୫୦୦ ଟଙ୍କା ପାଇଁ ଆସାମର ଜଣେ ବ୍ୟକ୍ତି ନିଜ ଗାଁର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ କଟା ମୁଣ୍ଡ ଧରି ୨୫ କି.ମି. ଚାଲି ଚାଲି ପୋଲିସ୍ ଷ୍ଟେସନରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ।
ନିମିଷକେ ହ୍ରଦର କୋଣ ଅନୁକୋଣରେ ପହଞ୍ଚିପାରିବ ଦେଶର ଜାଗ୍ରତ ପ୍ରହରୀ
କବାଡ଼ି ଖେଳୁଥିବା ବେଳେ ବେକ ମୋଡ଼ି ହୋଇ ଜଣେ ଖେଳାଳିଙ୍କ ଜୀବନ ଚାଲିଯାଇଛି ।
କମିଲା ସୁନା ଦର । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୪୫୦ ଟଙ୍କା ରହିଛି ।
ଖାଦ୍ୟର ଗୁଣବତ୍ତା ପରୀକ୍ଷଣ ବେଳେ ପାଣିଆ ଡାଲି ଓ ରୁଟି ଦେଖି ମେନପୁରୀର ଏସପିଙ୍କ ରାଗ କହିଲେ ନସରେ ।
ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ପୋଲିସ୍ ।
ସଭାରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ବିଧାୟକ ।
କମ୍ପାନୀ ପକ୍ଷରୁ ସାମଗ୍ରିକ ଭାବେ ସେଲ୍ସ ପ୍ରଡକ୍ଟିଭିଟି(ଉତ୍ପାଦନ)ର ସମୀକ୍ଷା କରାଯିବ। ଯଦି ଆସନ୍ତା ତ୍ରୈମାସିକ ଫଳାଫଳ ଭଲ ନଆସିବ, ତା’ହେଲେ କର୍ମଚାରୀଙ୍କ ପାଇଁ ଅଡୁଆ ବଢ଼ିପାରେ।
ଶ୍ରମିକମାନଙ୍କୁ ଦିଆଯାଉଥିବା ନିମ୍ନମାନର ଖାଦ୍ୟ ଦିଆଯାଉଛି କହି କ୍ୟାଟରିଂ ମ୍ୟାନେଜରଙ୍କୁ ମାଡ଼ ମାରିଲେ ଶିବସେନା ବିଧାୟକ ।
ଘରେ କେହି ନଥିବାବେଳେ ଶାଶୁ, ବୋହୂକୁ ହତ୍ୟା। ପୋଲିସ୍ ସୂଚନା ଅନୁସାରେ, ଘରୁ ଟଙ୍କା ଓ ସୁନା ଅଳଙ୍କାର ଗାଏବ ହୋଇଯାଇଛି।
ବଢିଲା ସୁନା ଦର । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୬୦୦ ଟଙ୍କା ରହିଛି ।
ଆତଙ୍କବାଦୀମାନେ ପ୍ରଥମେ ୨ ଭାଇଙ୍କୁ ସେମାନଙ୍କର ନାଁ ପଚାରି ଥିଲେ। ଏହାପରେ ସେମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ।
ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି କି ବାରମ୍ବାର ଦୋଡ଼ିବାକୁ ପଡ଼ିବନି । ଘରକୁ ଆସି ବ୍ୟାଙ୍କ ସେବା ଯୋଗାଇଦେବ ।
ବ୍ରେକ୍ ଫେଲ୍ ଯୋଗୁ ବସ୍ଟି ନଦୀକୁ ଖସି ପଡ଼ିଥିବା ସୂଚନା ମିଳିଛି। ଅମରନାଥ ଯାତ୍ରା ପାଇଁ ଯବାନମାନେ ଡ୍ୟୁଟିରେ ଯୋଗ ଦେବାକୁ ଯାଉଥିଲେ ବୋଲି ଜଣାପଡ଼ିଛି।
ହର ଘର ତ୍ରିରଙ୍ଗା ନାରାରେ ପ୍ରତି ଘରେ, ଅଫିସ, ଅନୁଷ୍ଠାନରେ ଉଡ଼ିଲା ତ୍ରିରଙ୍ଗା.. ଭାରତୀୟ ଇତିହାସରେ ବୋଧେ ଏହା ପ୍ରଥମ.. ଏତେ ସବୁ ତ୍ରିରଙ୍ଗାର ଅବସ୍ଥା ବର୍ତ୍ତମାନ ହେବ କଣ ?
ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଥିବା ଅଙ୍ଗନୱାଡ଼ି କର୍ମୀଙ୍କୁ ହତ୍ୟା ଧମକ ।
ଟୋକିଓର ଏହି ମନ୍ଦିରରେ ଥିବା ନେତାଜୀଙ୍କ ଅବଶିଷ୍ଟାଂଶରୁ ଯଦି ଡିଏନ୍ଏ ସଂଗ୍ରହ ହୋଇପାରିବ ତେବେ ତାହା ଖୁବ୍ଶୀଘ୍ର ସ୍ପଷ୍ଟ ହେବ ।
ବିକଶିତ ଭାରତର ସ୍ୱପ୍ନ ଦେଖାଇଲେ ପ୍ରଧାନମନ୍ତ୍ରୀ। ଦୁର୍ନୀତି ଓ ପରିବାରବାଦ ଦୂର ଉପରେ ଦେଲେ ଗୁରୁତ୍ୱ। ସେପଟେ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ।
ଦେଶ ପ୍ରେମ କଥା କହିବା ସହ ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରିଥିଲେ ।
ତିନି ଜଣଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକ ।
ଅଗଷ୍ଟ ୧୮ରେ ନୂଆ ନିୟମ ସମ୍ପର୍କରେ ବିଧିବଦ୍ଧ ଭାବରେ ନିର୍ଦ୍ଦେଶନାମା ଜାରି କରାଯିବ ।
କର୍ମଚାରୀଙ୍କ ଛୁଟି ଦରଖାସ୍ତ ଦେଖି ଲୋକେ ହସି ହସି ବେଦମ୍ ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଳାକାରଙ୍କ ସହ ମିଶି ଦୀର୍ଘ ସମୟ ପର୍ଯ୍ୟନ୍ତ ନାଚିଥିଲେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପାରମ୍ପରିକ ଗୀତରେ ଦିଦି ନାଚୁଥିବା ବେଳେ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ସାମିଲ ହୋଇଥିବା ଅତିଥିମାନେ ତାଙ୍କ ଭିଡିଓ ରେକର୍ଡ କରୁଥିବା ଦେଖିବାକୁ ମିଳିଛି।
୩୮ ବର୍ଷ ପରେ ବରଫ ଭିତରୁ ଶବ ଉଦ୍ଧାର ଘଟଣା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ପୂରା ସତ। ସିଆଚେନ୍ ଗ୍ଲାସିଅରରେ ବରଫ ଧସିବା କାରଣରୁ ପ୍ରାଣ ହରାଇଥିବା ଲାନସନାୟକ ଚନ୍ଦ୍ରଶେଖର ହରବୋଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ମିଳିବାର ସୂଚନା ପାଇବା ପରେ ପରିବାର ପକ୍ଷରୁ ଏବେ ପୂରା ରୀତିନୀତିରେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି।
‘ଶାସ୍ତ୍ରୀଙ୍କ ଜୟ ଯବାନ, ଜୟ କିଷାନ ସହ ଅଟଲୀ ଜୟ ବିଜ୍ଞାନ ଯୋଡ଼ିଥିଲେ। ଆଜି ଜୟ ଅନୁସନ୍ଧାନ ଯୋଡ଼ି ସମସ୍ତଙ୍କୁ ଆହ୍ୱାନ ଦେଉଛି’ ବୋଲି ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ ଅବସରରେ ଏହା କହିଛନ୍ତି।