/odishatv-khabar/media/post_attachments/uploadimage/library/16_9/16_9_0/Panchang_1736133890.jpg)
Panchang
ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୬ ତାରିଖ ସୋମବାର । ଚନ୍ଦ୍ର- ମୀନ ଅହୋରାତ୍ର,ତିଥି- ୭ମୀ ସନ୍ଧ୍ୟା ୦୬.୨୩ ଗତେ ୮ ମୀ,ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର,ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ସନ୍ଧ୍ୟା ୦୬.୨୩ ପର୍ଯ୍ୟନ୍ତ
Advertisment
ଶୁଭସମୟ:
ପ୍ରାତଃ– ୦୬.୨୬ ରୁ ୦୭.୪୮
ଦିବା- ୦୯.୨୦ ରୁ ୧୧.୩୦
ରାତ୍ରି- ୦୭.୫୬ ରୁ ୧୦.୧୪
ରାତ୍ରି- ୦୨.୫୬ ରୁ ୦୩.୪୯
ଅଶୁଭସମୟ:
ରାହୁକାଳ- ପ୍ରାତଃ ୦୭.୪୮ ରୁ ୦୯.୦୯
କାଳବେଳା- ପ୍ରାତଃ ୦୭.୪୮ ରୁ ୦୯.୦୯
ବାରବେଳା- ଦିବା ୦୨.୩୫ ରୁ ୦୩.୫୬
କାଳରାତ୍ରି- ରାତ୍ରି ୧୦.୧୪ ରୁ ୧୧.୫୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)