ଦେଶର ପ୍ରମୁଖ ନେତା ଏବେ ଡିପ୍ ଫେକ୍ ଭିଡିଓର ଶିକାର ହେଉଥିବାର ଦେଖିବାକୁ ମିଳିଛି। ଏମିତିକି ନାମୀଦାମୀ ଲୋକଙ୍କର ଡିପ୍ ଫେକ୍ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଥିଲା। ତେବେ ଏଥିରୁ ବର୍ତ୍ତି ନାହାନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
ଯୋଗୀଙ୍କ ସାନ ଭାଇ ଶୈଳେନ୍ଦ୍ର ବିଷ୍ଟ କିଛିଦିନ ତଳେ ସୁବେଦାର ମେଜର୍ ପଦବୀକୁ ପଦୋନ୍ନତି ପାଇଛନ୍ତି ।
ଉତ୍ତର ପ୍ରଦେଶ ଯୋଗୀ ଆଦିତ୍ୟନାଥ ଏନେଇ ହିନ୍ଦୀରେ ଏକ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି, 'The Kerala Story' ଉତ୍ତରପ୍ରଦେଶରେ ଟିକସମୁକ୍ତ କରାଯିବ । ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କର ପୂରା କ୍ୟାବିନେଟ ଏହି ସିନେମାର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଦେଖିବେ ବୋଲି ଆଶା କରାଯାଉଛି ।
ଗର୍ଲଫ୍ରେଣ୍ଡର ବାପାଠାରୁ ବଦ୍ଲା ନେବା ଉଦେଶ୍ୟରେ ସେ ଏଭଳି କାଣ୍ଡ ଭିଆଇଥିବା ପୋଲିସ ଆଗରେ ସ୍ୱୀକାର କରିଛି ।
ମନସୁରପୁର ପୋଲିସ ଷ୍ଟେସନରେ ଏକ ଚୋର ପୋଲିସ ଆଗରେ ଆତ୍ମସମର୍ପଣ କରିଛି । ଯାହାର ସରେଣ୍ତର ଷ୍ଟାଇଲ୍କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।
ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ମୁଲାୟମଙ୍କ(Mulayam Singh Yadav) ଶେଷକୃତ୍ୟ କରାଯିବ ବୋଲି କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଆର୍ମି ଏନ୍କ୍ଲେଭ୍ ବାହାରେ କୁଡ଼ିଆ ଘର କରି କିଛି ଶ୍ରମିକ ରହୁଥିଲେ। ତେବେ ସାରା ରାତି ପ୍ରବଳ ବର୍ଷା ଯୋଗୁ ଆର୍ମି ଏନ୍କ୍ଲେଭ୍ ପାଚେରୀ ଗତକାଲି ବିଳମ୍ବିତ ରାତିରେ ଭୁଶୁଡ଼ି ପଡ଼ିଥିଲା।
ଦୁର୍ଘଟଣାରେ ଯୋଗୀ ଆଦିତ୍ୟନାଥଙ୍କ OSD ମୋତିଲାଲ୍ ସିଂଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଓ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। କୌଣସି ଜନ୍ତୁକୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
ଜଣେ ସରକାରୀ କର୍ମଚାରୀ ହୋଇ ବି ସେ ଜାଣିନଥିଲେ, ଏହା ତାଙ୍କୁ ମହଙ୍ଗା ପଡିବ। ଏହି ପୋଷ୍ଟଟି ସୋସିଆଲ ମିଡିଆରେ ବିଜୁଳି ବେଗରେ ଭାଇରାଲ ହୋଇଥିଲା। ଫେସବୁକ ୟୁଜରମାନେ ଅନେକ ସମାଲୋଚନା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।