• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Otv Report

Indian Railway withdraws senior citizen discount - OTV report
ରେଲୱେର ବଡ଼ ନିଷ୍ପତ୍ତି: ଏଣିକି ବୟସ୍କଙ୍କୁ ମିଳିବନି ଟିକେଟ୍‌ରେ ରିହାତି

ରେଲୱେ ନେଲା ବଡ଼ ନିଷ୍ପତ୍ତି। ଏଣିକି ଯାତ୍ରା ବେଳେ ବରିଷ୍ଠ ନାଗରିକଙ୍କୁ ଆଉ ମିଳିବନି ଟିକେଟ୍‌ରେ କୌଣସି ରିହାତି। ଆର୍ଥିକ ବୋଝ ବଢୁଥିବାରୁ ଏମିତି ନିଷ୍ପତ୍ତି ନେଲା ରେଲୱେ...

Special Story | Indian Railways to call passengers before their arrival station - OTV report
ଟ୍ରେନ ଯାତ୍ରୀଙ୍କ ପାଇଁ ବଡ଼ ସୂଚନା...ଏଣିକି ଷ୍ଟେସନ ଆସିବାର ୨୦ ମିନିଟ୍‌ ପୂର୍ବରୁ ମୋବାଇଲକୁ ଆସିବ ଫୋନ୍‌....

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ଖବର। ଏଣିକି ଆପଣ ଓହ୍ଲାଇବାକୁ ଥିବା ଷ୍ଟେସନ୍‌ର ୨୦ ମିନିଟ୍‌ ପୂର୍ବରୁ ଆପଣଙ୍କୁ ଆସିବ ଫୋନ୍‌ କଲ। ଆଉ ମିସ୍‌ ହେବନି ଷ୍ଟେସନ, ନଷ୍ଟ ହେବନି ସମୟ। ଜାଣନ୍ତୁ କେମିତି ଓ କେବେଠୁ ଉପଲବ୍ଧ ହେବ ଏଇ ସୁବିଧା....

Couple Fight
ବନ୍ଦ ହୋଇଗଲା ଟ୍ରାଫିକ୍‌: ରାସ୍ତାରେ ଯୁବକ-ଯୁବତୀ ହାତାହାତି

ଘଣ୍ଟାଏ ଯାଏଁ ବନ୍ଦ ହୋଇଗଲା ରାସ୍ତା। ବିଚ୍‌ ରାସ୍ତାରେ ଯୁବକ-ଯୁବତୀ ହାତାହାତି। ଡ୍ରାମା ଦେଖୁଥିଲା ପୂରା ଦୁନିଆ।...ଅଟକାଇବାକୁ ଆସୁନଥିଲେ କେହି, ଦେଖନ୍ତୁ କେମିତି ଥିଲା ସେହି ଦୃଶ୍ୟ...

Mastermind Of Kandahar Plane Hijack Shot Dead In Karachi - OTV Report
କାନ୍ଧାର ବିମାନ ଅପହରଣ : ମାଷ୍ଟରମାଇଣ୍ଡ ଜାହିଦଙ୍କୁ ହତ୍ୟା କଲା ପାକିସ୍ତାନ !

କାନ୍ଧାର ବିମାନ ଅପହରଣ। କାଠମାଣ୍ଡରୁ ଦିଲ୍ଲୀ ଆସିବା ପରିବର୍ତ୍ତେ ପହଞ୍ଚିଥିଲା ଆଫଗାନିସ୍ତାନରେ। କୁଖ୍ୟାତ ଆତଙ୍କୀଙ୍କୁ ଛଡ଼ାଇ ପାଇଁ ୧୭୦ ଯାତ୍ରୀଙ୍କୁ ଅପହରଣ କରିଥିଲେ ଆତଙ୍କୀ...ପରିଚୟ ଲୁଚାଇ ପାକିସ୍ତାନରେ ରହୁଥିବା ବେଳେ ବିଭତ୍ସ ହତ୍ୟାର ଶିକାର ହେଲା ଜାହିଦ୍‌? ଖବର ପ୍ରସାରଣ ଉପରେ ଲାଗିଲା ରୋକ୍‌

B-Tech Student In Angul Creates Electric Cycle, Here\'s An OTV Report
ପ୍ରଭୁଦତ୍ତଙ୍କ ଇ-ସାଇକେଲ, ଥରେ ଚାର୍ଜରେ ଗଡୁଛି ୩୫କିମି, ପେଡାଲ୍ ମାରିଦେଲେ ହେଉଛି ରିଚାର୍ଜ

୧୮ ବର୍ଷୀୟ ପ୍ରଭୁଦତ୍ତ ସତରେ କମାଲ୍ କରି ଦେଖାଇଛନ୍ତି। ଲକଡାଉନ୍ ବେଳେ ସେ ନିଜ ସାଇକେଲକୁ ବୁଦ୍ଧି ଖର୍ଚ୍ଚ କରି ଇ-ସାଇକେଲ କରିଦେଲେ। ଖୁବ୍ ଅଳ୍ପ ଟଙ୍କା ଦରକାର ଏଥିପାଇଁ। ଥରଟିଏ ଚାର୍ଜ ହେଲେ ଯାଉଛି ୩୫ କମି। ବାଟରେ ଯଦି ଚାର୍ଜ ସରିଗଲା ତେବେ ଚିନ୍ତା ନାହିଁ। ପେଡାଲ୍ ମାରି ସାଇକେଲ ଚଳାଇଲେ ତାହା ରିଚାର୍ଜ ହେଇଯିବ। ଏହି ଇ-ସାଇକେଲଟି ଆପଣଙ୍କର ବି ଦରକାର ହୋଇପାରେ, ଦେଖନ୍ତୁ।

rave party
ବଲିଉଡ ଡ୍ରଗ୍ସ ଲିଙ୍କ ଓ ରେଭ୍‌ ପାର୍ଟି

ବିଳାଶପୂର୍ଣ୍ଣ ଜାହାଜରେ ଚାଲିଥିଲା ରେଭ୍‌ ପାର୍ଟି। ଥିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯନ। ଏବେ ସେ ଡ୍ରଗ୍ସର ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି। ବଲିଉଡ଼ ଡ୍ରଗ୍ସ ଲିଙ୍କ ଓ ରେଭ୍‌ ପାର୍ଟିକୁ ନେଇ ସ୍ପେଶାଲ ରିପୋର୍ଟ ‘ବଲିଉଡ ରେଭ୍ ପାର୍ଟି’।