ଲାଟେଷ୍ଟ୍ ଅପଡେଟ୍ ଅନୁସାରେ, ସରକାର ଦେଶରେ ଆଉ ୬୩ଟି ପର୍ଣ୍ଣ ସାଇଟ୍ ବ୍ୟାନ୍ କରିଛନ୍ତି। ଏହିସବୁ ସାଇଟ୍କୁ ବ୍ଲକ୍ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ସିକ୍ୟୁରିଟି ସେବାର ଛବିକୁ ଖରାପ କରୁଥିବାରୁ ଏପରି ନିର୍ଦ୍ଦେଶ ଦିଆଯାଇଛି ।
ଗୁରୁଙ୍କୁ ଦିନେ ଭଗବାନଙ୍କ ଆସନ ଦିଆଯାଇଥିଲା ସମାଜରେ। ଗୁରୁଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ ଛାତ୍ର। ହେଲେ ଆଜି ଗୁରୁ-ଶିଷ୍ୟ ସମ୍ପର୍କରେ ଅନେକ ଦୂରତା। ଏଠି ଗୁରୁଙ୍କୁ ନା ମିଳୁଛି ଛାତ୍ରଙ୍କ ସମ୍ମାନ ନା ଛାତ୍ରଙ୍କୁ ମିଳୁଛି ଗୁରୁଙ୍କ ମାର୍ଗଦର୍ଶନ। ଗୁରୁଶିଷ୍ୟ ସମ୍ପର୍କରେ ଏମିତି ଆଉ ଏକ କଳଙ୍କର ଚିହ୍ନ ଲଗାଇଛନ୍ତି ଝାଡ଼ଖଣ୍ଡର ଜଣେ ଶିକ୍ଷକ।
ଟ୍ରାକ୍ଟର ଏବଂ ମର୍ସିଡିଜ୍ ମଧ୍ୟରେ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଜୋରଦାର ଥିଲା ଯେ ଟ୍ରାକ୍ଟର ଭାଙ୍ଗିଯାଇ ଦୁଇ ଫାଳ ହୋଇଯାଇଥିଲା ।
ଏମିତି ଜଣେ ସଚ୍ଚୋଟ ତଥା ସ୍ୱାଭିମାନୀ ମହିଳାଙ୍କୁ ହୁଏତ କେହି ଦେଖି ନଥିବେ ।
ଗ୍ଲାମର ଦୁନିଆ ପଛର କଳା ସତ । ମାନସିକ ଅଶାନ୍ତି ପାଇଁ ଜୀବନ ହାରି ଦେଉଛନ୍ତି ଅନେକ କଳାକାର ।
ଏକ କୁନି ଛୁଆକୁ ଧରିଥିବା ମାଆ ପାଖରେ ପହଞ୍ଚିଥିଲେ । ଆଉ ତାର ଦୁଃଖ ବୁଝିଥିଲେ ମୁଖ୍ୟମନ୍ତ୍ରୀ ।
ଏମିତି କିଛି କଳ୍ପନା ବା ଚର୍ଚ୍ଚା ସେତେବେଳେ ମୁଣ୍ଡ ଟେକିଥିଲା, ଯେତେବେଳେ ଜେଡିୟୁ ସହ ଆର୍ଜେଡି ମେଣ୍ଟ କରିଥିଲା ।
ଆଫ୍ରିକାରେ କଲରାପତରିଆ ବାଘ, ପ୍ରାପ୍ତବୟସ୍କ ଚିତାଙ୍କୁ ଆକ୍ରମଣ କରିବା, ଆହତ କରିବା ଏବଂ ଚିତା ଶାବକଙ୍କୁ ମାରିଦେଇଥିବା ନଜିର ରହିଛି ।
ଆଜି ନାମାଙ୍କନ ଦାଖଲ କରିପାରନ୍ତି ଉଭୟ ନେତା । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ଆଜି ନାମାଙ୍କନ ଦାଖଲର ଶେଷ ଦିନ ।
ମୋହାଲିରେ ମଞ୍ଚସ୍ଥ ହେଉଥିଲା ରାମ ଲୀଳା । ମଞ୍ଚରେ କଳାକାରଙ୍କ ନିଖୁଣ ଅଭିନୟ, ମଞ୍ଚ ତଳେ ବସିଥିବା ଦର୍ଶକଙ୍କୁ ବାନ୍ଧି ରଖିଥିଲା ।
ଜଣେ ମହିଳା ଶାରୀରିକ ସମ୍ପର୍କ ରଖିବାକୁ ଅମଙ୍ଗ ଅଛନ୍ତି । ଆଉ ତାଙ୍କ ପୁରୁଷ ବନ୍ଧୁ ବା ସ୍ୱାମୀ ତାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖନ୍ତି ତେବେ ଏହାକୁ ରେପ୍ ବୋଲି କୁହାଯିବ ।
ଦିଲ୍ଲୀ, ମୁମ୍ବାଇ ଓ ଅହମ୍ମଦାବାଦ ରେଲେଓ୍ୱ ଷ୍ଟେସନ୍ରେ ରହିବ କେଉଁସବୁ ଆଧୁନିକ ସୁବିଧା, ଜାଣନ୍ତୁ
ପଛ ସିଟ୍ ବେଲ୍ଟ ବାଧ୍ୟତାମୂଳକ ନିଷ୍ପତ୍ତିକୁ ସ୍ୱାଗତ କରିଛି ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମାନୁଫାକ୍ଚର୍ସ।
ଗର୍ଭପାତ ଆଇନ୍ରେ ହଜବ୍ୟାଣ୍ଡ୍ ସ୍ଥାନରେ ରହିବ ପାର୍ଟନର ।
ବିଜ୍ନେସ୍ ଇନ୍ସାଇଡର ରିପୋର୍ଟ ଅନୁଯାୟୀ, ବ୍ଳେଡ୍ ଇଣ୍ଡିଆ ନାମକ ଏକ ସଂସ୍ଥା ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦୁଇଟି ହେଲିକପ୍ଟର ଉଡ଼ାଣ ବ୍ୟବସ୍ଥା କରିବ ସଂସ୍ଥା ।
୨୦୨୩ ଅକ୍ଟୋବର ୧ ଯାଏ ଘୁଞ୍ଚିଲା । M1 ଗାଡ଼ିରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରାଯାଇଥିଲା ।
ଅନେକ ପର୍ଯ୍ୟଟନ ବିଷୟରେ ଶୁଣିଥିବେ, ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଦେଖିଥିବେ। ହେଲେ ଜେଲ ପର୍ଯ୍ୟଟନ ବିଷୟରେ କେବେ ଶୁଣିଛନ୍ତି ? ବୋଧହୁଏ ଶୁଣି ନ ଥିବେ। ଜେଲକୁ ତ କଏଦୀ ଯାଆନ୍ତି। ହେଲେ ପର୍ଯ୍ୟଟକ କାହିଁକି ଯିବେ ? ଏଠି ଏମିତି କି ସୌନ୍ଦର୍ଯ୍ୟ ରହିଛି ? ଉପଭୋଗ କରିବା ପରି ଏଠି କ’ଣ ଏମିତି ଅଛି ? ଏମିତି ଅନେକ ପ୍ରଶ୍ନ ଆସିବା ସ୍ୱାଭାବିକ । କିଛି ଥାଉ ବା ନ ଥାଉ, ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ଏମିତି ଜେଲ ପର୍ଯ୍ୟଟନର ପ୍ରଚାର ଆଉ ପ୍ରସାର କରାଯାଉଛି ଆଉ ସବୁଆଡେ ଏହାକୁ ବେଶ ପ୍ରଶଂସା ବି କରାଯାଉଛି।
ଜୀବନ କାହାପାଇଁ କେମିତି। କାହାପାଇଁ ଅୟସ ତ କାହାପାଇଁ ସଂଘର୍ଷ। ସଂଘର୍ଷ କରୁଥିବା ମଣିଷଟି କେତେବେଳେ ଜୀବନ ଯୁଦ୍ଧରେ ହାରିଯାଏ କେହି ଜାଣନ୍ତିନି। ତାଙ୍କ ସଂଘର୍ଷର କାହାଣୀ କାହା ହୃଦୟକୁ ଛୁଇଁ ପାରେନି। ଖୁବ କମ୍ ଲୋକ ଅଛନ୍ତି ଯେଉଁମାନେ ଏଇ ମଣିଷମାନଙ୍କର ହୃଦୟକୁ ପଢିପାରନ୍ତି, ସେମାନଙ୍କ ଦୁଃଖ ବୁଝିପାରନ୍ତି। ଏମିତି ଜଣେ ସଂଘର୍ଷରତ ମଣିଷର କାହାଣୀ ଆଜି ସୋଶିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ସାମ୍ନାକୁ ଆଣିଛନ୍ତି ସେମିତି ଜଣେ ହୃଦୟବାନ ମଣିଷ।
ଏଣିକି PNR ଷ୍ଟାଟସ୍ ଓ ଲାଇଭ୍ ଟ୍ରେନ୍ ଷ୍ଟାଟସ୍ ଅର୍ଥାତ୍ କେଉଁଠି ଟ୍ରେନ୍ ଅଛି ଏସବୁ ହ୍ୱାଟ୍ସଆପ୍( WhatsApp)ରେ ଚେକ୍ କରିପାରିବେ। ଯାତ୍ରୀଙ୍କ ସୁବିଧା ଲାଗି ଭାରତୀୟ ରେଳ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ସୁନ୍ଦର ଅକ୍ଷରରେ ଲେଖିବା ପାଇଁ ପିଲାବେଳେ କିଏ ମାଡ଼ ଗାଳି ଖାଇ ନ ଥାଏ ? ବୋଧହୁଏ ସମସ୍ତେ ଖାଇଥିବେ। ସୁନ୍ଦର ହସ୍ତାକ୍ଷର ଲେଖିବା ପାଇଁ ପିଲାବେଳୁ ସମସ୍ତେ ଅଭ୍ୟାସ କରିଥାନ୍ତି। ତଥାପି ଡାକ୍ତରମାନଙ୍କ ଅକ୍ଷର ଏତେ ଖରାପ ହୋଇଥାଏ କାହିଁକି ?
ସରକାରୀ ଅଧିକାରୀଙ୍କୁ ଖୁଲମଖୁଲା ଧମକ। ତା’ବି ପୁଣି ଜଣେ ମନ୍ତ୍ରୀ ଏହି ଧମକ ଦେଇଛନ୍ତି। ଯାହାର ଅଡିଓ କ୍ଲିପ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଏମିତି ପ୍ରେମକାହାଣୀ କେବେ ଶୁଣିନଥିବେ, ଜଣେ ମହିଳା ତାଙ୍କ ସ୍ୱାମୀଙ୍କର ବିବାହ କରାଇଛନ୍ତି ।
ଏକ ମଲ୍ରେ ଫିଲ୍ମ ପ୍ରମୋସନ୍ ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିନେତ୍ରୀ ଜଣକ ଅଭିଯୋଗ କରିଛନ୍ତି। ଆଉ ଜଣେ ଅଭିନେତ୍ରୀ ମଧ୍ୟ ଏଭଳି ସମାନ ଘଟଣାର ସମ୍ମୁଖୀନ ହୋଇଥିବା କହିଛନ୍ତି।
ଅନିଚ୍ଛାକୃତ ଗର୍ଭଧାରଣ ହୋଇଥିଲେ ଗର୍ଭପାତ କରିପାରିବେ ଅବିବାହିତ ମହିଳା , ବିବାହିତ ଓ ଅବିବାହିତ ମହିଳା ମଧ୍ୟରେ ବାଛବିଚାର ଅସାମ୍ବିଧାନିକ