ବିଦ୍ୟାଳୟରେ ଛାତ୍ରୀଙ୍କୁ ରବିବାର ଦିନ ରାତିରେ ଚିକେନ୍ ସହ ବାଇଗଣ ମିଶାଇ ତରକାରୀ ଖାଇବାକୁ ଦିଆଯାଇଥିଲା। ଏହା ଖାଇବା ପରେ କିଛି ଛାତ୍ରୀ ସୋମବାର ସକାଳୁ ଅସୁସ୍ଥ ଅନୁଭବ କରିଥିଲେ।