• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Shradha Murder Case
ଡେଟିଂ ଆପ୍‌ରେ ୨୦ ଝିଅଙ୍କ ସହ ଲୀଳା କରୁଥିଲା ଅଫତାବ୍‌

ଅଫତାବ ଏପରି ନାଟକ କରୁଥିଲା ଯେ ଯେମିତି କିଛି ବି ହୋଇନାହିଁ । ଏମିତିକି ଶ୍ରଦ୍ଧାଙ୍କ ଶରୀର ଖଣ୍ତ ଖଣ୍ତ ହୋଇ ଘରେ ଥିବା କଥା ବି ମୁଁ ଜାଣିପାରିନଥିଲି।

Special story
ରକ୍ଷକ ସାଜିଲା ଭକ୍ଷକ ! ପ୍ରେମିକାକୁ ବାହା ହେବାକୁ ଏଟିଏମ୍‌ରୁ ୨୦ ଲକ୍ଷ ଲୁଟିନେଲା ସିକ୍ୟୁରିଟି ଗାର୍ଡ

ନିଜେ ଜଗୁଆଳୀ ହିଁ ଲୁଟିନେଲେ ଟଙ୍କା । ନଭେମ୍ବର ୧୭ ତାରିଖ ସନ୍ଧ୍ୟା ୭.୫୦ରୁ ୮.୨୦ ମଧ୍ୟରେ ଅଭିଯୁକ୍ତ ଏଟିଏମରୁ ଟଙ୍କା ଚୋରି କରି ନେଇଛି ।

Man marries 6 women across 4 states
୪ ରାଜ୍ୟରେ ରଖିଛନ୍ତି ୬ ସ୍ତ୍ରୀ: ଧରା ପକାଇ ଦେଲେ ଦ୍ୱିତୀୟ ପତ୍ନୀଙ୍କ ଭାଇ, ଏବେ ଅବସ୍ଥା...

ଧରାପଡ଼ିଲା ସ୍ୱାମୀ ୪୨୦। ୪ ରାଜ୍ୟରେ ୬ ଜଣ ଯୁବତୀଙ୍କୁ ବିବାହ କରିଥିଲେ। ପତ୍ନୀଙ୍କ ଅଜାଣତରେ ବ୍ୟକ୍ତି ଜଣକ ସେମାନଙ୍କୁ ଧୋକା ଦେଉଥିଲେ। ହେଲେ କେହିବି ଏସମ୍ପର୍କରେ ଜାଣିପାରି ନ ଥିଲେ।

Special story
ପେଟରୁ ବାହାରିଲା ୧୮୭ଟି କଏନ୍ ! ଡାକ୍ତରଙ୍କ ପାଇଁ ଚ୍ୟାଲେଞ୍ଜିଂ ଥିଲା ଅପରେସନ୍‌

ପେଟ ଭିତରେ କଏନ୍‌ ଗଦା । ଅପରେସନ୍‌ କଲା ତିନି ଜଣିଆ ଡାକ୍ତରୀ ଟିମ୍‌ ।

Special story
ହାତ ଯୋଡ଼ୁଛି ଜିଲ୍ଲାପାଳ ସାର ! ଘର ଖଣ୍ଡିଏ ଦେଲେ, ଏବେ ସ୍ତ୍ରୀ ବି ଦିଅନ୍ତୁ . . .

ଜିଲ୍ଲାପାଳ ସାର୍‌ ଏବେ ମୋର ସ୍ତ୍ରୀ ଗୋଟେ ଦରକାର । ଦୟାକରି କିଛି କରନ୍ତୁ ।

Urfi Javed Chetan Bhagat
ଜଣେ ଲେଖକ; ଆଉ ଜଣେ ସେଲିବ୍ରିଟି !! ଉର୍ଫି ଓ ଚେତନଙ୍କ ମଧ୍ୟରେ ସୋସିଆଲ ମିଡିଆ ୱାର

ପ୍ରଖ୍ୟାତ ଲେଖକ ଚେତନ୍ ଭଗତ ଏବଂ ନିଜର ଅଜବଗଜବ ପରିଧାନ ପାଇଁ ଚର୍ଚ୍ଚାରେ ରହୁଥିବା ଉର୍ଫି ଜାଭେଦଙ୍କ ମଧ୍ୟରେ ଚାଲିଛି ସୋସିଆଲ୍ ମିଡିଆ ଓ୍ୱାର୍

RBI To Start Digital Rupee Pilot Project From Dec 1
ଆଜିଠୁ ଆରମ୍ଭ ହେଲା ଡିଜିଟାଲ ଟଙ୍କା, ଜାଣନ୍ତୁ କେମିତି କରିବେ ବ୍ୟବହାର...

ଡିସେମ୍ବର ୧ ତାରିଖରୁ RBI ପକ୍ଷରୁ ଲଞ୍ଚ ହୋଇଛି ଡିଜିଟାଲ ଟଙ୍କା। ପ୍ରାରମ୍ଭିକ ପର୍ଯ୍ୟାୟରେ ୪ଟି ସ୍ଥାନରେ ପରୀକ୍ଷା ମୂଳକ ଭାବେ ଏହି ଡିଜିଟାଲ ଟଙ୍କାର ବ୍ୟବହାର ଆରମ୍ଭ କରାଯିବାର ଯୋଜନା ରହିଛି।

  • Wednesday, 30 November 2022
  • RBI
President's Concern On Non-Release Of Poor Prisoners
ଜେଲ୍‌ରୁ ମୁକୁଳି ପାରୁନାହାନ୍ତି ଗରିବ କଏଦୀ

 ଆସନ୍ତା ୧୫ ଦିନ ମଧ୍ୟରେ ଏହି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। 

Patna thieves stolen mobile tower from main town at patna
ବିହାରୀ ଲୁଟେରା ଲୁଟିନେଲେ ୧୯ ଲକ୍ଷ ଟଙ୍କାର ମୋବାଇଲ୍ ଟାୱାର

କମ୍ପାନୀକୁ ଚୂନ ମାରିଦେଲେ ଲୁଟେରା। ଦୁଇ ଦିନରେ ଲୁଟ୍ ହୋଇଗଲା ୧୯ ଲକ୍ଷ ଟଙ୍କାର ମୋବାଇଲ୍ ଟାୱାର। ଟାୱାର ଖୋଲାହେଲା ପିକ୍‌ଅପ୍‌ରେ ଲୋଡ୍ ହେଲା, ହେଲେ ଜାଣିପାରିଲେ ନାହିଁ କେହି।

Organ donate after death
ମୃତ୍ୟୁ ପରେ ବି ଅମର ! ୬ ଜଣଙ୍କୁ ଜୀବଦାନ ଦେଲେ ଅନମୋଲ

ଜୀବନ ସିନା ଚାଲିଗଲା ହେଲେ ୬ ଜଣଙ୍କୁ ଜୀବନଦାନ ଦେଲେ।

Indian army to deploy kites to capture enemy drones in border areas
ଶତ୍ରୁର ହର୍‌କତ୍ ଉପରେ ରହିବ 'ବାଜ୍ କୀ ନଜର୍'

ପାକିସ୍ତାନ ସୀମାବର୍ତ୍ତି ଅଞ୍ଚଳରେ ବାରମ୍ବାର ଧରାପଡ଼ୁଛି ସନ୍ଦିଗ୍ଧ ଡ୍ରୋନ୍। 

Jaganmohan Reddy's Sister
କାର୍‌ ଭିତରେ ବସିଥିଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ, ଉଠାଇନେଲା କ୍ରେନ୍‌

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ ଶର୍ମିଲା କାର୍‌ ଭିତରେ ଥିବା ବେଳେ ଏପରି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Indian Army
ଭାରତ-ପାକ ସୀମାରେ ଦମ୍ ଦେଖାଇଲେ ବିଏସଏଫ୍ ମହିଳା

ପାକିସ୍ତାନ ପଟୁ ଭାରତର ପଞ୍ଜାବର ଅମ୍ରିତସର ଜିଲ୍ଲା ଚାହାରପୁର ଆଡକୁ ଏକ ଡ୍ରୋନ ଆସୁଥିବା ଦେଖି ଏହି ଦୁଇ ମହିଳା କମାଣ୍ଡର ତାକୁ ଟ୍ରାକ କରିଥିଲେ । ଆଉ ଗୁଳି କରି ଖସାଇ ଦେଇଥିଲେ ।

Kite Drone Fight
ଶତ୍ରୁ ପକ୍ଷର ଗୁଇନ୍ଦା ଡ୍ରୋନ୍‌କୁ ମାଡ଼ି ବସିବ ଚିଲ

ଚିଲ ଶତ୍ରୁପକ୍ଷର ଡ୍ରୋନ୍‌କୁ ଟାର୍ଗେଟ କରି ଖସାଇବ ।

professor
ଛାତ୍ରଙ୍କୁ ‘କସାବ୍’ କହିଲେ ପ୍ରଫେସର

ପ୍ରଥମେ ପଚାରିଲେ ନାଁ.. ମୁସଲମାନ ଜାଣି ଆତଙ୍କବାଦୀ କହିଲେ.. ଭିଡିଓ ଭାଇରାଲ ପରେ କଡ଼ା ଆକ୍ସନ

rape
ଲଜ୍ଜା ! ଆଖିରେ ଦେଖିଲେ ଛାତ୍ରୀଙ୍କ ଦୁଷ୍କର୍ମ, ସାହାଯ୍ୟ କରିବା ପରିବର୍ତ୍ତେ ଇଜ୍ଜତ ଲୁଟିଲେ ସାର୍

ପ୍ରଧାନ ଶିକ୍ଷକଙ୍କୁ ଦେଖି ପଳାଇଲେ ରେପିଷ୍ଟ ! ତା’ପରେ ଶିକ୍ଷକ ପାଲଟିଗଲେ ସୈତାନ, ନିଜେ ବି ଛାତ୍ରୀଙ୍କୁ ଦୁଷ୍କର୍ମ କଲେ

ragging
ରାଗିଂ ଭୟ !!! ଦୁଇ ମହଲା ଛାତ ଉପରୁ ଡେଇଁ ପଡ଼ିଲେ ଛାତ୍ର

ବାରମ୍ବାର ଏପରି ଘଟଣାର ପୁନରାବୃତ୍ତି ହେଲେ ସୁଦ୍ଧା ରାଗିଂ କମୁନି କାହିଁକି ?

Murder
ପୁଅ ସହ ମିଶି ସ୍ୱାମୀକୁ ୨୨ ପିସ୍‌ କଲା ପତ୍ନୀ

ଅଞ୍ଜନଙ୍କ ମୃତଦେହକୁ ୨୨ ଖଣ୍ଡ କରାଯାଇଥିବା ଚର୍ଚ୍ଚା ହେଉଥିବା ବେଳେ, ପୋଲିସ କହିଛି ଫ୍ରିଜ୍‌ରେ ୧୦ ଖଣ୍ଡ କରି ରଖାଯାଇଥିଲା ।

Professor Called Student as Kasab
ଛାତ୍ରଙ୍କୁ ‘କସାବ’ କହି ଫସିଗଲେ ପ୍ରଫେସର୍‌

ଜଣେ ମୁସଲିମ ଛାତ୍ରଙ୍କୁ ଆତଙ୍କବାଦୀ କହିବା ମହଙ୍ଗା ପଡ଼ିଛି। ଫଳରେ ସମ୍ପୃକ୍ତ ପ୍ରଫେସରଙ୍କୁ କଲେଜରୁ ନିଲମ୍ବିତ କରାଯାଇଛି।

WhatsApp
ସାବଧାନ୍ ହ୍ୱାଟସଆପ୍‌ ୟୁଜର୍‌ !!! ୫୦୦ ମିଲିୟନ୍‌ ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଡାଟା ଲିକ୍‌

୮୪ଟି ଦେଶରେ ଭାଳେଣି ! ରିପୋର୍ଟ ଅନୁସାରେ, ବିକ୍ରି ହୋଇଯାଇଛି ୟୁଜରଙ୍କ ତଥ୍ୟ

Know what to do when money is transferred to a wrong account
ଅନ୍‌ଲାଇନ୍‌ରେ ଭୁଲ୍‌ ଆକାଉଣ୍ଟକୁ ଟଙ୍କା ପଠାଇ ଦେଇଛନ୍ତି କି ? ଜାଣନ୍ତୁ କ’ଣ କରିବେ...

ଆଜିକାଲି ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇବା ଅତି ସହଜ ହୋଇଗଲାଣି। ଡିଜିଟାଲାଇଜେସନ୍‌ ଯୋଗୁ ଏପରି ସରଳୀକରଣ ହୋଇପାରିଛି। ଯଦି ଆପଣ UPI ଆପ୍‌ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର୍‌ କରୁଛନ୍ତି, ତା’ହେଲେ ଏଥିପାଇଁ ଆପଣଙ୍କୁ କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡର ଆବଶ୍ୟକତା ପଡ଼ିବ ନାହିଁ।

Another Delhi Shocker: Woman Allegedly Murdered Her Husband With Help Of Son
ପୁଣି ଛାତିଥରା ମର୍ଡର: ପୁଅ ସହ ମିଶି ସ୍ୱାମୀକୁ ୨୨ ଖଣ୍ଡ କଲା ସ୍ତ୍ରୀ, ରାତି ଅଧରେ ଯାଉଥିଲେ ଫିଙ୍ଗିବାକୁ...

ପୁଅ ସହ ମିଶି ଜଣେ ମହିଳା ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରକୀୟା ପ୍ରୀତି ସନ୍ଦେହରେ ମହିଳା ଜଣକ ଏଭଳି କାଣ୍ଡ ଭିଆଇ ଥିବା ଜଣାପଡ଼ିଛି।

Special story
ମଣ୍ଡପରେ ମନେ ପଡ଼ିଲା ପ୍ରେମିକା ! ଅଧା ବାହାଘରରେ କନ୍ୟାକୁ ଛାଡ଼ି ଛୁ ମାରିଲା ବର

ନାଚି ନାଚି କନ୍ୟା ଘରେ ପହଞ୍ଚିଲେ ବରଯାତ୍ରୀ ! ମଣ୍ଡପରେ ପ୍ରେମିକା କଥା ମନେ ପଡ଼ିବାରୁ ଛୁ ମାରିଲା ବର

Man threatens minor to cut her into pieces after she rejects marriage proposa
‘ମୋତେ ବାହା ନହେଲେ ପିସ୍‌ ପିସ୍‌ କରିଦେବି’...ବାହା ହେବା ପାଇଁ ମନା କରିବାରୁ ନାବାଳିକାଙ୍କୁ ଧମକ

‘ମୋତେ ବାହା ନହେଲେ ପିସ୍‌ ପିସ୍‌ କରିଦେବି’। ଯୁବତୀ ଜଣକ ସମ୍ପୃକ୍ତ ଯୁବକଙ୍କୁ ବାହା ହେବାକୁ ମନା କରିଦେବାରୁ ଯୁବକ ଜଣକ ଏଭଳି ଧମକ ଦେଇଛନ୍ତି।