ପଞ୍ଚାଙ୍ଗ ଆଧାରରେ ହେଲା ନିଷ୍ପତି..ଜ୍ୟୋତିଷ ଶାସ୍ତ୍ରର ବିଧି ଅନୁଯାୟୀ ନିଆଯାଏ ନିର୍ଣ୍ଣୟ..ମହାଶିବ ରାତ୍ରୀରେ ହିଁ ହୁଏ ସବିଶେଷ ନିଷ୍ପତି..
ବାବାଙ୍କ ଧାମରୁ ବାରମ୍ବାର ବିଭିନ୍ନ ପ୍ରକାର ରିଲ୍ସ ଓ ଭିଡିଓ ଭାଇରାଲ ହେବାରୁ ଏଭଳି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଭିଡିଓରେ ଅନେକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଜଣେ ଯୁବକ ଓ ଜଣେ ଯୁବତୀ ମଧ୍ୟ ବାବାଙ୍କୁ ପ୍ରଣାମ କରୁଥିବା ଭିଡିଓରେ ନଜର ଆସିଛନ୍ତି ।
ପୂଜକ ନୀତି ମୁତାବକ ପୂଜାର୍ଚ୍ଚନା କରି ବାବା କେଦାରନାଥଙ୍କ ମୁଖ ଦ୍ୱାର ଘଣ୍ଟି ବଜାଇବା ପରେ ଶ୍ରଦ୍ଧାଳୁଙ୍କ ଲାଗି କେଦାରନାଥଙ୍କ ଦ୍ୱାର ଫିଟିଛି।
ଦୁଆର ବନ୍ଦ ହେବା ପରେ ପଞ୍ଚମୁଖି ବିଗ୍ରହ ପାଲିଙ୍କିକୁ ସଜା ଯାଇଥାଏ । ତାପରେ ମଣ୍ଡପରୁ ଆସି ତିନିଥର ମନ୍ଦିର ପରିକ୍ରମା କରିବା ପରେ ଉଖିମଠ ଯାଇଥାଏ ।
କେଦାରନାଥ ଓ ବଦ୍ରିନାଥରେ ୩ ହଜାର ୪ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଥମେ ସେ କେଦାରନାଥ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ବଦ୍ରିନାଥ ଧାମ ଯାଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ ।
କେଦାରନାଥ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୧୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଓ ଏକ ବିଶାଳ ପ୍ରତିମୂର୍ତ୍ତି ପୁନଃ ନିର୍ମାଣ ହୋଇଛି। ଏହାକୁ ବି ଆଜି ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
କେଦାରନାଥ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୧୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଓ ଏକ ବିଶାଳ ପ୍ରତିମୂର୍ତ୍ତି ପୁନଃ ନିର୍ମାଣ ହୋଇଛି। ଏହାକୁ ବି ଆଜି ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଉତ୍ତରାଖଣ୍ଡ: ଖୋଲିଲା ପ୍ରସିଦ୍ଧ କେଦାରନାଥ ଧାମ୍। ୬ମାସ ପରେ ଆଜି ସକାଳ ୪ଟାରେ କୋଦାରନାଥ ମନ୍ଦିର କବାଟ ଖୋଲିଛନ୍ତି ପୂଜାରୀ। ସକାଳ ପ୍ରାୟ ୪ଟାରୁ କବାଟ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସକାଳେ ଜଳାଭିଷେକ ଏବଂ ରୁଦ୍ରାଭିଷେକ କରିବା ପରେ ସମସ୍ତ ପୂଜାବିଧି କରାଯାଇଥିଲା। ଉତ୍ତରାଖଣ୍ଡ ସ୍ଥିତ କେଦାରନାଥ ଧାମ୍ ଖୋଲିବା ପରେ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିର ଦର୍ଶନ କରିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ଲେଜର ସୋ’ ରେ ଝଲସିବ କେଦାରନାଥ ଧାମ୍। ଏହି […]