ଆରବ ସାଗରରେ ଜରୁରୀକାଳୀନ ଅବତରଣ ବେଳେ ହେଲିକପ୍ଟରଟି କ୍ରାଶ୍ ହୋଇଯାଇଥିଲା। ଏଥିରେ ଜଣେ ଓଡ଼ିଆଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଉଦୟପୁରରେ ଜଘନ୍ୟ ହତ୍ୟାକାଣ୍ଡ ପରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତା ମାସେ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ସେହିପରି ଉଦୟପୁରରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି।
ଆସନ୍ତା ଗୁରୁବାର ମହାରାଷ୍ଟ୍ରରେ ଉଦ୍ଧବ ସରକାରର ଭାଗ୍ୟ ନିର୍ଦ୍ଧାରଣ । ଗୁରୁବାର ବହୁମତ ସାବ୍ୟସ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି ।
ବିଲ୍ଡିଂ ଭାସିଯିବା ଭିଡିଓ ଏବେ ସୋସିଆଳ ମିଡିଆରେ ଭାଇରାଲ ହୋଇଛି ।
ବାପାଙ୍କୁ ହରାଇବା ପରେ ବି ନିକଟରେ ପାଇଲେ
ଏକାନଥ ସିନ୍ଧେଙ୍କ ଗୋଷ୍ଠୀ ମୁମ୍ବାଇ ଆସି ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟପାଳଙ୍କୁ ଭେଟି ସେ ଉଦ୍ଧବ ସରକାରଙ୍କଠାରୁ ବିଧିବଦ୍ଧ ଭାବେ ସମର୍ଥନ ପ୍ରତ୍ୟାହାର କରିବେ ବୋଲି କୁହାଯାଉଛି ।
ବିଶ୍ୱ ତଥା ଦେଶର ଅନ୍ୟତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓରୁ ଇସ୍ତଫା ଦେବା ପରେ ତାଙ୍କ ପୁଅ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।
ମିତ୍ର ରାଷ୍ଟ୍ର ମୁଖ୍ୟଙ୍କୁ କ’ଣ ଉପହାର ଦେଇଛନ୍ତି ମୋଦି ?
ବିଦ୍ୟାଳୟରେ ଛାତ୍ରୀଙ୍କୁ ରବିବାର ଦିନ ରାତିରେ ଚିକେନ୍ ସହ ବାଇଗଣ ମିଶାଇ ତରକାରୀ ଖାଇବାକୁ ଦିଆଯାଇଥିଲା। ଏହା ଖାଇବା ପରେ କିଛି ଛାତ୍ରୀ ସୋମବାର ସକାଳୁ ଅସୁସ୍ଥ ଅନୁଭବ କରିଥିଲେ।
ସାମାନ୍ୟ ରୁଟି ପାଇଁ ଜଣେ ଯୁବକଙ୍କୁ ପିଟିପିଟି ମାରିଦେଲେ ।
ଆନନ୍ଦ ମହିନ୍ଦ୍ରାଙ୍କୁ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ୟୁଜର ପଚାରିଲେ ପ୍ରଶ୍ନ, କ’ଣ ଉତ୍ତର ଦେଲେ ସେ . .
ମୁମ୍ବାଇର କୁର୍ଲା ନାଏକ ନଗରରେ ଗତକାଲି ମଧ୍ୟରାତ୍ରରେ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
କୋର୍ଟ ଏହି ପ୍ରସଙ୍ଗରେ ଉପବାଚସ୍ପତିଙ୍କ ସମେତ ସମସ୍ତ ପକ୍ଷକୁ ୫ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମଣିଷ ନୁହେଁ ପକ୍ଷୀଙ୍କ ପାଇଁ ତିଆରି ହେଲା ଆପାର୍ମେଟଣ୍ଟ୍ । ଖାଇବେ, ପିଇବେ , ଶାନ୍ତିରେ ଆରାମ କରିବେ ।
ଗୋଟିଏ କି ଦୁଇଟି ନୁହେଁ ୬୩୧ ସାଇଲେନ୍ସର ଉପରେ ବୁଲଡୋଜର ଚଢ଼ାଇଛି ପ୍ରଶାସନ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।
G-7 ବୈଠକ ପାଇଁ ଜର୍ମାନୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଖନ୍ତୁ କିଛି ଚିତ୍ର...
ପ୍ରୟାଗରାଜରେ ଦୁଇ ଜଣ ଯୁବତୀଙ୍କ ରୋଚକ ପ୍ରେମ କାହାଣୀ ସାମ୍ନାକୁ ଆସିଛି ।
ଦିନକରେ ୪୫% କରୋନା ସଂମଣ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୧୭ ହଜାର ୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଝଟକା ।
ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଭିତରେ ଶିବସେନା ନେତା ଏକନାଥ ସିନ୍ଧେ, MVA(Maha Vikas Aghadi)କୁ ଏକ ବଡ଼ ଝଟ୍କା ଦେଇଛନ୍ତି।
ମହିଳା ସହଯୋଗୀଙ୍କ ସହ ମିଶି ସ୍ତ୍ରୀର ହାତ ବାନ୍ଧି ଚତୁର୍ଥ ମହଲାରୁ ଠେଲିଦେଲା ସ୍ୱାମୀ। ଖାଲି ଏତିକି ନୁହେଁ ସମ୍ପୃକ୍ତ ବ୍ୟକ୍ତି ଯୁବତୀଙ୍କ ବୟଫ୍ରେଣ୍ଡ୍ର ମଧ୍ୟ ହାତ ବାନ୍ଧି ବାଥ୍ରୁମ୍ରେ ତାଙ୍କୁ ବନ୍ଦୀ କରି ଦେଇଥିଲେ।
ଗରିବ ପରିବାରର ଦୁଃଖ ଗଲା । ପୁଅକୁ ଫେସବୁକରେ ମିଳିଲା ଚାକିରି ।
ରାସ୍ତା କଡ଼ରେ ପିଲାଙ୍କୁ ପାଠ ପଢାଯାଉଛି । ଶିକ୍ଷା ଗ୍ରହଣ ପାଇଁ ଆସୁଛନ୍ତି ୯୫ରୁ ୧୦୦ ଜଣ ପିଲା...
ଜି ସେଭେନ୍ ବୈଠକ ପାଇଁ ଜର୍ମାନୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମ୍ୟୁନିକରେ ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ମୋଦି ।