• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Oath Taking Ceremony

Rajya Sabha
ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ନେଲେ ଓଡ଼ିଶାର ୩ ସାଂସଦ; ଓଡିଆରେ ନେଲେ ଶପଥ...

ବିଜେପିର ଅଶ୍ବିନୀ ବୈଷ୍ଣବ, ଓ ବିଜେଡିର ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ ଆଜି ରାଜ୍ୟସଭାରେ ବିଧିବଦ୍ଧ ଭାବେ ସଭ୍ୟ ରୂପେ ଶପଥ ନେଇଛନ୍ତି ।

 Bhagavad Gita
ଅଷ୍ଟ୍ରେଲୀୟ ସଂସଦରେ ପ୍ରଥମ, ଗୀତା ଛୁଇଁ ଶପଥ ନେଲେ ସିନେଟର୍

ବିଭିନ୍ନ ଦେଶର ଶାସନ ବ୍ୟବସ୍ଥାରେ ଭାରତୀୟ ବଂଶୋଦ୍ଭୋବଙ୍କ ପ୍ରତିନିଧିତ୍ୱ ରହିଛି। ମାତ୍ର ବିଦେଶୀ ସଂସଦରେ ଗୀତା ପାଠ କରି ଶପଥ ନେବାରେ ବରୁଣ ପ୍ରଥମ ଭାରତୀୟ ବଂଶୋଦ୍ଭବ ବୋଲି କୁହାଯାଉଛି।

Orissa HC Chief Justice
ଆଜି ଶପଥ ନେବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

ଗତ ୨ ତାରିଖରେ ଏନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ, ଆଜି ଶପଥ ଗ୍ରହଣ କରିବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ।

Champai Soren to take oath
ଆଜି ଶପଥ ନେବେ ଚମ୍ପଇ, ଆସନ୍ତା ୧୦ ଦିନରେ ପ୍ରମାଣ କରିବେ ବହୁମତ

ଗତକାଲି ସନ୍ଧ୍ୟାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ଚମ୍ପଇ। ତାଙ୍କ ପାଖରେ ୪୩ ବିଧାୟକଙ୍କ ସମର୍ଥନ ଥିବା ଜଣାଇବା ସହ ସରକାର ଗଠନ ଲାଗି ରାଜ୍ୟପାଳଙ୍କୁ ଜଣାଇଥିଲେ।

Mohan Yadav
ମଧ୍ୟ ପ୍ରଦେଶରେ ଆଜିଠୁ ‘ମୋହନ’ ସରକାର

ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ମୋହନ ଯାଦବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

Crores cash from the houses of corrupt government officials
ଦୁର୍ନୀତି ନକରିବାକୁ ପ୍ରତିବର୍ଷ ନିଆଯାଉଥିବା ଶପଥ ଧର୍ମକୁ ଆଖିଠାର ନୁହେଁ କି…

ବିନା ଲାଞ୍ଚରେ ଲୋକଙ୍କ ସେବା କରିବାର ଶପଥ ପ୍ରତିବର୍ଷ ନିଆଯାଉଛି, ହେଲେ ଏହା କେବଳ ଧର୍ମକୁ ଆଖିଠାର ସଦୃଶ! କାରଣ ଗତ ୫ ବର୍ଷ ଭିତରେ ପ୍ରାୟ ଅଢେଇ ହଜାର ଦୁର୍ନୀତିଖୋର ବାବୁମାନଙ୍କ ବିରୋଧରେ ୧ ହଜାରରୁ ଅଧିକ ଅପରାଧିକ ମାମଲା ରୁଜୁ ହେଲାଣି ଆଉ ୯୦୦ରୁ ଅଧିକ କର୍ମଚାରୀ ଗିରଫ ବି ହେଲେଣି।

Sukhvinder Sukhu
ଆଜି ଶପଥ ନେବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ

ଛତିଶଗ଼ଡ଼ ମୁଖ୍ୟମନ୍ତ୍ରୀ ତଥା AICC ପର୍ଯ୍ୟବେକ୍ଷକ ଭୂପେଶ ବଘେଲଙ୍କ ସୂଚନା ଅନୁସାରେ, ଆଜି ଦିନ ୧୧ଟାରେ ସୁଖବିନ୍ଦର ସିଂ ସୁଖୁ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

Draupadi Murmu Celebration
ଦ୍ରୌପଦୀ ରାଷ୍ଟ୍ରପତି ହେବା ପରେ ଦିଲ୍ଲୀରୁ ପଲ୍ଲୀ ଯାଏଁ ଉତ୍ସବ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଅବସରରେ ଉତ୍ସବ ପାଳିଛି ସାରା ଦେଶ। ରାଷ୍ଟ୍ରପତିଙ୍କ ଜନ୍ମମାଟି ମୟୂରଭଂଜର ଛୋଟିଆ ଗାଁ ଉପରବେଡା ହେଉ ଅବା ରାଜଧାନୀ ଭୁବନେଶ୍ୱର, ସବୁଠି ସେଲିବ୍ରେସନର ମାହୋଲ।

ରାଜଧାନୀ ଭୁବନେଶ୍ୱରରେ ବିଜେପି ଅଫିସ୍ ସମ୍ମୁଖରେ ଘଣ୍ଟ ଓ ଢୋଲ ବଜେଇ ଚାଲିଛି ସେଲିବ୍ରେସନ
ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ପରେ ରାଜଧାନୀ ଭୁବନେଶ୍ୱରରେ ଚାଲିଛି ସେଲିବ୍ରେସନ...ଦେଖନ୍ତୁ କିଛି ଝଲକ୍

ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ପରେ ରାଜଧାନୀ ଭୁବନେଶ୍ୱରରେ ଚାଲିଛି ସେଲିବ୍ରେସନ...ବିଜେପି ନେତା ଓ କର୍ମୀ ବାଜା ଓ ବାଣର ଆସର ଭିତରେ ମିଠା ବାଣ୍ଟି ଖୁସି ମନାଉଛନ୍ତି।

President Draupadi Murmu
ଏକ ଆଦିବାସୀ ଗାଁରୁ ମୋର ଯାତ୍ରା ଆରମ୍ଭ: ଦ୍ରୌପଦୀ

ଦେଶବାସୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଲେ, ମୋ ଜୀବନ ପଛେ ନର୍କେ ପଡିଥାଉ

Oath Taking Ceremony
ରାତି ପାହିଲେ ଦେଶକୁ ମିଳିବ ନୂଆ ରାଷ୍ଟ୍ରପତି; ଭାରତ ଇତିହାସରେ ଯୋଡ଼ିହେବ ଏକ ନୂଆ ଅଧ୍ୟାୟ 

ଜଣେ ଆଦିବାସୀ ମହିଳା ଏନ୍ଏସି କାଉନସିଲରରୁ ରାଜନୈତିକ କ୍ୟାରିୟର ଆରମ୍ଭ କରି; ରାଷ୍ଟ୍ରପତି ଭଳି ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଭିଷିକ୍ତ ହେବା ଏକ ବିରାଟ ଉପଲବ୍ଧି।

Draupadi Murmu\'s oath taking ceremony on Monday, preparations in full swing
ରାତି ପାହିଲେ ଦେଶକୁ ମିଳିବ ନୂଆ ରାଷ୍ଟ୍ରପତି

ଭାରତ ଇତିହାସରେ ଯୋଡ଼ିହେବ ଏକ ନୂଆ ଅଧ୍ୟାୟ। ସକାଳ ୧୦ଟା ୧୪ରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ। ଶପଥ ସମାରୋହରେ ସାମିଲ ହେବ ନବୀନ...

Naveen New Team
ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍

୨୧ ମନ୍ତ୍ରୀଙ୍କ ମଧ୍ୟରୁ ୧୩ଜଣଙ୍କୁ କ୍ୟାବିନେଟ୍ ଓ ୮ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିପାରେ।