ଆଗକୁ ଆହୁରି ବଢ଼ିବ

ଭୁବନେଶ୍ୱର ସାଂସଦଙ୍କ ପରେ ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ଖନନକୁ ବିରୋଧ କରିବା ସହ ରାଜ୍ୟ ଅନ୍ତତଃ ପକ୍ଷେ ପ୍ରତି ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଦେଇ ଶ୍ରୀମନ୍ଦିର ପାର୍ଶ୍ୱ ନିଷିଦ୍ଧାଞ୍ଚଳରେ ଚାଲିଥିବା ବେଆଇନ ଧ୍ୱଂସଲୀଳା ବନ୍ଦ କରାଯାଉ ବୋଲି କହିଛନ୍ତି । 

Aparajita Sarangi
ପୁଣି ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ୍‌, ପ୍ରମାଣ ସହ କହିଲେ ‘ASI କହିଛି କାମ ବନ୍ଦ କର’

ସରକାରଙ୍କ ପକ୍ଷରୁ ହେଉଥିବା ଏହି ନିର୍ମାଣ କାର୍ଯ୍ୟ ବେଆଇନ୍ ବୋଲି ସେ ବାରମ୍ବାର କହୁଛନ୍ତି । ଏହାସହ ସହ ପ୍ରମାଣ ମଧ୍ୟ ରଖୁଛନ୍ତି ।

Dharmendra Pradhan
ତେଜିଲାଣି ବିବାଦ ! ଶ୍ରୀମନ୍ଦିର ରୋଷ ଘର ଚୂଲା ଭଙ୍ଗା ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର

‘ଶ୍ରୀମନ୍ଦିର ସହ ମହାପ୍ରଭୁଙ୍କ ମହାପ୍ରସାଦର ରହିଛି ଅନନ୍ୟ ସମ୍ପର୍କ । ରୋଷଘରର ଅବଢ଼ା ପ୍ରସ୍ତୁତ ହେଉଥିବା ଚୂଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖଦାୟକ ।

devotees can also visit puri temple
ହଟିଲା କୋଭିଡ୍ କଟକଣା, ରବିବାର ବି ଜଗାକୁ ଦର୍ଶନ କରିପାରିବେ ଭକ୍ତ

କୋଭିଡ୍ କଟକଣା କୋହଳ ହେବା ପରେ ଆଜି ରବିବାର ମଧ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଏଣିକି ଆଜିଠୁ ସପ୍ତାହର ସବୁ ଦିନ ଭଳି ପ୍ରତି ରବିବାର ବି ଭକ୍ତଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର।