ବେଆଇନ୍ ଖଣି ଖନନ ମାମଲାରେ ଝାଡ଼ଖଣ୍ଡରେ ଇଡି ୧୭ଟି ସ୍ଥାନରେ ଚଢ଼ଉ କରିଛି। ତେବେ ରେଡ୍ ବେଳେ ୨ଟି AK 47 ରାଇଫଲ୍ ମିଳିଛି।
ସୋମବାର ରାତିରେ ଗୋଆରେ ହରିୟାଣାର ବିଜେପି ନେତ୍ରୀ ସୋନାଲି ଫୋଗଟ୍(୪୨)ଙ୍କ ମୃତ୍ୟୁ ହୋଇଥିଲା। ହାର୍ଟ ଆଟାକ୍ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ହସ୍ପିଟାଲ୍ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଆଜି ସକାଳୁ ସକାଳୁ ପାଟନାରେ ମହାମେଣ୍ଟ ସରକାରରେ ଥିବା ରାଷ୍ଟ୍ରୀୟ ଜନତା ଦଳ RJDର ବିଧାନ ପରିଷଦ ସଦସ୍ୟ ସୁନୀଲ ସିଂଙ୍କ ଘରେ ସିବିଆଇ ରେଡ୍ ହୋଇଛି।
ଫ୍ଲୋର୍ ଟେଷ୍ଟ୍ ପୂର୍ବରୁ ବିହାରରେ ନୂଆ ରାଜନୈତିକ ଡ୍ରାମା ଆରମ୍ଭ ହୋଇଯାଇଛି। ପଦରୁ ଇସ୍ତଫା ଦେବାକୁ ସିଧା ସିଧା ବାଚସ୍ପତି ବିଜୟ ସିହ୍ନା ମନା କରି ଦେଇଛନ୍ତି।
ସେଥିରେ କୌଣସି ଯୁଦ୍ଧାସ୍ତ୍ର ନ ଥିବାରୁ ବିସ୍ଫୋରଣ ହୋଇନଥିଲା ।
NDTVର ୨୯.୧୮% ଅଂଶଧନକୁ ଆଦାନୀ ଗ୍ରୁପ ପରୋକ୍ଷରେ କିଣି ସାରିଥିବା ଜଣାପଡ଼ିଛି ।
ବିସ୍ତୃତ ଉତ୍ତର ଦସ୍ତଖତ ସହିତ ସେପ୍ଟେମ୍ବର ୨ ସୁଦ୍ଧା ଦଳ ପାଖରେ ପହଞ୍ଚିବା ଦରକାର ବୋଲି ନୋଟିସରେ ଉଲ୍ଲେଖ ହୋଇଛି ।
କଥାରେ ଅଛି ରାଗ ହେଉଛି ବ୍ରହ୍ମ ଚଣ୍ଡାଳ । ସେଇ ରାଗ ହିଁ ମଣିଷର ସବୁଠୁ ବଡ଼ ଶତ୍ରୁ ।
ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ, ତାନ୍ତ୍ରିକଙ୍କ କଥାରେ ପଡ଼ି ସ୍ୱାମୀ ଓ ଶାଶୁ ଘର ଲୋକ ତାଙ୍କୁ ସର୍ବସମ୍ମୁଖରେ ଉଲଗ୍ନ ହୋଇ ସ୍ନାନ କରିବାକୁ ବାଧ୍ୟ କରିଥିଲେ। ସାଧାରଣ ସ୍ଥାନରେ ଥିବା ଝରଣାରେ ଉଳଗ୍ନ ହୋଇ ଗାଧୋଇଲେ ପୁତ୍ର ସନ୍ତାନ ପ୍ରାପ୍ତି ହେବ ବୋଲି ତାନ୍ତ୍ରିକ ଜଣକ ଆଶ୍ୱାସନା ଦେଇଥିଲେ।
ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ହୋଇପାରେ ଆତଙ୍କୀ ହମ୍ଲା। ମୁମ୍ବାଇର ଏକ ପ୍ରସିଦ୍ଧ ପଞ୍ଚ ତାରକା ହୋଟେଲକୁ ବୋମା ଲଗାଇ ଉଡାଇ ଦେବାକୁ ଧମକ ମିଳିଛି।
କମିଲା ସୁନା ଦର । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ଟଙ୍କା ରହିଛି ।
୪୨ ବର୍ଷୀୟ ସୋନାଲି କୌଣସି କାମରେ ଗୋଆ ଯାଇଥିବା ବେଳେ ଗତକାଲି ରାତିରେ ତାଙ୍କର ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଅଗଷ୍ଟ ୫ରେ ଶିଶୁକୁ ଅପହରଣ କରାଯାଇଥିଲା। ଏହାର କିଛିଦିନ ପରେ ଅର୍ଥାତ୍ ଅଗଷ୍ଟ ୧୮ରେ ଶିଶୁଟିର ମୃତଦେହ ଯମୁନା ନଦୀ କୂଳରୁ ଉଦ୍ଧାର ହେବାପରେ ପୁରା ଘଟଣା ସାମ୍ନାକୁ ଆସିଥିଲା।
ପ୍ରତିକୂଳ ପାଣିପାଗ ପାଇଁ ପାହାଡ଼ିଆ ଅଞ୍ଚଳରେ ବାୟୁସେନାର ଅପରେସନରେ ବାଧା ଉପୁଜିଥାଏ। ଏହି ସମୟରେ ସେନା ଅପରେସନର ନେତୃତ୍ୱ ଥାଏ ଇଣ୍ଡିଆନ୍ ଆର୍ମି ଆଭିଏସନ୍।
ଏମିତି ଏକ ମହିଳାଙ୍କ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମହିଳା ଜଣଙ୍କ ସାଙ୍ଗରେ ଦୁଇଟି କୋମଳମତୀ ଶିଶୁଙ୍କୁ ଧରି ଖରାତରାରେ ଫୁଡ୍ ଡେଲିଭରି କରୁଛନ୍ତି ।
ଅଧାରେ ରହିଗଲା ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବା ସ୍ୱପ୍ନ ।
ସିସୋଦିଆଙ୍କ ନାଁରେ ରୁଜୁ ହୋଇଥିବା ମାମଲା ଗୁଡ଼ିକ ପ୍ରତ୍ୟାହାର କରିବା ପାଇଁ ବିଜେପି ତାଙ୍କୁ କିଛି ପ୍ରସ୍ତାବ ଦେଇଥିବା ସେ ଦାବି କରିଛନ୍ତି।
ISIS ଆତଙ୍କବାଦୀ ଜଣକ ତୁର୍କୀର ବୋଲି ଜଣାପଡ଼ିଛି। ତେବେ ନିର୍ଦ୍ଦିଷ୍ଟ ଭାବେ ଭାରତର କେଉଁ ବଡ଼ ନେତାଙ୍କୁ ISIS ଟାର୍ଗେଟ କରିଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ମଧ୍ୟ ପେନସନ୍ ମିଳୁନାହିଁ । ଆମେ କ’ଣ କରିବୁ, ଖାଇବୁ କ’ଣ ରହିବୁ କେମିତି ?
ଦେଶରେ ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ କରିବା ଲାଗି ସରକାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଡିଜିଟାଲ୍ ପେମେଣ୍ଟକୁ ଅଧିକ ପ୍ରୋତ୍ସାହନ ଦେବା ଲାଗି ମନ୍ତ୍ରାଳୟ ପକ୍ଷରୁ ଚଳିତ ବର୍ଷ ସହାୟତା ଘୋଷଣା କରାଯାଇଥିଲା।
ସାମାନ୍ୟ କମିଲା ସୁନା ଦର । ଭାରତୀୟ ବଜାରରେ ଆଜି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୫୩,୧୦୦ଟଙ୍କାରେ ବିକ୍ରି ହେଉଛି ।
ଦିଲ୍ଲୀର ବହୁ ସମ୍ବେଦନଶୀଳ ସ୍ଥାନ ସମ୍ପର୍କରେ ପାକିସ୍ତାନକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଉଥିଲା ପାକିସ୍ତାନୀ ଗୁପ୍ତଚର ।
ଜଣେ ହତ୍ୟା ଅଭିଯୁକ୍ତ ପୋଲିସ୍ ଭ୍ୟାନ୍ ଭିତରେ ବସି ଜନ୍ମଦିନ ପାଳୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ସମର୍ଥକମାନେ ସାଙ୍ଗରେ କେକ୍ ଆଣିବା ସହ ଭ୍ୟାନ୍ ଭିତରେ ବସିଥିବା ଅଭିଯୁକ୍ତ ରୋଶନ ଝା’ଙ୍କୁ ଏହାକୁ କାଟିବା ପାଇଁ କହିଥିଲେ।
ଇଲେକ୍ଟ୍ରିକ୍ ଜିପ୍ ତିଆରି କରିଛନ୍ତି ତାମିଲନାଡୁର ବାସିନ୍ଦା A. Gautham । ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କୁ ତାଙ୍କ ଗାଡ଼ି ଭାରି ପସନ୍ଦ ଆସିଛି ।
ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଉଥରେ ଦଳର ସଭାପତି ହେବାକୁ ଦାବି ହେଉଥିଲେ ବି ସେ ରାଜି ହେଉନାହାନ୍ତି ।