• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Twin City
ବର୍ଷାରେ ବେହାଲ ଟ୍ୱିନ୍ ସିଟି; ଲୋକଙ୍କ ବେଡରୁମରେ ବି ପାଣି

ଜଳନିଷ୍କାସନ ସମସ୍ୟାରୁ ଟ୍ୱିନ୍‌ସିଟିରେ ସାଂଘାତିକ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି ।

Odisha's Bhitarkanika to be opened for tourists from today
ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ପର୍ଯ୍ୟଟକ ମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି।

Today Panchang
Panchang Today 1st August 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ଓ ଅଶୁଭ ସମୟ

ସୈାର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ମଙ୍ଗଳବାର, ଚନ୍ଦ୍ର –  ଧନୁ ରାତ୍ରି ୧୨.୧୫ ଗତେ ମକର, ତିଥି – ପୂର୍ଣ୍ଣିମା ରାତ୍ରି ୧୨.୦୧ ଗତେ ପ୍ରତିପଦ, ଘାତ ଚନ୍ଦ୍ର – ସିଂହ ଅହୋରାତ୍ର, ଘାତ ବାର – ମକର, ପୁଷ୍କର ଦୋଷ – ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞନ ଦାନ ଦିବା ୦୪.୦୨ ଗତେ ୧ ପାଦ-କୃଷିହାନି-ଭୂମିଦାନ

Well marked low pressure over Bay of Bengal intensifies into a deep depression today evening
ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ! ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା

ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ ଅବପାତରେ ପରିଣତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି।

PLus 2 Science Syllabus
ବଦଳିଲା +୨ ବିଜ୍ଞାନର ସିଲାବସ ଆଉ ପରୀକ୍ଷା ପ୍ରଣାଳୀ

୨୦୨୪ କାଉନସିଲ ପରୀକ୍ଷା ନୂଆ ସିଲାବସ ଅନୁଯାୟୀ ହେବ ।

Sambalpuri Day
ଆଜି 'ସମ୍ବଲପୁରୀ ଦିନ' ପାଳୁଛି ପଶ୍ଚିମ ଓଡ଼ିଶା

ସୁବର୍ଣ୍ଣପୁର ଜନ୍ମିତ ଗୁରୁ ବହିଦାରଙ୍କୁ ସମ୍ବଲୁପରୀ ଭାଷା ସାହିତ୍ୟର ଗୁରୁ ବୋଲି କୁହାଯାଏ । ତାଙ୍କରି ଜନ୍ମଦିନକୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ସମ୍ବଲପୁରୀ ଦିନ୍ ଭାବେ ପାଳନ କରାଯାଉଛି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 01 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Tuesday, 01 August 2023
odia youth scales Europe's highest peak
ୟୁରୋପ୍‌ର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ଓଡ଼ିଆ ପୁଅ ସୌଭାଗ୍ୟ

ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସଫଳତା କାମନା କରିବା ପାଇଁ ଆଜି ନୟାଗଡ଼ ବିକାଶ ମଞ୍ଚ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଏକ ସଭାର ଆୟୋଜନ କରାଯାଇଥିଲା।

OSSC Question Paper Leak
OSSC ପରିଚାଳିତ ଏକାଧିକ ପରୀକ୍ଷାରେ ବିଭ୍ରାଟ,କାଠଗଡ଼ାରେ ସରକାର

ବାଲେଶ୍ୱରରେ ପରୀକ୍ଷାର୍ଥୀଙ୍କ ହଲ୍ଲାବୋଲ୍ । ASO ମାମଲାରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ ରାୟ ହାଇକୋର୍ଟରେ ବଳବତ୍ତର ।

  • Monday, 31 July 2023
BJD
ବିଜେଡି ଠାରୁ ଦୂରେଇ ଯାଉଛନ୍ତି କି ଯୁବ ଭୋଟର ?

ପାଲରେ ପକାଇବାକୁ ରାଜ୍ୟ ସରକାରଙ୍କ ନୂଆ ଚାଲ୍ କହିଲେ ବିରୋଧୀ । ଗାଁ ଗାଁରେ ବଣ୍ଟାହେବ କ୍ରିକେଟ୍, ଫୁଟବଲ ଭଳି ଖେଳ ଉପକରଣ ।

  • Monday, 31 July 2023
  • BJD
Bike Theft Gang
ରାଜଧାନୀରେ ବାଇକ୍ ଚୋରି ରାକେଟର ପର୍ଦ୍ଦଫାସ୍, ୪ ଗିରଫ

୩୫ଟି ଚୋରା ବାଇକ୍ ଜବତ, ଚାବି - ଫେକ୍ ନମ୍ବର ପ୍ଲେଟ୍ ଓ ଡକ୍ୟୁମେଣ୍ଟ ସିଜ୍ । ରାଜଧାନୀର ବିଭିନ୍ନ ମଲ୍, ହାଟ ଓ ମାର୍କେଟ୍ ଏରିଆରୁ ଚୋରି କରୁଥିଲେ ବାଇକ୍ ।

  • Monday, 31 July 2023
Income Tax Return,
ଆୟକର ଦାଖଲର ଡେଡଲାଇନ୍ ଆଜି ରାତି ୧୨ଟା, ନହେଲେ ଲାଗିବ ଲେଟ୍ ଫି’

ହୋଇପାରେ ଜେଲ ଦଣ୍ଡ । ରିଟର୍ଣ୍ଣ ଦାଖଲ ଯାଞ୍ଚ ଲାଗି AI ସହାୟତା ନେଇଛି ଆଇଟି ବିଭାଗ ।

Former Chatrapur MLA Narayan Reddy
ପୂର୍ବତନ ଛତ୍ରପୁର ବିଧାୟକଙ୍କୁ ଆଜୀବନ ଜେଲ୍

୨୫ ବର୍ଷ ତଳର ଟାଟା କମ୍ପାନୀ ଜମି ଅଧିଗ୍ରହଣ ବେଳେ ହତ୍ୟା ମାମଲାରେ ରାୟ । ନାରାୟଣ ରେଡ୍ଡୀଙ୍କ ସହ ୧୪ ଜଣଙ୍କୁ ସଜା ଶୁଣାଇଲେ ବ୍ରହ୍ମପୁର ଏଡିଜେ କୋର୍ଟ ।

Odisha Civil Services
ଓସିଏସ୍ ଟପ ଟେନରେ ପୁରୁଷ ଯେତିକି ମହିଳା ସେତିକି,୧୬୪ ମହିଳାଙ୍କ ସହ ୪୩୨ ଜଣ ସଫଳ

ତମାମ ପ୍ରତିକୂଳ ପରିସ୍ଥିତିରେ ବି ସଫଳତା ପାଇଛନ୍ତି ଅନେକ ପରିକ୍ଷାର୍ଥୀ

Naba Das murder case
ଗୁଳିମାଡ଼ ପରେ ନବ ଦାସ କେଉଁ ଅବସ୍ଥାରେ ଆସିଥିଲେ ? ସନ୍ଦେହ ବଢ଼ାଇଲା OPD ଟିକେଟ୍

କେବଳ ରେଫରାଲ୍ ଛଡ଼ା OPD ଟିକେଟରେ ଉଲ୍ଲେଖ ନାହିଁ ଚିକିତ୍ସା ତଥ୍ୟ । କ୍ରାଇମବ୍ରାଞ୍ଚକୁ ସିଡିଏମଓଙ୍କ ଇଞ୍ଜୁରି ରିପୋର୍ଟ ତାରିଖକୁ ନେଇ ବି ବିଭ୍ରାନ୍ତି ।

Outsourcing employees
ଢୁ ଢୁ ବର୍ଷାରେ ଆଉଟସୋର୍ସିଂ କର୍ମଚାରୀଙ୍କ ରଣହୁଙ୍କାର, କମ୍ପିଲା ମହାତ୍ମା ଗାନ୍ଧି ମାର୍ଗ

ଆନ୍ଦୋଳନ କରି ହକ୍ ମାଗିଲେ ଆଉଟସୋର୍ସିଂ କର୍ମଚାରୀ । ୧୦ ଦଫା ଦାବିରେ ଆନ୍ଦୋଳନ, ଶିକ୍ଷକ ଓ ଅଧ୍ୟାପକ ବି ଦାବି ନେଇ ଗର୍ଜିଲେ ।

5 killed in lighting strikes in several parts of Odisha
ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ, ମାଛ ଧରୁଥିବା ବେଳେ ଚାଲିଗଲା ବାପ, ପୁଅଙ୍କ ଜୀବନ

ପ୍ରବଳ ବର୍ଷା ସହ ଘଡ଼ଘଡ଼ି ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ରାତି ୭ଟା ଯାଏ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Poor education system in odisha
ଶିକ୍ଷା...ପରୀକ୍ଷା...ନିଯୁକ୍ତି...ଏତେ କେଁ କାହିଁକି…

ପରୀକ୍ଷାରେ ବାରମ୍ବାର ବିଭ୍ରାଟ, ତ୍ରୁଟି ଆଉ ପ୍ରଶ୍ନପତ୍ର ଲିକ୍, ନିଯୁକ୍ତିରେ ଦୁର୍ନୀତି ଆଦି ଘଟଣା ଗତ କିଛିବର୍ଷ ମଧ୍ୟରେ କ୍ରମାଗତ ଭାବରେ ଦେଖାଦେଉଛି। ଏହାକୁ ନେଇ ବିଭିନ୍ନ ସ୍ତରରେ ଉଦ୍‌ବେଗ ଏବଂ ଅସନ୍ତୋଷ ବୃଦ୍ଧିପାଉଥିବା ବେଳେ ଗରିବ ଓ ମେଧାବୀ ଯୁବବର୍ଗ ହତୋତ୍ସାହିତ ହେଉଛନ୍ତି।

Heavy spell of rain likely to affect 6 districts
ଆଗାମୀ ୩ ଘଣ୍ଟା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ସେପଟେ ପ୍ରବଳ ବର୍ଷାରେ ରାଜଧାନୀ ଭୁବନେଶ୍ୱର ଅବସ୍ଥା ବେହାଲ। ରାଜଧାନୀର ବିଭିନ୍ନ ସ୍ଥାନରେ ଜମି ରହିଛି ଆଣ୍ଠୁଏ ଉଚ୍ଚର ପାଣି।

tragic incident
ପାହାଡ଼ ଉପରୁ ପଡ଼ି ନବଦମ୍ପତି ମୃତ, ବଞ୍ଚାଇବାକୁ ଯାଇ ଭାସିଗଲେ ସମ୍ପର୍କୀୟ

କି ଦୁଃଖ ଦେଲା ଦଇବ ! ବିବାହର ୧୦ ଦିନ ପୂରୁଣୁ ନବଦମ୍ପତିଙ୍କ ଜୀବନ ଚାଲିଗଲା ।

result
ପ୍ରକାଶ ପାଇଲା OAS ରେଜଲ୍ଟ, ସୁଦେବ କୁମାର ପୃଷ୍ଟି ଟପ୍ପର

ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ, ପ୍ରଣବ ରଂଜନ ସାହୁ ତୃତୀୟ । ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ପୁଅ ଏବଂ ୫ ଝିଅ ଅଛନ୍ତି ।

ex-MLA Narayan Reddy
Big Breaking : ହତ୍ୟା ମାମଲାରେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍

୨୫ ବର୍ଷ ପୂର୍ବରୁ ଘଟିଥିଲା ହତ୍ୟାକାଣ୍ଡ ,ଏବେ ଏହି ମାମଲାରେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ ହୋଇଛି ।

Anubhav-Varsha marital discord
ବିବାହ ବିଚ୍ଛେଦ ମାମଲା; ବର୍ଷାଙ୍କୁ ଚାଲିଛି ଚୂଡ଼ାନ୍ତ ଜେରା

ବର୍ଷାଙ୍କୁ ଛାଡ଼ପତ୍ର ମାମଲାରେ ଚୂଡ଼ାନ୍ତ ଜେରା ଆରମ୍ଭ କରାଯାଇଛି । ପୂର୍ବରୁ ବର୍ଷାଙ୍କ ଜେରା ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

Man son die after being hit by lightning in the middle of Chilika lake
ଖୁସି ଖବର ଜଣାଇବା ପାଇଁ ସ୍ତ୍ରୀ ଫୋନ୍‌ କରୁଥିଲେ, ହେଲେ ସେତେବେଳକୁ ଚିଲିକା ମଝିରେ ଭାସୁଥିଲା ସ୍ୱାମୀର ଶବ...

ଚିଲିକାକୁ ମାଛ ମାରିବାକୁ ଯାଇଥିଲେ ବାପା,ପୁଅ। ହଠାତ୍‌ ମାଡ଼ି ଆସିଲା ବର୍ଷା, ପବନ। ଆଉ ଚିଲିକା ମଝିରେ ବଜ୍ରପାତ ହେବାରୁ ଚାଲିଗଲା ବାପା,ପୁଅଙ୍କ ଜୀବନ।

culvert collapses
ରାୟଗଡ଼ାରେ ବଡ଼ ଅଘଟଣ; ନିର୍ମାଣାଧୀନ କଲଭର୍ଟ ଭୁଶୁଡ଼ି ୫ ମୃତ

ନିର୍ମାଣାଧୀନ କଲଭର୍ଟ ଭୁଶୁଡ଼ିପଡ଼ିବା ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି ।

  • Monday, 31 July 2023