• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Special story
ପ୍ରଧାନମନ୍ତ୍ରୀଙ୍କ ଭୋଜନ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୁଏ ? ଉତ୍ତର ଦେଲା ଆରଟିଆଇ

ସରକାରୀ ଅର୍ଥ ଖର୍ଚ୍ଚ କରି ଭୋଜନ କରନ୍ତି କି ପ୍ରଧାନମନ୍ତ୍ରୀ ମୋଦି ?

  • Thursday, 01 September 2022
  • PM Modi
Boat Carrying Around 30 People Capsizes In Ganga River
ଗଙ୍ଗାନଦୀରେ ଓଲଟିଲା ୩୦ ଜଣଙ୍କୁ ନେଇ ଯାଉଥିବା ଡଙ୍ଗା, ୨ ଜଣଙ୍କ ଚାଲିଗଲା ଜୀବନ

ପାଖାପାଖି ୩୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଇଞ୍ଜିନ ଚାଳିତ ଡଙ୍ଗା ଗଙ୍ଗା ନଦୀରେ ଓଲଟି ପଡ଼ିଥିବା ସୂଚନା ମିଳିଛି। ଏବେବି ୫ ଜଣ ଶିଶୁ ନିଖୋଜ ଅଛନ୍ତି।

Dumka Murder Case: Sections Of POCSO Act Added
ସ୍ୱତନ୍ତ୍ର କୋର୍ଟକୁ ଅଙ୍କିତା ମର୍ଡର କେସ୍‌ ଟ୍ରାନ୍ସଫର, ପୋଷ୍ଟମର୍ଟମ ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା...

ଦୁମ୍‌କାର ଅଙ୍କିତା ସିଂ ହତ୍ୟା ମାମଲାରେ ପୋକ୍ସୋ ଧାରା ଯୋଡ଼ା ଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଶାହରୁଖ ଓ ତାର ସାଙ୍ଗ ନଇମ ଓରଫ ଛୋଟୁ ଉପରେ ପୋକ୍ସୋ ଆକ୍ଟର ଧାରା ଲାଗିଛି।

Flood In Pakistan
ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା: ମୋଦିଙ୍କ ଆବେଗଭରା ଟ୍ୱିଟ୍‌, ଧନ୍ୟବାଦ ଜଣାଇଲେ ସରିଫ୍‌

ପାକିସ୍ତାନର ଜଳ ପ୍ରଳୟରେ ଏବେବି ସମସ୍ତ ୪ ପ୍ରଦେଶରେ ଅଧିକାଂଶ ଅଞ୍ଚଳବାସୀ ହନ୍ତସନ୍ତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ୧୩ ଶହକୁ ବୃଦ୍ଧି ପାଇଥିବା ବେଳେ ଭୋକ ଉପାସରେ ରାସ୍ତାରେ ପଡ଼ି ରହିଛନ୍ତି ହଜାର ହଜାର ବିପନ୍ନ।

Special story
ପ୍ରାକ୍ଟିକାଲ ପରୀକ୍ଷାରେ କମ୍‌ ମାର୍କ ଆସିବାରୁ ଶିକ୍ଷକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼

ମାର୍କ କମ୍‌ ଆସିବାରୁ ଶିକ୍ଷକଙ୍କୁ ମାଡ଼ ମାରିବା କ’ଣ ଠିକ୍‌ ?

Special story
୭ଟି ପିଲାର ବାପା କରୁଥିଲେ ପଞ୍ଚମ ନିକାହ : ପୁଅ ଝିଅ ମିଶି ନିର୍ଧୁମ ଛେଚିଲେ

ପଞ୍ଚମ ଥର ପାଇଁ ନିକାହ କରିବାର ସ୍ୱପ୍ନ ପାଣିରେ ପଡ଼ିଲା । ଉତ୍ତମ ମଧ୍ୟମ ଦେଲେ ପୁଅ ଝିଅ ।

  • Thursday, 01 September 2022
Commercial LPG Cylinder Price Reduced
ମହଙ୍ଗା ମାଡ଼ ଭିତରେ ସାଧାରଣଜନତାଙ୍କୁ ବଡ଼ ଆଶ୍ୱସ୍ତି: ପୁଣି କମିଲା LPG ଗ୍ୟାସ୍‌ ଦାମ୍‌

ଆଜିଠୁ ଅର୍ଥାତ୍‌ ସେପ୍ଟେମ୍ବର ୧ରୁ LPG ସିଲିଣ୍ଡର ଦାମ୍‌ ହ୍ରାସ ପାଇଛି। ତେବେ ୧୪.୨ କିଲୋ ଘରୋଇ LPG ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। 

ଚୀନ୍‌ର ନୂଆ ଚାଲ୍
ସୀମାରେ ନୂଆ ଚାଲ୍ ଖେଳୁଛି ଚୀନ୍ ! ସାଟେଲାଇଟ୍ ଫଟୋ କହୁଛି ବଡ଼ ବଡ଼ ମେସିନ ଅଛି ଆଉ ବ୍ରିଜ୍‌ କାମ ଚାଲିଛି

ଚୀନ୍ ଦ୍ୱାରା ନିର୍ମାଣ କରାଯାଉଥିବା ବ୍ରିଜ୍‌ ମଝିରେ ୧୫ ମିଟରର ଫାଙ୍କ ରହିଛି । ନିର୍ମାଣ କାର୍ଯ୍ୟ ଜୋରସୋର୍‌ରେ ଚାଲିଥିବା ସତ୍ତ୍ୱେ ଏହି ଫାଙ୍କ ପୂରଣ କରାଯାଉନାହିଁ ।

gold price today
କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୪୫୦ ରହିଛି ।

Malpractices in India
ଦୁର୍ନୀକ୍ତିମୁକ୍ତ ଦେଶ ଜର୍ଜିଆଠୁ ଭାରତକୁ ଶିକ୍ଷା

ଦେଶ ସାଧୀନତା ପର ଠାରୁ ଭ୍ରଷ୍ଟାଚାର ବଢି ବଢି ଚାଲିଛି। ପୂର୍ବରୁ ନିମ୍ନତମ କର୍ମଚାରୀମାନେ ଦୁର୍ନୀତିରେ ଲିପ୍ତ ରହୁଥିବା ବେଳେ ଏବେ ଉଚ୍ଚ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀମାନେ ଭ୍ରଷ୍ଟାଚାରର ଆଗରେ ଅଛନ୍ତି। କିଏ ଏହାକୁ ଉଠେଇବ?

  • Wednesday, 31 August 2022
Indian Navy
ବଦଳିବ ଭାରତୀୟ ନୌସେନାର ଲୋଗୋ

୧୯୫୦ ପରଠାରୁ ଚତୁର୍ଥ ଥର ପାଇଁ ନୌସେନା ଏଥିରେ ପରିବର୍ତ୍ତନ ଆଣିବାକୁ ଯାଉଛି ।

Pakistan Flood
ବନ୍ୟାରେ ବୁଡ଼ିଗଲାଣି ଅଧା ପାକିସ୍ତାନ, ଖାଦ୍ୟ ପାନୀୟ ପାଇଁ ଡହଳ ବିକଳ ଦେଶବାସୀ

ଦେଶର ସମସ୍ତ ୫ଟି ପ୍ରଦେଶର ସାଢେ ୩ କୋଟିରୁ ଅଧିକ ଲୋକ, ଅର୍ଥାତ୍ ପ୍ରତି ୭ ଜଣରୁ ଜଣେ ପାକିସ୍ତାନୀ ବନ୍ୟାର ପ୍ରଚଣ୍ଡ କୋପର ଶିକାର ହୋଇଛନ୍ତି ।

Manish Sisodia
ସିସୋଦିଆଙ୍କ ପିଛା ଛାଡ଼ୁନି CBI ! ଲକର୍ ଯାଞ୍ଚ ପରେ ବି କିଛି ମିଳିଲାନି

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବ୍ୟାଙ୍କ୍ ଲକର ଯାଞ୍ଚ କରିଛି CBI । ସିସୋଦିଆଙ୍କ ଉପସ୍ଥିତିରେ ଲକର ଯାଞ୍ଚ କଲା ସିବିଆଇ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ସିବିଆଇର ଛାନ୍‌ଭିନ୍‌ ।

WhatsApp-JioMart service launches by Reliance Retail
ଏଣିକି WhatsAppରେ ବି କରିପାରିବେ ଜିଓମାର୍ଟ ସପିଙ୍ଗ

ମେଟା ଓ ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ହ୍ୱାଟ୍ସଆପ୍‌(WhatsApp)ରେ ଜିଓମାର୍ଟ ସେବାର ଶୁଭାରମ୍ଭ ହୋଇଛି। ଏଣିକି ଗ୍ରାହକମାନେ ହ୍ୱାଟ୍ସଆପ୍‌ରେ ଜିଓମାର୍ଟରେ ସପିଙ୍ଗ କରିପାରିବେ।

gold price today
ବଢିଲା ସୁନା ଦର, କିଣିବା ପୂର୍ବରୁ ଯାଂଚ କରନ୍ତୁ ମୂଲ୍ୟ....

ବଢିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୯୦୦ ରହିଛି ।

Babri Masjid Demolition
ବହୁ ଚର୍ଚ୍ଚିତ ବାବ୍ରି ମସଜିଦ ମାମଲାରେ ପଡିଲା ପୂର୍ଣ୍ଣଛେଦ

ବାବ୍ରି ମସଜିଦ୍‌ ଭଙ୍ଗା ଘଟଣାର ସବୁ ମାମଲା ବନ୍ଦ କଲେ ସୁପ୍ରିମକୋର୍ଟ। ଗୁଜରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲରେ ବନ୍ଧା ହେଲା ଡୋରି। ଏନେଇ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ବାବ୍ରି ମସଜିଦ ଭାଙ୍ଗିବା ଏବଂ ଗୁଜୁରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲାକୁ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

twin towers
ଟ୍ୱିନ୍ ଟାଓ୍ୱାର ଭାଙ୍ଗିବା ପରେ ଭାରତକୁ ନୂଆ ଅଭିଜ୍ଞତା

ନିର୍ମାଣାଧୀନ କୋଠା ମାଟିରେ ମିଶିବା ପରେ ଏବେ ସ୍ଥାନୀୟ ଲୋକେ ସେଠାରେ ଭିଡ଼ ଜମାଇ ସେଲଫି ନେଉଥିବା ଦେଖିବାକୁ ମିଳିଛି

NASA Postpones Launch Of Artemis I Moon Mission
ରକେଟ୍‌ ଉତ୍‌କ୍ଷେପଣର ୪୦ ମିନିଟ୍ ପୂର୍ବରୁ ସ୍ଥଗିତ ହେଲା ଚନ୍ଦ୍ର ଅଭିଯାନ

ଚନ୍ଦ୍ରକୁ ପୁଣି ମଣିଷ ପଠାଇବା ଲାଗି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା-ନାସା ଏହି ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିଲା। ମାତ୍ର ରକେଟର ସ୍ପେସ୍ ଲଞ୍ଚ୍‌ ସିଷ୍ଟମ-SLS ଇଞ୍ଜିନରେ ତ୍ରୁଟି ଦେଖାଯାଇଥିଲା।

Lalbaugcha Raja
ପୁଣି ଲାଗିବ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼; ଦର୍ଶନ ଦେବେ ଲାଲ ବାଗଚା ରାଜା

୧୪ ଫୁଟ ଉଚ୍ଚତାରେ ଗଣେଶ ପ୍ରତିମୂର୍ତ୍ତି ଲାଲ ବାଗଚା ରାଜା ମଣ୍ଡପରେ ଶୋଭା ପାଉଛନ୍ତି ।

Reliance
ଦୀପାବଳି ପୂର୍ବରୁ ଦେଶରେ 5G ସୁବିଧା

ଦୀପାବଳି ସୁଦ୍ଧା 5G ସେବାର ଶୁଭାରମ୍ଭ କରିବ ରିଲାଏନ୍ସ ଜିଓ  । ଅକ୍ଟୋବର ସୁଦ୍ଧା ଦେଶର ୪ ପ୍ରମୁଖ ସହରରେ ମିଳିବ 5G ସେବା  ।

Mukesh Ambani
ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ରେ ବଡ଼ ଦାୟିତ୍ୱ ନେଲେ ଈଶା, ଏବେ ଡୋର ଷ୍ଟେପ୍‌ରେ ପହଞ୍ଚିବ ରାସନ

ଝିଅକୁ ବଡ ଦାୟିତ୍ୱ ଦେଲେ ମୁକେଶ ଅମ୍ୱାନୀ । ଈଶା ହେଲେ ରିଲାଏନ୍ସ ରିଟେଲର ଲିଡର୍ ।

Gulam Nabi Azad
'ଇସ୍ତଫା ପରେ ମୁହଁ ଖୋଲିଲେ...ରାହୁଲଙ୍କ ଉପରେ ପ୍ରବଳ ବର୍ଷିଲେ'

କଂଗ୍ରେସ ବିଶେଷ କରି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି କାହିଁକି କଂଗ୍ରେସ ଛାଡିଲେ, ସେନେଇ ଖୁଲାସା କରିଛନ୍ତି ଆଜାଦ ।

Special story
ରାଷ୍ଟ୍ରପତିଙ୍କ ଝିଅ ନାଁରେ ଫେକ୍‌ ଆକାଉଣ୍ଟ୍‌ ତିଆରି କରି ଯୁବ ଇଞ୍ଜିନିୟର ଗିରଫ

ଅଭିଯୁକ୍ତକୁ ଏହି ମାମଲାରେ ପୋଲିସ ଅଧିକ ପଚରାଉଚୁରା ଜାରିରଖିଛି।

Noida’s Supertech Twin Towers
ଭାଙ୍ଗିବାକୁ ମାତ୍ର ୯ ସେକେଣ୍ତ, ହେଲେ ସଫା କରିବାକୁ ଲାଗିବ ପୂରା ୩ ମାସ!

ମାତ୍ର ୯ ସେକେଣ୍ଡରେ ମାଟିରେ ମିଶିଲା ଟ୍ୱିନ ଟାୱାର। ଏତେ ମାତ୍ରାରେ ଅଳିଆ ବାହାରିଛି ଯେ ସଫା କରିବାକୁ ଲାଗିବ ପୂରା ୩ ମାସର ସମୟ..