• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mushroom Cultivation

Mushroom Farming
ମସରୁମ୍ ଭିଲେଜ୍ ଅଫ୍ ଇଣ୍ଡିଆ

ଭେଜ ତଥା ନିରାମିଷ ଖାଉଥିବା ଲୋକଙ୍କ ପାଇଁ ଛତୁ ହେଉଛି ନନଭେଜ୍‌। ଏହା ବର୍ତ୍ତମାନ ସମୟରେ ଏକ ପ୍ରମୁଖ ଖାଦ୍ୟ । ଆପଣ ହୋଟେଲକୁ ଯାଆନ୍ତୁ ଅବା ରେଷ୍ଟରାଣ୍ଟକୁ ସମସ୍ତଙ୍କ ଥାଳିରେ ମସରୁମ୍‌ ଚିଲି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ମସରୁମ୍‌ ଡିସ୍‌ ଦେଖିବାକୁ ପାଇବେ। ତେବେ ଏହି ଛତୁ ଚାଷ ଆଜି ସ୍ୱାବଲମ୍ବୀ କରିପାରିଛି

King of Mushrooms!
କୋରାପୁଟର ଶ୍ରାବଣ ଛତୁ: କିଲୋ ପିଛା ଦୁଇ ହଜାର ଛୁଇଁ ଥିଲେ ବି ପ୍ରବଳ ଚାହିଦା

ଶ୍ରାବଣ ମାସରୁ ଆରମ୍ଭ ହୋଇ ମାତ୍ର କିଛି ଦିନ ବଜାରରେ ମିଳୁଥିବାରୁ ଏହାର ଚାହିଦା ବି ଢେର ଅଧିକା। ବାଲି ଛତୁ କିଲୋ ୪ ଶହରୁ ୬ ଶହ ଥିଲା ବେଳେ ବଡ଼ା ଛତୁ କିଲୋ ପିଛା ହଜାରେ ଟଙ୍କା ଯାଏଁ ବିକ୍ରି ହେଉଛି।

 cultivating mushrooms for a small amount of money
ଅଳ୍ପ ଟଙ୍କାରେ କରନ୍ତୁ ଛତୁ ଚାଷ, ହୁଅନ୍ତୁ ଲାଭବାନ

ଛତୁ ଚାଷ ଏମିତି ଏକ ଅର୍ଗାନିକ ଚାଷ ଯାହାକୁ ଆପଣ ନିର୍ଭୟରେ କରିପାରିବେ । ଆଜି ଆମେ ଜାଣିବା କେମିତି ଅର୍ଗାନିକ ଉପାୟରେ ଆପଣ କିଭଳି ଛତୁ ଚାଷ କରିପାରିବେ । ଏଥିପାଇଁ ଆପଣଙ୍କୁ ବେଶୀ ଟଙ୍କା ଖର୍ଚ୍ଚ କରିବାକୁ ପଡିବନି । ମାତ୍ର ୭ ହଜାର ଟଙ୍କାରେ ଆପଣ ଛତୁ ଚାଷ କରି ଭଲ ଲାଭବାନ ହୋଇପାରିବେ ।

Mushroom farmer
ଛତୁ ଯୋଗାଉଛି ରୋଜଗାର : ମାସକୁ ୪୦ ହଜାରରୁ ଅଧିକ ରୋଜଗାର କରୁଛନ୍ତି ଭାସ୍କର

ଲୋକେ ଆଜିକାଲି ଚାକିରି ପଛରେ ଧାଇଁ ଧାଇଁ ବାହାରକୁ ଚାଲିଯାଉଛନ୍ତି । କିନ୍ତୁ ନିଜର ପରିଶ୍ରମ ଓ ନିଷ୍ଠା ଯୋଗୁଁ ଛତୁ ମଞ୍ଜି ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି ଭାସ୍କର ପାତ୍ର ।