• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Cocaine Worth ₹ 502 Crore Seized From Fruit Container
ଫଳ ପେଟିରେ ୫୦୨ କୋଟି ଟଙ୍କାର କୋକେନ

ଫଳ ପେଟିରୁ ୫୦୨ କୋଟି ଟଙ୍କାର ୫୦ କିଲୋଗ୍ରାମରୁ ଅଧିକ "ଉଚ୍ଚମାନର" କୋକେନ ଜବତ। ନିକଟ ଅତୀତରେ ଏକ ଫଳ ପେଟିରେ ଡ୍ରଗ୍ ଚୋରା ଚାଲାଣ ଉଦ୍ୟମ ବେଳେ ଜବତ ହୋଇଥିବା କୋକେନ୍ର ଏହା ହେଉଛି ସବୁଠାରୁ ବଡ ମାମଲା ବୋଲି କୁହାଯାଇଛି।

Indian Air Force
ଦମ୍‌ ଦେଖାଇଲା ଭାରତୀୟ ବାୟୁସେନା, ନୀଳ ଆକାଶରେ ଘୁ ଘୁ ଗର୍ଜନ କରି ଥରାଇଲା ଛାତି..

ନୀଳ ଆକାଶର ଛାତି ଚିରି ଶକ୍ତି ଓ ସାମର୍ଥ୍ୟ ଦେଖାଇଥିଲେ ରାଫେଲ, ସୁଖୋଇ ଓ ଜାଗୁଆର ଭଳି ଫାଇଟର ଜେଟ୍ ।

Pet Dog August
ସେପ୍ଟେମ୍ବରରେ ହଜି ଯାଇଛି ଅଗଷ୍ଟ ! କୁକୁର ଖୋଜିବାକୁ ଲଣ୍ଡନରୁ ଆସିଲେ ମାଲିକ

କୁକୁର ଖୋଜିବାକୁ ୧୫ ହଜାର ପୁରସ୍କାର ଘୋଷଣା । ସହର ସାରା ପୋଷ୍ଟର, ଖବରକାଗଜରେ ବିଜ୍ଞାପନ ।

Indian Air Force
ଭାରତ ବନାମ ପାକିସ୍ତାନ କାହା ବାୟୁସେନା କେତେ ଶକ୍ତିଶାଳୀ ?

ଭାରତୀୟ ବାୟୁସେନା ପାଖରେ ୧,୭୦,୫୭୬ ସକ୍ରିୟ ସୈନିକ ଅଛନ୍ତି । ୧.୪୦ ଲକ୍ଷ ରିଜର୍ଭ ଫୋର୍ସ ଅଛନ୍ତି ।

Cylinder Blast
ଚାଲିଥିଲା ବେଆଇନ୍‌ ସିଲିଣ୍ଡର କାରବାର ! ଡିଆସିଲି ମାରି ଚେକ୍ କରୁଥିଲେ ଲିକ୍‌..

ଯୋଧପୁରର ମାତା ଥାନା ଅଧିନ ମଙ୍ଗରା ପୁଞ୍ଜଲା ଅଞ୍ଚଳରେ ଘଟିଛି । ବିସ୍ଫୋରଣ ପରେ ପୁରା ଅଞ୍ଚଳରେ ଚଞ୍ଚଲ୍ୟ ଖେଳିଯାଇଛି ।

Fire breaks out
ଭୟଙ୍କର ଅଗ୍ନିକାଣ୍ଡ : ଜୀବନ ବଞ୍ଚାଇବା ପାଇଁ ଝରକା ଭାଙ୍ଗି ଡେଇଁଲେ ଲୋକେ

ଶନିବାର ଅପରାହ୍ନରେ ମୁମ୍ବାଇର ନ୍ୟୁ ତିଲକ ନଗର ଅଞ୍ଚଳର ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିଛି ।

AAP minister
‘ହିନ୍ଦୁ ଦେବାଦେବୀଙ୍କୁ ପୂଜା କରିବାନି’ : ବିବାଦୀୟ ମନ୍ତବ୍ୟ ଦେଲେ ଆପ୍‌ ମନ୍ତ୍ରୀ

ସଭାରେ ହିନ୍ଦୁ ବିରୋଧୀ ବୟାନ୍‌ ଦେଇ ବିବାଦରେ ଆପ୍‌ ମନ୍ତ୍ରୀ ।

Supreme Court
‘ଛାଡ଼ପତ୍ର ପରେ ବି ପତ୍ନୀ-ପିଲାଙ୍କ ଦାୟିତ୍ୱ ସ୍ୱାମୀର’

କୋର୍ଟ କହିଛନ୍ତି, ପତ୍ନୀ ଓ ପିଲାଙ୍କୁ ପୋଷିବା ଏକ ପବିତ୍ର ବ୍ରତ ବୋଲି ଭାବିବା ଉଚିତ୍‌ ।

Delhi Excise Policy case
ଆକ୍ସନ ମୋଡରେ ଇଡି, ନୂଆ ମଦ ନୀତିକୁ ନେଇ ହରଡ଼ଘଣାରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ୍

ଅଡ଼ୁଆରେ ଦିଲ୍ଲୀ ଆପ୍ ସରକାର। ନୂଆ ମଦ ନୀତିରେ ଅନିୟମିତତା ଅଭିଯୋଗକୁ ନେଇ ଗତକାଲି ଦ୍ୱିତୀୟ ଥର ପୁଣି ବଡ଼ ଧରଣର ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Uber, Ola And Rapido To Stop Autorickshaw Services In Bengaluru
ଏଣିକି ଏହି ସହରରେ ଗଡ଼ିବନି Ola, Uber ଅଟୋ

ଏହି ସହରରେ ବନ୍ଦ ହେବ Uber, Ola ଓ Rapidoର ତିନି ଚକିଆ ଯାନ ସେବା। କାରଣ ଏହି ସବୁ କ୍ୟାବ୍‌ ଭଡ଼ା ବାବଦରେ ଗ୍ରାହକଙ୍କଠୁ ଅଧିକ ଚାର୍ଜ ଆଦାୟ କରିବା ସହ ସେମାନଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି।

୯୦ ତମ ବାୟୁସେନା ଦିବସ
ଭାରତୀୟ ବାୟୁ ସେନାର ବୀରତ୍ୱକୁ ଦେଖୁଛି ସାରା ଦେଶ

ଦେଶ ଦେଖୁଛି ବାୟୁବୀରଙ୍କ ପରାକ୍ରମ। ଆକାଶକୁ ନିଜ ହାତ ମୁଠାରେ ରଖିଥିବା ଭାରତୀୟ ବାୟୁ ସେନାର ବୀରତ୍ୱକୁ ଦେଖୁଛି ସାରା ଦେଶ। ୯୦ ତମ ବାୟୁସେନା ଦିବସ ଅବସରରେ ଚଣ୍ଡିଗଡର ସୁଖ୍‌ନା ଲେକ୍‌ରେ ଆୟୋଜିତ ହୋଇଛି ଭବ୍ୟ କାର୍ଯ୍ୟକ୍ରମ।

Pet owner flies
ପୋଷା କୁକୁର ଗାୟବ୍‌ : ଖୋଜିବା ପାଇଁ ଲଣ୍ଡନରୁ ଭାରତ ଆସିଲେ ଯୁବତୀ

ପୋଷା କୁକୁର ନିଖୋଜ୍‌ ହେବା ପର ଠାରୁ ମାଲିକାଣୀ ମେଘା ଶାନ୍ତିରେ ଶୋଇପାରୁ ନାହାନ୍ତି । ଶେଷରେ ଛୁଟି ନେଇ ଲଣ୍ଡନରୁ ଭାରତ ଆସିଲେ । ମେଘାଙ୍କ ସହିତ ତାଙ୍କ ସ୍ୱାମୀ ମଧ୍ୟ ଆସିଛନ୍ତି ।

CNG, Piped Cooking Gas Prices Hiked
ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼: ବଢ଼ିଲା ରୋଷେଇ ଗ୍ୟାସ୍‌, CNG ଦର

ଆଜିଠୁ ଇନ୍ଦ୍ରପ୍ରସ୍ତ ଗ୍ୟାସ୍‌ ଲିମିଟେଡ୍‌ ଘରୋଇ PNG(Piped Natural Gas) ଗ୍ୟାସ୍‌ ଓ CNG ଦର ବୃଦ୍ଧି କରିଛି। କମ୍ପାନୀ ପକ୍ଷରୁ CNG ଦର ପ୍ରତି କିଲୋଗ୍ରାମକୁ ୩ ଟଙ୍କା ବୃଦ୍ଧି ପାଇଛି।

gold price today
Today Gold Price- 8th Oct : ସୁନା ଦରରେ ସାମାନ୍ୟ ପରିବର୍ତ୍ତନ, କିଣିବା ଆଗରୁ ଜାଣନ୍ତୁ କେତେ ଅଛି ଦାମ୍

ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୧ ହଜାର ୪୦୦ ଟଙ୍କା ରହିଛି ।

11 Dead As Bus Catches Fire In Nashik
ସକାଳୁ ସକାଳୁ ଅଘଟଣ: ଟ୍ରକ୍‌କୁ ଧକ୍କା ଦେଇ ଜଳିଗଲା ବସ୍‌, ଚାଲିଗଲା ୧୧ ଜୀବନ

 ଆଜି ଭୋର ୫ଟା ୧୫ରେ ମହାରାଷ୍ଟ୍ର ନାସିକରେ ଏକ ଯାତ୍ରୀବାହୀ ବସ୍‌ ଜଳିଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛନ୍ତି।

Indian Air Force Day 2022
ବିସ୍ମିତ କରିବେ ବାୟୁବୀର: ବଳ ଦେଖାଇବ ବାୟୁସେନା, ଚକିତ କରିବ ଲଢ଼ୁଆ ବିମାନ...

ବଳ ଦେଖାଇବ ବାୟୁସେନା... ବିସ୍ମିତ କରିବେ ବାୟୁବୀର... ଚକିତ କରିବ ଲଢ଼ୁଆ ବିମାନ। ୯୦ ତମ ବାୟୁସେନା ଦିବସ ଗାଜିଆବାଦ ହିନ୍ଦୋନ୍ ଏୟାବେସ୍‌ରେ ନୁହେଁ, ବରଂ ଚଣ୍ଡୀଗଡ଼ର ସୁଖ୍ନା ଲେକ୍‌ର ବିଶାଳ ହ୍ରଦର ସୁନୀଳ ଜଳରାଶି ଉପରେ ଆୟୋଜିତ ହେବ।

ZOO
ଆପଣ ଚାହିଁଲେ ବାଘ-ସିଂହ-ହାତୀଙ୍କୁ ପୋଷ୍ୟ କରିପାରିବେ, ଜାଣନ୍ତୁ କ’ଣ ରହିଛି ନିୟମ

ପଶୁ କିମ୍ବା ପକ୍ଷୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ହେଲେ ପ୍ରଥମେ ଏକ ଫର୍ମ ଫିଲ୍‌ଅପ୍‌ କରିବାକୁ ହେବ ।

gold price today
Today Gold Price- 7th Oct : ବଢିଲା ସୁନା ଓ ରୁପାର ଦାମ୍, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୧ ହଜାର ୯୫୦ ଟଙ୍କା ରହିଛି ।

 bollywood veteran actor arun bali died at the age of 79
ଆଉ ନାହାନ୍ତି ବଲିଉଡର ବର୍ଷୀୟାନ ଅଭିନେତା ଅରୁଣ ବାଲି

ବଲିଉଡର ବର୍ଷୀୟାନ ଅଭିନେତା ଅରୁଣ ବାଲି ଆଉ ନାହାନ୍ତି। ଆଜି ଅରୁଣଙ୍କ ଶେଷ ଫିଲ୍ମ ‘ଗୁଡବାଏ’ ରିଲିଜ ହେଉଛି ଆଉ ଏପଟେ ସବୁଦିନ ପାଇଁ ସମସ୍ତଙ୍କୁ ଗୁଡ୍‌ବାଏ କରି ସେ ଅଫେରା ଦୁନିଆକୁ ଫେରି ଯାଇଛନ୍ତି।

big jolt to shashi tharoor in chennai
ଚେନ୍ନାଇରେ ଶଶି ଥରୁରଙ୍କୁ ଝଟକା; ବୈଠକରେ ୭୦୦ ପ୍ରତିନିଧିଙ୍କ ମଧ୍ୟରୁ ଯୋଗ ଦେଲେ ୧୨

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରେସ୍‌ର ଆଗଧାଡ଼ିରେ ଥିବା ବରିଷ୍ଠ ନେତା ଶଶୀ ଥରୁରଙ୍କୁ ବଡ ଝଟକା। ତାମିଲନାଡୁରେ ଦଳୀୟ ବୈଠକରେ ତାଙ୍କୁ ଯେପରି ନୈରାଶ୍ୟଜନକ ରେସ୍‌ପନ୍ସ ମିଳିଛି ତାହା ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି- ଥରୁର ଏ ନିର୍ବାଚନ ଜିତିବେ ତ ?

Petrol And Diesel Prices May Hike
ସାଧାରଣଜନତାଙ୍କୁ ଝଟ୍‌କା ! ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦାମ୍‌

କେବଳ ଭାରତ ନୁହେଁ, ବିଶ୍ୱ ସ୍ତରରେ ପେଟ୍ରୋଲିୟମଜାତ ସାମଗ୍ରୀର ଦର ବୃଦ୍ଧି ହୋଇପାରେ। ତୈଳ ରପ୍ତାନୀକାରୀ ଦେଶଙ୍କୁ ନେଇ ଗଠିତ ସଂଗଠନ OPEC ପ୍ଲସ୍ ପକ୍ଷରୁ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି।

Significance importance history of October 8
ଆଜି ବାୟୁସେନା ଦିବସ : ଏଥରର ବାର୍ତ୍ତା...‘ଗର୍ବର ସହ ଆକାଶକୁ ଛୁଇଁବା’

ବର୍ତ୍ତମାନ ଭାରତୀୟ ବାୟୁସେନାରେ ଶକ୍ତିଶାଳୀ ଯୁଦ୍ଧ ବିମାନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଲୋକମାନେ ଶୀଘ୍ର ଏହି ଶକ୍ତିଶାଳୀ ବିମାନର କାର୍ଯ୍ୟଦକ୍ଷତା ଦେଖିବାକୁ ପାଇବେ। ଦେଶ ପ୍ରତି ବର୍ଷ ଭାରତୀୟ ବାୟୁସେନା ଦିବସକୁ ବାର୍ଷିକ ଉତ୍ସବ ଭାବରେ ପାଳନ କରିଥାଏ। ତେବେ ଆସନ୍ତୁ ଜାଣିବା ବାୟୁସେନା ଦିବସ କେବେ, କାହିଁକି ଏବଂ କିପରି ଆରମ୍ଭ ହୋଇଥିଲା।

nagaland minister temjen imna says to laugh
‘ହସ... କାରଣ ତୁମର ଦାନ୍ତ ଅଛି ’

ସୋଶିଆଲ ମିଡିଆରେ ଖୁବ ଆକ୍ଟିଭ ଥିବା ନାଗାଲାଣ୍ଡର ମନ୍ତ୍ରୀ ତେମଜେନ ଇମନା ଅଲଙ୍ଗ ନିଜର ମଜାଦାର ଟୁଇଟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଏବେ ପୁଣି ଏକ ମଜାଦାର ଟୁଇଟ କରି ଚର୍ଚ୍ଚାକୁ ଆସିଛନ୍ତି। ସେ ନିଜ ଟୁଇଟର ହାଣ୍ଡେଲରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ କିଛି ଲେଖିଛନ୍ତି ମଧ୍ୟ। ଏହି ଫଟୋ ଏବଂ ମଜାଦାର ଟୁଇଟ ପାଇଁ ତେମଜେନଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ।

Armed boat
ସମୁଦ୍ର ଜଗିବ ମାନବବିହୀନ ସଶସ୍ତ୍ର ବୋଟ୍‌

ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଛି ମାନବବିହୀନ ସଶସ୍ତ୍ର ବୋଟ୍ ।

rahul gandhi,Sonia Gandhi
ମା’ର ବିକଳ୍ପ ନାହିଁ, ସୋନିଆ ଗାନ୍ଧୀଙ୍କ ଜୋତାର ଫିତା ବାନ୍ଧିଲେ ରାହୁଲ ଗାନ୍ଧୀ

ସୋସିଆଲ ମିଡିଆରେ ଏହି ସମୟର ଫଟୋ ଭାଇରାଲ୍‌ ହେଉଛି ।