ଜଣେ ମହିଳା ଶାରୀରିକ ସମ୍ପର୍କ ରଖିବାକୁ ଅମଙ୍ଗ ଅଛନ୍ତି । ଆଉ ତାଙ୍କ ପୁରୁଷ ବନ୍ଧୁ ବା ସ୍ୱାମୀ ତାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖନ୍ତି ତେବେ ଏହାକୁ ରେପ୍ ବୋଲି କୁହାଯିବ ।
ଦିଲ୍ଲୀ, ମୁମ୍ବାଇ ଓ ଅହମ୍ମଦାବାଦ ରେଲେଓ୍ୱ ଷ୍ଟେସନ୍ରେ ରହିବ କେଉଁସବୁ ଆଧୁନିକ ସୁବିଧା, ଜାଣନ୍ତୁ
ପଛ ସିଟ୍ ବେଲ୍ଟ ବାଧ୍ୟତାମୂଳକ ନିଷ୍ପତ୍ତିକୁ ସ୍ୱାଗତ କରିଛି ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମାନୁଫାକ୍ଚର୍ସ।
ଗର୍ଭପାତ ଆଇନ୍ରେ ହଜବ୍ୟାଣ୍ଡ୍ ସ୍ଥାନରେ ରହିବ ପାର୍ଟନର ।
ବିଜ୍ନେସ୍ ଇନ୍ସାଇଡର ରିପୋର୍ଟ ଅନୁଯାୟୀ, ବ୍ଳେଡ୍ ଇଣ୍ଡିଆ ନାମକ ଏକ ସଂସ୍ଥା ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦୁଇଟି ହେଲିକପ୍ଟର ଉଡ଼ାଣ ବ୍ୟବସ୍ଥା କରିବ ସଂସ୍ଥା ।
୨୦୨୩ ଅକ୍ଟୋବର ୧ ଯାଏ ଘୁଞ୍ଚିଲା । M1 ଗାଡ଼ିରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରାଯାଇଥିଲା ।
ଅନେକ ପର୍ଯ୍ୟଟନ ବିଷୟରେ ଶୁଣିଥିବେ, ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଦେଖିଥିବେ। ହେଲେ ଜେଲ ପର୍ଯ୍ୟଟନ ବିଷୟରେ କେବେ ଶୁଣିଛନ୍ତି ? ବୋଧହୁଏ ଶୁଣି ନ ଥିବେ। ଜେଲକୁ ତ କଏଦୀ ଯାଆନ୍ତି। ହେଲେ ପର୍ଯ୍ୟଟକ କାହିଁକି ଯିବେ ? ଏଠି ଏମିତି କି ସୌନ୍ଦର୍ଯ୍ୟ ରହିଛି ? ଉପଭୋଗ କରିବା ପରି ଏଠି କ’ଣ ଏମିତି ଅଛି ? ଏମିତି ଅନେକ ପ୍ରଶ୍ନ ଆସିବା ସ୍ୱାଭାବିକ । କିଛି ଥାଉ ବା ନ ଥାଉ, ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ଏମିତି ଜେଲ ପର୍ଯ୍ୟଟନର ପ୍ରଚାର ଆଉ ପ୍ରସାର କରାଯାଉଛି ଆଉ ସବୁଆଡେ ଏହାକୁ ବେଶ ପ୍ରଶଂସା ବି କରାଯାଉଛି।
ଜୀବନ କାହାପାଇଁ କେମିତି। କାହାପାଇଁ ଅୟସ ତ କାହାପାଇଁ ସଂଘର୍ଷ। ସଂଘର୍ଷ କରୁଥିବା ମଣିଷଟି କେତେବେଳେ ଜୀବନ ଯୁଦ୍ଧରେ ହାରିଯାଏ କେହି ଜାଣନ୍ତିନି। ତାଙ୍କ ସଂଘର୍ଷର କାହାଣୀ କାହା ହୃଦୟକୁ ଛୁଇଁ ପାରେନି। ଖୁବ କମ୍ ଲୋକ ଅଛନ୍ତି ଯେଉଁମାନେ ଏଇ ମଣିଷମାନଙ୍କର ହୃଦୟକୁ ପଢିପାରନ୍ତି, ସେମାନଙ୍କ ଦୁଃଖ ବୁଝିପାରନ୍ତି। ଏମିତି ଜଣେ ସଂଘର୍ଷରତ ମଣିଷର କାହାଣୀ ଆଜି ସୋଶିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ସାମ୍ନାକୁ ଆଣିଛନ୍ତି ସେମିତି ଜଣେ ହୃଦୟବାନ ମଣିଷ।
ଏଣିକି PNR ଷ୍ଟାଟସ୍ ଓ ଲାଇଭ୍ ଟ୍ରେନ୍ ଷ୍ଟାଟସ୍ ଅର୍ଥାତ୍ କେଉଁଠି ଟ୍ରେନ୍ ଅଛି ଏସବୁ ହ୍ୱାଟ୍ସଆପ୍( WhatsApp)ରେ ଚେକ୍ କରିପାରିବେ। ଯାତ୍ରୀଙ୍କ ସୁବିଧା ଲାଗି ଭାରତୀୟ ରେଳ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ସୁନ୍ଦର ଅକ୍ଷରରେ ଲେଖିବା ପାଇଁ ପିଲାବେଳେ କିଏ ମାଡ଼ ଗାଳି ଖାଇ ନ ଥାଏ ? ବୋଧହୁଏ ସମସ୍ତେ ଖାଇଥିବେ। ସୁନ୍ଦର ହସ୍ତାକ୍ଷର ଲେଖିବା ପାଇଁ ପିଲାବେଳୁ ସମସ୍ତେ ଅଭ୍ୟାସ କରିଥାନ୍ତି। ତଥାପି ଡାକ୍ତରମାନଙ୍କ ଅକ୍ଷର ଏତେ ଖରାପ ହୋଇଥାଏ କାହିଁକି ?
ସରକାରୀ ଅଧିକାରୀଙ୍କୁ ଖୁଲମଖୁଲା ଧମକ। ତା’ବି ପୁଣି ଜଣେ ମନ୍ତ୍ରୀ ଏହି ଧମକ ଦେଇଛନ୍ତି। ଯାହାର ଅଡିଓ କ୍ଲିପ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଏମିତି ପ୍ରେମକାହାଣୀ କେବେ ଶୁଣିନଥିବେ, ଜଣେ ମହିଳା ତାଙ୍କ ସ୍ୱାମୀଙ୍କର ବିବାହ କରାଇଛନ୍ତି ।
ଏକ ମଲ୍ରେ ଫିଲ୍ମ ପ୍ରମୋସନ୍ ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିନେତ୍ରୀ ଜଣକ ଅଭିଯୋଗ କରିଛନ୍ତି। ଆଉ ଜଣେ ଅଭିନେତ୍ରୀ ମଧ୍ୟ ଏଭଳି ସମାନ ଘଟଣାର ସମ୍ମୁଖୀନ ହୋଇଥିବା କହିଛନ୍ତି।
ଅନିଚ୍ଛାକୃତ ଗର୍ଭଧାରଣ ହୋଇଥିଲେ ଗର୍ଭପାତ କରିପାରିବେ ଅବିବାହିତ ମହିଳା , ବିବାହିତ ଓ ଅବିବାହିତ ମହିଳା ମଧ୍ୟରେ ବାଛବିଚାର ଅସାମ୍ବିଧାନିକ
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୧୦୦ ଟଙ୍କା ରହିଛି ।
ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ ।
ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ପ୍ରଥମେ ଦୋମାଳି ଚୌକ୍ରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ବିସ୍ଫୋରଣ ହୋଇଥିଲା। ଏଠାରେ ପାର୍କିଂ ହୋଇଥିବା ଏକ ଖାଲି ବସ୍ରେ ଏହି ବିସ୍ଫୋରଣ ଘଟିଥିଲା।
CDS ସହ ମିଲିଟାରୀ ଆଫେୟାର୍ସ ସଚିବ ଭାବେ ବି ସେ କାର୍ଯ୍ୟ କରିବେ ।
କିଛି କାମ ଦୁଃସାଧ୍ୟ ନୁହେଁ। କିଛି ରାସ୍ତା ଅପହଞ୍ଚ ନୁହେଁ। କମଲା ନେଗିଙ୍କୁ ଦେଖିଲେ ଏକଥା ସହଜରେ ଜଣେ କହି ପାରିବ। ଏହି ବୟସ୍କା ମହିଳା ଜଣକ ଖାଲି ଯୁଗଯୁଗରୁ ଚଳିଆସୁଥିବା ପ୍ରଥାକୁ ଭାଙ୍ଗି ଦେଇ ନାହାନ୍ତି ବରଂ ପୁରୁଷଙ୍କୁ ମଧ୍ୟ ସେମାନଙ୍କ ଇଲାକାରୁ ହଟାଇ ଦେଇଛନ୍ତି।
ଡିସେମ୍ବର ପର୍ଯ୍ୟନ୍ତ ବଢ଼ିଲା ଗରିବ କଲ୍ୟାଣ ଯୋଜନାର ମିଆଦ୍
ଯଦି ଆପଣ 5G ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ଏକ ଭଲ ଖବର। ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ସେଲ୍ରେ ଆପଣ ୨୦ ହଜାର ଟଙ୍କା କମ୍ ମୂଲ୍ୟରେ 5G ସ୍ମାର୍ଟଫୋନ୍ କିଣିପାରିବେ।
କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି। ୪% ମହଙ୍ଗା ଭତ୍ତା ବଢ଼ାଇଲେ କେନ୍ଦ୍ର ସରକାର।
ନୂଆ ପାସ୍ପୋର୍ଟ ପାଇଁ ଆବେଦନ କରୁଛନ୍ତି ? ସେଥିପାଇଁ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ ମିଳିବାରେ ସମସ୍ୟା ହେଉଛି କି ? ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର । ଏଣିକି ସହଜରେ ମିଳିପାରିବ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ। ଆପଣ ପୋଷ୍ଟ ଅଫିସ ପାସପୋର୍ଟ ସେବାକେନ୍ଦ୍ରରେ (POPSKs) ଅନଲାଇନରେ ପୋଲିସ କ୍ଲିୟରାନ୍ସ ସାର୍ଟିଫିକେଟ ପାଇଁ ଆବେଦନ କରିପାରିବେ।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୪୯ ହଜାର ୩୦୦ ଟଙ୍କା ରହିଛି ।
ଲତାଜୀଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅଯୋଧ୍ୟାର ସରଯୂ ନଦୀ ଘାଟରେ ନିର୍ମାଣାଧୀନ ୪୦ ଫୁଟର ବୀଣାର ପ୍ରତିକୃତିଙ୍କୁ ଲତାଙ୍କ ସ୍ମୃତିରେ ଉତ୍ସର୍ଗୀକୃତ କରିଛନ୍ତି ପ୍ରଧାନମନ୍ତ୍ରୀ । ପାଖାପାଖି ୧୪ ଟନ ଓଜନର ବୀଣାକୁ ସ୍ଥାପନ କରିବା ପାଇଁ କ୍ରେନ୍ର ସହାୟତା ନିଆଯାଇଥିଲା। ଏବେ ଏହି ବୀଣା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।