ବାଜିଲା ଗୁଜରାଟ ବିଗୁଲ୍। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରେସ୍ମିଟ୍ରେ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି।
ଯଦି ଆପଣ ରାତିରେ ଟ୍ରେନ୍ରେ ଯାତ୍ରା କରୁଛନ୍ତି ତେବେ ଆପଣ ମାନିନିଅନ୍ତୁ ଏହି ସବୁ ନିୟମ। ନହେଲେ ହଇରାଣରେ ପଡିବେ ଆପଣ
କିଏ ଜାଣିଥିଲା ସକାଳ ହେଉ ହେଉମାଡ଼ି ଆସିବ ମୃତ୍ୟୁ । ହୋଟେଲରେ ନିଆଁ ଲାଗି ଦୁଇ ଜଣ କର୍ମଚାରୀଙ୍କ ଜୀବନ ଚାଲିଗଲା ।
ମୋର୍ବି କୋର୍ଟରୁ ଝୁଲାପୋଲ ଯାଏଁ ଶୋଭାଯାତ୍ରାରେ ଯିବା ସହ ମୃତକଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି ।
ବଜାରରେ ଉପଲବ୍ଧ ବିଭିନ୍ନ ଅବସର ଯୋଜନାକୁ ନେଇ ଆପଣ ଦ୍ୱନ୍ଦ୍ୱରେ ଅଛନ୍ତି କି? PPF, EPF, GPFର ମାନେ କ’ଣ, ଏଥିରେ କ’ଣ ରହିଛି ସୁବିଧା ଏସବୁ ବିଷୟରେ ଅଜଣା ଅଛନ୍ତି କି? ତେବେ ଆସନ୍ତୁ ଜାଣିବା।
ଅତ୍ୟାଚାରରେ ଅତିଷ୍ଠ ହୋଇ ପୁଅକୁ ସୁପାରୀ ଦେଇ ମାରିଦେବାକୁ ଯୋଜନା କରିଥିଲେ ବାପାମାଆ ।
ଏଣିକି ଘରେ ବସି ଆପଣ FIR ରୁଜୁ କରିପାରିବେ। ହେଲେ ଏଥିପ୍ରତି ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ। ଯଦି କୌଣସି ମିଛ ଅଭିଯୋଗ କରନ୍ତି, ହୁଏତ ଆପଣଙ୍କ ଉପରେ ଏହା ଭାରି ପଡ଼ିପାରେ।
ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ କେଜ୍ରିଓ୍ୱାଲ୍
ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ନଭେମ୍ବର ମାସ ପାଇଁ ଛୁଟି ତାଲିକା(Bank Holidays) ଜାରି କରିଛି। ଏହି ଲିଷ୍ଟ ଅନୁସାରେ, ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଏବଂ ରବିବାରକୁ ମିଶାଇ ଚଳିତ ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ।
ସବୁବେଳେ ଅଣ୍ଡାର ଚାହିଦା ଅଧିକ ଥାଏ, ହେଲେ ଶୀତ ଦିନରେ ଏହାର ଚାହିଦା ଆହୁରି ବୃଦ୍ଧି ପାଏ। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କିଛି ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିଥାନ୍ତି ଓ ନକଲି ଅଣ୍ଡା ବିକ୍ରି କରିଥାନ୍ତି।
ବଢିଲା ସୁନାର ଦାମ୍ । ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଏହି କ୍ରମରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦,୬୦୦ ଟଙ୍କା ରହିଛି ।
ଜେଲରୁ ଚିଠି ଲେଖିଲା କନମ୍ୟାନ୍ ସୁକେଶ ଚନ୍ଦ୍ରଶେଖର
ଗୁଜରାଟ ମୋର୍ବିରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।
ସ୍ଥିର ରହିଛି ସୁନାର ଦାମ୍ । ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଗତକାଲି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦,୩୦୦ ଟଙ୍କା ରହିଥିଲା । ଏହି କ୍ରମରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦ ହଜାର ଟଙ୍କା ରହିଛି ।
ସରଳ ଭାଷାରେ କହିଲେ ଏହା ହେଉଛି ଆମେ ବ୍ୟବହାର କରୁଥିବା କରେନ୍ସିର ଡିଜିଟାଲ ରୂପ।
ଏହି ଘଟଣା ବିଷୟରେ ଜାଣିବା ପରେ ମୁଁ ଏହି କାର୍ଯ୍ୟକ୍ରମକୁ ଆସିବି କି ନାହିଁ ସେ ବିଷୟରେ ଦ୍ୱନ୍ଦ୍ୱରେ ପଡିଥିଲି। କିନ୍ତୁ ଆପଣଙ୍କ ଭଲପାଇବା ପାଇଁ ମୁଁ ମୋର ଛାତିକୁ ପଥର କରି ଏଠାକୁ ଆସିଲି।
ପୂର୍ବରୁ ଅକ୍ଟୋବର ୧ରେ ସିଲିଣ୍ଡରର ଦାମ ୨୫ ଟଙ୍କା ଶସ୍ତା ହୋଇଥିଲା।
କାଲି ଦୁର୍ଘଟଣାସ୍ଥଳ ଯିବେ ପ୍ରଧାନମନ୍ତ୍ରୀ । ସାମ୍ନାକୁ ଆସୁଛି ଲୋମଟାଙ୍କୁରା ଭିଡ଼ିଓ ।
ଗୁଜରାଟର ମୋର୍ବିରେ ନଦୀଗର୍ଭକୁ ଝୁଲାପୋଲ ଛିଡି ପଡ଼ିବା ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା..ଏଯାବତ୍ ୧୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଅଛନ୍ତି ୪୮ ଜଣ ଶିଶୁ..ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୯ଜଣଙ୍କୁ ଗିରଫ କରାଯାଇଛି ।
ସେମାନଙ୍କୁ ନିଜ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ଗିରଫ କରାଯାଇଥିବା ଜଣାପଡ଼ିଛି ।
ରୋଜଗାରର ନୂଆ ପନ୍ଥା ପାଲଟିଲାଣି ୟୁଟ୍ୟୁବ
ଏ ହୃଦୟ ବିଦାରକ ଘଟଣାକୁ କିଏ ଭୁଲି ପାରିବ ? ଆଉ ଯିଏ ଏହାକୁ ଆଖିସାମ୍ନାରେ ଦେଖିଛି ? ତା ଆଖିରୁ ତ ନିଦ ହଜିଯାଇଥିବ । ଆଖି ବନ୍ଦ କଲେ ବି ରହି ରହି ଦିଶି ଯାଉଛି ସେ ଦୃଶ୍ୟ। ଥରି ଯାଉଛି ହୃଦୟ।
EPFO ପେନ୍ସନ୍ଭୋଗୀଙ୍କ ପାଇଁ ଆଣିଲା ନୂଆ ଗାଇଡ୍ଲାଇନ୍। ଏବେ ପେନ୍ସନ୍ଭୋଗୀମାନେ ଡିଜିଟାଲ୍ ମାଧ୍ୟମରେ ସେମାନଙ୍କର ଜୀବନ ପ୍ରମାଣ ପତ୍ର କିମ୍ବା ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ।
ଟ୍ରେନ୍ରେ କୌଣସି ଦୂର ସ୍ଥାନକୁ ଯାତ୍ରା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଯାତ୍ରା ପୂର୍ବରୁ ରେଲ୍ୱେର ଏହି ନୂଆ ନିୟମ ଉପରେ ନିଶ୍ଚିତ ଭାବେ ଧ୍ୟାନ ଦିଅନ୍ତୁ। ନଚେତ୍ ଆପଣ ଅସୁବିଧାରେ ପଡ଼ିପାରନ୍ତି।