ଆପଣଙ୍କ ମୋବାଇଲ ଚେକ କରନ୍ତୁ। ଏହି ୨ଟି ମୋବାଇଲ ନମ୍ବରରୁ ଆପଣଙ୍କ ପାଖକୁ ଫୋନ କଲ୍ ଆସିନାହିଁ ତ! ଯଦି ଆସିଥାଏ, ତେବେ ହୋଇଯାଆନ୍ତୁ ସାବଧାନ। ନଚେତ୍ ଆପଣଙ୍କ ଆକାଉଣ୍ଟ ସାଙ୍ଗେ ସାଙ୍ଗେ ଖାଲି ହୋଇଯିବ...
ଗତ ସପ୍ତାହରେ କରୋନା କେସ୍ ଦ୍ୱିଗୁଣା ହୋଇଛି। ଦେଶରେ ୧୨ ରାଜ୍ୟରେ କରୋନା ସଂକ୍ରମଣ ଲଗାତାର ଭାବେ ବୃଦ୍ଧି ପାଉ ଥିବାରୁ ଚିନ୍ତା ଆହୁରି ବଢ଼ିଛି।
ସୋସିଆଲ୍ ମିଡିଆରେ ଝିଅ ବିଦା ବେଳର ଏହି ଭିଡିଓଟି ଏବେ ଭାଇରାଲ୍ ହେଇଛି
ଅଗଷ୍ଟ ୨୦୧୯ ଧାରା ୩୭୦ ଉଚ୍ଛେଦର ପ୍ରାୟ ୩ ବର୍ଷ ପରେ ପ୍ରଥମ ଥର ପାଇଁ ଜମ୍ମୁ ଗସ୍ତ କରି ମୋଦି
କଂଗ୍ରେସ ପାଇଁ କମର କସିବେ ପିକେ। ସୋନିଆ ଗାନ୍ଧିଙ୍କ ସହ ଅନ୍ତିମ ପର୍ଯ୍ୟାୟ ଭେଟଘାଟ ପରେ ବଡ଼ ନିଷ୍ପତ୍ତି। ଅଣ-ଗାନ୍ଧୀ ନେତାଙ୍କୁ କାର୍ଯ୍ୟକାରୀ ସଭାପତି କରିବାକୁ ପିକେଙ୍କ ପରାମର୍ଶ।
ଶେଷରେ କୋର୍ଟରେ ଆତ୍ମସମର୍ପଣ କଲେ ଆଶିଷ ମିଶ୍ରା
ମୁମ୍ବାଇରେ ହନୁମାନ ଚଲିସାଙ୍କ ପାଠକୁ ନେଇ ବିବାଦ ଜାରି ରହିଛି। ଏହି ବିବାଦରେ ସାଂସଦ ନବନୀତ୍ ରାଣା ଫସିଯାଇଛନ୍ତି । ଶନିବାର ଦିନ ନବନୀତ୍ ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିଲା ଏବଂ ଆଜି ସେମାନଙ୍କୁ ବାନ୍ଦ୍ରା କୋର୍ଟରେ ହାଜର କରାଯାଇଥିଲା। ତେବେ ବର୍ତ୍ତମାନ ଉଭୟଙ୍କୁ ମେ ୬ ପର୍ଯ୍ୟନ୍ତ ଜେଲକୁ ପଠାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଡିଜିଟାଲ ପେମେଣ୍ଟ ଦ୍ୱାରା ଉଭୟ ଗ୍ରାହକ ଓ ଦୋକାନୀଙ୍କୁ ମିଳୁଛି ଲାଭ । ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସୂଚନା ଦେଲେ ମୋଦି ।
ଏକତରଫା ପ୍ରେମରୁ ଆତ୍ମହତ୍ୟା । ପ୍ରେମିକାର ବିବାହ ହୋଇଯିବା ପରେ ଜୀବନ ହାରିଦେଲେ ଯୁବକ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଜମ୍ମୁ ଗସ୍ତ ପୂର୍ବରୁ ବିସ୍ଫୋରଣ ହୋଇଛି। ରାଲି ଭେନ୍ୟୁର ୧୨ କି.ମି. ଦୂରରେ ଏହି ବିସ୍ଫୋରଣ ହୋଇଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଜି ଜମ୍ମୁ କାଶ୍ମୀର ଗସ୍ତ । ଜମ୍ମୁ କାଶ୍ମୀରରୁ ୩୭୦ ଧାରା ହଟିବା ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କାଶ୍ମୀର ଗସ୍ତ । ମୋଦି ବିଭିନ୍ନ ବିକାଶମୂଳକ ଯୋଜନାର ଶୁଭାରମ୍ଭ କରିବେ ।
ରାଣା ଦମ୍ପତିଙ୍କୁ ଗିରଫ ପରେ ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ତେଜିବାରେ ଲାଗିଛି।
ଚାକିରି କରି ନଥିବା ପିଲାଙ୍କୁ ଭତ୍ତା ଦେବେ ସରକାର । ଦିଲ୍ଲୀ ସରକାର ଶିକ୍ଷିତ ବେକାରୀଙ୍କୁ ଭତ୍ତା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଆଇପିଓକୁ ଅପେକ୍ଷା କରିଥିବା ନିବେଶକଙ୍କ ପାଇଁ ବଡ଼ ଖବର। ଏକ ରିପୋର୍ଟରେ କୁହାଯାଇଛି ଯେ ସରକାର LIC IPO ର ଆକାର ହ୍ରାସ କରିପାରନ୍ତି। ଏହାକୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇପାରେ।
ଦିଲ୍ଲୀ ହିଂସା ଏବଂ ଋଷ-ୟୁକ୍ରେନ ଯୁଦ୍ଧର ଉତ୍ତେଜନାମୂଳକ କଭରେଜ ପାଇଁ ସରକାର ଟିଭି ଚ୍ୟାନେଲଗୁଡ଼ିକୁ ଚେତାବନୀ ଦେଇଛନ୍ତି ।
ବଢ଼ିବ ଖାଇବା ତେଲ ଦର ! Palm Oil ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଇଣ୍ଡୋନେସିଆ
ସାମ୍ନାକୁ ଆସିଲା ଜାମ୍ମୁ ଓ କାଶ୍ମୀରର ସୁଞ୍ଜଓ୍ୱାନା କ୍ୟାଣ୍ଟନମେଣ୍ଟ ରାସ୍ତାରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡର ଭିଜୁଆଲ । ରାତି ଅଧରେ କିଭଳି ଆତଙ୍କବାଦୀମାନେ ସିଆଇଏସ୍ଏଫ୍ ଯବାନଙ୍କ ଗାଡ଼ିକୁ ଅଟକାଇ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କଲେ ସେହି ଆକ୍ରମଣର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ଏଣିକି ବନ୍ଦ ହୋଇଯିବ ଟ୍ରୁ-କଲର(Truecaller)ରେ କଲ୍ ରେକର୍ଡିଂ ବ୍ୟବସ୍ଥା। ମେ’ ୧୧ରୁ ଏହି ସେବା ବନ୍ଦ ହୋଇଯିବ।
ରାମକଥା ଶୁଣିବାକୁ ଯାଇଥିଲେ ବୃଦ୍ଧା । ହେଲେ ଫେରିବା ସମୟରେ ଉତ୍ତାପ ବଢ଼ିବାରୁ ଫେରି ପାରିନଥିଲେ । ଶେଷରେ ଜଣେ ମହିଳା ପୋଲିସ୍ ତାଙ୍କୁ କାନ୍ଧରେ ବସାଇ ଘରେ ପହଞ୍ଚାଇଥିଲେ ।
ନୀତି ଆୟୋଗର ପରବର୍ତ୍ତୀ ଉପାଧ୍ୟକ୍ଷ ହେଲେ ସୁମନ କେ ବେରି । ସରକାର ସୁମନ କେ. ବେରିଙ୍କୁ ନୀତି ଆୟୋଗ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ।
ମହାରାଷ୍ଟ୍ରରେ ପୁଣି ଥରେ ଆରମ୍ଭ ହୋଇଯାଇଛି ମହାନାଟକ । କଡା ସୁରକ୍ଷା ଘେରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।
ଗୋଟିଏ ପରିବାରର ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଘଟଣାପରେ ଅଭିଯୁକ୍ତମାନେ ମୃତକଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି।
ପଡ଼ୋଶୀ ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଦେଖାଇଲା ଭାରତ। ପାକିସ୍ତାନରେ ପଢ଼ିଲେ ଭାରତରେ ଚାକିରି କିମ୍ବା ଉଚ୍ଚଶିକ୍ଷା ପାଇଁ ସୁଯୋଗ ମିଳିବନି ବୋଲି କୁହାଯାଇଛି।
ଜାହାଙ୍ଗୀରପୁରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଅନ୍ସାରଙ୍କୁ ଗତକାଲି ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା ପଚରାଉଚୁରା କରିଛନ୍ତି।
ଦିଲ୍ଲୀରେ ବଢ଼ୁଥିବା କରୋନା କେସ୍ ଏବେ ସାରା ଦେଶ ପାଇଁ ଚିନ୍ତା ବଢ଼ାଇଛି । ଗତ ୨୪ ଘଣ୍ଟାରେ ବଢ଼ିଛି ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା ।