ସିବିଆଇ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଆଡଭୋକେଟ ଡି.ପି ସିଂଙ୍କ ମାଧ୍ୟମରେ କୋର୍ଟଙ୍କୁ ସୂଚନା ଦିଆଯାଇଛି ।
ଲାଲୁ ପ୍ରସାଦ ଯାଦବଙ୍କ ପୁଅ ଜେଜ ପ୍ରତାପଙ୍କୁ କେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ବେଶରେ ଦେଖିବାକୁ ମିଳିଛି ତ ଆଉ କେତେବେଳେ ସାଇକେଲ ଚଲାଇ ନିଜ କାର୍ଯ୍ୟାଳୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି।
ଆଜି ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବରୀ ଦେବୀ ଓ ଝିଅ ମିସା ଭାରତୀ ଦିଲ୍ଲୀ ରାଉସ ଏଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ। ତେବେ ଏହି ତିନି ଜଣଙ୍କୁ ୫୦ ହଜାର ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ।
ଇଡି ଶୁକ୍ରବାର ଦିନ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ଏବଂ ପୁଅ ତେଜସ୍ୱୀ ଯାଦବଙ୍କ ପରିସରରୁ ୭୦ ଲକ୍ଷ ନଗଦ ଟଙ୍କା, ୧.୫ କିଲୋ ସୁନା ଅଳଙ୍କାର, ୫୪୦ ଗ୍ରାମ ସୁନା ବିସ୍କିଟ୍ ଏବଂ ୯୦୦ ଆମେରିକୀୟ ଡଲାର ଜବତ କରିଛି ।
ବାପାଙ୍କ କଷ୍ଟ ଯନ୍ତ୍ରଣା ସମୟରେ ଝିଅ ସାହା ହେବନି ତ କିଏ ହେବ ?
ଆର୍ଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ନିସ୍ତାର ନାହିଁ। ଚାରା ଦୁର୍ନୀତିର ଆଉ ଏକ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଜେଲ୍। ଗୋଖାଦ୍ୟ ଦୁର୍ନୀତିର ଡୁମକା କୋଷାଗାର ମାମଲାରେ ଲାଲୁ ଯାଦବଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ। ଏଥିସହ ୩୦ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ କରିଛନ୍ତି। ଗୋଖାଦ୍ୟ ଦୁର୍ନୀତିରେ ଲାଲୁ ଦଣ୍ଡ ପାଇବାରେ ଏହା ହେଉଛି ଚତୁର୍ଥ ମାମଲା ଏବଂ ଏଥିରେ ତାଙ୍କୁ ସର୍ବାଧିକ ଦଣ୍ଡାଦେଶ ହୋଇଛି। ଡୁମକା କୋଷାଗାରରୁ ୩ କୋଟି ୭୬ ଲକ୍ଷ ଟଙ୍କା […]