• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

2 Indians In Top 10 Richest Billionaires Of The World
ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ସାମିଲ ହେଲେ ୨ ଭାରତୀୟ

ବିଶ୍ୱର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକାରେ ଭାରତର ଆଦାନୀ ଓ ଆମ୍ବାନୀ ହେଲେ ସାମିଲ। ଜାଣନ୍ତୁ ଏମାନଙ୍କ ମଧ୍ୟରୁ ଅଧିକ ଧନୀ କିଏ?

  • Friday, 15 April 2022
bus
ସରକାରୀ ବସରେ ମହିଳାଙ୍କ ପାଇଁ ଅଧା ଭଡା : ହିମାଚଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ହିମାଚଳ ଦିବସରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏକ ବଡ଼ ଘୋଷଣା କରିଛନ୍ତି

External Affairs Minister Subrahmanyam Jaishankar, US Secretary of State Antony Blinken
ମାନବାଧିକାର ଉପରେ ଜ୍ଞାନ ଦେଉଥିଲା ଆମେରିକା : ରୋକଠୋକ୍ ଜବାବ ରଖିଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର

ମାନବାଧିକାର ଉପରେ ଜ୍ଞାନ ଦେଉଥିବା ଆମେରିକାକୁ ଭାରତର କଡ଼ା ଜବାବ୍ । ଆମେରିକୀୟ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କ ମନ୍ତବ୍ୟରେ ଗାଲରେ ଚାପୁଡ଼ା ମାରିଲା ଭଳି ରୋକଠୋକ୍ ଜବାବ ଦେଲେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର

indigo
ମଝି ଆକାଶରେ ଆତଙ୍କ : ବିମାନ ଭିତରେ ଯାତ୍ରୀଙ୍କ ମୋବାଇଲରେ ଲାଗିଲା ନିଆଁ

ଆସାମରୁ ଦେଶର ରାଜଧାନୀ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନରେ ବଡ଼ ଅଘଟଣ ଘଟିଛି।

Chandigarh Municipal Corporation
ଜଳ ନଷ୍ଟ କଲେ ଦଣ୍ଡ ସହ ତଣ୍ଡ : ଗଣିବାକୁ ପଡ଼ିବ ୫୦୦୦ ଟଙ୍କା ଜୋରିମାନା

ଦିନକୁ ଦିନ ଜଳର ଅପବ୍ୟବହାର ଏବଂ ଅଯଥା ଅପଚୟ ବଢ଼ିଚାଲିିଛି । ଏଥିପାଇଁ ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ ଏକ ବଡ ନିଷ୍ପତ୍ତି ନେଇଛି ।

Karnataka government minister eshwarapp will resign today serious allegations in contractor s suicid
ଶେଷରେ ନିଜ ଗାଦି ଛାଡିବେ କର୍ଣ୍ଣାଟକର ମନ୍ତ୍ରୀ କେ.ଏସ୍‌ ଇଶ୍ୱରପ୍ପା

ଆଜି କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତରାଜ ମନ୍ତ୍ରୀ କେ.ଏସ୍‌ ଇଶ୍ୱରପ୍ପା ମୁଖ୍ୟମନ୍ତ୍ରୀଙ୍କୁ ନିଜ ଇସ୍ତଫା ଦେବେ ।

Indian Railways Big Decision
ବଡ଼ ନିଷ୍ପତ୍ତି ନେଲା ରେଲ୍‌ୱେ: ଏଣିକି ଟିକେଟ୍‌ ବୁକିଂ ବେଳେ ଯାତ୍ରୀଙ୍କୁ ମିଳିବ ଆଶ୍ୱସ୍ତି

ଟିକେଟ୍‌ ବୁକିଂକୁ ନେଇ ଭାରତୀୟ ରେଳ ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଟିକେଟ୍‌ ବୁକିଂ କରିବା ସମୟରେ ଯାତ୍ରୀଙ୍କୁ ଆଉ ଡେଷ୍ଟିନେସନ୍‌ ଆଡ୍ରେସ୍‌ ଦେବାକୁ ପଡ଼ିବ ନାହିଁ।

Love
ଝଗଡ଼ା ପରେ ବାପ ଘରକୁ ପଳାଇଲେ ବୃଦ୍ଧ ମହିଳା : ସ୍ତ୍ରୀକୁ ଝୁରି ଝୁରି ଖାଇଲେନି ସ୍ୱାମୀ, ଶେଷରେ କଳିର ସମାଧନ କଲା ପୋଲିସ୍‌

କଟରାବଜାର ଥାନା ଅଞ୍ଚଳର ଲୋନିୟମ୍ ପୁରଭା ଗାଁର ବୃଦ୍ଧ ଦମ୍ପତି ଶିବନାଥ ଓ ଜନକା ଦେବୀ । ଉଭୟଙ୍କର ଦୁଇ ପୁଅ ଅଛନ୍ତି । ହେଲେ ବୃଢ଼ା ବାପାମା’ଙ୍କୁ ଛାଡ଼ି ସେମାନେ ଅଲଗା ରହୁଛନ୍ତି ।

specail story
ପାରାମାନଙ୍କ ଦୁଃଖ ସହି ପାରିଲେନି ବୃଦ୍ଧ, ଡହ ଡହ ଖରା ବେଳେ ପାଣି ମାରି ଗାଧେଇ ଦେଲେ...

ଖରାରେ ଡହଳ ବିକଳ ହେଉଥିଲେ ପାରାମାନେ। ଦେବଦୂତ ହୋଇ ଆସିଲେ ବୃଦ୍ଧ। ପାଇପ୍ ଲଗାଇ ରାସ୍ତାରେ ପକାଇଲେ ପାଣି। ଯାହାକୁ ଦେଖି ଖୁସି ହୋଇଗଲେ ପାରା।

special report
ମହିଳା ପୋଷାକ ପିନ୍ଧି ରାସ୍ତାରେ ନାଚିଲେ ଯୁବକ, ଭିଡିଓ ହେଲା ଭାଇରାଲ୍‌...

ବ୍ୟାକ୍‌ ଗ୍ରାଉଣ୍ଡରେ ବାଜୁଥିଲା ‘ଗଙ୍ଗୁବାଇ’ ଫିଲ୍ମର ‘ଝୁମେ ରେ ଗୌରୀ’ ଗୀତ। ଯୁବତୀ ଡ୍ରେସ୍ ପିନ୍ଧି ହଠାତ୍ ନଜର ଆସିଲେ ଯୁବକ। ଆମେରିକା ରାସ୍ତାରେ ବୁଲି ବୁଲି ଧୁମ୍ ନାଚିଲେ।

IMD Predicts Normal Monsoon This Year
ଏଥର ସ୍ୱାଭାବିକ ମୌସୁମୀ: ଉତ୍ତର ଓ କେନ୍ଦ୍ର ଭାରତରେ ହୋଇପାରେ ଅଧିକ ବର୍ଷା

ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ୱାଭାବିକ ନେଇ ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ କରିଛି। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ବର୍ଷା ହେବାର ଆକଳନ କରାଯାଇଛି।

rail
ରେଳଧାରଣାରେ ଶୋଇ ମୋବାଇଲରେ କଥା ହେଉଥିଲେ ଯୁବତୀ : ଉପରେ ମାଡ଼ିଗଲା ଲୌହଦାନବ . ଆଉ ତା’ପରେ

ମୋବାଇଲ ପାଇଁ ଜୀବନକୁ ବିପଦରେ ପକାଉଛନ୍ତି ଯୁବପିଢ଼ି । ସବୁବେଳେ ମୋବାଇଲ ବ୍ୟବହାର କରିବାରେ ବ୍ୟସ୍ତ ।

ramesh bhai
ଦିନେ ମାସକୁ ୮୦ ଟଙ୍କା ମଜୁରୀ ପାଇଁ ଗାଈ ଚରାଉଥିଲେ, ଏବେ ବାର୍ଷିକ ୩ କୋଟି ରୋଜଗାର କରୁଛନ୍ତି ରମେଶ

ଗୁଜରାଟ ରାଜକୋଟର ୪୩ ବର୍ଷିୟ ରମେଶ ଭାଇ । କେବେ ସ୍କୁଲ ମାଟି ମାଡ଼ି ନାହାନ୍ତି । ତାଙ୍କ ପରିବାରର ସମସ୍ତେ ଲୋକ ମଧ୍ୟ ଅଶିକ୍ଷିତ । ଦିନ ଥିଲା ତାଙ୍କୁ ନିଜର ୧୦ ଏକର ଜମି ବିକ୍ରି କରିବାକୁ ପଡିଲା

Prime minister museum presents pm Nehru role as institution builder
ନେହେରୁଙ୍କ ସ୍ମୃତିରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ...

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ସ୍ମୃତିରେ ନେହେରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍‌ରେରୀ (NMML) ନିର୍ମାଣ କରାଯାଇଛି । ଏହି ମ୍ୟୁଜିୟମଟି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ବଖାଣିବ ବୋଲି ବୋଲି କହିଛନ୍ତି (NMML)ର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ।

Fire Breaks Out At Chemical Factory In Andhra Pradesh
ବିଳମ୍ବିତ ରାତିରେ ଔଷଧ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୬ ଜଣ

ବିଳମ୍ବିତ ରାତିରେ ଔଷଧ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ। ନିଆଁରେ ପୋଡ଼ି ହୋଇ ୬ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ଏଲୁରୁ ଅଞ୍ଚଳରେ ଏକ  ଔଷଧ ଫ୍ୟାକ୍ଟ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି।

kidnap
ସ୍କୁଲ ସାମ୍ନାରୁ ସର୍ବସମ୍ମୁଖରେ ଛାତ୍ରୀଙ୍କୁ ଅପହରଣ : ପିଛା କରୁଥିବା ବଡ଼ବାପା ଆହତ

ସବୁକିଛି ବଡ଼ବାପାଙ୍କ ଆଖି ସାମ୍ନାରେ ଘଟିଥିଲା, ଯାହା ସେ ସ୍ୱପ୍ନରେ କେବେ କଳ୍ପନା କରିନଥିଲେ ।

Ghaziabad 10th Student Corona Infected
ପୁଣି ଆଉ ଏକ ସ୍କୁଲ୍‌ରେ ପଶିଲା କରୋନା: ୧୦ମ ଛାତ୍ର ପଜିଟିଭ୍‌, ୫ ସ୍କୁଲ୍‌ ବନ୍ଦ ଘୋଷଣା

ଗତ କିଛିଦିନ ହେବ ଉତ୍ତରପ୍ରଦେଶ ଗାଜିଆବାଦ ଓ ନୋଏଡାରେ ଅନେକ ସ୍କୁଲ୍‌ରେ ଛାତ୍ରମାନେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ୫ ସ୍କୁଲ୍‌ ବନ୍ଦ ଘୋଷଣା ହୋଇଛି। ବୁଧବାର ଗାଜିଆବାଦର ଆଉ ଏକ ସ୍କୁଲ୍‌ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସ୍କୁଲ୍‌ ବନ୍ଦ ଘୋଷଣା ହୋଇଛି। 

Shocking incident bike tank caught fire nalasopara mumbai
ଟାଙ୍କି ଖୋଲିବା ମାତ୍ରେ ଜଳିଗଲା ବାଇକ୍, ଆଉ ତା ପରେ...

ଟାଙ୍କି ଖୋଲୁ ଖୋଲୁ ଜଳିଗଲା ବାଇକ୍‌ । ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ । ଘଟଣାର ଭିଡିଓଟି ଏବେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ଦେଖନ୍ତୁ ଏହି ଛାତିଥରା ଭିଡିଓ...

Deoghar ropeway accident
ଦେଓଘର ରୋପ୍‌ୱେ ଦୁର୍ଘଟଣାରେ ମାନବିକତା ଦେଖାଇଲେ ବାୟୁସେନାର ଗରୁଡ଼ କମାଣ୍ଡୋ

ଦେଓଘର ରୋପ୍‌ୱେ ଦୁର୍ଘଟଣା ବେଳେ ମାନବିକତା ଦେଖାଇଲେ ବାୟୁସେନାର ଗରୁଡ଼ କମାଣ୍ଡୋ ।

Contractor's Suicide
ଲଜ୍‌ରୁ ମିଳିଲା କଣ୍ଟ୍ରାକ୍ଟରଙ୍କ ମୃତଦେହ, ସୁଇସାଇଡ୍‌ ନୋଟ୍‌ରେ ରହିଛି ମନ୍ତ୍ରୀଙ୍କ ନାଁ...

କଣ୍ଟ୍ରାକ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ଫସିଲେ ମନ୍ତ୍ରୀ ! FIRରେ ଉଠିଲା ମନ୍ତ୍ରୀଙ୍କ ନାଁ। ସନ୍ତୋଷ ପାଟିଲ ନାମକ ଜଣେ କଣ୍ଟ୍ରାକ୍ଟରଙ୍କ ଆତ୍ମହତ୍ୟା ଘଟଣାରେ କର୍ଣ୍ଣାଟକର ଜଣେ ମନ୍ତ୍ରୀ ଫସି ଯାଇଛନ୍ତି।

 Yogi Adityanath's Ram Navami Boast
ୟୁପିରେ ରାମନବମୀ ଶାନ୍ତିପୂର୍ଣ୍ଣ: ଯୋଗୀ କହିଲେ- ଦଙ୍ଗା ତ ଦୂରର କଥା, ସାମାନ୍ୟ ହିଂସା ବି ନାହିଁ

ରାମନବମୀ ଶୋଭାଯାତ୍ରା ସମୟରେ କିଛି ରାଜ୍ୟରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ରାମନବମୀ ଅବସରରେ ୟୁପିର ବିଭିନ୍ନ ସ୍ଥାନରୁ ଶୋଭାଯାତ୍ରା ବାହାରି ଥିଲା। ହେଲେ କୌଣସି ବି ଅପ୍ରୀତିକର ଘଟଣା ସାମ୍ନାକୁ ଆସି ନଥିଲା ବୋଲି ଯୋଗୀ ଦାବି କରିଛନ୍ତି।

Politics
କେନ୍ଦ୍ର ସରକାରଙ୍କ ଫୋକସରେ ଓଡ଼ିଶାର ୧୦ ଆକାଂକ୍ଷା ଜିଲ୍ଲା

କେନ୍ଦ୍ର ସରକାରଙ୍କ ଫୋକସରେ ଓଡ଼ିଶାର ୧୦ ଆକାଂ‍କ୍ଷୀ ଜିଲ୍ଲା। ୧୦ ଆକାଂକ୍ଷୀ ଜିଲ୍ଲାକୁ ଯାଇ ବିକାଶ କାମର ସମୀକ୍ଷା କରିବେ ୧୦ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ରୀୟ ଅନୁଦାନ କିଭଳି ଖର୍ଚ୍ଚ ହେଉଛି, ବିକାଶ କାମ କେତେ ଆଗେଇଛି, ଆଜିଠୁ ଆରମ୍ଭ ହୋଇଛି ସମୀକ୍ଷା।

RopeWay Tragedy
ସରିଲା ବାୟୁସେନାର ରେସକ୍ୟୁ ଅପରେସନ୍ ! ୨ ଜଣଙ୍କ ମୃତ୍ୟୁ, ବଞ୍ଚିଗଲା ୩୫ ଜୀବନ

୫ ଶହ ଫୁଟ୍ ଉପରେ ରୋପ୍ ୱେ’ର ୧୦ଟି କ୍ୟାବିନ୍‌ରେ ଝୁଲି ରହିଥିବା ୩୫ ଜଣ ଯାତ୍ରୀଙ୍କୁ ଉଦ୍ଧାର । ବାୟୁସେନା ଯବାନଙ୍କ ଲାଗି ବେଶ୍ ଚ୍ୟାଲେଞ୍ଜିଂ ଥିଲା ।