ହେଲିକପ୍ଟରର ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଅଘଟଣ । ଅଳ୍ପକେ ବର୍ତ୍ତିଲେ ଜଣେ ପାଇଲଟଙ୍କ ସହ ୬ ଯାତ୍ରୀ ।
ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବା ସହ ଦେଶବ୍ୟାପୀ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ହେବ ବୋଲି ଘୋଷଣା କରାଯାଇଛି ।
କାଠମାଣ୍ଡୁ ଅଭିମୁଖେ ଯାଉଥିବା ବେଳେ ନିଖୋଜ ହୋଇଥିଲା । ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।
ହେଲିକପ୍ଟରରେ କେତେ ଜଣ ଯବାନ ଯାତ୍ରା କରୁଥିଲେ, ସେ ବାବଦରେ ସୂଚନା ମିଳିପାରିନାହିଁ ।
ବିଦାୟୀ ବର୍ଷର ଡିସେମ୍ବର ୮ ତାରିଖରେ ଦେଶର ପ୍ରଥମ ସିଡିଏସ୍ ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ତାମିଲନାଡୁର କୁନ୍ନୁର ଠାରେ କ୍ରାଶ ହୋଇଥିଲା ।
ତାମିଲନାଡୁ କୁନ୍ମୁର ହେଲିକପ୍ଟର କ୍ରାଶ୍ ଘଟଣାରେ ଜଣେ ମାତ୍ର ଜୀବିତ ଥିବା ଗ୍ରୁପ୍ କ୍ୟାପନେଟ ବରୁଣ ସିଂଙ୍କ ପରଲୋକ ହୋଇଛି। ଚିକିତ୍ସାଧିନ ଅବସ୍ଥାରେ ବେଙ୍ଗାଲୁରୁ ସ୍ଥିତ ମିଲିଟାରୀ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଲାଇଫ୍ ସପୋର୍ଟରେ ରଖାଯାଇ ତାଙ୍କର ଚିକିତ୍ସା ଚାଲିଥିଲା।
କଥା ଦେଇଥିଲେ ଜାନୁଆରୀରେ ଆସିବେ, ଆଉ ମୋତେ ବୁଲେଇ ନେବେ , ମୋ ସହ ମଜା କରିବେ କିନ୍ତୁ ସେ କଥା ରଖିଲେନି । କୋହଭରା କଣ୍ଠରେ ଏମିତି କହୁଛି ସହିଦ ରାଣାପ୍ରତାପ ଦାସଙ୍କ ଭାଣେଜୀ..
ବିପିନଙ୍କ ସ୍ଥାନ ଅପୂରଣୀୟ : ସାରା ଦେଶ ତାଙ୍କୁ ଝୁରିବ, ଆକସ୍ମିକ ଭାବରେ ଚାଲିଗଲେ ସ୍ୱାମୀ-ସ୍ତ୍ରୀ...ଦୁଃଖ ସହ କୋହ ବି ରହୁଛି
ଗତକାଲି କୁନ୍ନୁର ହେଲିକପ୍ଟର କ୍ରାସ୍ ରେ ଜଣେ ଓଡିଆ ଯବାନ ସହିଦ୍। ତାଳଚେରର ରାଣା ପ୍ରତାପ ଦାସ