ମାତ୍ର ୫ ପଇସାରେ ଏତେ ସୁଆଦିଆ ଆଇଟମ୍...ଅସମ୍ଭବ ଲାଗିଲେ ବି ଏତିକି ଟଙ୍କାରେ ମିଳୁଛି ଖାଇବା
ନୌସେନାର ଯବାନ ଗଭୀର ସମୁଦ୍ରରେ ଉଦ୍ଧାର ଓ ସର୍ଚ୍ଚ ଅପରେସନ୍ କରିଥିଲେ।
ବିବାହର ୧୨ ବର୍ଷ ପରେ ଭଣଜାକୁ ଭଲ ପାଇ ବସିଲେ ମାଇଁ। କାମ ପାଇଁ ସ୍ୱାମୀ ସବୁବେଳେ ବାହାରେ ରହୁଥିବାରୁ ଏହାର ଫାଇଦା ଉଠାଇଥିଲେ ଭଣଜା ଓ ସବୁବେଳେ ମାଇଁଙ୍କ ଘରକୁ ଯା’ଆସ କରୁଥିଲେ। ହେଲେ ସେମାନଙ୍କର ଲୁଚାଛପା ପ୍ରେମ ବେଶୀ ଦିନ ତିଷ୍ଠି ପାରି ନଥିଲା।
ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନରେ ଅଳିଆ ଏକ ପ୍ରମୁଖ ପ୍ରସଙ୍ଗ ଭାବରେ ଉଭା ହୋଇଛି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ ଜାତୀୟ ରାଜଧାନୀର ଆବର୍ଜନାର ପାହାଡକୁ ପରିଦର୍ଶନ କରିଛନ୍ତି। ବିଜେପିରୁ ନାଗରିକ ସଂସ୍ଥାର ନିୟନ୍ତ୍ରଣକୁ ମୁକାବିଲା କରିବା ପାଇଁ ଆପ୍ ଏକ ସର୍ବଦଳୀୟ ଅଭିଯାନ ଆରମ୍ଭ କରିଛି।
ମନରେ ଯୋଶ୍, ଆଖିରେ ଚମକ୍... ଜିରୋ ହେୟାର୍କଟ୍ ସାଙ୍ଗକୁ ଜବରଦସ୍ତ ଦିଶୁଛି ୟୁନିଫର୍ମ। ଏମାନେ ଜଣେ ଜଣେ ଭବିଷ୍ୟତର ବୀରାଙ୍ଗନା ଓ ଏମାନଙ୍କ କାନ୍ଧରେ ରହିବ ଦେଶ ସୁରକ୍ଷାର ଭାର।
ମନ୍ଦିରର ପବିତ୍ରତା ବଜାୟ ରଖିବାକୁ ଏହି ପଦକ୍ଷେପ ।
ମୃତ୍ୟୁ କେତେବେଳେ କେମିତି ଆସେ, ତା’ହା କେହିବି କହିପାରିବେନି। ଯମ ଦୂତ ପରି ଆସି ବସିଥିବା ଲୋକର ବି ପ୍ରାଣବାୟୁ ନେଇଯାଏ। ହେଲେ ସବୁଠୁ ଦୁଃଖଦ ଘଟଣା, ଜଣକର ମୃତ୍ୟୁ ପରେ ଆଉ ଜଣକ ଜୀବନ ମଧ୍ୟ ଚାଲି ଯାଇଛି।
୧୯୮୧ ମସିହାକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ବର୍ଷ’ ଭାବେ ପାଳନ କରାଯାଇଥିଲା । ୧୯୭୬ ମସିହାରେ ଜାତିସଂଘ ଏହାକୁ ଭିନ୍ନକ୍ଷମ ବର୍ଷ ଭାବେ ଘୋଷିତ କରିଥିଲା ।
ଘଟଣାର ତଦନ୍ତ କରି ଖୁବ ଶୀଘ୍ର ରିପୋର୍ଟ ଦେବକୁ JNU କୁଳପତି ନିର୍ଦ୍ଦେଶ ଦେଇଛନ୍ତି ।
ଡିସେମ୍ବର ୧ରୁ ଘରୋଇ ସ୍ତରରେ ଉତ୍ପାଦନ ହେଉଥିବା ଅଶୋଧିତ ତୈଳ ଓ ଡିଜେଲ ରପ୍ତାନୀ ଉପରେ ୱିଣ୍ଡଫଲ୍ ଟ୍ୟାକ୍ସ(Windfall Tax) ହ୍ରାସ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।
ଖଣିରୁ ଚୂନ ପଥର ବାହାର କରିବା ସମୟରେ ଆଜି ଏହି ଅଘଟଣ ଘଟିଛି। ୧୨ରୁ ଅଧିକ ଗାଁ ଲୋକ ମାଟି ତଳେ ଚାପି ହୋଇ ରହିଥିବା ସୂଚନା ମିଳିଛି।
ଖୁବ୍ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। କର୍ମଚାରୀଙ୍କ DA(Dearness Allowance) ବୃଦ୍ଧି ନେଇ କେନ୍ଦ୍ର ସରକାର ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।
ଜନ୍ମଦିନରେ ଯୋଗ ଦେଇଥିଲେ ୩୫୦ ଅତିଥି
ସିରିୟଲ ‘କୁବୁଲ ହେ’ ଦେଖି ଯୁବତୀ ଜଣକ ପ୍ରେମିକ ସହ ମିଶି ନିଜ ମୃତ୍ୟୁର ମିଛ କାହାଣୀ ଗଢ଼ିଥିଲେ। ଏହାକୁ ଯେମିତି ସମସ୍ତେ ସତ ଭାବିବେ ଏଥିପାଇଁ ସେ ଅନ୍ୟ ଜଣେ ଯୁବତୀଙ୍କୁ ହତ୍ୟା ମଧ୍ୟ କରିଥିଲେ।
ଧରାପଡ଼ିଲା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର ମାଷ୍ଟରମାଇଣ୍ଡ୍ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍। ଆମେରିକାରେ ପୋଲିସ୍ ତାକୁ ହେପାଜତକୁ ନେଇଥିବା ଜଣାପଡ଼ିଛି।
ଆପଣ ଅନେକ ପ୍ରକାର ଚୋରି ବିଷୟରେ ଜାଣିଥିବେ। ବ୍ରିଜ୍ ଚୋରି, ରାସ୍ତାକଡ ବିଦ୍ୟୁତ ଖୁଣ୍ଟ ଚୋରି, ଗଛ ଚୋରି, ଏଟିଏମ୍ ଚୋରି ଆଦି ଘଟଣା ଶୁଣିଥିବେ। କେବେ ଶୁଣିଛନ୍ତି କି ରାସ୍ତା ଚୋରି ହେବା କଥା। ଦେଖନ୍ତୁ କେଉଁଠି ଓ କେମିତି ହୋଇଛି…
ଚର୍ଚ୍ଚାରେ ବିସଲେରି ଚେୟାରମ୍ୟାନ ରମେଶ ଚୌହାନଙ୍କ ଝିଅ, ବିସଲେରି ମାଲିକାନା ହାତକୁ ନେବାକୁ ନାରାଜ
ଅଫ୍ତାବ ଏବେ ସୁସ୍ଥ ଅଛି । ଦିଲ୍ଲୀ ରୋହିଣୀର ,କ ହସ୍ପିଟାଲରେ ଏହି ନାର୍କୋଟେଷ୍ଟ କରାଯାଇଥିଲା ।
ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) ର ଜଣେ ଯବାନଙ୍କୁ ପାକ୍ ରେଞ୍ଜର୍ସ କାବୁ କରିଥିବାର ବିଏସ୍ଏଫ୍ ସୂତ୍ରରୁ ଜଣାପଡ଼ିଛି ।
ନାମିବ୍ୟାରୁ ଆସିଥିବା ୮ଟି ଚିତାଙ୍କୁ କ୍ୱାରେଣ୍ଟାଇନରୁ କଢ଼ାଯାଇ ବଡ଼ ଏନକ୍ଲୋଜରରେ ଛଡାଯାଇଛି । ନଭେମ୍ବର ୨୯ରେ ଆଶା ପ୍ରଥମ ଶିକାର କରିଛି ।
ମଝିରେ ଲିଫ୍ଟ ଅଟକି ଯିବା ଯୋଗୁ ପାଖାପାଖି ୩୦ ମିନିଟ ଧରି ୩ ଜଣ ଛୋଟ ଝିଅ ଫସି ରହିଥିଲେ। ୩ ଜଣ ଛୋଟ ଥିବାରୁ ସେମାନେ ଲିଫ୍ଟ ଭିତରେ କାନ୍ଦିବାକୁ ଲାଗିଥିଲେ।
ଲାଇଭ୍-ଷ୍ଟ୍ରିମିଂ ବେଳେ ରାସ୍ତା ଉପରେ ମହିଳା ୟୁଟ୍ୟୁବରଙ୍କୁ ଟଣା ଓଟରା। ଏପରିକି କିସ୍ କରିବାକୁ ମଧ୍ୟ ଉଦ୍ୟମ। ଏତିକିରେ ବି ଯୁବକଙ୍କ ଉତ୍ପାତ ଥମି ନଥିଲା ଯେ, ମହିଳାଙ୍କ ପିଛା କରିବା ସହ ତାଙ୍କୁ ଲିଫ୍ଟର ଅଫର ମଧ୍ୟ ଦେଇଥିଲେ।
ଗତ କିଛିମାସ ହେବ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦର(LPG Cylinder Price)ରେ ଗ୍ରାହକଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ। ଚଳିତ ମାସରେ ମଧ୍ୟ ସରକାରୀ ତୈଳ କମ୍ପାନୀ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ବୃଦ୍ଧି କରି ନାହାନ୍ତି।
NDTV ପ୍ରମୋଟର କମ୍ପାନୀ ଆର୍ଆର୍ପିଆର୍ ହୋଲ୍ଡିଂ ପ୍ରାଇଭେଟ୍ ଲିମିଟେଡ୍ ବୋର୍ଡର ନିର୍ଦ୍ଦେଶକ ପଦରୁ ପ୍ରଣୟ ରୟ ଓ ରାଧିକା ରୟ ଇସ୍ତଫା ଦେବାର ଦିନକ ପରେ ଏନ୍ଡିଟିଭି ଇଣ୍ଡିଆର ସିନିୟର ଏକ୍ସକ୍ୟୁଟିଭ୍ ରବିଶ କୁମାର ଇସ୍ତଫା ଦେଇଛନ୍ତି।
ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ୧୯ ଜିଲ୍ଲାର ୮୯ ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଛି।