ପାଖେଇ ଆସୁଛି ମାହେନ୍ଦ୍ର ବେଳା । ଅଧାଅଧି ସରି ଆସିଲାଣି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର । ହଜାରେ ବର୍ଷ ତିଷ୍ଠି ରହିଲା ଭଳି ହେଉଛି ନିର୍ମାଣ କାର୍ଯ୍ୟ । ରାତିଦିନ କାମରେ ଲାଗିଛନ୍ତି ଶହ ଶହ କାରିଗର । ୨୦୨୩ ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ ଅଯୋଧ୍ୟାର ରାମମନ୍ଦିର ନିର୍ମାଣ । ଆଉ ୨୦୨୪ ମକର ସଂକ୍ରାନ୍ତି ତିଥିରେ ପ୍ରତିଷ୍ଠା ହେବ ରାମଲଲାଙ୍କ ବିଗ୍ରହ ।
Published: Manoranjan Behera
Last updated: 26 October 2022, 09:16 PM IST
ଭାରତକୁ କୋହିନୂର ହୀରା ଫେରାଇଦେବାରେ ସହାୟତା କରିବେ କି ବ୍ରିଟେନ୍ର ଭାରତୀୟ ବଂଶୋଦ୍ଭବ ଓ ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ରିଷି ସୁନକ୍ ?