ବିମାନରେ ଯାତ୍ରା କରୁଥିବା ବିଦେଶୀ ଯାତ୍ରୀଙ୍କ ପାଇଁ ଭାରତ ସରକାର ନୂଆ ନିୟମ ଜାରି କରିଛନ୍ତି। ଏଣିକି ବିଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କୁ ସେଲ୍ଫ-ଡିକ୍ଲାରେସନ୍ ଫର୍ମ(Self-Declaration Form) ପୂରଣ କରିବାର ଆଉ କୌଣସି ଆବଶ୍ୟକତା ନାହିଁ।
କାର୍ ଦୁର୍ଘଟଣାରେ ୨୫ ବର୍ଷୀୟ ସୋସିଆଲ୍ ମିଡିଆ ସେଲିବ୍ରେଟିଙ୍କ ମୃତ୍ୟୁ ହୋଇଛି। ଦ୍ରୁତ ଗତିରେ ଥିବା ରୋହିତଙ୍କ କାର୍ ବୁଲାଣି ନିକଟରେ ଗାଡ଼ି ବୁଲାଇ ନପାରିବାରୁ ଗଛରେ ଯାଇ ପିଟି ହୋଇଥିଲା।
ପ୍ରଥମେ ଟ୍ୱିଟର,ଫେସବୁକ୍, ଆମାଜନ୍ ପରେ ଏବେ ଏହି ରେସ୍ରେ ସାମିଲ ହୋଇଯାଇଛି ଜୋମାଟୋ । ଅନଲାଇନରେ ଖାଦ୍ୟ ଡେଲିଭରି କରୁଥିବା ଜୋମାଟୋ ତାର ବିଭିନ୍ନ ବିଭାଗର କର୍ମଚାରୀଙ୍କୁ କମ୍ପାନୀ ଛାଡ଼ିବାକୁ ନୋଟିସ ଦେଇଛି।
ସରକାରୀ ସ୍ତରରୁ କାମ ହାସଲ କରିବାକୁ ହେଲେ କ’ଣ ଏଭଳି ପ୍ରତିବାଦ କରିବାକୁ ହେବ ?
ICU ଭିତରେ ଗାଈ ବୁଲିବା ନିହାତି ଭାବେ ଆଶ୍ଚର୍ଯ୍ୟ ଏବଂ ଚିନ୍ତାର ବିଷୟ ।
ଆୟୁଷି ନିଜ ପିତା ନିତେଶ ଯାଦବଙ୍କୁ ନକହି ଘରୁ ବାହାରିକି ବୁଲିବାକୁ ଚାଲିଯାଇଥିଲେ ।
ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଷଡ଼ଯନ୍ତ୍ର । ତଥାପି ପୋଲିସ୍ ଆଖିରେ ଧୂଳି ଦେଇ ପାରିଲାନି ଅଭିଯୁକ୍ତ ।
ପୁଣେ-ବେଙ୍ଗଲୁରୁ ହାଇେଓ୍ୱରେ ଏହି ଦୁର୍ଘଟଣା ଘଟିଛି ।
ଓଃ କି ଯନ୍ତ୍ରଣା । ଛାତ ଉପରୁ ଖସି ପଡ଼ିଲେ ମହିଳା, ପଶିଗଲା ଲୁହା ରଡ୍ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ।
ବିହାର ବୈଶାଳୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ରାସ୍ତା କଡ଼ରେ ପୂଜାର୍ଚ୍ଚନା ବେଳେ ମାଡ଼ି ଆସିଲା ଟ୍ରକ୍
ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ୧୪ ସ୍ଥାନରେ ମେଗା ରୋଡ୍ ସୋ
ଲିଭ୍-ଇନ୍ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ପରେ ଜହ୍ଲାଦ ପ୍ରେମିକ ଅଫତାବ୍ ଶରୀରର ଅଙ୍ଗ ଗୁଡ଼ିକୁ ବ୍ୟାଗ୍ରେ ଭର୍ତ୍ତି କରି ଏହାକୁ ଫୋପାଡ଼ିବାକୁ ନେଉଥିଲା।
‘ମିଷ୍ଟର ଦତ୍ତା(Mr. Dutta) ବଦଳରେ ସମ୍ପୃକ୍ତ ବ୍ୟଙ୍କିଙ୍କ ନାଁ ରାସନ୍ କାର୍ଡରେ ‘କୁତ୍ତା’ ଲେଖା ଯାଇଥିଲା। ଏହାପରେ ଡ୍ରାମା ଆରମ୍ଭ ହୋଇଯାଇଥିଲା ଓ ବ୍ୟକ୍ତି ଜଣକ ଅଭିନବ ପ୍ରତିବାଦ କରିଥିଲେ।
ବାର କାଉନ୍ସିଲ୍ ଅଫ ଇଣ୍ଡିଆର କାର୍ଯ୍ୟକ୍ରମରେ କହିଲେ CJI । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ ଚନ୍ଦ୍ରଚୂଡ଼ ।
ଭାଇଚାରାର ବଡ଼ ଉଦାହରଣ ! ନିର୍ବାଚନ ହାରିଯାଇଛନ୍ତି, ତଥାପି ପରାଜିତ ପ୍ରାର୍ଥୀଙ୍କୁ ସମ୍ମାନିତ କରାଯାଇଛି ।
ଶନିବାର ଦିନ ପୂର୍ବ ଦିଲ୍ଲୀ ସ୍ଥିତ କମନ୍ୱେଲଥ୍ ଗେମ୍ସ(CWG) ଭିଲେଜ୍ ପ୍ଲାଟ୍ରୁ ଝୁଲନ୍ତା ଅବସ୍ଥାରେ ଅମିତ ଜୈନଙ୍କ ମୃତଦେହ ମିଳିଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ବାପା ପିଲାଙ୍କ ପାଇଁ କ’ଣ ଯେ ନକରନ୍ତି . . . ଏହି ଘଟଣାକୁ ସ୍ପଷ୍ଟ ହୋଇଯାଇଛି ।
ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ମାଙ୍ଗାଲୁରୁ ପୋଲିସ୍ ମୁଖ୍ୟ ଏନ୍ ଶଶିକୁମାର କହିଛନ୍ତି। ଘଟଣା ପରେ ଅଟୋ ଡ୍ରାଇଭର ଓ ଜଣେ ଯାତ୍ରୀ ଆହତ ହୋଇଛନ୍ତି।
ଭାରତୀୟ ସେନା ପ୍ରତି ସେମାନଙ୍କର ଅହେତୁକ ଭଲ ପାଇବା। ସେନାଙ୍କ ପ୍ରତି ମନରେ ରହିଛି ଅନେକ ସମ୍ମାନ। ଏନେଇ ସେନାକୁ ପଠେଇଲେ ବିବାହର ନିମନ୍ତ୍ରଣ ପତ୍ର। ଜାଣନ୍ତୁ କ’ଣ କହିଲେ…
ଜେଲ୍ ଭିତରେ ମସାଜ୍ ମଜା । ଆମ୍ ଆଦମୀ ପାର୍ଟିର କଏଦୀ ମନ୍ତ୍ରୀଙ୍କୁ ଦିଆଯାଉଛି ଗୋଡ଼ଠୁ ମୁଣ୍ଡ ପର୍ଯ୍ୟନ୍ତ ସେବା । କିଏ ଗୋଡ଼ ମୋଡୁଛି ତ କିଏ ହାତ ଆଉ ମୁଣ୍ଡକୁ ମସାଜ କରୁଛି । ଜେଲ୍ ଚିନ୍ତା ଭୁଲାଇ ଅୟସ ଆରାମରେ ତିହାର ଜେଲ୍ ଭିତରେ ଦିନ କାଟୁଛନ୍ତି ଦିଲ୍ଲୀ ଆପ୍ ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ...
ଅଭିଯୁକ୍ତ ଅଫତାବ୍ ଅମିନ ପୁନାଓ୍ୱାଲାର ଫ୍ଲାଟରୁ ଏକ ମାରଣାସ୍ତ୍ର ପୋଲିସ ଜବତ କରିଛି।
ଚଳନ୍ତା କାର୍ରେ ୧୯ ବର୍ଷୀୟ ମଡେଲ୍ଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁବାର ରାତିରେ କେରଳର କୋଚିରେ ଏହି ଘଟଣା ଘଟିଛି।
କମିଲା ସୁନା ଦର । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଗତକାଲି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୨,୪୦୦ ରହିଥିବା ବେଳେ ଆଜି ସୁନା ଦର ସାମାନ୍ୟ ହ୍ରାସ ପାଇ ୨୩ କ୍ୟାରେଟ୍ ସୁନା ୫୨,୨୦୦ ରହିଛି ।
ଶ୍ରଦ୍ଧା ଓ ଅଫତାବ୍ଙ୍କ ସମ୍ପର୍କକୁ ନେଇ ଗଡୱିନ୍ ରୋଡ୍ରିଗୁସ୍ ନାମକ ଜଣେ ବ୍ୟକ୍ତି ଅନେକ ରାଜ୍ ଖୋଲିଛନ୍ତି। ଶ୍ରଦ୍ଧାଙ୍କୁ ଅଫତାବ୍ ମାର୍ପିଟ୍ କରୁଥିଲେ ବୋଲି ଗଡୱିନ୍ ଦାବି କରିଛନ୍ତି।
ଜେଲ ପରିସରରେ ଆପ୍ ମନ୍ତ୍ରୀଙ୍କୁ ମାଲିସ କରାଯାଉଥିବା ଭିଡିଓ ଭାଇରାଲ ହୋଇଛି ।