କାହାର ହେବ କର୍ଣ୍ଣାଟକ ? ସତ ହେବ କି ଏକ୍ଜିଟ୍ ପୋଲ ? ଏଥର ଝୁଲା ସରକାର
ପାରିବାରିକ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠୁଛି ଜାତୀୟ କଂଗ୍ରେସ। ୨୫ ବର୍ଷ ପରେ ଗାନ୍ଧି ପରିବାର ହାତରୁ ଯାଇଛି ସଭାପତି ପଦ। ମଲ୍ଲିକାର୍ଜ୍ଜୁନ ଖଡଗେ ଆଜି କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ୨ ଦଶକରୁ ଅଧିକ ସମୟ ଧରି ଦଳକୁ ସମ୍ଭାଳିବା ପରେ ସୋନିଆ ଗାନ୍ଧି ଏବେ ଏହି ଦାୟିତ୍ୱରୁ ମୁକ୍ତ ହୋଇଛନ୍ତି।
କଂଗ୍ରେସର ‘ଭାରତ ଯୋଡା ଯାତ୍ରା’କୁ ନେଇ ବିଜେପିର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍। ଟି-ସାର୍ଟର ମୂଲ୍ୟକୁ ନେଇ ରାହୁଲଙ୍କୁ ଆକ୍ରମଣ କରିଛି ବିଜେପି। କଂଗ୍ରେସ ପ୍ରତିଆକ୍ରମଣରେ ମୋଦିଙ୍କ ସୁଟ୍ ଓ ଚଷମା କଥା ଉଠେଇଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା କଂଗ୍ରେସର ଗୋଟିଏ ଗୋଷ୍ଠୀ ଚାହୁଁଛନ୍ତି ରାହୁଲ ଗାନ୍ଧୀ ସଭାପତି ହୁଅନ୍ତି। ହେଲେ ଖୋଦ୍ ରାହୁଲ ସଭାପତି ଦାୟିତ୍ୱ ନେବା ପାଇଁ ଅରାଜି ହେଉଛନ୍ତି ଯାହାକୁ ନେଇ ଏବେ ବଢୁଛି ଚର୍ଚ୍ଚା
ସାଇକେଲ୍ ରାଲି ପୂର୍ବରୁ ଆଜି ଦିଲ୍ଲୀର କନସିଷ୍ଟିସ୍ୟୁନ୍ କ୍ଲବରେ ବ୍ରେକଫାଷ୍ଟ ମିଟିଂର ଆୟୋଜନ କରିଥିଲେ ରାହୁଲ ଗାନ୍ଧି। ପେଗାସସ ବିବାଦ, କୋଭିଡ୍ ମ୍ୟାନେଜମେଣ୍ଟରେ ସରକାରଙ୍କ ବିଫଳତା ଅଭିଯୋଗ ଆଣି ପରବର୍ତ୍ତୀ ରଣନୀତି ପ୍ରସ୍ତୁତି ନେଇ ଏଥିରେ ଆଲୋଚନା ହୋଇଥିଲା। ସମସ୍ତ ବିରୋଧୀ ଦଳ ଏକ ଓ ଏକାଠି ହୋଇ ମୋଦି ସରକାରକୁ ଚ୍ୟାଲେଞ୍ଜ ଦେବାକୁ ସମସ୍ତେ ଏକମତ ହୋଇଛନ୍ତି ବୋଲି ସୂଚନା ମିଳିଛି।