• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୫ ତାରିଖ ରବିବାର । ଚନ୍ଦ୍ର- କୁମ୍ଭ ଦିବା ୦୨.୩୪ ଗତେ ମୀନ ତିଥି- ଷଷ୍ଠୀ ରାତ୍ରି ୦୮.୧୫ ଗତେ ସପ୍ତମୀ। ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ଦିବା ୦୨.୩୪ ଗତେ ଧନୁ ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୮.୧୫ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୮.୧୭ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।

ଶୁଭ ସମୟ-

ପ୍ରାତଃ– ୦୭.୦୯ ରୁ ୦୯.୨୦

ଦିବା- ୦୧.୧୩ ରୁ ୦୩.୦୭

ଦିବା- ୦୩.୫୦ ରୁ ୦୩.୫୬

ରାତ୍ରି- ୦୭.୫୫ ରୁ ୦୯.୪୦

ରାତ୍ରି- ୧୨.୧୮ ରୁ ୦୧.୩୦

ରାତ୍ରି- ୦୩.୦୯ ରୁ ୦୬.୨୬

ଅଶୁଭ ସମୟ-

ରାହୁକାଳ- ଦିବା ୦୩.୫୬ ରୁ ୦୫.୧୭

କାଳବେଳା- ଦିବା ୧୧.୫୨ ରୁ ୦୧.୧୩

ବାରବେଳା- ଦିବା ୧୦.୩୦ ରୁ ୧୧.୫୨

କାଳରାତ୍ରି- ରାତ୍ରି ୦୧.୩୦ ରୁ ୦୩.୦୯

OTV is now on Whatsapp

Join and get latest news update delivered to you via whatsapp

Join Now