• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Jio Fiber Independence Day Offer 2022
Jioର ଧମାକାଦାର ଅଫର୍‌, ଏହି ଗ୍ରାହକ ପାଇପାରିବେ ମାଗଣା ସେବା

Jio Fiber Independence Offerରେ ୟୁଜର୍ସଙ୍କୁ ୧୫ ଦିନ ପର୍ଯ୍ୟନ୍ତ ମାଗଣା ସେବା ମିଳିବ। ଅର୍ଥାତ୍‌ ଆପଣ ମାଗଣାରେ ଜିଓ ଫାଇବର ସେବା ପାଇପାରିବେ। ତେବେ ଏହି ପ୍ଲାନ୍‌ ନୂଆ ଗ୍ରାହକଙ୍କ ପାଇଁ କେବଳ ଉପଲ୍ଲବ୍ଧ।

Dam
ଭୁଶୁଡ଼ିବ ଡ୍ୟାମ ବନ୍ଧ ! ଦକ୍ଷିଣ ପାର୍ଶ୍ୱରୁ ଧସିଲାଣି ମାଟି

ପ୍ରବଳ ବର୍ଷା ପରେ ଧରମପୁରୀ ତହସିଲ ଅଞ୍ଚଳ କୋଠିଦାରେ କାରମ ନଦୀ ଉପରେ ଥିବା ଡ୍ୟାମ୍‌ରୁ ଘଳିଆ ପଡ଼ିଥିଲା ।

Special story
ଆସନ୍ତା ମାସରୁ ମାଗଣା ବିଜୁଳି : ସରକାରଙ୍କ ବଡ଼ ନିଷ୍ପତ୍ତି

ସେପ୍ଟେମ୍ବର ୧ରୁ ପଞ୍ଜାବ ଲୋକଙ୍କୁ ମିଳିବ ମାଗଣା ବିଜୁଳି ।

Special story
ପିଲାର କାନ୍ଦ ପାଇଁ ଶୋଇପାରୁ ନଥିଲା ବାପା, ରାଗରେ ପିଟି ପିଟି ଜୀବନ ନେଇଗଲା

ନିଜ ଦେଢ଼ ମାସର ପୁଅକୁ ମାରିଦେଲା ବାପା । କାରଣ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଶିଶୁ କାନ୍ଦଣା ଶୁଣି ଅଭିଯୁକ୍ତର ନିଦରେ ବ୍ୟାଘାତ ସୃଷ୍ଟି ହେଉଥିଲା, ଏଥିପାଇଁ ସେ ପୁଅକୁ ହିଁ ମାରି ପକାଇଲା ।

  • Saturday, 13 August 2022
  • Murder
Inspired By Telugu Film Arundhati Youth Dies After Immolating Himself
୨୪ ଥର ହରର୍‌ ଫିଲ୍ମ ‘ଅରୁନ୍ଧତୀ’ ଦେଖି ଦେହରେ ନିଆଁ ଲଗାଇ ଦେଲେ ଯୁବକ, ତା’ପରେ...

ତେଲୁଗୁ ହରର୍‌ ଫିଲ୍ମ ‘ଅରୁନ୍ଧତୀ’ ଦେଖି ଜଣେ ଯୁବକ ଏତେ ମାତ୍ରାରେ ପ୍ରେରିତ ହୋଇଥିଲେ ଯେ ସେ ନିଜ ଦେହରେ ନିଆଁ ଲଗାଇବାକୁ ପଛାଇଲେ ନାହିଁ। ନିଜକୁ ଜାଳି ମୁକ୍ତି ଦେବା ପାଇଁ ଯୁବକ ଜଣକ ଶରୀରରେ ୨୦ ଲିଟର ପେଟ୍ରୋଲ ଢାଳି ଆତ୍ମାହୁତି ପାଇଁ ପ୍ରୟାସ କରିଥିଲେ।

Case Against Railway
୨୦ ଟଙ୍କା ପାଇଁ ୨୨ ବର୍ଷ କେସ୍‌ ଲଢ଼ିଲେ, ଶେଷରେ ଜିତିଲେ..

୧୯୯୯ ମସିହାରେ ତୁଙ୍ଗନାଥ ଚତୁର୍ବେଦୀ, ଯିଏ କି ଜଣେ ଆଇନଜୀବୀ । ସେ ମଥୁରାରୁ ମୋରାଦାବାଦ ଯିବା ପାଇଁ ଦୁଇଟି ରେଳ ଟିକେଟ୍ କାଟିଲେ । ପ୍ରତି ଟିକେଟ୍‌ର ଦାମ ଥିଲା ୩୫ ଟଙ୍କା । ହେଲେ ତାଙ୍କଠାରୁ ୭୦ ବଦଳରେ ରଖାଯାଇଥିଲା ୯୦ ଟଙ୍କା ।

Atal Pension
ଏଣିକି ଟାକ୍ସ ଦେଉଥିଲେ ପାଇବେନି ଅଟଳ ପେନ୍‌ସନ

ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କୁ ନଜରରେ ରଖି ୧ ଜୁନ୍ ୨୦୧୫ ମସିହାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପେନସନ୍ ଯୋଜନା ଲାଗୁ କରିଥିଲେ ।

Artist places Tricolour in his eyes
ଆଖିରେ ତ୍ରିରଙ୍ଗା ଆଙ୍କି ବୀରଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଏହାଦ୍ୱାରା ଜାତୀୟ ପତାକାର ମୂଲ୍ୟବୋଧକୁ ସଭିଏଁ ବୁଝିପାରିବେ।

Gold Price Today
କିଛି ଦିନର ବ୍ରେକ୍‌ ପରେ ପୁଣି ବଢ଼ିଲା ସୁନା ଦର

ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୫୨,୦୯୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୫୮,୫୦୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୭୫୦ ଟଙ୍କା ରହିଛି।

Migrant Labourer Shot Dead In Jammu And Kashmir
ପୁଣି ଟାର୍ଗେଟ୍‌ କିଲିଂ: ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ମଧ୍ୟରାତ୍ରରେ ଆତଙ୍କବାଦୀମାନେ ପ୍ରବାସୀ ଶ୍ରମିକଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Indian Scientists Develop AI Algorithm
ଭାରତୀୟ ବୈଜ୍ଞାନିକଙ୍କ ଅନୁସନ୍ଧାନ: ହାର୍ଟବିଟ୍‌ରୁ ଜାଣିହେବ ଡାଇବେଟିସ୍‌ !

୧୨୬୨ ଜଣ ବ୍ୟକ୍ତିଙ୍କ ଠାରେ ଏହି ପରୀକ୍ଷା କରାଯାଇ ଡାଟା ସଂଗ୍ରହ କରାଯାଇଥିଲା।

Narendra Modi
ଏବେ ନିର୍ବାଚନ ହେଲେ ‍କ୍ଷମତାକୁ ଆସିବେ ମୋଦି

ସେପଟେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନପ୍ରିୟତାରେ ନିଜ ସ୍ଥିତିକୁ ଆହୁରି ଦୃଢ କରିଛନ୍ତି।

Unexpected Solar Storm Is Heading Towards Earth
ପୃଥିବୀ ଆଡ଼କୁ ମାଡ଼ି ଆସୁଛି ସୌର ଝଡ଼ ! ବୈଜ୍ଞାନିକ ଦେଲେ ଏମିତି ଚେତାବନୀ...

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ସୌର ଝଡ଼ ! ଆଗାମୀ ଦିନରେ ଏହି ଝଡ଼ ପୃଥିବୀ ସହ ଧକ୍କା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଯଦି ଏହା ପୃଥିବୀପୃଷ୍ଠରେ ଧକ୍କା ହୁଏ, ତା’ହେଲେ ସାରା ବିଶ୍ୱରେ ବ୍ଲାକ୍‌ଆଉଟ୍‌ ହେବାର ବିପଦ ରହିଛି। 

Nitish Kumar
ପ୍ରଧାନମନ୍ତ୍ରୀ ହେବାକୁ ମୋର ଭାବନା ନାହିଁ : ନୀତୀଶ

ସମସ୍ତ ବିରୋଧୀଙ୍କୁ ଏକାଠି ଦେଖିବା ମୋର ଚେଷ୍ଟା।

Over 100 People Fall Sick After Eating Pani Puri In West Bengal
ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଅସୁସ୍ଥ, ପେଟରେ ଯନ୍ତ୍ରଣା ଅନୁଭବ ପରେ ହସ୍ପିଟାଲ୍‌ରେ ଭର୍ତ୍ତି

ଗାଁର କିଛି ଲୋକ ଗୁପ୍‌ଚୁପ୍‌ ଖାଇବା ପରେ ଝାଡ଼ାବାନ୍ତି ହେବାସହ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ଜଣକ ପରେ ଜଣେ ଏପରି ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ।

Eyeing 2024 Lok Sabha polls, BJP deploys three Union Ministers on mission Bengal
୨୦୨୪ ନିର୍ବାଚନ ପାଇଁ BJPର ବଡ଼ ରଣନୀତି: ୩ ହେଭିୱେଟ୍‌ଙ୍କୁ ପଶ୍ଚିମବଙ୍ଗ ଦାୟିତ୍ୱ

୨୦୨୪ରେ ଯେମିତି ୨୦୧୯ ଅପେକ୍ଷା ଭଲ ପ୍ରଦର୍ଶନ ହୁଏ କିମ୍ବା ଅତିକମ୍‌ରେ ସେହି ସଫଳତା ଦୋହରାଇବାରେ ସଫଳ ହୁଏ, ତାକୁ ଲକ୍ଷ୍ୟ ରଖି ବିଜେପି ୩ ହେଭିୱେଟ୍‌ଙ୍କୁ ପଶ୍ଚିମବଙ୍ଗର ଦାୟିତ୍ୱ ଦେଇଥିବା ଚର୍ଚ୍ଚା ହେଉଛି। 

Nitin Gadkari
''ମନ୍ତ୍ରୀ ନିୟମ ଭାଙ୍ଗିବେ, ଅଫିସର୍‌ ହଁ ମାରିବେ''

ପୁଣି ବିବାଦରେ ନୀତିନ ଗଡକରୀ। କହିଲେ, ମନ୍ତ୍ରୀ ଚାହିଁଲେ ଆଇନ ଭାଙ୍ଗିବେ ଆଉ ଅଫିସର ଖାଲି ହଁ ମାରିବେ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏଇ ଭିଡ଼ିଓ

Yogi Adityanath
ଯୋଗୀଙ୍କ ବଡ଼ ନିଷ୍ପତ୍ତି; ଦଳୀୟ ନେତାଙ୍କ ଉପରୁ ପ୍ରତ୍ୟାହାର ହେବ ମାମଲା !

ୟୁପି ସରକାରଙ୍କ ବଡ଼ ନିଷ୍ପତ୍ତି। ଦଳୀୟ ନେତା ଓ ମନ୍ତ୍ରୀଙ୍କ ଉପରେ ଥିବା ଏଇ ସବୁ ମାମଲା ହେବ ପ୍ରତ୍ୟାହାର। ସ୍କ୍ରିନିଂ କମିଟି ରିପୋର୍ଟକୁ ଅପେକ୍ଷା ରହିଛି ।

Special story
ସୀମାହୀନ ବନ୍ଧୁତା : ଜଣେ ପାକିସ୍ତାନୀ, ଜଣେ ଭାରତୀୟ, ଫଟୋ ବଖାଣୁଛି କାହାଣୀ

ଭାରତ ପାକିସ୍ତାନର ଲୋକମାନେ ମଧ୍ୟ ପରସ୍ପର ସହ ବନ୍ଧୁ ହୋଇପାରିବେ, ଏହାର ଏକ ଉଦାହରଣ ହାଭାର୍ଡ ବିଜନେସ୍ ସ୍କୁଲରେ ଦେଖିବାକୁ ମିଳିଛି ।

gold rate today
କମିଲା ସୁନା ଦର, କିଣିବା ପୂର୍ବରୁ ଯାଂଚ କରନ୍ତୁ ମୂଲ୍ୟ....

କମିଲା ସୁନା ଦର । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୫୫୦ ଟଙ୍କା ରହିଛି ।

Special story
ବିବାହର ୫୪ ବର୍ଷ ପରେ ଘରକୁ ଆସିଲା ଖୁସି : ୭୦ ବର୍ଷ ବୟସରେ ମା’ ହେଲେ ମହିଳା

ରାଜସ୍ଥାନରେ ଜଣେ ମହିଳା ବିବାହର ୫୪ ବର୍ଷ ପରେ ପ୍ରଥମ ଥର ପାଇଁ ମା ହୋଇଛନ୍ତି ।

  • Thursday, 11 August 2022
  • IVF
Jagdeep Dhankhar Takes Oath As New Vice President Of India
ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ଼

ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ଜଗଦୀପ ଧନଖଡ଼ ଆଜି ଶପଥ ଗ୍ରହଣ କରିଛନ୍ତି। ଶପଥ ନେବା ପୂର୍ବରୁ ଜଗଦୀପ ଧନଖଡ଼ ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Special story
ଝିଅ ଘର ଲୋକ ନିର୍ବନ୍ଧ ଭାଙ୍ଗିଲେ, ରାଗରେ ବୃଦ୍ଧଙ୍କ ନାକ କାଟିଦେଲେ ବର ପକ୍ଷ

ବିବାହ ଭାଙ୍ଗିଯିବା ପରେ ବର ପକ୍ଷ ଲୋକ ଝିଅର ଜଣେ ସମ୍ପର୍କୀୟଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଛନ୍ତି ।

  • Thursday, 11 August 2022
  • Crime