ମହିଳା ସହଯୋଗୀଙ୍କ ସହ ମିଶି ସ୍ତ୍ରୀର ହାତ ବାନ୍ଧି ଚତୁର୍ଥ ମହଲାରୁ ଠେଲିଦେଲା ସ୍ୱାମୀ। ଖାଲି ଏତିକି ନୁହେଁ ସମ୍ପୃକ୍ତ ବ୍ୟକ୍ତି ଯୁବତୀଙ୍କ ବୟଫ୍ରେଣ୍ଡ୍ର ମଧ୍ୟ ହାତ ବାନ୍ଧି ବାଥ୍ରୁମ୍ରେ ତାଙ୍କୁ ବନ୍ଦୀ କରି ଦେଇଥିଲେ।
ଗରିବ ପରିବାରର ଦୁଃଖ ଗଲା । ପୁଅକୁ ଫେସବୁକରେ ମିଳିଲା ଚାକିରି ।
ରାସ୍ତା କଡ଼ରେ ପିଲାଙ୍କୁ ପାଠ ପଢାଯାଉଛି । ଶିକ୍ଷା ଗ୍ରହଣ ପାଇଁ ଆସୁଛନ୍ତି ୯୫ରୁ ୧୦୦ ଜଣ ପିଲା...
ଜି ସେଭେନ୍ ବୈଠକ ପାଇଁ ଜର୍ମାନୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମ୍ୟୁନିକରେ ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ମୋଦି ।
ପଞ୍ଜାବ ଉପନିର୍ବାଚନରେ ୭ ହଜାର ଭୋଟ୍ରେ ଆପ୍ର ଗୁରମେଲ ସିଂହଙ୍କୁ ପରାସ୍ତ କରିଛନ୍ତି ଅକାଳି ଦଳର ପ୍ରାର୍ଥୀ ସିମରନଜିତ୍। ସେହିପରି ଉତ୍ତରପ୍ରଦେଶର ରାମପୁର ଓ ଆଜମଗଡ଼ ଆସନରେ ବିଜେପିର ବାଜିମାତ୍ ।
ଚଳନ୍ତା କାର୍ରେ ଜଣେ ମହିଳା ଓ ତାଙ୍କର ୬ ବର୍ଷର ଝିଅଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କୌଶଳକ୍ରମେ ମହିଳା ଜଣକ ଘଟଣାସ୍ଥଳରୁ ଖସି ଥାନାରେ ଅଭିଯୋଗ କରିଥିଲେ।
ଅଗ୍ନିପଥ ଯୋଜନାରେ ୩୦ଟି ସ୍ଲଟ୍ ପାଇଁ ଆଜି ସୁଦ୍ଧା ବାୟୁସେନା ୫୬ ହଜାର ୯୬୦ଟି ଆବେଦନପତ୍ର ଗ୍ରହଣ କରିସାରିଥିବା ସୂଚନା...
ଭାରତକୁ ଗଣତନ୍ତ୍ରର ମାଆ ବୋଲି ବର୍ଣ୍ଣନା କରି ପ୍ରତି ଭାରତୀୟଙ୍କ ଡିଏନ୍ଏରେ ଲୋକତନ୍ତ୍ର ଅଛି ବୋଲି ମୋଦି କହିଛନ୍ତି।
ସୁଗର ଫ୍ରି ଆମ୍ବର ନାଁ ଆମେରିକାନ୍ ବିୟୁଟି
ଇସ୍ତଫା ଦେଲେ ଚର୍ଚ୍ଚିତ ଆଇପିଏସ୍ ଅଧିକାରୀ ବସନ୍ତ ରଥ
ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଗହଣକୁ ଯାଇଥାନ୍ତି ମହାପ୍ରଭୁ । ଯାତ୍ରାରେ ସାମିଲ ହୋଇ ସୌଭାଗ୍ୟପ୍ରାପ୍ତି କରିଥାନ୍ତି ଶ୍ରଦ୍ଧାଳୁ ।
ଚାକିରି ଡ୍ରଗ୍ସ ଇନ୍ସପେକ୍ଟର, ହେଲେ ଘରେ ବିଡ଼ା ବିଡ଼ା ନୋଟ୍। ରେଡ୍ ବେଳେ କୋଟି କୋଟି ଟଙ୍କା ଜମିର କାଗଜପତ୍ର, ସୁନା ଓ ରୁପା ଅଳଙ୍କାର, ୪ଟି ଲକ୍ଜୁରି କାର୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ ହୋଇଛି।
ଅଗ୍ନିପଥ ଯୋଜନାରେ ସେନାର ସମସ୍ତ ତିନି ବାହିନୀରେ ଦେଶ ମାତୃକାର ସେବା କରିବାର ସୁଯୋଗ ପାଇବାକୁ ଥିବା ଅଗ୍ନିବୀରଙ୍କ କାର୍ଯ୍ୟକାଳର ଅବଧି କିନ୍ତୁ ସ୍ଥିରିକୃତ ।
ସରକାରକୁ ବଞ୍ଚାଇ କିଭଳି ସଙ୍କଟର ସମାଧାନ କରାଯିବ ସେନେଇ ଠାକରେଙ୍କ ନେତ୍ୱତ୍ୱରେ ବସୁଛି ଘନଘନ ବୈଠକ ।
ଦୁର୍ନୀତି ଅଭିଯୋଗରେ ଗିରଫ IAS ଅଧିକାରୀଙ୍କ ଘରୁ ପୁଳା ପୁଳା ସୁନା ଓ ରୁପା ମିଳିଛି। IAS ଅଧିକାରୀ ସଞ୍ଜୟ ପୋପଲିଙ୍କ ଘରୁ ୧୨ କିଲୋ ସୁନା, ୩ କିଲୋ ରୁପା, ୪ଟି ଆପଲ୍ ଆଇଫୋନ୍ ସମେତ ୨ଟି ସାମସଙ୍ଗ୍ ସ୍ମାର୍ଟ ୱାଚ୍ ଜବତ କରିଛି।
ଗୁଜରାଟ ଦଙ୍ଗା ମାମଲାରେ ଷଡ଼ଯନ୍ତ୍ର, ତଦନ୍ତକୁ ପ୍ରଭାବିତ କରିବା, ମିଛ ଆରୋପ ଲଗାଇବା ଭଳି ଅଭିଯୋଗରେ ଗୁଜରାଟର ତତ୍କାଳୀନ ଡିଜି ପୋଲିସ୍ ଆର୍ ବି ଶ୍ରୀକୁମାରଙ୍କୁ ଗିରଫ କରାଯାଇଛି।
ଆତ୍ମହତ୍ୟାର ଧମକ ଦେବା ପରେ ଡେଇଁ ପଡ଼ିଲେ
ସରକାରୀ ଖଜାନା ଉପରେ ବୋଝ ବଢ଼ୁଛି । ମାଗଣା ଯୋଜନା ଗୁଡ଼ିକୁ ବନ୍ଦ କରିବା ପାଇଁ ସରକାରଙ୍କୁ କୁହାଯାଇଛି ।
ଗୁଜୁରାଟ ଦଙ୍ଗା ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ ନ୍ୟୁଜ୍ ଏଜେନ୍ସି ANIକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ଦୀର୍ଘ ଦିନ ଧରି ଲଢ଼େଇ ପରେ ସୁନା ଭଳି ସତ୍ୟ ପଦାକୁ ଆସିଛି ।
ଭିକ୍ଷା ମାଗି ଚଳୁଥିଲେ, ଏବେ ସେ ଶିକ୍ଷକତା କରିବେ। ଦୀର୍ଘ ୨୪ ବର୍ଷର ସଂଘର୍ଷ ପରେ ଶେଷରେ ତାଙ୍କ ଜିଦ୍ ରହିଲା। ତେବେ ଚାକିରି ଏମିତି ବୟସରେ ମିଳିଲା ଯେ, ଆଉ ମାତ୍ର ବର୍ଷେ ଦୁଇବର୍ଷ ପରେ ସେ ରିଟାୟାର୍ଡ ହେଇଯିବେ। କଥାଟା ଟିକେ ଅଡୁଆ ଲାଗୁଛି, କିନ୍ତୁ ଏ ଭିଡିଓ ଦେଖିଲେ ଆପଣ କ୍ଲିୟର ହେଇଯିବେ।
କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ପାଇଁ ମୋଦୀ ସରକାର ନୂଆ ଲେବର କୋଡ୍। ବେତନ, ପେନ୍ସନ୍ ଗ୍ରାଚ୍ୟୁଇଟି ଆଦିରେ ଆସୁଛି ପରିବର୍ତ୍ତନ। ଅଧିକ ଜାଣିବା ପାଇଁ ପଢନ୍ତୁ…
ଦଳୀୟ ନେତୃତ୍ୱ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିବା ଏକନାଥ ସିନ୍ଦେଙ୍କର ବଢିବାରେ ଲାଗିଛି ବଳ
ସ୍ତ୍ରୀକୁ କାମୁଡ଼ିଲା ସାପ : ବୋତଲରେ ସର୍ପକୁ ଧରି ହସ୍ପିଟାଲରେ ହାଜର ସ୍ୱାମୀ
ବିଦ୍ରୋହୀ ବିଧାୟକ ଯେଉଁମାନେ ଉଦ୍ଧବ ସରକାରଙ୍କୁ ବିରୋଧ କରୁଛନ୍ତି, ସେମାନେ ବର୍ତ୍ତମାନ ଆସାମର ଗୌହାଟିରେ ଅଛନ୍ତି। ବର୍ତ୍ତମାନ ସେମାନଙ୍କର ଠିକଣା Radisson Blu ହୋଟେଲ୍।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ନିତିନ ଗଡ଼କରୀ, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କଲେ ଦ୍ରିପଦୀ ।