ଲୋକମାନଙ୍କୁ ନକଲି ନୋଟ୍ ଠାରୁ ଦୂରେଇ ରଖିବାକୁ ସଚେତନ କରାଯାଉଛି । ନକଲି ନୋଟ୍ କାରବାର RBI ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ଏଥିରୁ ଦୂରେଇ ରହିବାକୁ ଲୋକମାନଙ୍କୁ ସତର୍କ କରିଛି RBI ।
ବ୍ୟାଙ୍କକୁ ନେଇଥିବା ଟଙ୍କାର ଯଦି ୫୦ ପ୍ରତିଶତ ଅଂଶ ଆପଣଙ୍କ ପାଖରେ ରହିଛି ତେବେ ଆପଣଙ୍କୁ ଟଙ୍କା ଦେବ ବ୍ୟାଙ୍କ । ନଚେତ୍ ଆପଣଙ୍କୁ କିଛି ବି ଟଙ୍କା ମିଳିବ ନାହିଁ । ଯଦି ଆପଣ ୨୦ରୁ ଅଧିକ ନୋଟ୍ କିମ୍ବା ୫ ହଜାରରୁ ଅଧିକ ଟଙ୍କାର ଚିରା ନୋଟକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଏଥିଲାଗି ଆପଣଙ୍କୁ ଟ୍ରାଞ୍ଜାକସନ୍ ଫି ମଧ୍ୟ ଦେବାକୁ ପଡିବ ।
ହଠାତ୍ ଏମିତି କ’ଣ ହେଲା ଯେ ମାର୍କେଟ୍ରୁ ୨,୦୦୦ ଟଙ୍କିଆ ନୋଟ୍ର ଅଭାବ ସୃଷ୍ଟି ହେଲା। ଲୋକଙ୍କ ମନ ମଧ୍ୟରେ ଉଙ୍କି ମାରୁଥିବା ଏହି ପ୍ରଶ୍ନ ଶେଷରେ ସ୍ପଷ୍ଟ ହୋଇଛି।
କେଜ୍ରିଓ୍ୱାଲଙ୍କ ଦାବି ପରେ ଜୋର୍ ଧରିଲା ରାଜନୀତି, କଂଗ୍ରେସ ଓ ବିଜେପି ନେତା ବି କଲେ ଭିନ୍ନ ଭିନ୍ନ ଦାବି
ଆମେ ଆମ ପରମ୍ପରାରେ, ବିଶ୍ୱାସରେ ଦୁଇ ଅଗ୍ର ଦେବଦେବୀ ଲକ୍ଷ୍ମୀ-ଗଣେଶଙ୍କୁ ଏତେ ଗୁରୁତ୍ୱ ଦେଉଛୁ ତେବେ ଭାରତୀୟ କରେନ୍ସିରେ ତାଙ୍କର ଫଟୋ ରଖାଯିବା ଉଚିତ ହେବନି କି ?